Latest Odisha News

BREAKING NEWS

Browsing Category

ଓଡିଶା

Odisha

କିଏ ହେବେ ମୁଖ୍ୟମନ୍ତ୍ରୀ, ୨୦ ବିଜେପି ସାଂସଦଙ୍କ ମତ ଲୋଡିବାକୁ ଦିଲ୍ଲୀ ଡାକରା

ଭୁବନେଶ୍ୱର: ୮ ତାରିଖରେ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ୧୦ ତାରିଖରେ ଓଡ଼ିଶାର ବିଜେପି ସରକାରର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ। ତେବେ କିଏ ହେବେ ମୁଖ୍ୟମନ୍ତ୍ରୀ ଏହାକୁ ନେଇ ଚର୍ଚ୍ଚା ଜାରି ରହିଛି। ଏହାରି ଭିତରେ ସଂଧ୍ୟାରେ ଶୀର୍ଷ…

ସାବିତ୍ରୀ ଭାର ଦେଇ ଫେରିବା ବେଳେ ଦୁର୍ଘଟଣା, ବାପା ମୃତ

ବାଲେଶ୍ୱର: ସାବିତ୍ରୀ ଭାର ଦେଇ ଫେରିବା ବେଳେ ଦୁର୍ଘଟଣାରେ ବାପା ମୃତ। ବାଲେଶ୍ୱର ଜିଲ୍ଲା ଅନନ୍ତପୁରରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସୂଚନା ଅନୁସାରେ ଖଇରା ସ୍ଥିତ ଝିଅ ଘରକୁ ସାବିତ୍ରୀ ଭାର ଦେବାକୁ ଯାଇଥିଲେ ବାପା। ହେଲେ ଘରକୁ ଫେରିବା ବେଳେ ଏହି ଦୁର୍ଘଟଣା ନେଲା ବାପାର ଜୀବନ।…

ବିଏସକେୱାଇ କୁ ନେଇ ସରୁନି ଦ୍ଵନ୍ଦ, ଚାଲୁ ରଖିବାକୁ ଇଣ୍ଡିଆ ମେଣ୍ଟର ଦାବି

ଭୁବନେଶ୍ୱର: ୨୦୨୪ ନିର୍ବାଚନ ଫଳାଫଳ ବାହାରିବା ସହ ଭୁଷୁଡିଛି ବିଜେଡି ଗଡ । ଏହାପରେ ଏହାପରେ ପୂର୍ବ ସରକାରଙ୍କ ଦ୍ଵାରା ହୋଇଥିବା ଯୋଜନାକୁ ନେଇ ଉପୁଜିଛି ଦ୍ଵନ୍ଦ । ବିଏସକେୱାଇକୁ ନେଇ ଚିନ୍ତାରେ ରାଜ୍ୟବାସୀ । ସେପଟେ ଡାକ୍ତରଖାନାରେ ବିଏସକେୱାଇ କାର୍ଡ ଦେଖିକି ରୋଗିଙ୍କୁ ଫେରାଯାଉଥିବା…

ଆଜି ସାବିତ୍ରୀ ବ୍ରତ: ପ୍ରାଣପ୍ରିୟଙ୍କ ଦୀର୍ଘାୟୁ କାମନା କରି ଓଷା କରୁଛନ୍ତି ପତ୍ନୀ

ଭୁବନେଶ୍ଵର: ଆଜି ପବିତ୍ର ସାବିତ୍ରୀ ବ୍ରତ । ପ୍ରତି ସଧବାଙ୍କ ପାଇଁ ଆଜି ଦିନଟି ଗୁରୁତ୍ବ ବହନ କରେ । ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ ରଖିଥାନ୍ତି ସ୍ତ୍ରୀ । ସଧବାର ସମ୍ପତ୍ତି ଶଙ୍ଖା, ସିନ୍ଦୁରକୁ ବଜର ରଖିବା ପାଇଁ ମାନସିକ କରି ବ୍ରତ ପାଳିଥାଆନ୍ତି ପତ୍ନୀ । ପରମ୍ପରା ଅନୁସାରେ…

ବର୍ଷକରେ ମରିଛନ୍ତି ୬୬ ହାତୀ, ମୃତ୍ୟୁ ହାର ଚିନ୍ତାଜନକ

ଭୁବନେଶ୍ୱର: ୫ ବର୍ଷରେ ଓଡ଼ିଶାରେ ୪୦୩ ହାତୀ ମରିଛନ୍ତି। ଗତବର୍ଷ ୬୮ ହାତୀଙ୍କ ଜୀବନ ଯାଇଥିଲା। ହାତୀ ସଂଖ୍ୟା ତୁଳନାରେ ମୃତ୍ୟୁହାର ପାଖାପାଖି ୩ରୁ ୪.୫ ପ୍ରତିଶତ। ଅଧିକାଂଶ ମୃତ୍ୟୁ ସ୍ୱାଭାବିକ। ତେବେ ୭ ବର୍ଷରେ ହାତୀ ସଂଖ୍ୟା ମାତ୍ର ୧୨୨ ବଢିଛି। ରାଜ୍ୟ ହାତୀ ଗଣନା ତଥ୍ୟ ଅନୁସାରେ…

ସାପ କାମୁଡାରେ ମେଡିକାଲରେ ଭର୍ତ୍ତି ହେଲେ ନବ ନିର୍ବାଚିତ ବିଧାୟକ ମଙ୍ଗୁ ଖିଲ

ମାଲକାନଗିରି: ସାପ କାମୁଡାରେ ଅସୁସ୍ଥ ହେଲେ ଚିତ୍ରକୋଣ୍ଡାର ନବ ନିର୍ବାଚିତ ବିଧାୟକ ମଙ୍ଗୁ ଖିଲ । ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଇଛନ୍ତି ତାଙ୍କ ପରିବାର ଲୋକେ । ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ବର୍ତ୍ତମାନ ସେ ସୁସ୍ଥ ଥିବା ଜଣା ପଡିଛି । ସୂଚନା…

ଇନଷ୍ଟାଗ୍ରାମରୁ ବିଜେଡି କୁ ହଟାଇଲେ ପାଣ୍ଡିଆନ, ସନ୍ୟାସ ନେଇଥିବା ନେଇ ଜୋରଧରିଛି ଚର୍ଚ୍ଚା

ଭୁବନେଶ୍ବର: ଆଜି ‘ଇନଷ୍ଟାଗ୍ରାମ’ ଆକାଉଣ୍ଟରୁ ‘ବିଜେଡି’କୁ ହଟାଇ ଦେଇଛନ୍ତି ଭିକେ ପାଣ୍ଡିଆନ । ପାଣ୍ଡିଆନ ତାଙ୍କର ଭେରିଫାଏଡ୍ ଇନଷ୍ଟାଗ୍ରାମ ଆକାଉଣ୍ଟ ‘ଭିକେପାଣ୍ଡିଆନଡଟଓଡ଼ିଶା’ ପ୍ରୋଫାଇଲରେ ‘ବିଜେଡି’ର ସଦସ୍ୟ ବୋଲି ଲେଖିଥିବାବେଳେ, ଏହାକୁ ପରିବର୍ତ୍ତନ କରି ଏବେ ‘ନବୀନ ପଟ୍ଟନାୟକଙ୍କ ସହ…

ଓଡିଶାବାସୀଙ୍କୁ ନବୀନଙ୍କ ବାର୍ତ୍ତା, କହିଲେ ପରାଜୟ ମୋତେ ବିବ୍ରତ କରେ ନାହିଁ

ଭୁବନେଶ୍ଵର: ଦୀର୍ଘ ୨୪ ବର୍ଷ ପରେ ଭାଙ୍ଗିଛି ନବୀନ ଗଡ । ରାଜଭବନରେ ପହଞ୍ଚି ଇସ୍ତଫା ପତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୦୦ ମସିହାରୁ ଓଡିଶାକୁ ଶାସନ କରି ଆସୁଥିବା ବିଜେଡି ୨୦୧୯ରେ ୧୧୩ ଆସନ ଜିତିଥିଲେ ମାତ୍ର ୨୦୨୪ନିର୍ବାଚନରେ ୫୧ଟି ଆସନ ହାସଲ କରି ଷଷ୍ଠ ଥର…

କୁଆଡେ ଗଲେ ପାଣ୍ଡିଆନ? ଦଳୀୟ ବୈଠକରେ ମଧ୍ୟ ନାହାଁନ୍ତି ଉପସ୍ଥିତ

ଭୁବନେଶ୍ଵର: କୁଆଡେ ଗଲେ ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ । ଗତ କାଳି ଫଳ ବାହାରିବା ପରଠାରୁ ପାଣ୍ଡିଆନଙ୍କୁ ଦେଖିବାକୁ ମିଳୁନାହିଁ କି କୌଣସି ପ୍ରତିକ୍ରିୟା ମଧ୍ୟ ମିଳୁନାହିଁ । ଏପରିକି ନବୀନ ନିବାସରେ ଚାଲିଥିବା ବିଧାୟକ ବୈଠକରେ ମଧ୍ୟ ପାଣ୍ଡିଆନ ଅନୁପସ୍ଥିତ ଥିବା ଜଣାପଡିଛି ।…

ରାଜ୍ୟରେ ଅଂଶୁଘାତଜନିକ ମୃତ୍ୟୁସଂଖ୍ୟା ୩୬କୁ ବୃଦ୍ଧି

ଭୁବନେଶ୍ଵର: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ବଢୁଛି ଅଂଶୁଘାତଜନିକ ମୃତ୍ୟୁ ସଂଖ୍ୟା । ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତଜନିକ ମୃତ୍ୟୁସଂଖ୍ୟା ୩୬କୁ ବୃଦ୍ଧି ପାଇଛି । ତେବେ ପୂର୍ବରୁ ୧୫୧ ଜଣଙ୍କର ଅଂଶୁଘାତ ମୃତ୍ୟୁ…