Latest Odisha News

BREAKING NEWS

Browsing Category

ଓଡିଶା

Odisha

ନୂଆଖାଇ ଭେଟଘାଟ ଆଳରେ କେନ୍ଦୁପତ୍ର ତୋଳାଳୀଙ୍କ ରଣ ହୁଙ୍କାର : ଦାବି ପୂରଣ ନହେଲେ ଜୋରଦାର ହେବ ସଂଗ୍ରାମ

ନୂଆପଡା: ନୂଆଖାଇ ଭେଟଘାଟ ଆଳ ରେ କେନ୍ଦୁପତ୍ର ତୋଳାଳୀ ଙ୍କ ରଣ ହୁଙ୍କାର । ଦାବୀ ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ର ଚେତାବନୀ ଦେଲା ଓଡିଶା କେନ୍ଦୁପତ୍ର ତୋଳାଳୀ ମହାସଂଘ ର ଖଡ଼ିଆଳ ଡିଭିଜନ । ଆଜି  ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଖରିଆର ଡିଭିଜନ ଶାଖା ତରଫରୁ ସଂଘ ର ରାଜ୍ୟ…

ଛାଡ଼ପତ୍ର ମାମଲା: ହାଇକୋର୍ଟ ଗଲେ ଅନୁଭବ

କଟକ: ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପିୟଦର୍ଶିନୀଙ୍କ ଛାଡ଼ପତ୍ର ମାମଲା ଏବେ ପୁଣିଥରେ ଚର୍ଚ୍ଚାରେ। କେତେବେଳେ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା ଲାଗି ରହୁଥିବା ବେଳେ ଆଉ କେତେବେଳେ କୋର୍ଟଙ୍କ ରାୟ ପରେ ଛାଡ଼ପତ୍ର ମାମଲା ଚର୍ଚ୍ଚାକୁ ଆସୁଛି। ଏସବୁ ମଧ୍ୟରେ ଆଉଥରେ…

ନବରାତ୍ରୀ ୨୦୨୩: ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜେ ପୁରୀର ଗୋଷାଣୀ ଯାତ

ପୁରୀ: ପାଖେଇ ଆସୁଛି ଶାରଦୀୟ ଦୁର୍ଗାପୂଜା । ଆଉ କିଛି ଦିନ ପରେ ଧରାପୃଷ୍ଠରେ ଅବତରଣ କରିବେ ଶକ୍ତି ସ୍ବରୂପିଣୀ ମା' ଦୁର୍ଗା । ଶ୍ରୀକ୍ଷେତ୍ର ପୁରୀରେ ଗୋଷାଣୀ ପୂଜାକୁ ନେଇ ପ୍ରସ୍ତୁତି ଆଗେଇ ଚାଲିଛି । ଶାରଦୀୟ ଦୁର୍ଗାପୂଜାରେ ଦେବୀ ଦୁର୍ଗାଙ୍କୁ ସବୁଆଡ଼େ ଆରାଧନା କରାଯାଉଥିବା ବେଳେ…

ବିଏମସିର ବଡ ପଦକ୍ଷେପ: ଭିକାରୀମୁକ୍ତ ହେବ ରାଜଧାନୀ ଭୁବନେଶ୍ଵର, ଟିଜିଙ୍କ ଲାଗି ନିର୍ମାଣ ହେବ ପୁନର୍ବାସ ଗୃହ

ଭୁବନେଶ୍ଵର: ବିଏମସିର ବଡ଼ ପଦକ୍ଷେପ । ଏଣିକି ରାଜରାସ୍ତାରେ ଭିକ ମାଗିପାରିବେନି ଭିକାରୀ । ଭିକାରୀ ମୁକ୍ତ ହେବ ରାଜଧାନୀ ଭୁବନେଶ୍ଵର। ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ରାସ୍ତା କଡ଼ କିମ୍ବା ମନ୍ଦିର ସାମ୍ନାରେ ଆଉ ଭିକ ମାଗିପାରିବେନି…

ଜଗତଜନନୀଙ୍କୁ ସ୍ଵାଗତ ଜଣାଇବା ପାଇଁ ୫ ହଜାର ଲେମ୍ବୁରେ ମା’ ଦୁର୍ଗାଙ୍କ ପ୍ରତିମା

ପୁରୀ: ଆସୁଛନ୍ତି ମା' । ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ବିଜେ କରିବେ ଜଗତଜନନୀ ମା' ଦୁର୍ଗା । ବିଭିନ୍ନ ଥିମ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ଥିବା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଜଗତଜନନୀଙ୍କୁ ସ୍ଵାଗତ ଜଣାଇବା ପାଇଁ ୫ ହଜାର ଲେମ୍ବୁରେ ମା' ଦୁର୍ଗାଙ୍କ ପ୍ରତିମା କରିଛନ୍ତି ।…

ନବରାତ୍ରୀ ୨୦୨୩: ମାଁ ଭଣ୍ଡାରଘରଣୀଙ୍କ ପୀଠରେ ନବରାତ୍ରୀ ପୂଜା

ନବରଙ୍ଗପୁର: ବାଜାବାଜଣା, ଶଙ୍ଖ ଧ୍ବନି ସହିତ ଭକ୍ତ ମାନଙ୍କ ଜୟକାର ଧ୍ୱନିରେ ପ୍ରକମ୍ପିତ ହେଉଛି ନବରଙ୍ଗପୁର ସହରର ମା ଭଣ୍ଡାରଘରଣୀଙ୍କ ପୀଠ । ମନ୍ଦିର ପ୍ରାଙ୍ଗଣ ଚଳଚଞ୍ଚଳ ହୋଇଉଠିବା ସହ ଆରମ୍ଭ ହୋଇଛି ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାରଘରଣୀଙ୍କ  ପୀଠରେ ନବରାତ୍ରୀ ପୂଜା । ନବରାତ୍ରୀ ପୂଜାର…

ଅନୁଗୁଳ ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ, ୩ ଗିରଫ

ଅନୁଗୁଳ: ଅନୁଗୁଳ ପୋଲିସକୁ ବଡ ସଫଳାତା । ଏକ ବଡ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଅନୁଗୁଳ ପୋଲିସ । ପୂର୍ବରୁ ଅନେକ ଲୁଟ, ଛିନତାଇ ମାମଲାରେ ଏହି ଲୁଟେରା ମାନେ ସମ୍ପୃକ୍ତ ଥିବା ବେଳେ ଚଳିତ ମାସ ୧୨ ତାରିଖରେ ଦୁଇଜଣ ଫାଇନାନ୍ସ କର୍ମଚାରୀଙ୍କୁ ଲୁଟ କରିଥିଲେ । ପୋଲିସ ସେମାନଙ୍କୁ…

ସିଜିମାଳି ବକ୍ସାଇଟ୍ ଖଣି ପ୍ରକଳ୍ପ: ଲୋକଙ୍କ ବିରୋଧ ସତ୍ତ୍ବେ ଜନଶୁଣାଣି ସଫଳ କହିଲା ପ୍ରଶାସନ

ରାୟଗଡା/ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପ୍ରସ୍ତାବିତ ସିଜିମାଳି ବକ୍ସାଇଟ୍ ଖଣି ପ୍ରକଳ୍ପକୁ ନେଇ ସୋମବାର ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରକଳ୍ପ ବିବାଦୀୟ, ପରିବେଶ ପ୍ରଭାବ ଓ ବିସ୍ଥାପନକୁ ନେଇ ଚିନ୍ତା ଯୋଗୁଁ କିଛି ସ୍ଥାନୀୟ ଲୋକ ଏହାକୁ ବିରୋଧ…

ଜବତ ବାଣ ଚାଲାଣ ମାମଲାରେ ବଦନାମୀ ପରେ ବେଗୁନିଆ ଆଇଆଇସିଙ୍କ ବଦଳି

ଖୋର୍ଦ୍ଧା: ସୋମବାର ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ବେଗୁନିଆ ଥାନା ଆଇଆଇସି ବିଶ୍ୱଜିତ ରାଉତରାୟଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରିଛନ୍ତି। ଶନିବାର ରାତିରେ ଥାନା ପରିସରରୁ ଜବତ ହୋଇଥିବା ବାଣ ଓ ମଦ ଚୋରା ଚାଲାଣ ହେଉଥିବା ଖବର ପରେ ଏହା ସ୍ପଷ୍ଟ ହୋଇଛି। ବେଗୁନିଆ ଥାନା ପୁଲିସର ଏକ ଟିମ୍…

ଫିଟୁଛି ଲେଡି ଲୁଟିଆ ମୁସ୍କାନର ଗୁମର

ଭୁବନେଶ୍ୱର: ଅକ୍ଟୋବର ୧୪ରେ ଟ୍ରେନ୍ ଯାତ୍ରୀଙ୍କୁ ନିଶା ଦେଇ ଲୁଟ୍ କରୁଥିବା ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ସରିଫା ଖାତୁନ ଓରଫ ମୁସ୍କାନକୁ ଗିରଫ କରାଯାଇଛି। ଏହା ପରଠାରୁ ମୁସ୍କାନର ବିଭିନ୍ନ ଗୁମର ଫିଟିବାରେ ଲାଗିଛି। ଏହାରି ଭିତରେ ମୁସ୍କାନର ଭବ୍ୟ ଜୀବନଶୈଳୀର ଅନେକ ଭିଡିଓ ସାମ୍ନାକୁ ଆସିଛି।…