Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭାରତୀୟ ନ୍ୟାୟ ସଂହିତାରେ ଭୁବନେଶ୍ବରରେ ରୁଜ୍ଜୁ ହେଲା ପ୍ରଥମ ମାମଲା

ଭୁବନେଶ୍ବର: ଆଜି ଦେଶରେ ଲାଗୁ ହୋଇଛି ତିନି ନୂଆ ଆଇନ ଭାରତୀୟ ନ୍ୟାୟ ସଂହିତା(ବିଏନଏସ), ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନଏସଏସ) ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ(ବିଏସଏ) ଲାଗୁ ହୋଇଯାଇଛି । ଲାଗୁ ହେଉ ହେଉ ଦିଲ୍ଲୀରେ ଏନେଇ ପ୍ରଥମ ମାମଲା ରୁଜ୍ଜୁ ହୋଇଥିବା ବେଳେ ଭୁବନେଶ୍ବରରେ…

ଆଜି ପ୍ରଥମ ଦରବାର, ଜନତାଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜିଠୁ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ଶୁଣାଣି । ସେମାବାର ପ୍ରଥମ ଦରବାରରେ ନାହିଁ ନଥିବା ଭିଡ । ଅଭିଯୋଗ ପ୍ରକୋଷ୍ଠରେ ସାଧାରଣ ଜନତାଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିପାଇଁ ସୋମବାର ସକାଳୁ ସକାଳୁ ଖୋଲିଯାଇଛି ଯୁନିଟ୍ ୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ…

ମୃତ ସ୍ତ୍ରୀକୁ ଡାକ୍ତରଖାନାରେ ଛାଡ଼ି ସ୍ବାମୀ ଫେରାର

ସୁବର୍ଣ୍ଣପୁର: ମୃତ ସ୍ତ୍ରୀକୁ ଡାକ୍ତରଖାନାରେ ଛାଡ଼ି ସ୍ବାମୀ ଫେରାର। ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ଥାନା ପିପିଲିପାଲି ଗାଁର ସୁଦାମ ବାଗ ଗତକାଲି ରାତିରେ ଏଭଳି ଘଟଣା ଘଟିଛି। ଗତକାଲି ରାତିରେ ସ୍ତ୍ରୀ ଘରୁ ବାହାରି ସୌଚାଳୟକୁ ଯିବାବେଳେ ବାରଣ୍ଡାରେ ହଠାତ ପଡ଼ିଯାଇଥିଲେ। ଫଳରେ ଅଚେତ୍…

କାର୍‌ ଦୁର୍ଘଟଣାଗ୍ରସ୍ତ; ଗାଡ଼ି ତଳେ ଚାପି ହୋଇଗଲେ ୨ ଜଣ, ଜଣେ ମୃତ ଓ ୩ ଗୁରୁତର

ରାୟଗଡ଼ା: ଭୟଙ୍କର ସଡ଼କ ଦୁର୍ଘଟଣା। ବନ୍ଧଗୁଡ଼ା ଗାଁ ନିକଟରେ ଭୟଙ୍କର କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାରେ ୨ ଜଣ ଚାପି ହୋଇଯାଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ଆସିଛି। ସୂଚନା ଅନୁସାରେ ରାୟଗଡ଼ା…

ସପ୍ତଶଯ୍ୟା ପାହାଡ଼ରେ ୫ ନିଖୋଜ ଛାତ୍ର ଉଦ୍ଧାର

ଢେଙ୍କାନାଳ: ସପ୍ତଶଯ୍ୟା ପାହାଡ଼ରେ ୫ ନିଖୋଜ ଛାତ୍ର ଉଦ୍ଧାର। ବିଳମ୍ବିତ ରାତିରେ ଉଦ୍ଧାର କଲେ ବନ ବିଭାଗ କର୍ମଚାରୀ ଓ ପୋଲିସ। ସପ୍ତଶଯ୍ୟା ବୁଲିବାକୁ ଯାଇ ୫ ଛାତ୍ର ଅନ୍ଧାରରେ ଫସି ଯାଇଥିଲେ। ବର୍ଷା ହେବାରୁ ରାସ୍ତା ଭୁଲି ୫ ଛାତ୍ର ପାହାଡ଼ ଉପରୁ ଫେରି ପାରି ନଥିଲେ। ଉଦ୍ଧାର ପରେ ସମସ୍ତ…

ବିଷାକ୍ତ ଛତୁ ଖାଇ ୧୧ ଅସୁସ୍ଥ, ୫ ଜଣଙ୍କ ଅବସ୍ଥା ଗୁରୁତର

ଭଞ୍ଜନଗର: ବିଷାକ୍ତ ଛତୁ ଖାଇ ୩ ପରିବାରର ୧୧ ଜଣ ଅସୁସ୍ଥ । ଅସୁସ୍ଥ ଭଞ୍ଜନଗର ମେଡିକାଲରେ ଭର୍ତ୍ତି । ୫ ଜଣଙ୍କ ଅବସ୍ଥା ଗୁରୁତର । ଅସୁସ୍ଥ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପାର୍ତିଗୁଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଅସୁସ୍ଥଙ୍କ ମଧ୍ୟରେ ୫ ଜଣ ମହିଳା ଏବଂ ୬ ଜଣ ଶିଶୁ ଥିବା…

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର, ଅଭିଯୋଗ ପ୍ରକୋଷ୍ଠରେ ନିୟମିତ ଶୁଣିବେ ଲୋକଙ୍କ ସମସ୍ୟା

ଭୁବନେଶ୍ୱର: ଆଜିଠୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିଯୋଗ ଶୁଣାଣି ଶିବିର ଆରମ୍ଭ । ୟୁନିଟ୍-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହେବ ଶିବିର। ସମସ୍ୟା ଶୁଣିବା ସହ ସମାଧାନ ଦିଗରେ ପଦକ୍ଷେପ ନେବେ ରାଜ୍ୟ ସରକାର । ଏଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଅଭିଯୋଗ ଶୁଣାଣି କରିବା ସହ…

୫୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ସାଇବର ଠକେଇ ମାମଲାରେ ଭଦ୍ରକର ୬ ଜଣଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ

ଭଦ୍ରକ: ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରୁ ପ୍ରାୟ ୫୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ସାଇବର ଠକେଇରେ ସମ୍ପୃକ୍ତ ଥିବା ଅଭିଯୋଗରେ ଭଦ୍ରକ ଅଞ୍ଚଳରୁ ୬ଜଣ ଯୁବକଙ୍କୁ ଗିରଫ କଲା ମୁମ୍ବାଇର ବାନ୍ଦ୍ରା କୋଲାର ସାଇବର ପୋଲିସ। ଗତ କିଛି ମାସ ପୂର୍ବରୁ ବାନ୍ଦ୍ରା କୋଲାର ସାଇବର ଥାନାରେ ଦୁଇଟି ଅଭିଯୋଗ…

ଇତିହାସ ହୋଇଯିବ ଆଇପିସି, ଆଜିଠୁ ନୂଆ ଅପରାଧିକ ଆଇନ ଲାଗୁ

ଭୁବନେଶ୍ୱର: ଜୁଲାଇ ୧ ଅର୍ଥାତ୍ ଆଜିଠାରୁ ଦେଶରେ ଆଇନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ବ୍ରିଟିଶ ଅମଳରୁ ଚଳିଆସୁଥିବା ଭାରତୀୟ ପିଙ୍ଗଳ କୋଡ (ଆଇପିସି), ଫୌଜଦାରୀ ଦଣ୍ଡବିଧି ଆଇନ୍ (ସିଆରପିସି) ଓ ଭାରତୀୟ ସାକ୍ଷ୍ୟ ଆଇନ (ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟ) ଇତିହାସ ପାଲଟିଯିବ।…

ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେଲେ ଆଇଏଏସ ନିକୁଞ୍ଜ ଧଳ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ହେଲେ ନିକୁଞ୍ଜ ବିହାରୀ ଧଳ। ବରିଷ୍ଠ ପ୍ରଶାସକ ନିକୁଞ୍ଜ ବିହାରୀ ଧଳ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ସେ ବର୍ତ୍ତମାନ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ…