Latest Odisha News

BREAKING NEWS

Browsing Category

ଓଡିଶା

Odisha

ମାହାଙ୍ଗା ଡବଲ ମର୍ଡର: ବିଧାୟକ ପ୍ରତାପ ଜେନାଙ୍କୁ କୋର୍ଟଙ୍କ ସମନ

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ବଢ଼ିଲା ବିଧାୟକ ପ୍ରତାପ ଜେନାଙ୍କ ଅଡୁଆ। ବିଧାୟକ ପ୍ରତାପ ଜେନାଙ୍କୁ କୋର୍ଟଙ୍କ ସମନ। ସମନ ଜାରି କଲେ ସାଲେପୁର ଜେଏମଏଫସି କୋର୍ଟ। ସ୍ପେଶାଲ ମେସେଞ୍ଜର ଜରିଆରେ ସମନ ପଠାଇଲେ କୋର୍ଟ। ଅକ୍ଟୋବର ୩୧ରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।…

ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା

ଯାଜପୁର: ଧରାପୃଷ୍ଠକୁ ଅବତରଣ କରିବେ ମା'। ଏଥିପାଇଁ ପ୍ରତ୍ୟେକ ଶକ୍ତିପୀଠ ହୋଇଉଠିଛି ଚଳଚଞ୍ଚଳ। ମା'ଙ୍କ ଆଗମନ ପାଇଁ ଚାଲିଛି ପ୍ରସ୍ତୁତି। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା। ଏହି ପୂଜା ଆଗାମୀ ୧୬ ଦିନ ଧରି ଲାଗି ରହିବ। ଆଶ୍ୱିନ ମାସ…

ସିଜିମାଳୀ ଖଣି ଖନନକୁ ନେଇ କାଶୀପୁରରେ ଖଣି ସମର୍ଥକଙ୍କ ଶୋଭାଯାତ୍ରା

ରାୟଗଡ଼ା: ସିଜାମାଳିରେ ବେଦାନ୍ତର ଖଣି ଖନନକୁ ନେଇ ସମର୍ଥକ ଓ ବିପକ୍ଷ ମଧ୍ୟରେ ତୁ ତୁ ମେ ମେ ଚାଲିଥିବା ବେଳେ ଆଜି କମ୍ପାନୀ ସମର୍ଥକ ଦ୍ୱାରା କାଶୀପୁର ଠାରେ ଶକ୍ତି ପ୍ରଦର୍ଶନ କରାଯାଇଛି। ଖଣି ଖନନକୁ ସମର୍ଥନ କରି ଆଜି କାଶୀପୁରଠାରେ ଏକ ଶୋଭାଯାତ୍ରା ଆୟୋଜନ କରିଥିବା ବେଳେ ସରକାରଙ୍କ…

ନୀଳଗିରିରୁ ସୁକାନ୍ତ ନା ପୁଣି ଫେରିବେ ପ୍ରତାପ?

ଭୁବନେଶ୍ୱର: ରାଜ୍ୟ ରାଜନୈତିକ ଦୃଷ୍ଟିକୋଣରୁ ଅନ୍ୟତମ ପ୍ରମୁଖ ବିଧାନସଭା କ୍ଷେତ୍ର ହେଉଛି ବାଲେଶ୍ୱର ଜିଲ୍ଲାର ନୀଳଗିରି ବିଧାନସଭା କ୍ଷେତ୍ର। ନୀଳଗିରି ବିଧାନସଭା ଆସନର ଇତିହାସକୁ ଦେଖିଲେ ଏହି ସିଟରେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ଜିତିଛନ୍ତି। କଂଗ୍ରେସଠୁ ଆରମ୍ଭ କରି ଜନତା…

ଓଡିଶା ପାଇଁ ଗୌରବ:ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମାର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଲେ ଚାନ୍ଦବାଲିର ପୁଅ

ଭଦ୍ରକ: ଓଡିଶା ପାଇଁ ଗୌରବ ଆଣିଲେ ଚାନ୍ଦବାଲି ପୁଅ ଚିତ୍ତରଂଜନ ତ୍ରିପାଠୀ  । ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମାର ନିର୍ଦ୍ଦେଶକ ଭାବେ ପାଇଲେ ନିଯୁକ୍ତି । ଅଭିନେତା, ପ୍ରଯୋଜକ ଓ ନିର୍ଦ୍ଦେଶକ ତଥା ନାଟ୍ୟକର୍ମୀ ଚିତ୍ତରଂଜନ ତ୍ରିପାଠୀ ଦିଲ୍ଲୀସ୍ଥିତ ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମାର…

ପଇସା ଦେଲାନି ବୋଲି ଭଉଣୀଙ୍କୁ ଗୁଳି କରି ହତ୍ୟା କଲା ଭାଇ

କେନ୍ଦୁଝର: ଭାଇ ସାଜିଲା ହତ୍ୟାକାରୀ । ଯେଉଁ ଭାଇ ହାତରେ ଦିନ ରାଖି ବାନ୍ଧିଥିଲା ସେହି ହାତରେ ଫୁଟାଇଲା ଗୁଳି । ଚାଲିଗଲା ଭଉଣୀ ଜୀବନ । ସାମାନ୍ୟ ଟଙ୍କା କେତେଟା ପାଇଁ ଭଉଣୀକୁ ଗୁଳିକରି ମାରିଦେଲା ଭାଇ । ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ସମଗିରି…

ମାଲକାନଗିରିରେ କଂଗ୍ରେସ ମୂଳନିବାସୀ ଜନଜାଗରଣ ସମାବେଶ ଅନୁଷ୍ଠିତ

ମାଲକାନଗିରି : ୨୦୨୪ ବର୍ଷ ଓଡିଶାରେ କଂଗ୍ରେସର ବର୍ଷ ହେବ  । ବିଜେଡି ସରକାରକୁ ଟାର୍ଗେଟ୍ କରି ଏପରି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ  । ସରକାର ଆଦିବାସୀ ଅଧୃଷିତ ଅଞ୍ଚଳରେ ବିକାଶର ଡିଣ୍ଡିମ ପିଟୁଛନ୍ତି ସତ ହେଲେ ବିକାଶର ଘର ଶୂନ୍  । ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି…

ମୁଖ୍ୟ ସଚେତକ ପଦରୁ ହଟିବା ପରେ ମିଡିଆକୁ ସମାଲୋଚନା କଲେ ସୁଲତା, କହିଲେ, ‘ବିନା ମେଘରେ ବଜ୍ରପାତ କାହିଁକି ?’

ଭୁବନେଶ୍ୱର: ରାଜ୍ୟ ସଭାର ମୁଖ୍ୟ ସଚେତକ ପଦବୀରୁ ହଠାତ ସୁଲତା ଦେଓଙ୍କୁ କାଢି ମାନସ ମଙ୍ଗରାଜଙ୍କୁ ଦିଆଯିବା ଘଟଣା ରାଜ୍ୟ ରାଜନୀତିରେ ଏବେ ବି ଚର୍ଚ୍ଚାର ବିଷୟ ହୋଇଛି । ବିଜେଡିର ହଠାତ୍ ଏପରି ଏକ ଅଦଳବଦଳକୁ ନେଇ ବିଭିନ୍ନ ମିଡିଆରେ କଳ୍ପନାଜଳ୍ପନା ପ୍ରକାଶ ପାଉଥିବାବେଳେ ମୁହଁ ଖୋଲିଛନ୍ତି…

କଲେଜ ହଷ୍ଟେଲରୁ ଡାକ୍ତରୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର:ରାଜଧାନୀରେ ରହି ମେଡିକାଲ ପଢୁଥିଲେ । ଏକ ଘରୋଇ କଲେଜରେ ପଢୁଥିଲେ । ଆଜି ତାଙ୍କର ମୃତ ଦହେ ବନ୍ଦ କୋଠରୀରୁ ଉଦ୍ଧାର କରାଯାଇଛି । ଛାତ୍ରୀ ଜଣକ ଡେଣ୍ଟାଲ ବିଭାଗର ୨ ବର୍ଷର ଛାତ୍ରୀ ଥିଲେ । ସେ ପଶ୍ଚିମବଙ୍ଗ ହୁଗୁଳି ଜଲ୍ଲାରୁ ଆସି ଏଠାରେ ହଷ୍ଟେଲରେ ରହି ମେଡିକାଲ ପଢୁଥିଲେ ।…

ପ୍ରଥମଥର ପାଇଁ ତାଳଚେରରେ “ମିସ୍, ମିଷ୍ଟର ଏବଂ ମିସେସ୍ ତାଳଚେର” ରନୱେ

ତାଳଚେର : ସାରା ଓଡ଼ିଶାରେ ଏକ ଦଂଶନ୍ଧି ଧରି ସାଇନିଂ ରକର୍ସ ଏକାଡେମୀ ପକ୍ଷରୁ ବିଭିନ୍ନ ପ୍ରକାରର ରନୱେ ଏବଂ ଫେସନ୍ ସୋ କରାଯାଉଛି  । ଚଳିତବର୍ଷ ପ୍ରଥମଥର ପାଇଁ ତାଳଚେରରେ "ମିସ୍, ମିଷ୍ଟର ଏବଂ ମିସେସ୍ ତାଳଚେର" ରନୱେ ପଞ୍ଚାୟତ ସଭାଘରେ ଅନୁଷ୍ଠିତ ହୋଇଯାଇଛି ।  ଏହି ରନୱେରେ ତାଳଚେର,…