Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଦାୟିତ୍ୱ ଗ୍ରହଣ କଲେ ପରମେଶ୍ୱର ଫୁଙ୍କୱାଲ

ଭୁବନେଶ୍ବର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଆଇଆରଏମଏସ, ପରମେଶ୍ୱର ଫୁଙ୍କୱାଲ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଆଇଆଇଟି କାନପୁରର ପୂର୍ବତନ ଛାତ୍ର ଏବଂ ଭାରତୀୟ ରେଳବାଇ ଇଞ୍ଜିନିୟର୍ସ ସେବା (ଆଇଆରଏସଇ) ୧୯୮୮ ବ୍ୟାଚ୍ ଅଧିକାରୀ ଅଟନ୍ତି । ଦୀର୍ଘ ଦଶନ୍ଧିର ଉଲ୍ଲେଖନୀୟ କ୍ୟାରିୟର ସହ ସେ…

ଧାମନଗରରେ ସୂରଜ ନା ସଞ୍ଜୟ !

ଭୁବନେଶ୍ବର: ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା ଆସନରେ କଡା ଟକ୍କର। କାଏମ ରହିବ ସୂର୍ଯ୍ୟବଂଶୀ ସୂରଜଙ୍କ କ୍ରେଜ୍ ନା ବାଜି ମାରିନେବେ ସଂଜୟ? ଧାମନଗର ଉପନିର୍ବାଚନରେ ଡେବ୍ୟୁ କରି ଚର୍ଚ୍ଚାକୁ ଆସିଥିବା ବିଜେପିର ଯୁବ ଚେହେରା ସୂର୍ଯ୍ୟବଂଶୀ ସୂରଜଙ୍କୁ ପୁଣି ଭରସା କରିଛି ଦଳ। ସେପଟେ ବିଜେଡି ଓ…

ଯାଜପୁରରେ ଭାଙ୍ଗିବ ବିଜେଡି ଗଡ଼ !

ଭୁବନେଶ୍ବର: ଦଳ ଗଠନ ପରଠୁ ଯାଜପୁର ବିଜେଡିର ଗଡ଼ ରହିଛି। ପ୍ରାର୍ଥୀ ବଦଳିଛନ୍ତି, ହେଲେ ବଦଳିନି ଫଳ। ଏଥର ବିଜେଡିର ଅଭେଦ୍ୟ ଦୁର୍ଗ ଦଖଲ କରିବାକୁ ରଣନୀତି କରିଛି ବିଜେପି। ଯାଜପୁର ବିଜେଡିର ଚେହେରା ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଏଥର ଯାଜପୁରରୁ ଦୂରେଇ ସମ୍ବଲପୁର ଲଢେଇ…

ଜଗଦ୍ଦେବଙ୍କୁ ଫସାଇବାକୁ ହୋଇଥିଲା ପ୍ଲାନ୍ !

ଭୁବନେଶ୍ବର: ଇଭିଏମ୍ ଭାଙ୍ଗିନଥିଲେ ପ୍ରଶାନ୍ତ ଜଗଦ୍ଦେବ । ସିସିଟିଭି ଫୁଟେଜରେ ହେଲା ସ୍ପଷ୍ଟ। ପ୍ରଶାନ୍ତଙ୍କୁ ଫସାଇବାକୁ ହୋଇଥିଲା କି ଷଡଯନ୍ତ୍ର ? ଯଦି ଷଡ଼ଯନ୍ତ୍ର ହୋଇଥିଲା, ଏହା ପଛରେ କିଏ ? କାହିଁକି ପ୍ରଶାନ୍ତଙ୍କୁ ଜେଲ୍ ପଠାଇବାକୁ ହୋଇଥିଲା ପ୍ଲାନ୍ ? ପ୍ରିଜାଇଡିଂ ଅଫିସରଙ୍କ ଭୂମିକା…

ପ୍ରଶାନ୍ତ ଜଗଦ୍ଦେବ ଇଭିଏମ ଭାଙ୍ଗିବା ମାମଲା: ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍

ଭୁବନେଶ୍ବର: ସାମ୍ନାକୁ ଆସିଲା ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭାଙ୍ଗିବା ମାମଲାର ସିସିଟିଭି ଫୁଟେଜ୍ । ରଚାଯାଇଥିଲା ବଡ ଷଡଯନ୍ତ୍ର । ଏହାକୁ ନେଇ ନିଜ ସୋସିଆଲ ମିଡିଆରେ ଭିଡିଓ ଜାରି କଲେ ସାଂସଦ ଅପରାଜିତା । ଯେଉଁଥିରେ କି ପ୍ରଶାନ୍ତ ଇଭିଏମ୍ ଭାଙ୍ଗିଥିବାର କୌଣସି ସ୍ଫଷ୍ଟ ଚିତ୍ର ଦୃଶ୍ୟମାନ…

‘ବିଜେଡି ଆସିଲେ ନୂଆ-ଓ ଛାତ୍ରବୃତ୍ତି ରାଶି ବୃଦ୍ଧି କରାଯିବ, ପୁଅ ପାଇବେ ୧୨ ଓ ଝିଅ ପାଇବେ ୧୪ ହଜାର…

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଧୀନ ବେତନଟୀରେ ବିଜେଡି ବରିଷ୍ଠ ନେତା ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର । ଆୟୋଜିତ ଜନସଭାକୁ ସମ୍ବୋଧିତ କରିଛନ୍ତି ପାଣ୍ଡିଆନ । ସେଠାରୁ ସେ ସିଧା ସଳଖ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଦିନରାତି କଠିନ…

‘ବିଜେପିକୁ ଭୋଟ୍ ଦିଅନ୍ତୁ, ଓଡ଼ିଆ ସନ୍ତାନକୁ ମୁଖ୍ୟମନ୍ତ୍ରୀ କରାଯିବ’

ଭଦ୍ରକ: ଭଦ୍ରକ ଚାନ୍ଦବାଲିରେ ବିଶାଳ ନିର୍ବାଚନ ରାଲି କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏହି ସମୟରେ ଜନସଭାକୁ ସମ୍ବୋଧିତ କରି ନବୀନ ସରକାର ଉପରେ ଗର୍ଜିଛନ୍ତି ଶାହା । ସେ କହିଛନ୍ତି ଯେ, ନବୀନ ଜଣେ ତାମିଲ ଲୋକକୁ ଉତ୍ତରାଧିକାରୀ କରିବାକୁ ଯାଉଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ…

ଆରମ୍ଭରୁ ହିଁ ଗର୍ଜିଲେ ଶାହା, ନବୀନ ବାବୁ ଓଡିଶାକୁ ତାମିଲ ମୁଖ୍ୟମନ୍ତ୍ରୀ ଦେବାକୁ ଚାହୁଁଛନ୍ତି

ଭଦ୍ରକ: ଆଜି ଚାନ୍ଦବାଲି ନିର୍ବାଚନୀ ସଭାରେ ଆରମ୍ଭରୁ ହିଁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହା । କହିଲେ ଓଡିଆ ଅସ୍ମିତାକୁ ବଞ୍ଚେଇବା କି ନାହିଁ ?, ତେଣୁ ଓଡିଶାରେ ବିଜେପି ସରକାର ଗଢିବା । ୨୫ ବର୍ଷ ପରେ ଓଡିଶାରେ ଓଡିଆ କହି ଆଉ ଲେଖି ପାରୁଥିବା ଲୋକ…

ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ଭୁବନେଶ୍ୱର: ଅଂଶୁଘାତ ନେଲାଣି ୪ ଜୀବନ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ଘଟିଛି । ଢେଙ୍କାନାଳ, ବାଲେଶ୍ବରରୁ ଜଣେ ଲେଖାଏଁ ପ୍ରାଣ ହରାଇଥିବା ବେଳେ, ମୟୂରଭଞ୍ଜରୁ ୨ ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ…

ଦୁର୍ଘଟଣା ଗ୍ରସ୍ତ ହେଲା ପୋଲିସ ଗାଡି, ୯ ମହିଳା ପୋଲିସ ଆହତ

ଭୁବନେଶ୍ବର: ଭୁବନେଶ୍ବରରେ ଦୁର୍ଘଟଣା ଗ୍ରସ୍ତ ହେଲା ପୋଲିସ ଗାଡି । ନିର୍ବାଚନୀ ଡ୍ୟୁଟି ପାଇଁ କେନ୍ଦ୍ରାପଡା ଯାଉଥିବା ବେଳେ ପୋଲିସ ଗାଡି ସହ ପିଟି ହେଲା ବସ୍ । ଏଥିରେ ଥିବା ୯ ଜଣ ମହିଳା ପୋଲିସ୍ ଆହତ ହୋଇଛନ୍ତି । ଆହତ ମହିଳା ପୋଲିସଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…