Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜଧାନୀ ହିଟ୍ ଆଣ୍ଡ୍ ରନ୍ ମାମଲା: କାର୍ ମାଲିକ ଗିରଫ

ଭୁବନେଶ୍ବର: ରାଜଧାନୀ ହିଟ୍ ଆଣ୍ଡ୍ ରନ୍ ମାମଲା  । ଭୁବନେଶ୍ବରରୁ ଅଭିଯୁକ୍ତ କାର୍ ମାଲିକ ବିକାଶ ପାଲକୁ ପୋଲିସ ଗିରଫ କରିଛି  । ଆଠଗଡରୁ ଭୁବନେଶ୍ବରକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଫୁଟପାଥରେ ଶୋଇଥିବା ଜଣେ ଶ୍ରମିକଙ୍କ ଉପରେ କାରଟି ଚଢିଯାଇଥିଲା । ନିଜେ କାର ମାଲିକ ବିକାଶ…

ସରକାରୀ ଡାକ୍ତରଖାନାରେ ଚିକିତ୍ସାରେ ଅବହେଳା: ଷ୍ଟ୍ରେଚରରେ ରୋଗୀ ଛଟପଟ ହେଉଛି, ଡାକ୍ତର ଜଳଖିଆ ଖାଉଛନ୍ତି

ଯାଜପୁର:ଡାକ୍ତରଖାନାରେ ପୁଣି ଅଭାବନୀୟ ଘଟଣା । ଡାକ୍ତରଙ୍କ ଅବହେଳାକୁ ନେଇ ପୁଣି ରୋଗୀ  ଓ ତାଙ୍କ ପରିବାର ଲୋକଙ୍କ ଅସନ୍ତୋଷ । ଡାକ୍ତରଖାନା ପରିସରରେ ଉତ୍ତେଜନା । ରୋଗୀ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ଡାକ୍ତର ଜଳଖିଆ ଖାଉଛନ୍ତି । ରୋଗୀଙ୍କ ସମ୍ପର୍କୀୟ ବିକଳ ହୋଇ କହୁଥିଲେ ହେଁ…

ଆସନ୍ତା ୨ ମାସ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବ, ସମୀକ୍ଷା କଲେ ଆଇନଜୀବୀ ଟିମ

ପୁରୀ: ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ନେଇ ପୁରୀର ଏକ ଆଇନଜୀବୀ ଟିମ ପକ୍ଷରୁ ଶ୍ରୀମନ୍ଦିର ଚତୁର୍ପାଶ୍ୱ ବୁଲି ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି। ପୂର୍ବରୁ ଶ୍ରୀଜଗନ୍ନାଥ ମନ୍ଦିର ଚାରି ଦ୍ୱାର ଖୋଲିବା ନେଇ ବିଭିନ୍ନ ମହଲରୁ ଦାବି କରାଯାଉଥିବା ବେଳେ ପରିକ୍ରମା…

ମେଧାବୀ ଝିଅକୁ ହରାଇବା ପରେ ୫ ମାସ ହେଲା ଧାରଣାରେ ବସିଛନ୍ତି ମା’: ମାନବାଧିକାର କମିଶନରଙ୍କୁ ଭେଟି ନ୍ୟାୟ ମାଗିଲେ

ଭୁବନେଶ୍ୱର: ୫ ମାସ ବିତିଲା । ହେଲେ ମେଧାବୀ ଛାତ୍ରୀ ସୌଦାମିନୀ ରଇତାଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚିତ ହେଲାନି । ନ୍ୟାୟ ଦାବି କରି ଜିଲ୍ଲା ପ୍ରଶାସନ ଦ୍ୱାରରେ ୪୬ ଦିନ ଧରି ଧାରଣାରେ ବସିଲେ ମା’ ସୁଜ୍ଞାନୀ ଗମାଙ୍ଗୋ । ଅପମୃତ୍ୟୁ ବୋଲି କହି ଚାପି ଦିଆଯାଇଥିବା ମାମଲା  କ୍ରାଇମବ୍ରାଞ୍ଚ…

୯ ବର୍ଷ ଧରି ଏନଏଚ ୫୫ରେ ଗଲାଣି ୪୦୦ରୁ ଅଧିକ ଜୀବନ: ମୁହାଁମୁହିଁ ହେଲେ ରୋହିତ-ଜୟନାରାୟଣ

ଭୁବନେଶ୍ୱର: ଜାତୀୟ ରାଜପଥ ପ୍ରସଙ୍ଗକୁ ନେଇ ଗୃହ ବାହାରେ ମୁହାଁ ମୁହିଁ ହେଲେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ରେଢ଼ାଖୋଲ ବିଧାୟକ ଜାତୀୟ ରାଜପଥ 55ର କାମକୁ ନେଇ ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ କରିଥିବା ବେଳେ କଡ଼ା କାଉଣ୍ଟର କରିଛନ୍ତି ବିରୋଧୀ…

ଶୁଭାରମ୍ଭ ହେଲା ‘ସ୍ୱକଳ୍ପ’ ଅଧୀନସ୍ଥ “ଉଦ୍ୟୋଗୀ ସମ୍ପର୍କ ଅଭିଯାନ”, ଜଗତସିଂହପୁରରୁ ବାହାରିଲା ସ୍ଵତନ୍ତ୍ର ରଥ

ଜଗତସିଂହପୁର: ରାଜ୍ୟ ସରକାରଙ୍କ ଆତ୍ମନିଯୁକ୍ତି ତଥା ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ‘ସ୍ୱକଳ୍ପ’ ଅଧୀନରେ “ଉଦ୍ୟୋଗୀ ସମ୍ପର୍କ ଅଭିଯାନ”ର ଶୁଭାରମ୍ଭ କରାଯାଇଛି । ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଏଥିପାଇଁ ଏକ ସ୍ୱତନ୍ତ୍ର ରଥ ଜଗତସିଂହପୁରରୁ ବାହାରିଛି । ଏହା ୭ ତାରିଖ ଯାଏଁ ଓଡ଼ିଶାର…

୨୫ ହଜାରରେ ବିକ୍ରି ହେଲା୧୧୦କେଜି ଓଜନର ମାଛ

ଜଳେଶ୍ବର: ଆପଣ ମାନେ ମାଛ ଦେଖିଥିବେ , କିନ୍ତୁ ୧୧୦ କିଲୋର ମାଛ କେବେ ଦେଖିଛନ୍ତି  । ହଁ ଆଜ୍ଞା ଦୀଘା ମୁହାଣ ସମୁଦ୍ରରେ ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ୧୧୦ କିଲୋ ଓଜନର ଏକ ମାଛ ପଡିଛି  । ଯାହାକୁ ଦେଖିବାକୁ ଆଜି ଦୀଘା ମୁହାଣ ମାଛ ମାର୍କେଟରେ ପ୍ରବଳ ଲୋକଙ୍କର ଭିଡ ଜମିଥିଲା । ଏହି ବିରାଟ…

ଏଣିକି ରେଡିଓରେ ଶୁଣାଯିବ ମୟୂରଭଞ୍ଜର କଳା, ସଂସ୍କୃତି: ଉଦଘାଟିତ ହେଲା ୮୯.୬ ରେଡିଓ ବାଘାଯତୀନ

ଉଦଳା: ମୟୁରଭଞ୍ଜବାସୀଙ୍କ ପାଇଁ ଖୁସି ଖବର । ସକାଳୁ ସକାଳୁ ଜିଲ୍ଲାବାସୀ ଶୁଣିବେ ରେଡିଓ ବାଘାଯତୀନ। ଏଫଏମ ରେଡିଓରେ ଏଥର ଶୁଣାଯିବ ମୟୂରଭଞ୍ଜ ଜିଲ୍ଲାର କଳା, ସଂସ୍କୃତି ଏବଂ ପରମ୍ପରାର ବାର୍ତ୍ତା । ଉଦଘାଟିତ ହେଲା ୮୯.୬ ରେଡିଓ ବାଘାଯତୀନ । କପ୍ତିପଦା ବ୍ଲକ ସାନବିଶୋଳ ଗ୍ରାମରେ ଅକ୍ଟୋବର ୨…

‘କାଳେ ବେଦାନ୍ତ ପ୍ରସଙ୍ଗ ଉଠାଇବେ ତେଣୁ ମିଳିମିଶି ଗୃହକୁ ଅଚଳ କରିଦେଲେ ବିଜେପି-ବିଜେଡି’

ଭୁବନେଶ୍ୱର: ବିଜେଡି ଓ ବିଜେପି ମିଶି ବିଧାନସଭାକୁ ବନ୍ଦ କରୁଛନ୍ତି। କାଳେ ବେଦାନ୍ତ ଜମି ପ୍ରସଙ୍ଗରେ ଆଲୋଚନା ହେବ ସେଥିପାଇଁ ଉଭୟେ ମିଳିମିଶି ଗୃହକୁ ବନ୍ଦ କରି ଦେଇଛନ୍ତି ବିଜେଡି-ବିଜେପି । ଏମିତି କହି ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେ କହିଛନ୍ତି, ଯଦି…

ସାପ ଖେଳାଇବା ହେଲା କାଳ: ସାପ ଦଂଶନରୁ ବଞ୍ଚି ପାରିଲେନି ଖୋଦ ସାପ ଧରାଳି

ଖୋର୍ଦ୍ଧା: କାଳ ହେଲା ସାପ ଖେଳାଇବା । ସାପ ଦଂଶନରୁ ବଞ୍ଚି ପାରିଲେନି ଖୋଦ ସାପ ଧରାଳି । ଯାହାର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳର ବୋଲି ସୂଚନା ମିଳିଛି । ସ୍ଥାନୀୟ ଅଞ୍ଚଳର ସାପ ଧରାଳି ଡମ୍ବରୁଧର ରାଉତରାୟ ଓରଫ…