Latest Odisha News

BREAKING NEWS

Browsing Category

ଓଡିଶା

Odisha

ନିମାପଡ଼ାରେ ରାଜନୈତିକ ହିଂସା: ବିଧାୟକ ରୁଦ୍ର ମହାରଥୀଙ୍କୁ ଆକ୍ରମଣ, ଥାନା ଆଗରେ ବିଜେପିର ଧାରଣା

ପୁରୀ: ନିମାପଡ଼ାରେ ରାଜନୈତିକ ହିଂସା । ତେରୁଣ୍ଡିଆରେ ପିପିଲି ବିଧାୟକଙ୍କ ଗାଡ଼ିକୁ ଠେଲାପେଲା ସହ ଢ଼େଲା ମାଡ଼ ଅଭିଯୋଗ ନେଇ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାରେ ତେରୁଣ୍ଡିଆ ପଞ୍ଚାୟତ ବିଜେପି ସଭାପତିଙ୍କୁ ଥାନାରେ ଅଟକ ରଖିଛି ନିମାପଡ଼ା ପୋଲିସ । ଆସନ୍ତା ଜୁନ ୧ରେ ନିମାପଡ଼ା ଓ କାକଟପୁର…

ଓଡ଼ିଶାରେ ୭୫ଟି ବିଧାନସଭା ଆସନ, ୧୭ ଲୋକସଭା ଆସନରେ ବିଜୟୀ ହେବୁ: ଅମିତ ଶାହ

ଭୁବନେଶ୍ବର: ଓଡ଼ିଶାର ୧୪୭ ବିଧାନସଭା ଆସନରୁ ବିଜେପି ୭୫ଟି ଓ ୨୧ଟି ଲୋକସଭା ଆସନରୁ ୧୬ରୁ ୧୭ଟି ଆସନରେ ବିଜୟୀ ହେବ ବିଜେପି। କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ ଶାହ ପିଟିଆଇକୁ ସାକ୍ଷାତକାର ଦେଇ ଏପରି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ଚଳିତ ନିର୍ବାଚନରେ 28 ତାରିଖରେ ଶାହ…

ତୃତୀୟ ପର୍ଯ୍ୟାୟରେ ୭୪%ରୁ ଅଧିକ ମତଦାନ, ସମ୍ବଲପୁରରେ ସର୍ବାଧିକ ଭୋଟ୍ ଗ୍ରହଣ

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଓଡ଼ିଶାରେ ୭୪ ପ୍ରତିଶତରୁ ଅଧିକ ମତଦାନ ହୋଇଛି। ରବିବାର ସନ୍ଧ୍ୟାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଚୂଡ଼ାନ୍ତ ମତଦାନ ବିଜ୍ଞପ୍ତି ପ୍ରକାଶ ପାଇଛି। ପୋଷ୍ଟାଲ ବାଲଟ୍ କୁ ବାଦ୍ ଦେଲେ ଏହି ଭୋଟ୍ ପ୍ରତିଶତ ସାର୍ବଜନୀନ…

ଜଗତସିଂହପୁର ଯୁଦ୍ଧ ଜିତିବ କିଏ ?

ଭୁବନେଶ୍ୱର: ଜଗତସିଂହପୁର ବିଜେଡିର ଗଡ ରହିଛି । ୧୯୯୯ରୁ ବିଜେଡି ଏଠାରେ ଜିତି ଆସୁଛିା ଥରେ ସିପିଆଇରୁ ବିଭୂପ୍ରସାଦ ତରାଇ ଜିତିଛନ୍ତି, ତେବେ ତା ବି ବିଜେଡିର ସମର୍ଥନରେ । ତେବେ ଏଥର ବିଜେଡିର ସବୁଠୁ ବଡ ବଳ ବିଧାନସଭା ଗଣିତ ଏପଟ ସେପଟ ହୋଇଯାଇଛି । କେଉଁଠି ପ୍ରାର୍ଥୀ ନହୋଇ ଆଶାୟୀ…

ବେଆଇନ କଫ୍ ସିରପ୍ ଚାଲାଣ ବେଳେ ୧୨୦୦ ବୋତଲ ଜବତ, ୩ ଗିରଫ

ବଲାଙ୍ଗିର: ବେଆଇନ ଭାବେ କଫ ସିରପ୍ ଚାଲାଣ ବେଳେ ପ୍ରାୟ ୧୨୦୦ ବୋତଲ ଜବତ। କଟକରୁ ବଲାଙ୍ଗିର ଚାଲାଣ ବେଳେ ଧରିଲା ବଲାଙ୍ଗିର ଟାଉନ୍ ଥାନା ପୋଲିସ। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ସୂଚନା ଅନୁସାରେ ଏକ ବୋଲେରୋରେ କଟକରୁ ବଲାଙ୍ଗିର ଅଭିମୁଖେ କଫ୍ ସିରପ୍ ବେଆଇନ ଭାବେ ଚାଲାଣ…

ବିଜେଡି ଗାଡିରେ ୮୪କେଜି ଗଞ୍ଜେଇ ଆସିଲା କୁଆଡୁ: ବିଜେପି

ଭୁବନେଶ୍ୱର: ନୀର୍ବାଚନ ସମୟରେ ବିଜେଡି ଲୋଗୋ ଥିବା ଗାଡିରୁ ଗଞ୍ଜେଇ ବାହାରିବା ଦଳ ପାଇଁ ଭାରି ପଡ଼ିପାରେ। ଏହି ଘଟଣାକୁ ଟାର୍ଗେଟ୍ କରି ବିଜେଡିକୁ ସିଧା ନିଶାନା ମାରିଛି ବିଜେପି। ବ୍ରହ୍ମପୁରରେ ବିଜେଡିର ଦଳୀୟ ଗାଡିରୁ ୮୪କେଜି ଗଞ୍ଜେଇ ଜବତ ହୋଇଛି । ସେହି ଗାଡିରେ ଆଗ ଓ ପଛରେ ବିଜେଡିର…

ଷ୍ଟ୍ରଙ୍ଗ ରୁମରେ ଇଭିଏମ୍, କେମିତି ଗ୍ରହଣ କରଯାଇଛି ସୁରକ୍ଷା ବ୍ୟବସ୍ଥା?

ଭୁବନେଶ୍ୱର: ଆସନ୍ତା ୪ ତାରିଖରେ ହେବାକୁ ଥିବା ଭୋଟ୍ ଗଣତିକୁ ଦୃଷ୍ଟିରେ ରଖି ପୁଲିସ କମିସନର ସଞ୍ଜୀବ ପଣ୍ଡା କଟକ ଓ ଭୁବନେଶ୍ୱରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଘୋଷଣା କରିଛନ୍ତି। ଏହି ସମୟରେ ନିରାପତ୍ତା ଓ ଶୃଙ୍ଖଳା ସୁନିଶ୍ଚିତ କରିବା ପାଇଁ ସହର ଭିତରେ ଥିବା ବିଭିନ୍ନ ସ୍ଥାନରେ ଯାନବାହନ…

ଚତୁର୍ଥ ପର୍ଯ୍ୟାୟ ଭୋଟିଂ ପୂର୍ବରୁ କିଏ ହାତେଇଲାଣି କେତେ ଆସନ?

ଭୁବନେଶ୍ୱର: ୬ଟି ଲୋକସଭା ଏବଂ ୪୨ ବିଧାନସଭା ଆସନରେ ମତଦାନ ବାକି ଅଛି। ଚତୁର୍ଥ ପର୍ଯ୍ୟାୟ ମତଦାନ ପୂର୍ବରୁ ଶେଷ ହୋଇଥିବା ତିନୋଟି ପର୍ଯ୍ଯାୟରେ କିଏ କେତେ ଆସନ ହାତେଇଲାଣି ତାକୁ ନେଇ ଆରମ୍ଭ ହୋଇଛି ଜୋରଦାର ବୟାନବାଜି। ବିଜେଡି ଓ ବିଜେପି ସରକାର ଗଢିବେ ବୋଲି ଦାବି କରୁଛନ୍ତି। ଏହାରି…

ନୀଳଗିରିରେ ନୂଆ ଲଢେଇ

ଭୁବନେଶ୍ୱର: ସେଇ ନେତା, ନୂଆ ଦଳ । ଚବିଶ ନିର୍ବାଚନରେ ଶେଷ ଯାଏଁ ଝୁଲି ରହିଥିଲା ନୀଳଗିରି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା। ପରସ୍ପର ମଧ୍ୟରେ ଛକାପଞ୍ଝା ସହ ଘୁଞ୍ଚି ଘୁଞ୍ଚି ଚାଲିଥିଲା ନୀଳଗିରି ଟିକେଟ୍ ଘୋଷଣା । ଶେଷରେ ବିଧାୟକ ସୁକାନ୍ତ ନାୟକଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଟିକେଟ୍…

ବେଆଇନ ବାଘ ଛାଲ ବିକ୍ରି ବେଳେ ବନ ବିଭାଗର ଚଢାଉ, ପାଞ୍ଚ ଅଭିଯୁକ୍ତ ଗିରଫ

ନୂଆପଡ଼ା: ପୁଣି ନୂଆପଡ଼ାରେ ଧରାପଡିଲେ ବାଘ ଛାଲ ବେପାରୀ। ଖଡିଆଳ ବନ ବିଭାଗ ପକ୍ଷରୁ ଏକ କଲରାପତରିଆ ବାଘ ଛାଲ ବିକ୍ରି ସମୟରେ ଜବତ କରିଛି ବନବିଭାଗ। ଏହି ଘଟଣାରେ ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଦୁଇ ବାଇକ ଏବଂ ୪ ଗୋଟି ମୋବାଇଲ ଫୋନ ଜବତ କରିଥିବା ସୂଚନା ଦେଲେ ଖଡ଼ିଆଳ ଡି.ଏଫ.ଓ.।…