Latest Odisha News

BREAKING NEWS

Browsing Category

ଓଡିଶା

Odisha

ପାଦ ରଖୁରଖୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ସ୍ମୃତି, କହିଲେ ‘୨୫ ବର୍ଷରେ କ’ଣ କରିଛନ୍ତି ନବୀନ? କୁହନ୍ତୁ’..

ଆଳି: ଗୋଟେ ପଟେ ରାଜ୍ୟରେ ଚାଲିଛି ଗଣତନ୍ତ୍ରର ମହାପର୍ବ । ଆଉ ଗୋଟେ ପଟେ ଓଡିଶାରେ ରଣହୁଙ୍କାର ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ପ୍ରଥମେ ପାରଦୀପ ଆଉ ତାପରେ କେନ୍ଦ୍ରାପଡା, ନିଜର ଭାଷଣ ଆରମ୍ଭରୁ ହିଁ ରାଜ୍ୟ ସରକାରଙ୍କ ଉପରେ ପୂରା ଫାୟାର । ୨୫ ବର୍ଷ ଶାସନରେ ରାଜ୍ୟ ସରକାର…

‘ନେତୃତ୍ବ କଏଦ୍,ରିମୋଟ୍ ରେ ଚାଲୁଛି ସରକାର’

ପାରାଦୀପ :‘ନେତୃତ୍ବ କଏଦ୍,ରିମୋଟ୍ ରେ ଚାଲୁଛି ସରକାର’। ଓଡ଼ିଶାକୁ ରିମୋଟ କଣ୍ଟ୍ରୋଲ ତାମିଲବାବୁ ଲୁଟୁଛନ୍ତି । କିଛି ଏମିତି କହି ପାରାଦୀପ କୁଜଙ୍ଗ ସଭାରେ ବିଜେଡି ସରକାର ଉପରେ ସିଧା ହମଲା କରିଛନ୍ତି  ସ୍ମୃତି ଈରାନୀ । ଆଜି ଓଡ଼ିଶା ଗସ୍ତରେ ପ୍ରଚାର ପାଇଁ ଆସିଛନ୍ତି କେନ୍ଦ୍ରିୟ ମନ୍ତ୍ରୀ…

ରାଜ୍ୟରେ ସକାଳ ୧୧ ଟା ସୁଦ୍ଧା ୨୧.୩୦ % ମତଦାନ, ଭୁବନେଶ୍ବରରେ ନାହିଁ ଆଶାନୁରୂପ ମତଦାନ

ଭୁବନେଶ୍ବର: ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ । ସକାଳ ୧୧ ଟା ସୁଦ୍ଧା ଇଭିମରେ ସିଲ୍ ହେଲା ୨୧. ୩୦ ପ୍ରତିଶତ ମତଦାନ । ସକାଳ ୯ଟା ସୁଦ୍ଧା  ୭.୪୩ ପ୍ରତିଶତ ମତଦାନ ଗ୍ରହଣ ହୋଇଥିବା ବେଳେ ୧୧ ଟା ବେଳେ ଏହା ୨୧ ପ୍ରତିଶତକୁ ବୃଦ୍ଧି ହୋଇଛି । ଏହାରି ଭିତରେ ଢେଙ୍କାନାଳ ୨୨.୪୧…

ଅଟୋରେ ଆସି ଭୋଟ୍ ଦେଲେ ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନ୍‌

ଭୁବନେଶ୍ବର: ଆଜି  ଆରମ୍ଭ ହୋଇଯାଇଛି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ । ସକାଳ ୭ରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ଏହି ପରିପେକ୍ଷୀରେ ୫ ଟି ସଚିବ ତଥା ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ୍‌ ଭୋଟ ଦେଇଛନ୍ତି । ସେ ଅଟୋରେ ଆସି ୟୁନିଟ୍‌-୬, ୪୪ ନମ୍ବର ବୁଥ୍‌ରେ ପହଞ୍ଚି ଭୋଟ…

ଡ୍ୟୁଟି ବେଳେ ଚାଲିଗଲା ପୋଲିଂ ଏଜେଣ୍ଟଙ୍କ ଜୀବନ

ଢେଙ୍କାନାଳ: ଡ୍ୟୁଟି ବେଳେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ । ଢେଙ୍କାନାଳ ହିନ୍ଦୋଳ ବାହାଲୁଣ୍ଡା ବୁଥ୍‌ ନଂ ୧୩୬ରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଭୋଟିଂ ଚାଲିଥିବା ବେଳେ ହଠାତ୍ ଅସୁସ୍ଥ ହେବାରୁ ତାଙ୍କୁ ହିନ୍ଦୋଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ଉକ୍ତ ପୋଲିଂ ଏଜେଣ୍ଟଙ୍କୁ…

ଇଭିଏମ ଅଚଳକୁ ନେଇ ତାତିଲେ ଲୋକେ, ଅଫିସର-ଭୋଟର ମୁହାଁମୁହିଁ

ପୁରୀ: ସକାଳୁ ଲାଇନ ଦେଇଛନ୍ତି । ହେଲେ ଚାଲୁନାହିଁ ଇଭିଏମ । ଏହାସହିତ ପ୍ରିଜାଇଡିଂ ଅଫିସର ଦୁର୍ବ୍ୟବହାର କରିଥିବା ନେଇ ପୁରୀ ବ୍ରହ୍ମଗିରି ଗଡରୋଡଙ୍ଗ ସ୍ଥିତ ୧୨୭ ନଂ ବୁଥରେ ଉତ୍ତେଜିତ ହେଲେ ଭୋଟର। ଇଭିଏମ ଅଚଳକୁ ନେଇ ରାଗିଗଲେ ଲୋକେ । ଫଳରେ ମୁହାଁମୁହିଁ ହେଲେ ଭୋଟର ଓ ପୋଲିସ ।…

ମତଦାନ କେନ୍ଦ୍ର ଭିତରକୁ ମୋବାଇଲ୍‌ ଫୋନ୍‌ ମନା

ଭୁବନେଶ୍ବର: ମତଦାନ କେନ୍ଦ୍ର ଭିତରକୁ ମୋବାଇଲ୍‌ ଫୋନ୍‌ ମନା  । ଭୋଟରଙ୍କୁ ମୋବାଇଲ ନେବାକୁ ବାରଣ କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ମତଦାନ କେନ୍ଦ୍ର ଭିତରକୁ ମୋବାଇଲ୍‌ ଫୋନ୍‌ ବାରଣ ନେଇ ପ୍ରେସମିଟ୍‌ କରି ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ଏପରିକି ବୁଥ୍ ଭିରତକୁ…

ନିଜ ମନ ପସନ୍ଦର ନେତା ବାଛୁଛନ୍ତି ଜନତା, ସକାଳ ୯ଟା ସୁଦ୍ଧା ୭.୪୩ ପ୍ରତିଶତ ମତଦାନ

ଭୁବନେଶ୍ବର: ଭୋଟ ଦେଉଛି ଓଡିଶା । ରାଜ୍ୟର ୬ଟି ଲୋକସଭା କ୍ଷେତ୍ରରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ । ଏହାରି ଭିତରେ ସକାଳ ୯ଟା ସୁଦ୍ଧା  ୭.୪୩ ପ୍ରତିଶତ ମତଦାନ ଗ୍ରହଣ କରାଯାଇଛି । ରାଜ୍ୟରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟ ମତଦାନରେ ରାଜଧାନୀ ଭୁବନେଶ୍ବର…

ଭୋଟ୍‌ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଭୋଟ୍‌ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏରୋଡ୍ରମ୍ ୟୁପି ସ୍କୁଲ ବୁଥରେ ନିଜର ମତଦାନ ସାବ୍ୟସ୍ତ କଲେ ନବୀନ ପଟ୍ଟନାୟକ । ଲୋକଙ୍କୁ ମଧ୍ୟ ଭୋଟ୍ ଦେବା ପାଇଁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ନିଜର ମନ ପସନ୍ଦର ପ୍ରାର୍ଥି ବାଛିବା ପାଇଁ ୫ ବର୍ଷରେ ଥରେ ସୁଯୋଗ ମିଳେ ।…

ଇଭିଏମ୍‌ ଅଚଳ, ମତଦାନ ବିଳମ୍ବ

ଭୁବନେଶ୍ବର: ଭୋଟ ଦେଉଛି ଓଡିଶା । ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ । ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ହେବ ଭୋଟିଂ । ୬ ଲୋକସଭା ଆସନ କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ପାଇଁ ୬୪ ପ୍ରାର୍ଥୀ ଥିବାବେଳେ ୪୨ ବିଧାନସଭା ଆସନ ପାଇଁ ମୈଦାନରେ ଅଛନ୍ତି ୩୮୩…