Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜି ପୁଣି ଓଡ଼ିଶା ଆସୁଛନ୍ତି ଅମିତ ଶାହ: ସମ୍ବଲପୁର, ନୟାଗଡ଼ ଓ କେନ୍ଦୁଝରରେ କରିବେ ପ୍ରଚାର

ଭୁବନେଶ୍ୱର: ଆଜି ପୁଣି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସମ୍ବଲପୁର ଓ ନୟାଗଡ଼ରେ ତାଙ୍କର କାର୍ଯ୍ୟକ୍ରମ ରହିଛି । ପ୍ରଥମେ ମାଆ ସମଲେଶ୍ୱରୀଙ୍କ ଦର୍ଶନ ପରେ ରେମେଡ ଗାଁ ପଡିଆରେ ଆୟୋଜିତ ଜନସଭାକୁ ସେ ସମ୍ବୋଧିତ କରିବେ। ସେଠାରେ ଶାହା ଜନସଭାରୁ ସମ୍ବୋଧନ କରି ବିଜେପି…

ସକାଳେ ଭୁଲ କଲେ, ରାତିରେ କ୍ଷମା ମାଗିଲେ, କହିଲେ ୩ ଦିନ ଯାଏଁ ରହିବି ଉପାସ

ଭୁବନେଶ୍ଵର: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ମୋଦୀଙ୍କ ଭକ୍ତ ବୋଲି କହି ଅପମାନିତ ହେବା ପରେ କ୍ଷମା ମାଗିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର । ସମ୍ବିତ କହିଛନ୍ତି, ଏହା ମୋ ପାଟିରୁ ଭୁଲ ବସତଃ ବାହାରିଯାଇଛି । ସେଥିପାଇଁ ମୁଁ ବହୁତ ଦୁଃଖିତ ।…

ଦ୍ୱିତୀୟ ପର୍ଯ୍ୟାୟ ମତଦାନବେଳେ ବିଜେପି ଘଟାଇଛି ବ୍ୟାପକ ହିଂସାକାଣ୍ଡ: ବିଜେଡି

ଭୁବନେଶ୍ୱର: ଆଜି ରାଜ୍ୟରେ ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ମତଦାନ ସରିଛି । ହେଲେ ମତଦାନ ପୂର୍ବରୁ ଓ ମତଦାନ ସମୟରେ ଅନେକ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ତେବେ ଏହିପ୍ରରିପେକ୍ଷିରେ ଆଜି ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି…

ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ଆକ୍ରମଣ ପଛରେ ଷଡ଼ଯନ୍ତ୍ର?

ଭୁବନେଶ୍ୱର: ଏମ୍ସରେ ସପ୍ତାହେ ଧରି ଚିକିତ୍ସିତ ହେବା ପରେ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ସୋମବାର ଡିସଚାର୍ଜ ହୋଇଛନ୍ତି। ବିଜେଡି ତାଙ୍କ ଉପରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ଓ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ କରିଛନ୍ତି। ହିଞ୍ଜିଳି ବିଧାନସଭା ଆସନ ଓ ଆସ୍କା ଆସନ…

ବିଜେପିରୁ ଖାରବେଳ ସ୍ୱାଇଁ ବହିଷ୍କୃତ, ସମୀର ଦାଶ ହେଲେ ରାଜ୍ୟ ବିଜେପି ମୁଖପାତ୍ର

ଭୁବନେଶ୍ୱର: ବାଲେଶ୍ୱରରୁ ସ୍ବାଧୀନ ଭାବେ ସାଂସଦ ପ୍ରାର୍ଥୀ ହୋଇଥିବା ଖାରବେଳ ସ୍ୱାଇଁଙ୍କୁ ବିଜେପି ଆଜି ବହିଷ୍କାର କରିଛି। ଦଳ ବିରୋଧୀ କାମ ପାଇଁ ବହିଷ୍କାର କରିଛି ଦଳ। ସେ ବାଲେଶ୍ୱର ଲୋକସଭା ଆସନ ପାଇଁ ଟିକେଟ୍ ଚାହୁଁଥିଲେ ଦଳ କିନ୍ତୁ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ରିପିଟ୍ କରିଛି…

‘ପ୍ରଥମ ଥର ପାଇଁ ଓଡିଶାରେ ବିଜେପିର ଏକାକୀ ସରକାର ଗଠନ ହେବ’

ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ମଧ୍ୟ ବିଜେପି ପ୍ରତି ଓଡିଶାବାସୀଙ୍କ ଅକୁଣ୍ଠ ସମର୍ଥନ ସ୍ପଷ୍ଟ ପରିଲକ୍ଷିତ ହୋଇଛି । ୩ୟ ଓ ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ବୃହତ ବିଜୟ ହାସଲ କରିବ ବିଜେପି । ଜୁନ୍ ୪ରେ ଓଡିଶା ରାଜନୀତିରେ ନୂତନ ସୂର୍ଯ୍ୟୋଦୟ ହେବ ବୋଲି…

ମୋଦୀଙ୍କ ଭକ୍ତ ଜଗନ୍ନାଥ ମନ୍ତବ୍ୟ ଜିଭ ଖସିଯିବାରୁ ହୋଇଛି କହିଲେ ସମ୍ବିତ ପାତ୍ର

ଭୁବନେଶ୍ୱର: ମହାପ୍ରଭୁ ଜଗନ୍ନାଥ ମୋଦୀଙ୍କ ଭକ୍ତ ବୋଲି କହି ଅପମାନିତ ହେବା ପରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ନିଜ ଭୁଲ ସ୍ୱୀକାର କରିଛନ୍ତି। ସକାଳେ ମୋଦୀ ପୁରୀରେ ରୋଡ୍ ସୋ କରିବା ପରେ ଏକ ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତକାର ଦେଇ ସମ୍ବିତ…

ଆଳିରେ ମୋଦିଙ୍କ ଗ୍ୟାରେଣ୍ଟିକୁ କଡା ସମାଲୋଚନା କଲେ ପାଣ୍ଡିଆନ; କହିଲେ, ସବୁ ପ୍ରତିଶୃତି ମିଛ

କେନ୍ଦ୍ରାପଡା: ବିଜେପି କହୁଛି ମାଆ ମାନଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କାର ଭାଉଚର ଦେବ । କେବଳ ଓଡିଶାର ମାଆ ମାନଙ୍କ ପାଇଁ ଦରକାର ୧ ଲକ୍ଷ କୋଟି, ସାରା ଭାରତ ପାଇଁ ୩୦ ଲକ୍ଷ କୋଟି । ଭାରତର ବଜେଟ୍ ୨୦ ଲକ୍ଷ କୋଟି – ଏ ପ୍ରତିଶୃତି କେବଳ ମିଛ, ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି…

‘ଏଠି କେବଳ ନବୀନ ଇଞ୍ଜିନ କାମ ଦେବ, ଡବଲ ଇଞ୍ଜିନ ପୁରା ଫେଲ୍’

କେନ୍ଦ୍ରାପଡା: କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଜନଗର ବିଧାନସଭା ଅଞ୍ଚଳରେ ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନଙ୍କ ଯୋରଦାର ପ୍ରଚାର । ଏହି ସମୟରେ ସେ ବିରୋଧୀଙ୍କୁ କୁମ୍ଭୀର ସହ ତୁଳନା କରିଛନ୍ତି । ଲୋକଙ୍କୁ ପଚାରିଛନ୍ତି ଆପଣ ଜାଣିଛନ୍ତି କୁମ୍ଭୀର କିଏ ! ଏ…

‘ଜଗନ୍ନାଥ ମୋଦୀଙ୍କ ଭକ୍ତ’ କହି ନିନ୍ଦିତ ହେଲେ ସମ୍ବିତ ପାତ୍ର, ଚାରିଆଡୁ ସମାଲୋଚନା

ପୁରୀ: ଶ୍ରୀକ୍ଷେତ୍ରର ଗ୍ରାଣ୍ଡ ରୋଡରେ ଗ୍ରାଣ୍ଡ ସୋ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିଭିନ୍ନ ସଭାରେ ନିଜକୁ ଜଗନ୍ନାଥଙ୍କ ପୁଅ ବୋଲି ଦାବି କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୀ ଆସି ଶ୍ରୀମନ୍ଦିର ଯାଇ ପରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ରୋଡ ସୋ କରି ପ୍ରଚାର…