Latest Odisha News

BREAKING NEWS

Browsing Category

ଓଡିଶା

Odisha

୨୪ ଘଣ୍ଟାର ବ୍ରେକ୍ ପରେ ବଢିଲା ତାପମାତ୍ରା, ପୁଣି ୪୦ ଡିଗ୍ରୀ ଡେଇଁଲା ରାଜଧାନୀ ତାତି

ଭୁବନେଶ୍ଵର: ଗୋଟିଏ ଦିନର ବ୍ରେକ ପରେ ପୁଣି ବଢିଛି ତାତି । ଗତ ୨୪ ଘଣ୍ଟା ପରେ ୪୦ ଡିଗ୍ରୀ ଟପିଛି ଭୁବନେଶ୍ଵର ତାତି । ଆଜି ଦିନ ସାଢେ ୨ଟା ସୁଦ୍ଧା ଭୁବନେଶ୍ୱରରେ ୪୧.୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୪୨.୫ ଡ଼ିଗ୍ରୀ ରେକର୍ଡ କରାଯାଇଛି । ଏଥିସହ ସମ୍ବଲପୁର ପାଲଟିଛି…

ଖାରବେଳ ସ୍ୱାଇଁଙ୍କ ଘୋଷଣା; ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ

ଭୁବନେଶ୍ୱର: ବାଲେଶ୍ୱର ଲୋକସଭା ଆସନରୁ ସ୍ୱାଧୀନ ଭାବେ ଲଢିବେ ଖାରବେଳ ସ୍ୱାଇଁ । ଏନେଇ ଆଜି ଘୋଷଣା କରିଛନ୍ତି ଖାରବେଳ । ଚଳିତ ନିର୍ବାଚନରେ ସେ ବାଲେଶ୍ବର ଆସନରୁ ବିଜେପି ଟିକେଟ୍ ପାଇଁ ଆଶାୟୀ ଥିବାବେଳେ, ହେଲେ ଦଳ ତାଙ୍କ ବଦଳରେ ପୁଣି ଥରେ ପ୍ରତାପ ଷଡଙ୍ଗୀଙ୍କୁ ପ୍ରାର୍ଥୀ କରିଛି । ଯାହାକୁ…

ସାଧାରଣ ନିର୍ବାଚନ ୨୦୨୪: ନାମାଙ୍କନ ଶେଷ ଦିନରେ ବିଜେପି ଓ କଂଗ୍ରେସର ଶକ୍ତି ପ୍ରଦର୍ଶନ

ସୁବର୍ଣ୍ଣପୁର: ଓଡ଼ିଶାରେ ଦ୍ବିତିୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ସରୁଛି ନାମାଙ୍କନ ଦାଖାଲ । ଶେଷ ଦିନରେ ଶକ୍ତି ପ୍ରଦର୍ଶନ କରିଛନ୍ତି କଂଗ୍ରେସ ଓ ବିଜେପି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଜଗନ୍ନାଥ ମନ୍ଦିରରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଦୀପ ସେଠୀ ଓ ସାଂସଦ ପ୍ରାର୍ଥୀ ମନୋଜ…

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ

ଝାରସୁଗୁଡ଼ା: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପାତ୍ର । ଜଣେ ଠିକାଦାରଙ୍କଠାରୁ ବିଲ୍ ପାସ୍ କରିବା ପାଇ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍ । ସୂଚନା ଅନୁସାରେ, ବିଲ୍ ପାସ୍…

ଭଞ୍ଜନଗରରେ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର

ଭଞ୍ଜନଗର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଜନସମର୍ଥନ ଦେଖି ବିରୋଧୀଙ୍କ ନିଦ ହଜିଗଲାଣି । ସେମାନେ କେବଳ ଅପପ୍ରଚାରରେ ମାତିଛନ୍ତି । ମିଶନ ଶକ୍ତି ଓ ବିଏସକେୱାଇ ଭଳି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି । ସେମାନଙ୍କ ବିକାଶକୁ ବିରୋଧ କରୁଛନ୍ତି । ବିରୋଧୀଙ୍କୁ ଭୋଟରେ…

ପାଣି ପାଇଁ ପଞ୍ଚାୟତ ଅଫିସ ଘେରାଉ କଲେ ଗ୍ରାମବାସୀ

କୋରାପୁଟ: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଅନ୍ୟପଟେ ଦାଉ ସାଧୁଛି ଜଳ ସଂକଟ । ପାଣି ଟୋପାଏ ପାଇଁ ଡହଳ ବିକଳ ବଣ୍ଡାଗୁଡା ଗ୍ରାମବାସି । ଅଭିଯୋଗ କଲେ ଶୁଣୁ ନାହାନ୍ତି ବିଡ଼ିଓ ବିଭାଗୀୟ ଅଧିକାରୀ । ପାଣି ମୁନ୍ଦାଏ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କଲେ…

ବାପାଙ୍କ ବଳରେ ବଳିଆନ ହେବେକି ସୋଫିଆ ?

କଟକ: ବାରବାଟୀ- କଟକରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସୋଫିଆ ଫିର୍ଦ୍ଦୋଶ  । ସୋଫିଆ ଫିର୍ଦ୍ଦୋଶ, କଂଗ୍ରେସର ଟାଣୁଆ ନେତା ତଥା କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ । ରିଏଲି ଷ୍ଟେଟରେ ନିଜର ଆଧିପତ୍ୟ ବିସ୍ତାର କରିଥିବା ସୋଫିଆ ଏବେ…

କାଲି ଓଡିଶା ଆସୁଛନ୍ତି ଜୟଶଙ୍କର, ୫ରେ ନଡ୍ଡାଙ୍କ ଗସ୍ତ

ଭୁବେନଶ୍ବର: ୨୪ ନିର୍ବାଚନ ପାଇଁ ଏବେ ସରଗରମ ପ୍ରଚାର ମଇଦାନ । ନିଜ ନିଜ ଦଳ ପାଇଁ କସରତ କରି ସାଧାରଣ ଜନତାଙ୍କୁ ଉଦ୍ବୋଧନ ଦେଉଛନ୍ତି ବିଭିନ୍ନ ନେତା। ଯାହାକୁ ନେଇ ଆସନ୍ତା କାଲି ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । କଟକ, ଭୁବେନଶ୍ବର ଓ…

ବିଜେଡିରେ ସାମିଲ ହେଲେ ଓଡିଆ ଅଭିନେତ୍ରୀ ଜିନା ସାମଲ୍, ସକାଳେ ବିଜେପିରୁ ଦେଇଥିଲେ ଇସ୍ତଫା

ଭୁବନେଶ୍ଵର: ବିଜେଡିରେ ସାମିଲ ହେଲେ ଓଡିଆ ଅଭିନେତ୍ରୀ ଜିନା ସାମଲ୍ । ଶଙ୍ଖଭବନରେ ପହଞ୍ଚି ବିଧିବଦ୍ଧ ଭାବେ ସେ ବିଜେଡିରେ ସାମିଲ ହୋଇଛନ୍ତି । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡି ମିଶ୍ରଣ ପର୍ବରେ ଦଳରେ ସାମିଲ ହୋଇଛନ୍ତି ଜିନା । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ…

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତି

କେନ୍ଦ୍ରାପଡା: ଲାଞ୍ଚ ନେବା ପଡିଲା ମହଙ୍ଗା। ଭିଜିଲାନ୍ସ ଜାଲରେ ପଡିଲେ ବରିଷ୍ଠ କିରାଣି। ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତି ୧୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ଦ୍ଵାରା ଗିରଫ ହୋଇଛନ୍ତି। ଜମିଜମା ମାମଲାର ସମାଧାନ ଲାଗି ଲାଞ୍ଚ ନେବା ବେଳେ ଧରାପଡ଼ିଥିବା ଜଣାପଡିଛି।…