Latest Odisha News

BREAKING NEWS

Browsing Category

ଓଡିଶା

Odisha

ବର୍ଷା ପୂର୍ବରୁ ନଦୀପଠାରୁ ଖାଲି ହେଉଛି ବାଲି;୫ଦିନରେ ଜବତ ହେଲାଣି ୪ କୋଟି ଟଙ୍କାର ବାଲି

ଜଗତସିଂହପୁର:ପୁଣି ବେଆଇନ ଗଚ୍ଛିତ ବାଲି ଜବତ । ତିର୍ତ୍ତୋଲ ତହସିଲ ଅନ୍ତର୍ଗତ ତାର୍ତ୍ତୋଲ ନିକଟରେ ଉପଜିଲ୍ଲାପାଳଙ୍କ ଚଢ଼ାଉବେଳେ ୪ଶହ ଟ୍ରିପ ବେଆଇନ ଗଚ୍ଛିତ ଥିବା ବାଲି ଜବତ ହୋଇଛି। ଜବତ ବାଲିର ମୂଲ୍ୟ ଆନୁମାନିକ ଏକ କୋଟି ଟଙ୍କା ହେବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ତେବେ…

କ୍ରୀଡ଼ାବିତ୍‌ଙ୍କ ବିକାଶରେ କ୍ରୀଡ଼ା ସାମ୍ବାଦିକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ: କ୍ରୀଡ଼ା ସଚିବ

ଭୁବନେଶ୍ବର: ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସଜା) ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମ୍‌ ଟେନିସ୍‌ କେନ୍ଦ୍ର ସମ୍ମିଳନୀ କକ୍ଷରେ ଆଜି ବିଶ୍ବ କ୍ରୀଡ଼ା ସାମ୍ବାଦିକ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ କ୍ରୀଡ଼ା ଓ ଯୁବସେବା ସଚିବ ଭୂପେନ୍ଦ୍ର ସିଂ ପୁନିଆ…

ମୋବାଇଲ ଛଡାଇ ନେବାରୁ ବିଷ ପିଇ ନାବାଳିକା ମୃତ

ବାଲେଶ୍ବର: ପରିବାର ଲୋକେ ମୋବାଇଲ ଛଡ଼ାଇ ନେବା ପରେ ଆତ୍ମହତ୍ୟା କଲା ନାବାଳିକା । ଏଭଳି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାର ରାଜ ବରହମପୁର ଥାନା ଅନ୍ତର୍ଗତ ଗଗପାଳ ଗ୍ରାମରେ । ମୃତ ନାବାଳିକା ହେଲେ ଗଗପାଳ ଗ୍ରାମର ଦୁର୍ଗା ନାଏକଙ୍କ ଝିଅ ରୁନୁ ନାଏକ (୧୫ )। ସୂଚନା ଅନୁସାରେ,…

MahaLakshmi Corridor:୧କୋଟି ସଂଶୋଧିତ ଲକ୍ଷ୍ମୀପୁରାଣ ବାଣ୍ଟିବେ ରାଜ୍ୟ ସରକାର

ଭୁବନେଶ୍ବର:ଲକ୍ଷ୍ମୀପୁରାଣକୁ ନେଇ ସରକାର ଅନନ୍ୟ ପଦକ୍ଷେପ ନେଇଛନ୍ତି ।ବଳରାମ ଦାସଙ୍କ ମୂଳ ରଚିତ ଲକ୍ଷ୍ମୀ ପୁରାଣର ନୂଆ ଗୀତ ଆଉ ଥରେ ରେକର୍ଡ ହେବ । ୧ କୋଟି ସଂଶୋଧିତ ଲକ୍ଷ୍ମୀପୁରାଣ ବାଣ୍ଟିବେ ରାଜ୍ୟ ସରକାର । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି । ନୂଆ ସଂଶୋଧିତ…

୨ ଲକ୍ଷ ଟଙ୍କାର ହେରୋଇନ୍‌ ଜବତ; ଟାର୍ଗେଟରେ ଥିଲେ ସ୍କୁଲ୍ ଓ କଲେଜ ପିଲା

ରାଉରକେଲା: ରେଲୱେ କଲୋନୀ ଅଞ୍ଚଳରୁ ହେରୋଇନ ଜବତ କଲା ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ । ଅଭିଯୁକ୍ତ ହେଲେ କଳାହାଣ୍ଡି ଗୋଲାମୁଣ୍ଡାର ମୂଳବାସିନ୍ଦା ତଥା ଝାରସୁଗୁଡ଼ା ଶାନ୍ତିନଗର ବୁରୋମାଲ ଅଞ୍ଚଳର ଭାଗୀରଥି ମେହେର(୩୨)। ଅଭିଯୁକ୍ତ ଠାରୁ ୨୦ ଗ୍ରାମ୍‌ ହେରୋଇନ୍‌ ଜବତ କରାଯାଇଛି, ଯାହାର…

Fake Police:ନକଲି ପୋଲିସ ବାବୁଙ୍କୁ ଧରିଲା ଅସଲି ପୋଲିସ; ଫେକ୍ ଜଏନିଂ ଲେଟର୍ ଜବତ

ଅନୁଗୁଳ:ଅନୁଗୁଳରୁ ନକଲି ପୋଲିସ ଧରାପଡିଲେ । ଅନଗୁଳ ଏସପି ଅଫିସ ସମ୍ମୁଖରେ ଘୂରି ବୁଲୁଥିବା ବେଳେ ଧରିଛି ଟାଉନ୍ ଥାନା ପୋଲିସ। ସେ କନଷ୍ଟେବଳ ପୋଷାକରେ ଥିଲେ, ନେମ୍ ପ୍ଲେଟ୍ ବ୍ୟାଚ ବି ଲାଗିଥିଲା। ଆଜି ଅପରାହ୍ନରେ ଏସପି ଅଫିସ ନିକଟରେ ବୁଲୁଥିବା ବେଳେ ତାଙ୍କ ହାବଭାବରୁ ସନ୍ଦେହ ହେବାରୁ…

ସ୍କୁଟିଚାଳକଙ୍କୁ ଚାପିଦେଲା ହାଇଓ୍ବା; ସମବେଦନା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ…

ଗଞ୍ଜାମ: ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ହାଇଓ୍ବା ଟ୍ରକ୍‌କୁ ଦ୍ରୁତଗତିରେ ଆସି ଜଣେ ବାଇକ୍‌କୁ ଧକ୍କା ଦେବା ସହ ସ୍କୁଟି ଆରୋହୀଙ୍କୁ ଚାପିଦେବା ଫଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ…

ନୂଆ ବହି ଛପା ପାଇଁ ପ୍ରସ୍ତୁତି ଆରମ୍ଭ, ବସିଲା ବଡ଼ ବୈଠକ

ଭୁବନେଶ୍ୱର: ନୂଆ ବହି ଛପା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି। ବସିଲା ବଡ଼ ବୈଠକ । SCERT କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ, ସଚିବ ଏବଂ ଓସେପା ନିର୍ଦ୍ଦେଶକ। ସମ୍ପୂର୍ଣ ତ୍ରୁଟି ଶୂନ୍ୟ ନୂତନ ପାଠ୍ୟ ପୁସ୍ତକ ଯୋଗାଇବେ ସରକାର। ନୂଆ ବହି କେତେ ଶୀଘ୍ର ଛପାଯିବ ଓ କୋର୍ସ କଣ ରହିବ ସେନେଇ ଆଲୋଚନା…

ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା ଫଳ, ସାମ୍ସ ପୋର୍ଟାଲରେ ରେଜଲ୍ଟ ଦେଖି ପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା (କମନ୍‌ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬) ରେଜଲ୍ଟ । ଛାତ୍ରଛାତ୍ରୀମାନେ ନିଜ ନିଜର ପରୀକ୍ଷାଫଳ ସାମ୍ସ ପୋର୍ଟାଲକୁ ଯାଇ ଦେଖିପାରିବେ, ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଶିକ୍ଷାବର୍ଷ ୨୦୨୬-୨୭ ପାଇଁ…

ରାଜ୍ୟରେ ବଢ଼ିଲା ଇଭି ପଲିସିର ଅବଧି, ୨୦୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ମିଳିବ ଗାଡ଼ି କିଣାରେ..

ଭୁବନେଶ୍ୱର: ରାଜ୍ୟରେ ବଢ଼ିଲା ଇଭି ପଲିସିର ଅବଧି । ୨୦୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ମିଳିବ ଗାଡ଼ି କିଣାରେ ସବସିଡି ଓ ଆର୍ଥିକ ରିହାତି । ରାଜ୍ୟରେ ବିଦ୍ୟୁତ୍ ଯାନ (ଇଭି) ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏବଂ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଓଡ଼ିଶା ସରକାର…