Latest Odisha News

BREAKING NEWS

Browsing Category

ଓଡିଶା

Odisha

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର: ଆଉ ହେବେ ନାହିଁ ହଇରାଣ, ଏହି ଟ୍ରେନର ଅବଧି ବଢ଼ିଲା

ଭୁବନେଶ୍ୱର: ଯାତ୍ରୀଙ୍କ ଚାପ ଏବଂ ଚଳାଚଳ ସୁବିଧାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଶାଲିମାର-ଚର୍ଲାପଲ୍ଲୀ ସ୍ୱତନ୍ତ୍ର ଟ୍ରେନର ସେବାକୁ ଅଧିକ ଦିନ ପାଇଁ ବଢ଼ାଇ ଦିଆଯାଇଛି, ଯାହା ଓଡ଼ିଶା ସମେତ ଚାରିଟି ରାଜ୍ୟର ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି…

ତୃତୀୟ ଦିନରେ ଡାକ୍ତରଙ୍କ ଧର୍ମଘଟ, କାର୍ଯ୍ୟରେ ଯୋଗ ନଦେଲେ ଦରମା କାଟିବାକୁ ସରକାରଙ୍କ ଚେତାବନୀ

ଭୁବନେଶ୍ୱର: ଓଡ଼ିଶା ମେଡିକାଲ୍ ସର୍ଭିସେସ୍ ଆସୋସିଏସନ୍ (OMSA) ଅଧୀନରେ ସରକାରୀ ଡାକ୍ତରମାନଙ୍କ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜ୍ୟବ୍ୟାପୀ ଆନ୍ଦୋଳନ ଶୁକ୍ରବାର ତୃତୀୟ ଦିନରେ ପହଞ୍ଚିଛି, ଯାହା ଫଳରେ ସାରା ଓଡ଼ିଶାରେ ସ୍ୱାସ୍ଥ୍ୟସେବା ଗୁରୁତର ଭାବରେ ବ୍ୟାହତ ହୋଇଛି। ଏହି ଆନ୍ଦୋଳନରତ…

ଓଡ଼ିଶାର ୪ ସହରରେ ସ୍ଥାପନ ହେବ ଡପଲର ରାଡାର: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ପାଣିପାଗ ତଥ୍ୟ ଓ ପୂର୍ବାନୁମାନ ଆହୁରି ସଶକ୍ତ ଓ ନିର୍ଦ୍ଦିଷ୍ଟ ହେବ। କାରଣ ଓଡ଼ିଶାର ୪ ସହରରେ ସ୍ଥାପନ ହେବ ଡପଲର ରାଡାର। ସମ୍ବଲପୁରରେ ଡପଲର ରାଡାର ସ୍ଥାପନ କାମ ପ୍ରାୟତଃ ଶେଷ ହୋଇଗଲାଣି। ଖୁବ୍‌ଶୀଘ୍ର ଏହାର ଉଦଘାଟନ କରାଯିବ। ସେହିପରି ବାଲେଶ୍ୱରରେ ପ୍ରସ୍ତାବିତ ଡପଲର ରାଡାର…

ବାହାର ରାଜ୍ୟର ଯୁବକଙ୍କୁ ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ଝାରସୁଗୁଡ଼ା: ବେଲପାହାଡ଼ ଥାନା ଅନ୍ତର୍ଗତ ମୁଚବାହାଲରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ଯୁବକଙ୍କୁ ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ। ମୃତ ଯୁବକ ଝାରଖଣ୍ଡର ସୃଜନ କୁମାର। ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଚାଞ୍ଚଲ୍ୟର ପରିବେଶ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକେ ମୃତଦେହ ପଡ଼ିଥିବା…

ଧର୍ମ ପରିବର୍ତ୍ତନ ପାଇଁ କାନ୍ଧ ଦେଲେ ନାହିଁ ଜାତି ଭାଇ, ୨୪ ଘଣ୍ଟା ପରେ ଶ୍ମଶାନ ଗଲା ଶବ

ରାୟଗଡ଼ା: ଧର୍ମ ବଦଳାଇଥିଲେ ବୋଲି ଶବକୁ ମିଳୁନଥିଲା ଶ୍ମଶାନ। ଗ୍ରାମବାସୀଙ୍କ ପ୍ରବଳ ବିରୋଧ ଯୋଗୁଁ ହୋଇପାରୁନଥିଲା ବୃଦ୍ଧଙ୍କ ଶବ ସଂସ୍କାର। ରାୟଗଡା ବ୍ଲକ ଗାଜିଗାଁ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଦୀର୍ଘ ୨୪ ଘଣ୍ଟା ପରେ ଶ୍ମଶାନ ଗଲା ବୃଦ୍ଧଙ୍କ ଶବ। ଧର୍ମ ପରିବର୍ତ୍ତନ କରିଥିବାରୁ କାନ୍ଧ…

Weather Update: ୬ ଯାଏଁ ପ୍ରବଳ ବର୍ଷା ଆଲର୍ଟ, ଏହି ଦୁଇ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ବର୍ତ୍ତମାନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଛି ଏକ ଲଘୁଚାପ କ୍ଷେତ୍ର, ଯାହା ଆଗାମୀ ୨ ଦିନ ମଧ୍ୟରେ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଫଳରେ ଆସନ୍ତା ୫ରୁ ୬ ତାରିଖ ପର୍ଯ୍ୟନ୍ତ…

ଓଇଆରସିର ନୂଆ ଅଧ୍ୟକ୍ଷ ଚୟନ ପ୍ରକ୍ରିୟା ଆରମ୍ଭ, ମେ ୨୬ରୁ ଖାଲି ପଡିଛି ପଦ…

ଭୁବନେଶ୍ବର: ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ନୂତନ ଅଧ୍ୟକ୍ଷ ନିଯୁକ୍ତି ପାଇଁ ରାଜ୍ୟ ସରକାର ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଜୁଲାଇ ୧ ତାରିଖରେ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଚୟନ କମିଟି ଦୁଇଜଣ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ସମ୍ବଳିତ ଏକ ପ୍ୟାନେଲ୍ ରାଜ୍ୟ ସରକାରଙ୍କୁ…

Doctors Strike: ଡାକ୍ତରମାନଙ୍କୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଅନୁରୋଧ କଲେ ସରକାର; ଆଲୋଚନାରେ ସାମିଲ ହେବାକୁ…

ଭୁବନେଶ୍ୱର:ଆନ୍ଦୋଳନରତ ଡାକ୍ତରମାନଙ୍କୁ ତୁରନ୍ତ ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗଦେବା ସହ ସରକାରଙ୍କ ସହ ଆଲୋଚନାରେ ସାମିଲ ହେବାକୁ ସରକାର ଅନୁରୋଧ କରିଛନ୍ତି । ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ (OMSA) ପକ୍ଷରୁ ଧର୍ମଘଟ ଆରମ୍ଭ ହେବା ପୂର୍ବରୁ ସ୍ୱାସ୍ଥ୍ୟ ଓ ପରିବାର…

Textbook Errors:ପାଠ୍ୟପୁସ୍ତକ ତ୍ରୁଟି ସଂଶୋଧନ ପାଇଁ ମତାମତ ଲୋଡ଼ିଲେ ରାଜ୍ୟ ସରକାର;୭ଦିନ ମଧ୍ୟରେ ମତ…

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟି ଖବର ଚର୍ଚ୍ଚାର ବିଷୟ ପାଲଟିଛି । ଏଥିମଧ୍ୟରେ ସରକାର ସଂଶୋଧିତ ପାଠ୍ୟପୁସ୍ତକ ପାଇଁ ମତ ଲୋଡ଼ିଛନ୍ତି। ୭ ଦିନ ମଧ୍ୟରେ ମତ ରଖିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିବେଦନ…

୭ ଦିନ ଭିତରେ ସ୍କୁଲ ବକେୟା ବିଲ୍ ପୈଠ କରିବାକୁ ନିର୍ଦ୍ଦେଶ, ନଚେତ୍ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ୭ ଦିନ ଭିତରେ ବିଦ୍ୟାଳୟର ବିଦ୍ୟୁତ ବକେୟା ପୈଠ କର, ନଚେତ୍ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ଏଭଳି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ । ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ, ସ୍କୁଲ ଏବଂ ଗଣଶିକ୍ଷା…