Latest Odisha News
Browsing Category

ଓଡିଶା

Odisha

କଲବଲ କରୁଛି ଅଧାପନ୍ତରିଆ ରାସ୍ତାକାମ, କେବେ ସରିବ ଉଠିଲା ପ୍ରଶ୍ନ

ରାୟଗଡ଼ା: ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡିକରେ ଥିବା ଗାଁ ଗୁଡିକୁ ଉତ୍ତମ ରାସ୍ତାଘାଟର ସୁବିଧା ଲାଗି ସରକାର ମାଳ ମାଳ ଯୋଜନା କରୁଛନ୍ତି  । ଏଥିଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି  । ହେଲେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତା ଓ ପୋଲ…

ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଝୁଲଣ ଯାତ୍ରା

ପୁରୀ: ଶ୍ରାବଣ ଶୁକ୍ଳ ଦଶମୀ ତିଥି ଅର୍ଥାତ୍‌ ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଝୁଲଣ ଯାତ୍ରା। ୭ ଦିନ ବ୍ୟାପୀ ଏହି ଝୁଲଣ ଯାତ୍ରା ଚାଲିବ। ଏଥିସହ ଶ୍ରୀକ୍ଷେତ୍ରର ଅନ୍ୟାନ୍ୟ ମଠ, ମନ୍ଦିରରେ ମଧ୍ୟ ଝୁଲଣ ଯାତ୍ରା ଅନୁଷ୍ଠିତ ହେବ। ଶରତ ରାସର ପୂର୍ବାଭାସ ଏହି ଝୁଲଣ ଯାତ୍ରା ହେଉଛି…

ପୁରା ହେବ ଡାକ୍ତରୀ ସ୍ବପ୍ନ: ସହାୟତାର ହାତ ବଢାଇଲେ ରାଜ୍ୟ ସରକାର

ରାୟଗଡା: ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଦାରିଦ୍ରତା । ଏହାକୁ ପ୍ରମାଣ କରି ଦେଖାଇଛନ୍ତି  ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଥୁଆପାଢୀ ଗାଁର ଦାଦନ କୃଷ୍ଣଚନ୍ଦ୍ର ଅଟକା । ଚଳିତ ବର୍ଷ ନିଟ୍ ପରୀକ୍ଷାରେ ସଫଳତାର ସହ ଉର୍ତ୍ତିର୍ଣ୍ଣ ହେବା ସହ ସେ ଏବେ ଡାକ୍ତରୀ ପାଠ ପଢିବାକୁ ଯାଉଛନ୍ତି ।…

ନିଲମ୍ବିତ ହେଲେ ୨ ନକଲି ଅଧ୍ୟାପକ: ଫେରାଇବେ ପାଇଥିବା ଟଙ୍କା

ବଲାଙ୍ଗିର: ନକଲି ଶିକ୍ଷକ ପରେ  ନକଲି ଅଧ୍ୟାପକ । ଦୀର୍ଘ ବର୍ଷ ହେଲା ପିଲାଙ୍କୁ ପଢାଉଥିଲେ ପାଠ । ବଲାଙ୍ଗୀରରୁ ଧରାପଡିଛନ୍ତି ୨ ନକଲି ଅଧ୍ୟାପକ । ଧରାପଡିବା ପରେ ଏବେ ଦୁଇ ନକଲି ଅଧ୍ୟାପକଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ଏହି ଦୁଇ ଅଧ୍ୟାପକ ହେଲେ ଯୋଗୀମୁଣ୍ଡା  ରାଜେନ୍ଦ୍ର ମେହର…

କାହିଁକି ଆତ୍ମହତ୍ୟା କଲେ ସିଆରପିଏଫ୍ ଯବାନ, କାରଣ ଖୋଜୁଛି ପୋଲିସ

ବାଲିଗୁଡା:  ସିଆର୍‌ଏଫ୍‌ ଯବାନଙ୍କ ଆତ୍ମହତ୍ୟା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଅବସ୍ଥିତ ସିଆରପିଏଫ୍‌ର ୨୧୭ ବାଟାଲିୟନ୍‌ର ଜଣେ ଯବାନ ଆତ୍ମହତ୍ୟା କରିଛନ୍ତି । ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।ବାଲିଗୁଡ଼ାରେ ଅବସ୍ଥିତ ସିଆରପିଏଫ୍‌ର ୨୧୭ ବାଟାଲିୟନ୍‌ର ଜଣେ ସି.ଆର.ପି.ଏଫ…

ମାଛ ଜାଲରେ ପଡିଥିଲେ ଅଜଗର,ଗୋଧି: ୬ ଦିନ ପରେ ଉଦ୍ଧାର କଲା ସ୍ନେକ୍ ହେଲ୍ପ ଲାଇନ

ବାଲେଶ୍ୱର:  ବର୍ଷା ଦିନେ ଗାଁ ପୋଖରୀ ଗୁଡ଼ିକ ବର୍ଷା ଜଳରେ ଭରି ରହିଥାଏ । ଗାଁ ଲୋକମାନେ ସାଧାରଣତଃ ନିଜ ପୋଖରିରେ ମାଛ ଚାଷ କରିଥାନ୍ତି । ଜଳ ସ୍ଥର ଉଛୁଳା ହେଲେ ପୋଖରୀରୁ ମାଛ ବାହାରି ଯାଆନ୍ତି । ମାଛକୁ ସୁରକ୍ଷିତ ରଖିବା ପାଇଁ ଲୋକମାନେ ପୋଖରି ଚାରିପାଖେ ଜାଲ ବାଡ଼ ଘେରାଇ…

ଡାକ୍ତରଖାନାରୁ ନିଖୋଜ ଥିବା ମହିଳା ପୋଲିସ ଏସଆଇ ନିଜ ଘରେ ଅଛନ୍ତି

ବଲାଙ୍ଗିର: ହସପିଟାଲ ନୁହେଁ, ଘରେ ଅଛନ୍ତି ମହିଳା ଏସଆଇ । ବିଷ ପିଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ମହିଳା ପୋଲିସ ଏସଆଇ କାଜଲ ବାଗ ଘରକୁ ପଳାଇଛନ୍ତି । ସେ ତାଙ୍କ ପୈତୃକ ଘରେ ଅଛନ୍ତି । ଭବାନୀ ପାଟଣାସ୍ଥିତ ତାଙ୍କ ବାପାଙ୍କ ଘରେ ଅଛନ୍ତି ବୋଲି ଏସଆଇ କାଜଲଙ୍କ ବାପା ମାନଗୋବିନ୍ଦ…

ସମ୍ବଲପୁର ବିଶ୍ବବିଦ୍ୟାଳୟ: ପୁରୁଷ ସହକର୍ମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା ପ୍ରଫେସର

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ମହିଳା ଆସିଷ୍ଟାଣ୍ଟ ପ୍ରଫେସର ତାଙ୍କ ଜଣେ ପୁରୁଷ ସହକର୍ମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ବିଶ୍ୱବିଦ୍ୟାଳୟର ସେହି ରାଜନୀତି ବିଜ୍ଞାନ ବିଭାଗରେ କାର୍ଯ୍ୟରତ ଜଣେ…

ବରିଷ୍ଠ କଂଗ୍ରେସ ନେତ୍ରୀ ସଂଧ୍ୟା ମହାପାତ୍ରଙ୍କ ବିୟୋଗ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତ୍ରୀ ସନ୍ଧ୍ୟା ମହାପାତ୍ରଙ୍କର ଶନିବାର ଦିନ ରାଜଧାନୀସ୍ଥିତ ତାଙ୍କ ନୟାପଲ୍ଲୀସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢ଼େ ୬ଟା ବେଳେ ହୃଦଘାତରେ ଆକ୍ରାନ୍ତ…

ଗୋପାଳପୁରରେ ପ୍ରତିଷ୍ଠା ହେବ ରାଜ୍ୟର ପ୍ରଥମ ଗ୍ରୀନ ହାଇଡ୍ରୋଜେନ ଓ ଆମୋନିଆ ପ୍ଲାଣ୍ଟ

ଗଞ୍ଜାମ: ଗୋପାଳପୁରରେ ପ୍ରତିଷ୍ଠା ହେବ ରାଜ୍ୟର ପ୍ରଥମ ଗ୍ରୀନ ହାଇଡ୍ରୋଜେନ୍ ଓ ଆମୋନିଆ ପ୍ଲାଣ୍ଟ। ଟାଟା ଷ୍ଟିଲ୍ ସ୍ପେଶାଲ ଇକୋନୋମିକ ଜୋନ୍ ଶିଳ୍ପ ପାର୍କରେ ଏହି ଗ୍ରୀନ ହାଇଡ୍ରୋଜେନ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଦେଶର ପ୍ରମୁଖ ଅକ୍ଷୟ ଶକ୍ତି କମ୍ପାନୀ ଏସିଏମଇ ଗ୍ରୁପ୍ ଗ୍ରୀନ ହାଇଡ୍ରୋଜେନ…