Latest Odisha News

BREAKING NEWS

Browsing Category

ଓଡିଶା

Odisha

ଖାରବେଳ ଭବନ ସମ୍ମିଳନୀ କକ୍ଷରେ ପ୍ରବର୍ତ୍ତନ ସଂସ୍ଥାମାନଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ସ୍ୱଚ୍ଛ ଓ ମୁକ୍ତ ନିର୍ବାଚନ ନେଇ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଭୁବନେଶ୍ୱର ଖାରବେଳ ଭବନର ସମ୍ମିଳନୀ କକ୍ଷରେ ବୈଠକ ଆୟୋଜିତ ହୋଇଯାଇଛି । ଏଥିରେ ସାଧାରଣ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଶ୍ରୀ ଯୋଗେନ୍ଦ୍ର ତ୍ରିପାଠୀ (ଅବସରପ୍ରାକ୍ତ ଭାରତୀୟ ପ୍ରଶାସନିକ…

ଆପ୍ ର ମିଶ୍ରଣ ପର୍ବ: କଂଗ୍ରେସ ଛାଡି ଦଳରେ ଯୋଗଦେଲେ ବିଶିଷ୍ଟ ସମାଜସେବୀ ଡ. ଅରୁନ ନାୟକଙ୍କ ସହ ବହୁ ନେତା ଓ କର୍ମୀ

ଭୁବନେଶ୍ବର: କଂଗ୍ରେସ ଛାଡି ଆମ୍ ଆଦମୀ ପାର୍ଟିରେ ଯୋଗ ଦେଲେ ବିଶିଷ୍ଟ ସମାଜସେବୀ ଡ. ଅରୁନ କୁମାର ନାୟକଙ୍କ ସହ ବହୁ ନେତା ଓ କର୍ମୀ । ଆଜି ରାଜ୍ୟ ସଭାପତି ନିଶାକାନ୍ତ ମହାପାତ୍ର, ଖୋର୍ଦ୍ଧା ଜିଲ୍ଲା ସଭାପତି ସୁବାଶିଷ ସ୍ବାଇଁ, କଟକ ଜିଲ୍ଲା ସଭାପତି ଦୁର୍ଗାଦାସ, ଭୁବନେଶ୍ବର ସଭାପତି…

ଯାତ୍ରୀଙ୍କ ପାଇଁ ଖୁସି ଖହର, ଗ୍ରୀଷ୍ମ ସମୟରେ ସ୍ବଳ୍ପମୂଲ୍ୟ ଖାଦ୍ୟ ପ୍ରଦାନ କରିବ ଭାରତୀୟ ରେଳ

ଭୁବନେଶ୍ବର: ରାଜ୍ୟ ଆଉ ଦେଶ ସବୁଠାରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ପ୍ରଚଣ୍ଡ ତାତିରେ ଅସ୍ୟବ୍ୟସ୍ତ ଜନଜୀବନ । ଏହି ସମୟ ମଧ୍ୟରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ୯ଟି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ଗ୍ରୀଷ୍ମ ସମୟରେ ସ୍ବଳ୍ପମୂଲ୍ୟ ଖାଦ୍ୟ ବ୍ୟବସ୍ଥା କରିଛି ଭାରତୀୟ ରେଳ । କମ୍ ଖର୍ଚ୍ଚ…

ଅନୁସୂଚିତ ଜନଜାତି ଓ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ଗ୍ରାମୀଣ-ସହରାଞ୍ଚଳ ମଧ୍ୟରେ ଶିକ୍ଷାଗତ ବିଭାଜିକାକୁ ଦୂର କରିଛି…

ଭୁବନେଶ୍ବର: ଆଦିବାସୀ ଛାତ୍ରଛାତ୍ରୀଙ୍କ ବୃତ୍ତିଗତ ବିକାଶ ଏବଂ ବିଶ୍ୱର ଆହ୍ୱାନର ମୁକାବିଲା କରିବା ପାଇଁ ମାଗଣା ଇଂରାଜୀ ମାଧ୍ୟମରେ ଶିକ୍ଷା ନିଶ୍ଚିତ କରିବା ପାଇଁ ହଷ୍ଟେଲ ସୁବିଧା ସହ ଶୈକ୍ଷିକ ଗୁଣାତ୍ମକ ମାନ ଯୋଡିଛି ସହରାଞ୍ଚଳ ଶିକ୍ଷା କାର୍ଯ୍ୟକ୍ରମ - "ଅନ୍ୱେଷା"।  ଅନନ୍ୟ ପୃଷ୍ଠଭୂମିରେ…

ସୁରଙ୍କ ଗଡରେ ମହାସମର

ଭୁବନେଶ୍ବର : ସୁରଙ୍କ ଗଡରେ ନୂଆ ସମୀକରଣ। କାହା ହାତକୁ ଯିବ ଜଟଣୀ ବିଧାନସଭା? ଅଭିଜ୍ଞଙ୍କୁ ଭରସା ନା ନୂଆ ମୁହଁକୁ ସୁଯୋଗ ? ବିଜେଡିରୁ ବିଭୂତି ବଳବନ୍ତରାୟ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ବିଶ୍ବରଞ୍ଜନ ବଡଜେନା ଓ କଂଗ୍ରେସରୁ ସନ୍ତୋଷ ଜେନାଙ୍କୁ ଟିକେଟ ମିଳିଛି। ଭେଟେରାନ ସୁରଙ୍କ ପୁଅ…

ବଲାଙ୍ଗୀର ଲଢେଇ : ବାପାଙ୍କ ଜାଗାରେ ପୁଅ

ଭୁବନେଶ୍ବର: କିଏ ମାରିବ ବଲାଙ୍ଗୀର ବାଜି ? ବାପାଙ୍କ ସିଟରେ ପୁଅଙ୍କ ବଡ ଲଢେଇ। ଲୋକସଭା ଲଢେଇ ପରେ ଏବେ ବିଧାନସଭାରେ ଆରପାର୍ । ବଲାଙ୍ଗୀର ବିଧାନସଭାରେ ପ୍ରାର୍ଥୀ ଘୋଷଣା ପରେ ବଢିଛି ତାତି । ବିଜେଡିରୁ କଳିକେଶ ନାରାୟଣ ସିଂହଦେଓ ପ୍ରାର୍ଥୀ ହୋଇଛନ୍ତି ତ କଂଗ୍ରେସରୁ ସମରେନ୍ଦ୍ର ମିଶ୍ର ଓ…

କାହାକୁ ନେତା ବାଛିବ ନୂଆପଡା ?

ଭୁବନେଶ୍ବର: ନୂଆପଡା ଦେଖିବ ବଡ ଲଢେଇ । ବସନ୍ତଙ୍କ ବିଦାୟ, ଶରତଙ୍କ ଏଣ୍ଟ୍ରି । ଭେଟେରାନ୍ ବନାମ ଯୁବ ଚେହେରା। ପିସିସି ସଭାପତି ଶରତ ପଟ୍ଟନାୟକ କଂଗ୍ରେସକୁ ଦେବେ କି ବିଜୟ ଉପହାର ? ବସନ୍ତ ପଣ୍ଡାଙ୍କ ଗଡ ଦଖଲ କରିବେ କି ପୁଅ ଅଭିନନ୍ଦନ ? ବିଜେଡିର ଭେଟେରାନ ରାଜେନ୍ଦ୍ର ଢୋଲକିଆ ପୁଣି କରିବେ…

ଗୁଣୁପୁର ବିଧାନସଭା ନିର୍ବାଚନ, ନାମାଙ୍କନ ଭରିଲେ ତ୍ରିନାଥ ଓ ରଘୁନାଥ ଗମାଙ୍ଗ

ଗୁଣୁପୁରୁ: ଆଗକୁ ସାଧାରଣ ନିର୍ବାଚନ । ଏନେଇ ସରଗରମ ହେଲାଣି ଗୁଣୁପୁର ରାଜନୀତି । ଏହା ଭିତରେ ଆଜି ଗୁଣୁପୁର ବିଧାନସଭା ପାଇଁ ଭାରତୀୟ ଜନତା ପାର୍ଟି ର ବିଧାୟକ ପ୍ରାଥୀ ତ୍ରିନାଥ ଗମାଙ୍ଗ ନାମାଙ୍କନ ଭରିଛନ୍ତି । ସେ ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଉପଜିଲ୍ଲାପାଳ ତଥା ନିର୍ବାଚନ…

ଅଗ୍ନିକାଣ୍ଡରେ ଜଳିଗଲା ୧୨ ବଖରାରୁ ଉର୍ଦ୍ଧ୍ୱ ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ହରିଜନ ସାହିରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ୧୨ରୁ ଉର୍ଦ୍ଧ୍ଵ ବଖରା ଘର । ଏଥିୁରେ ପ୍ରାୟ ୧୨ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଅଗ୍ନି ବିପନ୍ନ ପିନ୍ଧା ବସ୍ତ୍ର ବ୍ୟତୀତ କୌଣସି…

ଶାହଙ୍କ ବୟାନ ପରେ ବିଜେଡିର ଆକ୍ରମଣାତ୍ମକ ଜବାବ, ଅସ୍ମିତାକୁ ନେଇ ହେବ ଜୋରଦାର ଲଢ଼େଇ

ଭୁବନେଶ୍ୱର: ଚଳିତ ନିର୍ବାଚନ ଓଡ଼ିଆ ଅସ୍ମିତାକୁ ନେଇ ହେବ କି ଲଢ଼େଇ? ଏପ୍ରିଲ 19ରେ ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶାରେ ବିଜେପିର ଆଭିମୁଖ୍ୟକୁ ନେଇ ଅସ୍ମିତାର କାର୍ଡ ଖେଳିବା ଏବଂ ସୋମବାର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ ଲୁଙ୍ଗି ପରିଧାନ କରି ଦଳର ଚିହ୍ନରେ ଭୋଟ୍…