Latest Odisha News

BREAKING NEWS

Browsing Category

ଓଡିଶା

Odisha

ନବୀନ ନିବାସ ସମ୍ମୁଖରେ ପରିବାରର ୬ ସଦସ୍ୟଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର: ନ୍ୟାୟ ପାଇବା ପାଇଁ ନବୀନ ନିବାସ ଆଗରେ ପରିବାର ସଦସ୍ୟଙ୍କ ଆତ୍ମାହୁତି ଉଦ୍ୟମ । ପୁଅର ହତ୍ୟାକାରୀକୁ ପୋଲିସ ଗିରଫ କରିନଥିବାରୁ ନ୍ୟାୟ ପାଇବା ପାଇଁ ନବୀନ ନିବାସ ଆଗରେ ପରିବାରର ୬ ସଦସ୍ୟ ଆତ୍ମହୁତି ଉଦ୍ୟମ କରିଛନ୍ତି । ପରିବାର ସଦସ୍ୟଙ୍କୁ ସମ୍ଭାଳିବାକୁ ଯାଇ ପୋଲିସକୁ…

ଧଳା ପୋଷାକରୁ କିପରି ଛଡାଇବେ ହଳଦୀ ଦାଗ: ଜାଣନ୍ତୁ ଘରୋଇ ଉପାୟ…

ଭୁବନେଶ୍ଵର: ଯେତେ ସତର୍କ ରହିଲେ ମଧ୍ୟ ଖାଦ୍ୟ ଖାଇଲା ବେଳେ ଆମ ପୋଷାକରେ ଅଇଁଠା ପଡ଼ିଯାଏ । ସେହିପରି ଘର କାମ ବେଳେ ହେଉ କି ଅନ୍ୟାନ୍ୟ କାମ ସମୟରେ କିଛି ନା କିଛି ଦାଗ ପୋଷାକରେ ଲାଗି ଯାଇଥାଏ, ଯାହାକି ସହଜରେ ଛାଡ଼ି ନ ଥାଏ । ତେବେ ଧୂଳି, ମାଟି ଆଦିକୁ ଛଡ଼ାଇବା ଏତେ କଷ୍ଟକର ହୋଇ ନ ଥିବା…

ଚକା ଫାଟି ଯିବାରୁ ହୁତ ହୁତ ଜଳିଗଲା ଯାତ୍ରୀବାହୀ ବସ୍

ଜୟପୁର:ଯାତ୍ରୀଙ୍କୁ ନେଇ ଯାଉଥିଲ ବସ । ଲାଗିଗଲା ନିଆଁ । ହୁତ ହୁତ ହୋଇ ଜଳିବାକୁ ଲାଗିଲା ବସ । ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ ।  ଏମିତି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମାଠାରେ । ମିଳିଥିବା ଖବର ଅନୁସାରେ, ଆଜି ସକାଳୁ ସକାଳୁ ଗୁପ୍ତା ନାମକ ଏକ ବସ…

ଶିକ୍ଷକ-ସିଆରସିସିଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ: ପିଲାଙ୍କ ସାମ୍ନାରେ ହାତାହାତି, ଭିଡିଓ ଭାଇରାଲ

ଚାନ୍ଦବାଲି: ଚାନ୍ଦବାଲି ବ୍ଲକ ମାଣିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି  । ରାସ୍ତା ମଝିରେ ସିଆରସିସି ଓ ପ୍ରଧାନ ଶିକ୍ଷକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଛି  । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି  । ସ୍କୁଲରେ ଲାଗି ରହିଥିବା ବିଭିନ୍ନ…

ମୁନିଗୁଡାରେ ଲାଲ ଆତଙ୍କ; ପୋଷ୍ଟର ଓ ବ୍ୟାନର ମାରି ୩ ବିଜେଡି ନେତା ଓ ମନ୍ତ୍ରୀଙ୍କୁ ଦେଲେ ଖୋଲା ଧମକ

ମୁନିଗୁଡା: ରାୟଗଡା ଜିଲ୍ଲା ମୁନିଗୁଡା ଥାନା ରାମନାକୁପୁଲି ଛକରେ ମାଓ ବ୍ୟାନର ଓ ପୋଷ୍ଟର ଠାବ ହୋଇଛି । ସିପିଆଇ ମାଓବାଦୀ ବାଘୁନା ଡିଭିଜିନାଲ କମିଟି ତରଫରୁ ଏହି ପୋଷ୍ଟର ଲଗାଯାଇଥିବା ସୂଚନା ମିଳିଛି । କାଶିପୁର ବ୍ଲକର ସୁଙ୍ଗର ପଞ୍ଚାୟତରେ ୨୧ ଜଣଙ୍କୁ ପୋଲିସ ଗିରଫଦାରୀକୁ ନେଇ ମାଓବାଦୀ…

ଭିଜିଲାନ୍ସ ପଞ୍ଝାରେ ରାୟଗଡା ଡିଏଫଓ , ଘର ସମେତ ୭ଟି ସ୍ଥାନରେ ରେଡ୍

ରାୟଗଡା: ଭିଜିଲାନ୍ସ ଜାଲରେ ରାୟଗଡା ଡିଏଫଓ  । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଡିଏଫଓ ବିଜୟ କୁମାର ପରିଡାଙ୍କ ଘରେ ଚଢାଉ କରାଯାଉଛି । ଭୁବନେଶ୍ବର ଓ ରାୟଗଡା ସମେତ ଏକକାଳୀନ ୭ଟି ସ୍ଥାନରେ ରେଡ ଚାଲିଛି  । ଏହି ଚଢାଉରେ ଭିଜିଲାନ୍ସର ୫ଟି ଟିମ୍ ସାମିଲ ରହିଛନ୍ତି । ଭିଜିଲାନ୍ସ…

ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ: ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି । ଏହି ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସଂସ୍କୃତି ବିଭାଗର ଏକ ପ୍ରତିନିଧି ଦଳ ପ୍ରଣବ ପଟ୍ଟନାୟକଙ୍କୁ…

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ପିଟି ପିଟି ହତ୍ୟା !

ଜଗସିଂହପୁର: ଜଗସିଂହପୁର ସଦର ଥାନା ଚାରିବାଟିଆ ଗାଁରେ ଅଭାବନୀୟ ଘଟଣା ଘଟିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି  । ମୃତକ ଚାରିବାଟିଆ ଗାଁର ସାଗର ନାୟକ ବୋଲି ଜଣାପଡିଛି । ସେପଟେ ପୋଲିସ ଏହି ଘଟଣାରେ ଅଭିଯୁକ୍ତକୁ…

ଥମୁନି ହାତୀ ଆତଙ୍କ: ଅନୁଗୁଳରେ ଦୁଇ ଜଣଙ୍କୁ ଦଳିଦେଲା ଦନ୍ତା

ଅନୁଗୁଳ: ଥମୁନି ହାତୀ ଆତଙ୍କ  । କେତେବେଳେ ହାତୀ ମୃତ୍ୟୁର ଖବର ଆସୁଛି ତ ଆଉ କେତେବେଳେ ହାତୀ ମଣିଷ ଲଢେଇର ଖବର ସାମ୍ନାକୁ ଆସୁଛି  । କେଉଁଠି ହାତୀ ପଲ ଗାଁ ମୁହାଁ ହେଉଛନ୍ତି ତ ଆଉ କେତେବେଳେ ହାତୀ ଆକ୍ରମଣରେ ଲୋକଙ୍କ ଜୀବନ ଯାଉଛି  । ଏମିତି କିଛି ଘଟଣା ଘଟିଛି ଅନୁଗୁଳ ବନଖଣ୍ଡ…

ସ୍କିମାଟିକ ଶିକ୍ଷକ ନିଯୁକ୍ତି ବାତିଲ କରି ନିୟମିତ ଶିକ୍ଷକ ନିଯୁକ୍ତି କରିବାକୁ ଦାବି

ଭୁବନେଶ୍ୱର: ରାଜ୍ୟରେ ସରକାର ୨୦୧୦ ମସିହାରେ ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ କରିଥିବା ବେଳେ ସେହି ଅନୁଯାୟୀ ଶିକ୍ଷକ ନିଯୁକ୍ତି କରୁନାହାଁନ୍ତି । କେବଳ ଠିକା ଓ ଚୁକ୍ତିରେ ଶିକ୍ଷକ ନିଯୁକ୍ତି କରି ଉଚ୍ଚଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଶୋଷଣ କରୁଛନ୍ତି । ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟରେ…