Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁଣି ଏକ ଦନ୍ତା ହାତୀର ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ । ଆଖୁ ଖାଇବାକୁ ଯାଇ ବିଲରେ ଦିଆ ଯାଇଥିବା ବିଦ୍ୟୁତ ତାରବାଡରେ ଲାଗି ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ବନ୍ତଳା ବନାଞ୍ଚଳ ବନ୍ଦାଣପଶି ଗାଁରେ ଏହି ଦନ୍ତା ହାତୀର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ଗାଁରେ ଥିବା…

ଅବକାରୀ ବିଭାଗକୁ ବଡ଼ ସଫଳତା: ୪ ଲକ୍ଷ ଟଙ୍କାର ନକଲି ମଦ ଓ ମଦ ପ୍ୟାକିଂ ସାମଗ୍ରୀ ଜବତ

ରାଉରକେଲା: ସାଧାରଣ ନିର୍ବାଚନକୁ କିଛି ଦିନ ବାକି ଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ମଦ ବିରୋଧରେ ଚାଲିଛି ସ୍ପେସିଆଲ ଡ୍ରାଇଭ। ତେବେ ନିର୍ବାଚନ ପୂର୍ବରୁ ରାଉରକେଲା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ଓଡ଼ିଶାରେ ତିଆରି ହେଉଥିବା ନକଲି ମଦକୁ ରାସ୍ତା ପାର୍ଶ୍ୱ ଢ଼ାବା ଓ ହୋଟେଲ୍‌କୁ…

ପଦ୍ମ ଛାଡି ଶଙ୍ଖ ଫୁଙ୍କିଲେ ସମ୍ବଲପୁର ସାଂସଦଙ୍କ ପତ୍ନୀ ଅରୁନ୍ଧତୀ ଦେବୀ

ଭୁବନେଶ୍ବର: ବିଜେଡିରେ ଯୋଗ ଦେଲେ ସମ୍ବଲପୁର ସାଂସଦ ତଥା ଦେବଗଡ ରାଜା ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ । ତାଙ୍କ ସହ ତାଙ୍କ ପୁଅ ନମନ ଗଙ୍ଗଦେବ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି । ଆଜି ସନ୍ଧ୍ୟାରେ ନବୀନ ନିବାସ ଠାରେ ଉଭୟ ଅରୁନ୍ଧତୀ ଦେବୀ ଓ ପୁଅ ନମନ ଗଙ୍ଗଦେବ ମୁଖ୍ୟମନ୍ତ୍ରୀ…

ରାଜ୍ୟରେ ବଢୁଛି ଗ୍ରୀଷ୍ମ ପ୍ରବାହ, ଚେତାବନୀ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର: ବର୍ତ୍ତମାନ ବାୟୁମଣ୍ଡଳର ନିମ୍ନ ଭାଗରେ ରାଜ୍ୟକୁ ପଶ୍ଚିମ ତଥା ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବେଶ କରୁଛି । ସୂର୍ଯ୍ୟ କିରଣର ତୀବ୍ରତା ବୃଦ୍ଧି ପାଉଥିବାରୁ ଆଗାମୀ ୪ ରୁ ୫ ଦିନ ମଧ୍ୟରେ ରାଜ୍ୟରେ ଅନେକ ସ୍ଥାନରେ ଦିନ ତାପମାତ୍ରା ଧୀରେ ଧୀରେ ୨ ରୁ ୪ ଡ଼ିଗ୍ରୀ ଯାଇଁ ବୃଦ୍ଧି…

ବିଜେପିରେ ଅଲୋଡା ବିଶ୍ବେଶ୍ବର !

ଭୁବନେଶ୍ୱର: ନା ଲୋକସଭା ନା ବିଧାନସଭା ଟିକେଟ୍ । ବିଜେପିରେ ଅଲୋଡା କି ବିଶ୍ବେଶ୍ବର ଟୁଡୁ? ପ୍ରଥମ ବିଜୟରେ ହିଁ କେନ୍ଦ୍ରମନ୍ତ୍ରୀ ହୋଇଥିଲେ ମୟୂରଭଞ୍ଜ ସାଂସଦ । ହେଲେ ନିଜ ବୟାନ ଓ ଆଚରଣକୁ ନେଇ ବିବାଦ ଘେରକୁ ଆସିଥିଲେ ବିଶ୍ବେଶ୍ବର । କେତେବେଳେ ପ୍ରଶାସନିକ ଅଧିକାରୀଙ୍କ ସଂପର୍କରେ ବିବାଦୀୟ…

ଓଆରଏଚଡିସି ଦୁର୍ନୀତି ମାମଲା: ମୋକିମଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କଲେ ସୁପ୍ରିମକୋର୍ଟ

କଟକ: ଓଆରଏଚଡିସି ଦୁର୍ନୀତି ମାମଲାରେ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ସାମୟିକ ଆଶ୍ଵସ୍ତି । ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଆଶ୍ବସ୍ତି ପ୍ରଦାନ କଲେ ସୁପ୍ରିମକୋର୍ଟ । ଓଆରଏଚଡିସି ମାମଲାରେ ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡ ହାଇକୋର୍ଟ କାଏମ ରଖିଥିଲେ ଏହାକୁ…

ବିଜେଡିରେ ମିଶିଲେ ଲାଞ୍ଜିଗଡ଼ ଓ ନର୍ଲା ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି ଓ କଂଗ୍ରେସ ନେତା

ଭୁବନେଶ୍ୱର: ବିଜେଡ଼ିରେ ଯୋଗଦେଲେ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଲାଞ୍ଜିଗଡ଼ ଓ ନର୍ଲା ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ । ଆଜି ଶଙ୍ଖଭବନ ଠାରେ ଧର୍ମଶାଳା ବିଧାୟକ ତଥା କଳାହାଣ୍ଡି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ ଓ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ…

ଉନ୍ନତିକରଣ ନେଇ ଭିଡିଓ କଲ୍‌ ଯୋଗେ ଲୋକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ଉନ୍ନତିକରଣକୁ ନେଇ ଲୋକଙ୍କ ମତ ନେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ଭଏସ କଲ ଆଉ ଏବେ ଭିଡିଓ କଲ୍‌ ଯୋଗେ ଲୋକଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କ ସହ କଥା ହେବା ସଙ୍ଗେ ସଙ୍ଗେ ସେମାନଙ୍କ ଅଞ୍ଚଳର ବିକାଶ କଥା ପଚାରି ବୁଝୁଛନ୍ତି…

ବିଜେପିରେ ଯୋଗଦେଲେ ତେଲକୋଇର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ, ନିକଟରେ ବିଜେଡି ଛାଡିଥିଲେ

ଭୁବନେଶ୍ବର: ବିଜେପିରେ ଯୋଗଦେଲେ ତେଲକୋଇର ପୂର୍ବତନ ବିଜେଡି ବିଧାୟକ ବେଦବ୍ୟାସ ନାୟକ । ସେ ପ୍ରାର୍ଥୀ ପାଇଁ ଆଶାୟୀ ଥିବାବେଳେ, ଦଳ ଟିକେଟ୍ ନଦେବାରୁ ବେଦବ୍ୟାସ ଅସନ୍ତୁଷ୍ଟ ଥିଲେ । ସେନେଇ ବେଦବ୍ୟାସ ନିକଟରେ ବିଜେଡି ଛାଡିଥିଲେ । ଆଜି ବିଜେପି ରାଜ୍ୟ କାର୍ଯ୍ୟଳୟରେ ବେଦବ୍ୟାସ ସହ ଶହଶହ…

ଶୁଣାଣି ଚାଲିଥିବା ବେଳେ କୋର୍ଟ ଛାତରୁ ଡେଇଁଲେ ବିଚାରଧୀନ କଏଦୀ

ଝାରସୁଗୁଡ଼ା: ଶୁଣାଣି ଚାଲିଥିବା ବେଳେ କୋର୍ଟ ଛାତରୁ ଡେଇଁ ପଡ଼ିଲେ ବିଚାରାଧୀନ କଏଦୀ । ଝାରସୁଗୁଡ଼ା ଜିଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ଆଜି କଏଦୀ ଜଣକ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଅଭିଯୁକ୍ତ ଜଣକ ହେଲେ ବେଲପାହାଡ଼ ଥାନା ଅଧୀନ ଜୁନା ଗାଁର ସନାତନ ସିଂ । ସୂଚନା…