Latest Odisha News

BREAKING NEWS

Browsing Category

ଓଡିଶା

Odisha

ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ମାମଲା; ଭୀମସେନଙ୍କ ପାଇଁ ଗଲା ଚନ୍ଦ୍ରିକାଙ୍କ ଜୀବନ: DCP

କଟକ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ଡିସିପିଙ୍କର ପ୍ରତିକ୍ରିୟା ଆସିଛି। ଭୀମସେନଙ୍କ ପାଇଁ ଚନ୍ଦ୍ରିକାଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ତଥ୍ୟ ମିଳିଛି। ଲାପଟପ୍‌, ଟାବଲେଟ୍ ଜବତ ହୋଇଛି ଏବଂ ହ୍ବାଟସ୍ ଆପ୍ ତଥ୍ୟ ବି ମିଳିଛି। ମୃତ୍ୟୁ ପୂର୍ବରୁ ଚନ୍ଦ୍ରିକା…

Elephant Training Centre: ରାଜ୍ୟରେ ଖୋଲିଲା ପ୍ରଥମ ହାତୀ ସ୍କୁଲ୍, କମିବ ମଣିଷ-ହାତୀ ମଧ୍ୟରେ ସଂଘର୍ଷ!

ଭୁବନେଶ୍ବର: ରାଜ୍ୟରେ ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶା ଆଉ ଏକ ବଡ଼ ପଦକ୍ଷେପ ନେଇଛି। କଳାହାଣ୍ଡି ଜିଲ୍ଲାର ସିମେଲପଦର ଅଞ୍ଚଳରେ ରାଜ୍ୟର ପ୍ରଥମ ହାତୀ ପ୍ରଶିକ୍ଷଣ କେନ୍ଦ୍ର (Elephant Training Centre) ଉଦ୍ଘାଟନ କରାଯାଇଛି। ଶୁକ୍ରବାର ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ…

ଶୀତଳ ଷଷ୍ଠୀ ପାଇଁ ପ୍ରସ୍ତୁତ ସମ୍ବଲପୁର: ସାମିଲ ହେବେ ୭୫୦୦ରୁ ଅଧିକ କଳାକାର

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପର୍ବ ଶୀତଳ ଷଷ୍ଠୀ ପାଇଁ ସମ୍ବଲପୁର ଏବେ ଉତ୍ସବମୁଖର ହୋଇଉଠିଛି। ଦେବ ଦମ୍ପତି ଶିବ ଓ ପାର୍ବତୀଙ୍କ ବିବାହ ଉତ୍ସବକୁ ମହାସମାରୋହରେ ପାଳନ କରିବାକୁ ସହରର ବିଭିନ୍ନ କମିଟି ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଚଳିତ ବର୍ଷ ଏହି ଭବ୍ୟ ଶୋଭାଯାତ୍ରାରେ ଓଡ଼ିଶା…

ମହାନଦୀ ଜଳ ବିବାଦ ସମାଧାନ ପାଇଁ ଖୁବଶୀଘ୍ର ଉଚ୍ଚସ୍ତରୀୟ ବୈଠକ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା ମହାନଦୀ ଜଳ ବିବାଦର ସମାଧାନ ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ସମସ୍ୟାର ଆପୋଷ ସମାଧାନ ପାଇଁ ଖୁବଶୀଘ୍ର ନୂଆଦିଲ୍ଲୀଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ ବୋଲି ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

Puri Temple Mysterious Animal: ଶ୍ରୀମନ୍ଦିର ଉପରେ ଦେଖାଗଲା ଅଜଣା ଜନ୍ତୁ, ଭିଡିଓ ଭାଇରାଲ ପରେ ବଢିଲା ଚର୍ଚ୍ଚା…

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଉପରେ ଚଢିଲା ଅଜଣା ଜନ୍ତୁ । ଉଦ୍ଧାର କଲେ ସେବାୟତ । ପୁରୀ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚଢ଼ିଗଲା ଏକ ଅଜଣା ଜୀବ । ଗୁରୁବାର ରାତିରେ ଏକାଦଶୀ ମହାଦୀପ ଉଠିବା ବେଳେ ଏହି ଅଘଟଣ ଦେଖିବାକୁ ମିଳିଥିଲା । ଯାହାପରେ ଏହା ଶୁଭ ନା ଅଶୁଭ ତାକୁ ନେଇ ସମଗ୍ର ଅଞ୍ଚଳରେ…

ମହାକାଳପଡ଼ା ଚାମେଲି ଓଝା ଘଟଣାକୁ ନେଇ ତେଜିଲା ରାଜନୀତି: ପୋଲିସ ଓ ପ୍ରଶାସନ ଉପରେ ଉଠିଲା ପ୍ରଶ୍ନ

କେନ୍ଦ୍ରାପଡ଼ା: ମହାକାଳପଡ଼ାରେ ସରପଞ୍ଚ ଓ ବିଡିଓଙ୍କ ମଧ୍ୟରେ ହୋଇଥିବା ବିବାଦ ଏବେ ଏକ ନୂଆ ମୋଡ଼ ନେଇଛି। ତିଖିରି ପଞ୍ଚାୟତର ମହିଳା ସରପଞ୍ଚ ଚମେଲି ଓଝା ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ଭାଇଙ୍କୁ ପୋଲିସ ଗିରଫ କରିଛି। ତେବେ ଏହି ଘଟଣାରେ ରାଜନୈତିକ ହଲଚଲ ବଢିବାରେ ଲାଗିଛି।…

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ରେରା ପୂର୍ବ ଆପାର୍ଟମେଣ୍ଟ ପଞ୍ଜୀକରଣ ହେଲା ସହଜ

ଭୁବନେଶ୍ୱର: ଘର କିଣାଳି, ଜମି ମାଲିକ ଏବଂ ପ୍ରମୋଟରମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି ରାଜ୍ୟ ସରକାର। ଅକ୍ଟୋବର ୫ ତାରିଖ ୨୦୧୬ ମସିହାରେ ରିଏଲ ଇଷ୍ଟେଟ୍ ନିୟନ୍ତ୍ରଣ ଓ ବିକାଶ ଆଇନ ବା ରେରା ଲାଗୁ ହେବା ପୂର୍ବରୁ ଶେଷ ହୋଇଥିବା ଆପାର୍ଟମେଣ୍ଟ ପ୍ରକଳ୍ପ ଗୁଡ଼ିକର ପଞ୍ଜୀକରଣ ପ୍ରକ୍ରିୟାକୁ…

ହାଇୱାକୁ ପଛରୁ ପିଟିଲା କାର୍‌; ୨ ଜଣ ମୃତ

ଭବାନୀପାଟଣା: କଳାହାଣ୍ଡି ଜିଲା ଭବାନୀପାଟଣା ବାଇପାସ ରାସ୍ତାରେ ଭୟଙ୍କର ଦୁର୍ଘଟଣା। ବିଳମ୍ବିତ ରାତି ରାସ୍ତାରେ ଠିଆ ହୋଇଥିବା ହାଇୱାକୁ ପଛରୁ ପିଟିଲା କାର୍‌। ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ସଦର ଥାନା ବାଇପାସ୍‌ ରୋଡ୍‌ରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକ ମଧ୍ୟରୁ…

ରାଜଧାନୀରେ ପୁଣି ଡେଲିଭରିବୟଙ୍କୁ ସଂଘବଦ୍ଧ ଆକ୍ରମଣ

ଭୁବନେଶ୍ୱର: ରାଜଧାନୀରେ ପୁଣି ଡେଲିଭରିବୟଙ୍କୁ ସଂଘବଦ୍ଧ ଆକ୍ରମଣ। ଗୋଡ଼େଇ ଗୋଡେଇ ଆକ୍ରମଣ କଲେ ଦୁର୍ବୃତ୍ତ। ରେଡ୍‌କ୍ରସ ଅଫିସ-ନିକୋ ପାର୍କ ରାସ୍ତା ମଝିରେ ହୋଇଛି ସଂଘବଦ୍ଧ ଆକ୍ରମଣ। ଆହତ ଡେଲିଭରିବୟଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବା…

ମ୍ୟୁଜିକ୍ ବ୍ୟାଣ୍ଡ ୱୟାର ହାଉସରେ ଭୟାବହ ଅଗ୍ନିକାଣ୍ଡ

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରି ଅଞ୍ଚଳରେ ଏକ ଭୟାବହ ଅଗ୍ନିକାଣ୍ଡରେ ଏକ ସଂଗୀତ ବ୍ୟାଣ୍ଡର ଗୋଦାମ ପୋଡ଼ି ପାଉଁଶ ହୋଇଯାଇଛି। ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ମଣିନାଥପୁରରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଥିବା ଅଗ୍ନିକାଣ୍ଡରେ କୋଟି କୋଟି ଟଙ୍କାର ଦାମୀ ସଂଗୀତ ଉପକରଣ, ସାଉଣ୍ଡ…