Latest Odisha News

BREAKING NEWS

Browsing Category

ଓଡିଶା

Odisha

ସୁଧାଂଶୁ ଷଡ଼ଙ୍ଗୀଙ୍କ ସମେତ ଡିଜି ପାହ୍ୟା ପାଇଁ ୩୩ IPS ଅଧିକାରୀ ମନୋନୀତ

ଭୁବନେଶ୍ବର: ଡିଜି ପାହ୍ୟା ପାଇଁ ୩୩ IPS ଅଧିକାରୀଙ୍କୁ ମନୋନୀତ କରାଯାଇଛି। କେନ୍ଦ୍ରୀୟ ଏମପ୍ୟାନେଲମେଣ୍ଟରେ ଓଡ଼ିଶାର ଦୁଇ ବରିଷ୍ଠ IPS ରହିଛନ୍ତି। ତାଲିକାର ପ୍ରଥମ ସ୍ଥାନରେ ବରିଷ୍ଠ IPS ଅଫିସର ସୁଧାଂଶୁ ଷଡ଼ଙ୍ଗୀ ରହିଛନ୍ତି। DG ପଦବୀ ପାଇଁ ସୁଧାଂଶୁଙ୍କୁ କେନ୍ଦ୍ରୀୟ ମଞ୍ଜୁରୀ…

ଗୋମାଫିଆଙ୍କୁ ନିସ୍ତାର ନାହିଁ: ୩ ଜିଲ୍ଲାରେ ପୋଲିସର ବଡ଼ ଧରଣର ଚଢ଼ାଉ

ଭଦ୍ରକ: ଗତ କିଛିଦିନ ବ୍ୟାବଧାନ ପରେ ଭଦ୍ରକ ପୋଲିସ ପକ୍ଷରୁ ଗୋମାଫିଆଙ୍କ ଘରେ ଚଢାଉ। ଗତକାଲି ରାତିରେ ଭଦ୍ରକ ପୋଲିସ ପକ୍ଷରୁ ୬ ଜଣ ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ। ଭଦ୍ରକ ଟାଉନଥାନା ଅଧିନ ୩ଟି ସ୍ଥାନ ଓ ଭଦ୍ରକ ପୁରୁଣା ଵଜାର ଥାନା ଅଧିନ ୩ଟି ସ୍ଥାନରେ ପୋଲିସ ଚଢାଉ କରିଛି। ଏଥିରେ ଦୁଇ…

ବ୍ରହ୍ମପୁର MV କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ ଘଟଣା, ଟାୟାର ଜାଳି ପ୍ରତିବାଦ

ଭୁବନେଶ୍ବର: ବ୍ରହ୍ମପୁର MV କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ ଘଟଣାରେ ଜୋରଦାର ପ୍ରତିବାଦ କରିଛନ୍ତି ପରିବାର ଲୋକେ। ପୁଅକୁ ବୋହୂ ହତ୍ୟା କରିଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ରାତି ତମାମ ରାସ୍ତାରେ ମୃତଦେହ ରଖି ପରିବାର ଲୋକ ରାସ୍ତାରୋକ କରିଛନ୍ତି।…

MBBS student Chandrika death: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ବୟଫ୍ରେଣ୍ଡଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ବର:ଚନ୍ଦ୍ରିକାଙ୍କ ବୟଫ୍ରେଣ୍ଡ୍ OAS ଭୀମସେନ ଟୁଡୁଙ୍କୁ ଗିରଫ କଲା କମିଶନରେଟ ପୋଲିସ। କାଠଯୋଡ଼ିରୁ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ମିଳିବା ଘଟଣାରେ ପୋଲିସ ତାଙ୍କ ପୁରୁଷ ବନ୍ଧୁ ଭୀମସେନ ଟୁଡ଼ୁଙ୍କୁ ମୟୂରଭଞ୍ଜରୁ ଗିରଫ କରିଛି। ସୂଚନାଥାଉକି,ଚଳିତ ମାସ ୪…

Bhubaneswar Film Festival 2026:ଜୁନ ୨୫ରୁ ୨୮ ଯାଏଁ ତୃତୀୟ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ; ପୁରସ୍କୃତ ଫିଲ୍ମ ହେବ…

ଭୁବନେଶ୍ବର:ଆସନ୍ତା ଜୁନ୍ ୨୫ ରୁ ଜୁନ୍ ୨୮ ପର୍ଯ୍ୟନ୍ତ ହେବ "ତୃତୀୟ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ-୨୦୨୬" । ଏହାର ଆନୁଷ୍ଠାନିକ କାର୍ଯ୍ୟସୂଚୀ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଫେଷ୍ଟିଭାଲ ଡିରେକ୍ଟର ସଞ୍ଜୟ ପଟ୍ଟନାୟକ, କୋ-ଡିରେକ୍ଟର ସୁକାନ୍ତ ରଥ ଓ…

ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା STF ଟିମ୍; ୨ ଗିରଫ, ୧୦୧ କେଜିରୁ ଅଧିକ ଗଞ୍ଜେଇ ଜବତ

ଭୁବନେଶ୍ୱର:କନ୍ଧମାଳରୁ ଭୁବନେଶ୍ୱର ଦେଇ ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଏସ୍ ଟିଏଫ୍ ଟିମ୍ । କୁକୁଡ଼ା ଦାନା ଆଳରେ ଗଞ୍ଜେଇ ଚାଲାଣ କରୁଥିଲେ । ଏହି ମାମଲାରେ ୨ଜଣଙ୍କୁ ଗିରଫ ହୋଇଛନ୍ତି । ପ୍ରାୟ ବର୍ଷେ ହେବ ଏମାନେ ୨୦କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ କାରବାର କରିଛନ୍ତି ।…

କୂଅରୁ ୪ଦିନ ପରେ ଯୁବକ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ;୪ଅଭିଯୁକ୍ତ ଗିରଫ

ବରଗଡ:ପରିତ୍ୟକ୍ତ କୂଅରୁ ୪ଦିନ ପରେ ଯୁବକ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ ହୋଇଛି। ପୋଲିସ ଏହି ଘଟଣାରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ପଦ୍ମପୁର ଶକ୍ତିନଗର ନିବାସୀ ବାବୁଲୁ ମନହୀରା, ବିଜେପୁର ଭୋଇପଡାର ଶକ୍ତି ବେହେରା, ବିଜେପୁର ମଧ୍ୟପଡାର ତ୍ରିନାଥ ମହାପାତ୍ର ଏବଂ…

ଜୁନ୍ ୧୫ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ଜୁନ୍ ୧୫ ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ “ଜନ ଅଭିଯୋଗ ଶୁଣାଣି” କାର୍ଯ୍ୟକ୍ରମ ବନ୍ଦ ରହିବ । ସରକାରୀ ଛୁଟି ଦିବସ ଯୋଗୁଁ ଆସନ୍ତା ୧୫ରେ ‘ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ l ତେବେ ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନ ସାଧାରଣଙ୍କୁ…

OPTCL କର୍ମଚାରୀଙ୍କୁ ଆକ୍ରମଣ ଘଟଣା; ମୁଖ୍ୟ ଅଭିଯୁକ୍ତ ସମେତ ୫ ଗିରଫ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନମ୍ବର ଜାତୀୟ ରାଜପଥର ଚୁଳିଆ ନିକଟରେ OPTCL କର୍ମଚାରୀଙ୍କୁ ମାଡ ମାରିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ହେଲା ଅରୁଣ କୁମାର ନାୟକ, ଚାରି ସୁପାରୀକିଲର ହେଲେ ବନ୍ତଳା ଥାନା ଧକୋଠା…

ଇତିହାସ ରଚିଲେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ରୁଷିଆନ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ-୨୦୨୬ର ହେଲେ…

ଭୁବନେଶ୍ବର: ଓଡ଼ିଶା ପାଇଁ ଗୌରବ ଆଣିଲେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ରୁଷିଆନ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ-୨୦୨୬ ବିଜେତା ହୋଇଛନ୍ତି ସୁଦର୍ଶନ । ଋଷିଆର କଲିନିନଗ୍ରାଡରେ ଆୟୋଜିତ ଦ୍ବିତୀୟ ଇଣ୍ଟରନ୍ୟାସନାଲ ଫେଷ୍ଟିଭାଲ ଅଫ୍ ସ୍ୟାଣ୍ଡ ସ୍କଲପଚରରେ…