Latest Odisha News

BREAKING NEWS

Browsing Category

ଓଡିଶା

Odisha

ସଜନା ଛୁଇଁ ତୋଳିବାକୁ ନେଇ ହତ୍ୟାକାଣ୍ଡ;୫ ଗିରଫ, ଅନ୍ୟ ଅଭିଯୁକ୍ତ ଫେରାର

କେନ୍ଦ୍ରାପଡ଼ା:ସାମାନ୍ୟ ସଜନା ଛୁଇଁ ପାଇଁ ହତ୍ୟାକାଣ୍ଡ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଇଶାଣୀପଲ୍ଲୀ ଗାଁରେ ସଜନା ତୋଳିବାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସୂଚନା ରହିଛି । ଦୁଇ ସମ୍ପର୍କୀୟ ପରିବାର ଭିତରେ ପାଟିତୁଣ୍ଡ ହୋଇଥିଲା ପରେ ହଣାକଟା ଯାଏଁ କଥା ଯାଇଛି । ଏହି ଘଟଣାରେ ରାଜନଗର ପୋଲିସ…

ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସଙ୍କ ବଡ଼ ବୟାନ, କହିଲେ ବିଜେଡି ହାରିବା ପଛର କାରଣ

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ (ବିଜେଡି)ର ବିପର୍ଯ୍ୟୟ ଏବଂ ଦୀର୍ଘ ୨୪ ବର୍ଷର ଶାସନ ଗାଦି ହରାଇବାକୁ ନେଇ ଏବେ ଦଳ ଭିତରୁ ହିଁ ଆତ୍ମସମୀକ୍ଷାର ସ୍ୱର ଉଠିବା ଆରମ୍ଭ ହୋଇଛି। ଦଳର ବରିଷ୍ଠ ନେତା ତଥା ବାଲେଶ୍ୱର ଜିଲ୍ଲା ଭୋଗରାଇ ନିର୍ବାଚନ ମଣ୍ଡଳୀର…

ବେକରେ ରଶି ଲଗାଇ ଝୁଲି ପଡିଲେ ଏମସିଏଲର ମହିଳା କର୍ମଚାରୀ; କାରଣ ଅସ୍ପଷ୍ଟ

ସମ୍ବଲପୁର: ବେକରେ ରସି ଲଗାଇ ଝୁଲି ପଡିଲେ ସମ୍ବଲପୁର ଜିଲ୍ଲା ବୁର୍ଲା ଆନନ୍ଦ ବିହାର ସ୍ଥିତ ମହାନଦୀ କୋଲଫିଲ୍ଡସ ଲିମିଟେଡ (ଏମସିଏଲ)ର ଜଣେ ମହିଳା କର୍ମଚାରୀ । ମୃତ ମହିଳା କର୍ମଚାରୀ ଜଣକ ହେଲେ ଅନୁଗୁଳ ଜିଲା ତାଳଚେର ସହରର ଆୟୁସ୍ମିତା ସାମତ (୨୩) । ସେ ଏମସିଏଲର ଆକାଉଣ୍ଟସ ସେକ୍ସନରେ…

ନକଲି ଜର୍ଦ୍ଦା ତିଆରି କାରଖାନା ଠାବ, ମାଲିକ ସମେତ ୩ ଗିରଫ

ପାରାଦୀପ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଆଲିଗଡ ଗାଁରେ ଏକ ନକଲି ଜର୍ଦ୍ଦା ତିଆରି କାରଖାନା ଠାବ ହୋଇଛି । ଉକ୍ତ କାରଖାନାରୁ ବିପୁଳ ପରିମାଣର ଜର୍ଦ୍ଦା ଜବତ କରାଯିବା ସହ କାରଖାନାର ମାଲିକ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ନକଲି ଜର୍ଦ୍ଦା ତିଆରି ଚାଲିଥିବା ନେଇ…

ରାଜଧାନୀକୁ ସ୍ୱଚ୍ଛ ରଖିବାକୁ ଅଭିନବ ପ୍ରୟାସ, ବିଏମ୍‌ସି ଏବଂ ହିନ୍ଦୁସ୍ଥାନ କୋକା-କୋଲା ମଧ୍ୟରେ ବୁଝାମଣାପତ୍ର…

ଭୁବନେଶ୍ୱର: ରାଜଧାନୀକୁ ସ୍ୱଚ୍ଛ ରଖିବା ପାଇଁ ଅଣ୍ଟା ଭିଡିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ହିନ୍ଦୁସ୍ଥାନ କୋକା-କୋଲା ବିଏମ୍‌ସି ସହିତ ମିଳିତ ଭାବରେ ସହରରୁ ପିଇଟି ବୋତଲ ସଂଗ୍ରହ କରିବ । ଏନେଇ ବିଏମସି ଏବଂ ହିନ୍ଦୁସ୍ଥାନ କୋକା-କୋଲା ମଧ୍ୟରେ ଏ ନେଇ ଏକ ବୁଝାମଣାପତ୍ର…

ଜେଲରେ ବିଗିଡ଼ିଲା ସରପଞ୍ଚ ଚାମେଲି ଓଝାଙ୍କ ସ୍ୱାସ୍ଥ୍ୟବସ୍ଥା, ଜେଲ୍‌ରୁ ପଠାଗଲା ହସ୍ପିଟାଲ

କେନ୍ଦ୍ରାପଡ଼ା: ବାରିମୂଳ ଜେଲ ଯାଇଥିବା ତିଖିରୀ ପଞ୍ଚାୟତର ଚର୍ଚ୍ଚିତ ମହିଳା ସରପଞ୍ଚ ଚାମେଲି ଓଝାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଛି। ଜେଲ୍ ମଧ୍ୟରେ ସେ ଗୁରୁତର ଅସୁସ୍ଥ ଅନୁଭବ କରିବାରୁ ଜେଲ୍ କର୍ତ୍ତୃପକ୍ଷ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲ ସ୍ଥାନାନ୍ତର କରିଛନ୍ତି। ସେଠାରେ…

ବିଶିଷ୍ଟ ସାହିତ୍ୟିକ ସୌଭାଗ୍ୟ କୁମାର ମିଶ୍ରଙ୍କ ଦ୍ୱା ସୁପର୍ଣ୍ଣାର ଇଂରାଜୀ ଅନୁବାଦ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: କେତକୀ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ସୌଭାଗ୍ୟ କୁମାର ମିଶ୍ରଙ୍କ ପ୍ରସିଦ୍ଧ ଓଡ଼ିଆ କୃତି ଦ୍ୱା ସୁପର୍ଣ୍ଣାର ଇଂରାଜୀ ଅନୁବାଦ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ଶୁକ୍ରବାର ଅର୍ଥାତ୍ ଜୁନ୍ ୧୨ ତାରିଖ ସନ୍ଧ୍ୟାରେ…

ମାସକ ଭିତରେ ରାଜ୍ୟରେ ଥିବା ପ୍ରତିଷ୍ଠାନର ନାମ ସଂଶୋଧନ କରାଯିବ: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟ ଓ ସଂସ୍ଥାଗୁଡ଼ିକର ନାମରେ ଥିବା ତ୍ରୁଟିକୁ ସଂଶୋଧନ କରିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଆସନ୍ତା ଏକ ମାସ ମଧ୍ୟରେ ରାଜ୍ୟରେ ଥିବା ପ୍ରତିଷ୍ଠାନଗୁଡ଼ିକର ନାମ ସଠିକ୍ ଭାବେ ଲେଖାଯିବ ଓ ଉଚ୍ଚାରଣ କରାଯିବ ବୋଲି…

ଜେଲ୍ ଗଲେ ସରପଞ୍ଚ ଚାମେଲି

କେନ୍ଦ୍ରାପଡ଼ା: ମହାକାଳପଡ଼ା ବ୍ଲକ ଅଫିସରେ ଘଟିଥିବା ହାଇଡ୍ରାମାରେ ନୂଆ ମୋଡ। ଜେଲ୍ ଗଲେ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା। ଜାମିନ୍ ଆବେଦନ ଖାରଜ ପରେ ଚାମେଲି ଓଝାଙ୍କୁ ଜେଲ୍ ପଠାଯାଇଛି। ଗିରଫ ପରେ ଆଜି ତାଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା। ଚାମେଲିଙ୍କ ନାଁରେ…

ଭିଜିଲାନ୍ସ ଜାଲରେ ଏଏସଆଇ, ୮ ହଜାର ଲାଞ୍ଚ ନେଉଥିଲେ…

ଭୁବନେଶ୍ୱର: ଶନିବାର ଦିନ ଅନୁଗୁଳ ଜିଲ୍ଲାର ଜରପଡ଼ା ପୋଲିସ ଷ୍ଟେସନରେ ନିୟୋଜିତ ଜଣେ ସହକାରୀ ସବ-ଇନ୍ସପେକ୍ଟର (ଏଏସଆଇ) ଭିଜିଲାନ୍ସ ଜାଲରେ ଫସିଛନ୍ତି। ଏକ ମାମଲା ସମାଧାନ ପାଇଁ ଜଣେ ଅଭିଯୋଗକାରୀଙ୍କଠାରୁ ୮ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ସୂଚନା…