Latest Odisha News

BREAKING NEWS

Browsing Category

ଓଡିଶା

Odisha

କାଳ ସାଜିଲା ଭୁଲ ଇଞ୍ଜେକସନ : ଚାଲିଗଲା ରୋଗୀର ଜୀବନ

ଜଳେଶ୍ବର : ସରକାର ରୋଗୀ ମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ବିଭିନ୍ନ ଯୋଜନା କରୁଛନ୍ତି  । ଏଥିଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି  । ହେଲେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ହାତୀଗଡ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ…

ଡାକ୍ତରଖାନାରେ ମିଳିଲାନି ଷ୍ଟ୍ରେଚର; ସ୍ତ୍ରୀଙ୍କୁ କାନ୍ଧରେ ବୋହି ନେଲେ ବୃଦ୍ଧ ସ୍ୱାମୀ

ପୁରୀ: ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ରେ ଅଭାବନୀୟ ଘଟଣା l ମିଳିଲାନି ଷ୍ଟ୍ରେଚର କି ହୁଇଲଚେୟାର ।  କାନ୍ଧରେ ଅସୁସ୍ଥ ସ୍ତ୍ରୀକୁ ବୋହିନେଲେ ସ୍ଵାମୀ । ଅସୁସ୍ଥ ବୃଦ୍ଧା ଜଣକ ହେଲେ ମଧ୍ୟପ୍ରଦେଶ ର ୬୫ବର୍ଷୀୟା କାଲାବାଇ l ବୃଦ୍ଧାଜଣକୁ ତାଙ୍କ ସ୍ୱାମୀ କାନ୍ଧରେ ବୋହି ନେଉଥିବା ଦୃଶ୍ୟ ଏବେ…

ତଦନ୍ତରେ ଉତ୍କର୍ଷତା ପାଇଁ ୪ ଓଡ଼ିଆ ପୋଲିସ ଅଧିକାରୀ ପାଇବେ ‘କେନ୍ଦ୍ର ଗୃହମନ୍ତ୍ରୀ ପଦକ’

ଭୁବନେଶ୍ୱର: ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ପଦକ ଘୋଷଣା। କେନ୍ଦ୍ର ଗୃହମନ୍ତ୍ରୀ ମେଡାଲ-୨୦୨୩ ପାଇଁ ଦେଶର ୧୪୦ ପୋଲିସ ଅଧିକାରୀ ମନୋନୀତ ହୋଇଛନ୍ତି। ସେଥିମଧ୍ୟରେ ରହିଛନ୍ତି ୪ ଓଡ଼ିଆ ପୋଲିସ ଅଧିକାରୀ। ଦୁଇ ଜଣ ଡିଏସପି ଓ ଦୁଇ ଜଣ ଇନ୍ସପେକ୍ଟରଙ୍କୁ ମିଳିବ ଏହି ପଦକ।…

ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କ ରାଜ, ଯୁବକଙ୍କୁ ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣ

ପୁରୀ: ପୁଣି ପୁରୀରେ ଅପରାଧୀଙ୍କ ଚାଲିଛି ଆତଙ୍କ ରାଜ। ଶୁକ୍ରବାର ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣ କଲେ କିଛି ଦୁର୍ବୃତ୍ତ। ଆକ୍ରମଣରେ ନୂଆପାଟଣା ଲେନର ସନ୍ତୋଷ କୁମାର ରାଉତ ଗୁରୁତର ଭାବେ ଆହତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁସାରେ…

ଥାନାରେ ରାଜାଘର କଳି: ଟାଉନ ଥାନାର ଦ୍ବାରସ୍ଥ ହେଲେ ଅଦ୍ରିଜା ମଞ୍ଜରୀ ସିଂଦେଓ

ବଲାଙ୍ଗୀର : ବଲାଙ୍ଗୀର ଟାଉନ ଥାନାରେ ରାଜ ପରିବାର ବୋହୂ ଅଦ୍ରିଜା ମଞ୍ଜରୀ । ଅର୍କେଶ ନାରାୟଣ ସିଂଦେଓଙ୍କ ପତ୍ନୀ ହେଉଛନ୍ତି ଅଦ୍ରିଜା ମଞ୍ଜରୀ । ରାଜ ପରିବାରରେ ଘରୋଇ ହିଂସା ମାମଲାରେ ସେ ଥାନାର ଦ୍ବାରସ୍ଥ ହୋଇଛନ୍ତି  । ବଲାଙ୍ଗୀର ପ୍ୟାଲେସ୍ ଆସିବାକୁ ଅଦ୍ରିଜା ପୋଲିସ ସୁରକ୍ଷା…

ଆନ୍ତର୍ଜାତୀୟ ଯୁବ ଦିବସ: ଜାଣନ୍ତୁ କ’ଣ ରହିଛି ଏବର୍ଷର ଥିମ୍…

ଭୁବନେଶ୍ଵର: ଆଜି ଅନ୍ତର୍ଜାତୀୟ ଯୁବ ଦିବସ । ଏହି ଯୁବ ଦିବସ ହେଉଛି ଯୁବକମାନଙ୍କ ପାଇଁ ଉତ୍ସର୍ଗୀକୃତ ଏକ ବିଶେଷ ଦିନ, ଯେଉଁମାନଙ୍କର ଦେଶର ଭବିଷ୍ୟତକୁ ଉନ୍ନତ ତଥା ସୁସ୍ଥ କରିବାର ସାମର୍ଥ୍ୟ ରହିଛି । ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ଏହି ଦିବସ ପାଳନ ହୁଏ । ଏହି ଦିବସ ସରକାର ଓ…

ପୁରୀ ଜିଲ୍ଲାରେ ୪ ମେଗା ପାନୀୟ ଜଳ ପ୍ରକଳ୍ପ: କ୍ୟାବିନେଟରେ ମଂଜୁର ହେଲା ୬୩୯ କୋଟି ୧୬ ଲକ୍ଷ

ପୁରୀ: ଜଳ ଜୀବନ ଯୋଜନାରେ ପୁରୀ ଜିଲ୍ଲାରେ ତିଆରି ହେବ ୪ଟି ମେଗା ପାନୀୟ ଜଳ ପ୍ରକଳ୍ପ | ଏହି ପ୍ରକଳ୍ପ ପାଇଁ ରାଜ୍ୟ କ୍ୟାବିନେଟ ୬୩୯ କୋଟି ୧୬ ଲକ୍ଷ ଟଙ୍କା ମଂଜୁର କରିଛନ୍ତି  । ଏହି ପ୍ରକଳ୍ପକୁ ଗତକାଲି କ୍ୟାବିନେଟରେ ମିଳିଛି ମଞ୍ଜୁରୀ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପୁରୀ…

ଜନ୍ମମାଟିକୁ ଫେରିଲା ସହିଦ ଯବାନଙ୍କ ମରଶରୀର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ

ଭୁବନେଶ୍ବର: ଜନ୍ମମାଟିକୁ ଫେରିଲା ସହିଦ ବୀର ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ପାର୍ଥିବ ଶରୀର । କେନ୍ଦୁଝର ଆନନ୍ଦପୁର ସ୍ଥିତ ଜନ୍ମମାଟିରେ ପହଞ୍ଚିଛି  ମରଶରୀର  । ବୀର ଯବାନ ସୁଶାନ୍ତଙ୍କ ଶେଷ ଦର୍ଶନ ପାଇଁ ସାରା କେନ୍ଦୁଝର ମାଟି ଚାହିଁବସିଛି  । ମରଶରୀର ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା…

ଖଣ୍ଡପଡାରେ ମର୍ମନ୍ତୁଦ ସଡକ ଦୁଘର୍ଟଣା: ଜଣେ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଖଣ୍ଡପଡା: ମର୍ମନ୍ତୁଦ ସଡକ ଦୁର୍ଘଟଣା । ହାଇଓ୍ବା ଧକ୍କାରେ ଚାଲିଯାଇଛି  ଜଣେ ଯୁବକଙ୍କର ଜୀବନ । ଏମିତି କିଛି ଘଟଣା ଘଟିଛି ନୟାଗଡ ଜିଲ୍ଲା ଖଣ୍ଡପଡା ଭାପୁର ଛକ ନିକଟରେ । ଖବର ଅନୁଯାୟୀ, ନୟାଗଡ ଭାପୁର ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ବତ୍ତର୍ମାନ ପର୍ଯ୍ୟନ୍ତ ମୃତକଙ୍କ…

ଆଜି ବିଶ୍ୱ ହସ୍ତୀ ଦିବସ, ନନ୍ଦନକାନନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ଵର: ଆଜି ବିଶ୍ୱ ହସ୍ତୀ ଦିବସ। ହାତୀଙ୍କ ପାଇଁ ଦିନଟିଏ । ଏମାନଙ୍କ ସୂରକ୍ଷା ପାଇଁ ସାଧାରଣରେ ଜନସଚେତନତା ସୃଷ୍ଟି କରିବା ପାଇଁ ହସ୍ତୀଦିବସ ପାଳନ ହୋଇଥାଏ । ଐତିହ୍ୟ ପ୍ରାଣୀ ହାତୀଙ୍କ ସୁରକ୍ଷା ଓ ସଂରକ୍ଷଣ ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୧୨କୁ ହସ୍ତୀ ଦିବସ ଭାବେ ପାଳନ କରାଯାଇ…