Latest Odisha News

BREAKING NEWS

Browsing Category

ଓଡିଶା

Odisha

ଟିକସ ଫାଙ୍କିବା ଅଭିଯୋଗରେ ବାଣିକ କୋଚିଂ ସେଣ୍ଟରରେ ଆୟକର ବିଭାଗର ଚଢାଉ

ଭୁବନେଶ୍ଵର; ଆଗକୁ ଆସୁଛି ସାଧାରଣ ନିର୍ବାଚନ । ସେଥିପାଇଁ ଆକ୍ସନ ମୋଡରେ ଏବେ ସବୁ ବିଭାଗ । କେନ୍ଦ୍ରିୟ ଏଜେନ୍ସିଠାରୁ ଆରମ୍ଭ କରି ପୋଲିସ ପର୍ଯ୍ୟନ୍ତ । ଏବେ ସବୁଠାରେ ଜୋରଦାର ଚେକିଂ, ଚଢାଉ ଲାଗିରହିଛି । ଏହାରି ଭିତରେ ଭୁବନେଶ୍ଵରର ବହୁ ପ୍ରତିଷ୍ଠିତ କୋଚିଂ ସେଣ୍ଟର ବାଣିକରେ ଆଜି ସକାଳୁ…

ଆସୁଛି ଗ୍ରୀଷ୍ମପ୍ରବାହ: ଡହ ଡହ ଖରାରେ ସିଝିବ ଓଡିଶା, ୪୦ ଡିଗ୍ରୀ ପାର୍ ହୋଇପାରେ ତାପମାତ୍ର

ଭୁବନେଶ୍ବର: ରାଜ୍ୟକୁ ମାଡି ଆସୁଛି ଗ୍ରୀଷ୍ମ ପ୍ରବାହ । କାଲିଠୁ ରାଜ୍ୟରେ ଅସହ୍ୟ ଗରମ ଅନୁଭୂତ ହେବ । କଲବଲ ହେବେ ରାଜ୍ୟବାସୀ । ଦିନ ତାପମାତ୍ରା ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିବା ସହ ରାତି ତାପମାତ୍ରା ସ୍ବାଭାବିକରୁ ଅଧିକ ରହିବ । ଫଳରେ ଦିନରେ ଅତ୍ୟଧିକ ଗରମ ସହ ଗୁଳୁଗୁଳି ଅନୁଭୂତ ହେବାର…

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଖସାପଡା ଲାଗି ନୀତି, ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଚୈତ୍ର କୃଷ୍ଣ ପକ୍ଷ ସପ୍ତମୀ ତିଥି । ଆଜିର ଏହି ତିଥି ଅନୁସାରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ୪ ଘଣ୍ଟା ଅର୍ଥାତ୍ ସନ୍ଧ୍ୟା ୬ ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ…

ଆଜି ଉତ୍କଳ ଦିବସ, ଏହି ଦିନ ଓଡ଼ିଶାକୁ ମିଳିଥିଲା ସ୍ୱତନ୍ତ୍ର ପରିଚୟ

ଭୁବନେଶ୍ବର: ଆଜି ଅର୍ଥାତ୍ ୧୯୩୬ ମସିହା ଏପ୍ରିଲ୍ ୧ ତାରିଖ ଦିନ ଓଡ଼ିଶା ଏକ ସ୍ବତନ୍ତ୍ର ରାଜ୍ୟ ଭାବେ ଗଠିତ ହୋଇଥିଲା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୁରିଛି ୮୮ ବର୍ଷ । ପ୍ରତିଟି ଓଡ଼ିଆଙ୍କ ପାଇଁ ଏହା ଏକ ଗର୍ବ ଓ ଗୌରବର ଦିନ । ଏହି ଦିନ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ…

ବିଜେପିର ନିର୍ବାଚନ ବ୍ଲୁପ୍ରିଣ୍ଟ: ରୋଡ୍ ସୋ, ରାଲି ଏବଂ ରାଜ୍ୟ ସରକାରଙ୍କ ବିରୋଧରେ ଚାର୍ଜସିଟ୍

ଭୁବନେଶ୍ୱର: ଓଡ଼ିଶାର ୧୪୭ଟି ବିଧାନସଭା ଆସନ ପାଇଁ ଆଗାମୀ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରସ୍ତୁତି ଜୋରଦାର କରିଛି। ନିକଟରେ ଦଳର ନିର୍ବାଚନ ପରିଚାଳନା କମିଟି ବୈଠକରେ ଦଳର ଶୀର୍ଷ ନେତୃବୃନ୍ଦଙ୍କୁ ନେଇ ରୋଡ୍ ସୋ' ସମେତ ବ୍ୟାପକ ପ୍ରଚାର ରଣନୀତି ପ୍ରସ୍ତୁତ କରାଯାଇଛି।…

୧.୦୪ କୋଟି ଟଙ୍କାର ବ୍ୟାଙ୍କ ଠକେଇ ରାକେଟର ପର୍ଦ୍ଦାଫାସ କଲା କ୍ରାଇମବ୍ରାଞ୍ଚ, ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ୨୦୨୧-୨୨ ଆର୍ଥିକ ବର୍ଷରେ ଆଇସିଆଇସିଆଇ ବ୍ୟାଙ୍କର ଢେଙ୍କାନାଳ ଶାଖାରୁ ୧.୦୪ କୋଟି ଟଙ୍କା ଦୁର୍ନୀତି ହୋଇଥିବା ନେଇ ଓଡ଼ିଶା କ୍ରାଇମବ୍ରାଞ୍ଚର ସାଇବର କ୍ରାଇମ୍ ୟୁନିଟ୍ ପର୍ଦ୍ଦାଫାସ କରିଛି। ଏହି ଘଟଣାରେ ଜଣେ ଦମ୍ପତିଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ…

ହିଟ୍ ଆଣ୍ଡ ରନ୍ ମାମଲା: ଚା’ ଦୋକାନ ମାଲିକଙ୍କ ଉପରକୁ ଏସୟୁଭି ଚଢାଇଥିବା ଡ୍ରାଇଭର ଗିରଫ

ଭୁବନେଶ୍ୱର: ନିକଟରେ ସହିଦ ନଗର ପଣ୍ଡା ପାର୍କ ସ୍ଥିତ ଘଟିଥିବା ଏକ ହିଟ୍ ଆଣ୍ଡ ରନ୍ ଘଟଣାରେ କମିସନରେଟ୍ ପୁଲିସ ୩୨ ବର୍ଷୀୟ ଜଗନ ପାଇକ ନାମକ ଜଣେ ଏସୟୁଭି ଡ୍ରାଇଭରକୁ ଗିରଫ କରିଛି। ଏକ ମର୍ସିଡିଜ୍ ବେଞ୍ଜ ଏସ୍ୟୁଭି ନାମକ ଏହି ଗାଡ଼ିକୁ ମଧ୍ୟ ଜବତ କରାଯାଇଛି। ବେପରୁଆ ଗାଡ଼ି ଚଳାଇବା ଓ…

ବିଜେପି ବୈଠକରେ ସରକାରୀ ଅଧିକାରୀ, ନିର୍ବାଚନ କମିଶନଙ୍କ ନିକଟରେ ବିଜେଡି ଫେରାଦ

ଭୁବନେଶ୍ୱର: ରବିବାର ବିଜେଡି ପକ୍ଷରୁ ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବୋଡାପୋଖରିଆ ଗାଁରେ ବିଜେପି ବୈଠକରେ ଯୋଗଦେଇ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗରେ ଭାରତୀୟ ରେଳବାଇର ୩ ଜଣ କର୍ମଚାରୀଙ୍କ…

ଦେଢ଼ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଗଞ୍ଜେଇ ସହ ୨ ବନ୍ଧୁକ ଜବତ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ମୁସୁକୁଲି ଗ୍ରାମରେ ଦେଢ଼ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଗଞ୍ଜା ଏବଂ ଦୁଇଟି ଦେଶୀ ବନ୍ଧୁକ ଜବତ କରାଯାଇଛି। ସୂଚନା ଅନୁଯାୟୀ, ନିର୍ବାଚନ ପୂର୍ବରୁ ଏହି ଅଞ୍ଚଳରେ ବେଆଇନ ତଥା ଅପରାଧିକ କାର୍ଯ୍ୟକଳାପ ଯାଞ୍ଚ କରିବା ପାଇଁ ପୋଲିସ…

କଂଗ୍ରେସ ଟିକେଟ୍ : ବିଳମ୍ବ କାହିଁକି ?

ଭୁବନେଶ୍ୱର: ଚବିଶ ମଇଦାନରେ ନିର୍ବାଚନୀ ତାତି । ପ୍ରାର୍ଥୀ ଓହ୍ଲାଇଲେଣି ବିଜେଡି, ବିଜେପି । କଂଗ୍ରେସର ସରିନି କି ଅଙ୍କକଷା ? କାହିଁକି ପ୍ରାର୍ଥୀ ତାଲିକା ଘୋଷଣାରେ ବିଳମ୍ବ ? କେଉଁଠି ଛିଣ୍ଡୁନି ଟିକେଟ ଗଣିତ ? ପ୍ରାର୍ଥୀଙ୍କୁ ନେଇ ରହିଛି କି କନଫ୍ୟୁଜନ ? କାହିଁକି ପଛରେ ପଡିଛି ହାତ ?…