Latest Odisha News

BREAKING NEWS

Browsing Category

ଓଡିଶା

Odisha

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ରହିଥିବା ବେଳେ ଆସନ୍ତା ଜୁଲାଇ ୩ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ବର୍ତ୍ତମାନ ଉତ୍ତର ବଙ୍ଗୋପସାଗର ଏବଂ ତାହାର ପାର୍ଶ୍ଵବର୍ତ୍ତୀ…

‘ଓଡ଼ିଶା ଯାତ୍ରୀ’ ଆପ୍‌ରେ ଉନ୍ନତ ସୁରକ୍ଷା ମଡ୍ୟୁଲର ଶୁଭାରମ୍ଭ; ନାଗରିକଙ୍କୁ ମିଳିବ ଏହି ସବୁ ସୁବିଧା

ଭୁବନେଶ୍ବର: ‘ଓଡ଼ିଶା ଯାତ୍ରୀ’ ଆପ୍‌ରେ ଉନ୍ନତ ସୁରକ୍ଷା ମଡ୍ୟୁଲର ଶୁଭାରମ୍ଭ କଲେ ରାଜ୍ୟ ସରକାର । ଏହି ମଡ୍ୟୁଲ୍ ସାମିଲ କରିବା ପରେ ଏହାକୁ ଦେଶର ପ୍ରଥମ ସରକାରୀ ସମନ୍ୱିତ ସୁରକ୍ଷା ଓ ଗମନାଗମନ ପ୍ଲାଟଫର୍ମ ଭାବେ ରୂପାନ୍ତରିତ କରାଯାଇଛି । ନୂଆ କରି ସାମିଲ ହୋଇଥିବା ଏହି ସୁରକ୍ଷା ମଡ୍ୟୁଲକୁ…

ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ଗଜପତି ଦିବସ’ ପାଳିତ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ଗଜପତି ଦିବସ’ ପାଳିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ "କେବଳ ଓଡ଼ିଆ ବୋଲି ଗର୍ବ କରିବା ଯଥେଷ୍ଟ ନୁହେଁ, ବରଂ ଏହି ଗୌରବଶାଳୀ ଜାତିକୁ ନିଜ ଭିତରକୁ…

ସୁଇମିଂ ପୁଲ୍‌ରେ ବୁଡ଼ି ଗଲେ ଯୁବତୀ, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକ

ପୁରୀ: ସୋମବାର ରାତିରେ ପୁରୀର ଏକ ହୋଟେଲରେ ଥିବା ସୁଇମିଂ ପୁଲରେ ଗାଧୋଇବା ବେଳେ ବୁଡ଼ି ଗଲେ ଜଣେ ୨୫ ବର୍ଷୀୟା ଯୁବତୀ। ମୃତକ ହେଲେ ସୁମିତ୍ରା ମହାପାତ୍ର ଓରଫ ମାମା। ସେ ଗୌଡାବାଡା ସାହିର ବାସିନ୍ଦା। ପୁଲିସ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଶବ ଜବତ କରି ବ୍ୟବଚ୍ଛେଦ ଲାଗି ସଂରକ୍ଷଣ ଗୃହରେ…

Villagers Attack Forest Officials:ବନ କର୍ମଚାରୀଙ୍କୁ ଗାଁ ଲୋକଙ୍କ ସଂଘବଦ୍ଧ ଆକ୍ରମଣ;ବୃକ୍ଷରୋପଣ ବେଳେ ଆକ୍ରମଣ…

ବଲାଙ୍ଗୀର:ମାଡ଼ ଖାଇଲେ ବନ କର୍ମଚାରୀ । ବନ କର୍ମଚାରୀମାନେ ବୃକ୍ଷରୋପଣ ବେଳେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଯୁବାମାଲ ଗାଁରୁ ସାମ୍ନାକୁ ଆସିଛି ଏଭଳି ଘଟଣା । ସୂଚନାମୁତାବକ, ଯୁବାମାଲ ଗାଁର ମୁଣ୍ଡାପଡାରେ ଲୋକେ ଜଙ୍ଗଲ ଜମିକୁ ଦଖଲ କରିଥିବା…

ଖଣ୍ଡଗିରି ହତ୍ୟାକାଣ୍ଡ: ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ବାପା, ପୋଲିସ ନେଲା ବଡ଼ ଆକ୍ସନ

ଭୁବନେଶ୍ୱର: ଖଣ୍ଡଗିରି ହତ୍ୟାକାଣ୍ଡ ମାମଲା। AIIMSରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ବାପା। ପୂର୍ବରୁ ପୁଅ କୃଷ୍ଣ ପାଢ଼ୀର ମୃତ୍ୟୁ ହୋଇଥିବା ବେଳେ ବଞ୍ଚାଇବାକୁ ଯାଇ ବାପା ଗୁରୁତର ହୋଇ ଏମ୍ସରେ ଚିକିତ୍ସା ହେଉଥିଲେ। ତେବେ ଆଜି ଚିକିତ୍ସାଧୀନ ଅବସ୍ଥାରେ କୃଷ୍ଣ ପାଢ଼ୀଙ୍କର ବାପା ଆଖି…

ଜଳିଗଲା ଯାତ୍ରା ପେଣ୍ଡାଲ

ବ୍ରହ୍ମପୁର: ବ୍ରହ୍ମପୁର ଉପକଣ୍ଠ ଲାଞ୍ଜିଆରେ ସୋମବାର ବିଳମ୍ବିତ ରାତିରେ ଯାତ୍ରା ପ୍ରଦର୍ଶନ ସମୟରେ ଏକ ବାଣ ବିସ୍ଫୋରଣ ଘଟିବାରୁ ଅଗ୍ନିକାଣ୍ଡ ହୋଇଥିଲା। ସୂଚନା ଅନୁଯାୟୀ, ରାମାୟଣ ନାଟକ ଚାଲିଥିବା ସମୟରେ ରାତି ପ୍ରାୟ ୨.୩୦ ସମୟରେ ଏହି ଘଟଣା ଘଟିଥିଲା। ଅଚାନକ କୌଣସି କାରଣ ବଶତଃ ହଜାର…

ବୁର୍ଲା ଭିମସାରର ୨ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍

ସମ୍ବଲପୁର: ଭୀମସାରର ଦୁଇ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ରେଡ୍। ଏଷ୍ଟାବ୍ଲିସମେଣ୍ଟ ଅଫିସର ଓ ଷ୍ଟିୱାର୍ଡଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକାଧିକ ସ୍ଥାନରେ ଚାଲିଛି ରେଡ୍। ଏଷ୍ଟାବ୍ଲିସମେଣ୍ଟ ଅଫିସର ଧନୁର୍ଦ୍ଧର ବିଶ୍ବାଳଙ୍କ ଘର ସମେତ ୪ ସ୍ଥାନରେ ରେଡ୍‌…

ବଳ ଗୋଟାଉଛି ଲଘୁଚାପ, ଆଜି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୂର୍ଣ୍ଣ ମାତ୍ରାରେ ସକ୍ରିୟ ହୋଇଉଠିଛି। ଫଳରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ଅନ୍ୟପଟେ ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ। ଜୁଲାଇ ୧ରୁ ୭ ତାରିଖ ଭିତରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରଥମେ ବର୍ଷା ବଢ଼ିପାରେ। ପରେ…

ବ୍ୟାଙ୍କ ସହ ଆଧାର ଲିଙ୍କ ନଥିଲେ ବନ୍ଦ ହୋଇଯିବ ପେନସନ୍, ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଆଧାର ସଂଯୋଗ ବିନା ମିଳିବନି ଭତ୍ତା। ବ୍ୟାଙ୍କ ସହ ଆଧାର ଲିଙ୍କ ନଥିଲେ ବନ୍ଦ ହେବ NSAP ପେନସନ। ତୁରନ୍ତ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ଲିଙ୍କ ପାଇଁ ଜିଲ୍ଲାପାଳଙ୍କୁ ହୋଇଛି ନିର୍ଦ୍ଦେଶ। ବୟସ୍କ ଲୋକଙ୍କୁ ସହାୟତା କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନୋଟିସ। ଏବେ ବି ୩.୩୫ ଲକ୍ଷ…