Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଜେଡିରେ ମିଶିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ

ଭୁବନେଶ୍ଵର: ଘରକୁ ବାହୁଡିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ। ବିଜେପି ଛାଡି ଆଜି ସେ ପୁଣିଥରେ ବିଜେଡିକୁ ଫେରିଛନ୍ତି। ୨୦୧୪ରେ ବିଜେଡି ପ୍ରାର୍ଥୀ ହୋଇ ସେ ନୀଳଗିରିରୁ ବିଧାୟକ ହୋଇଥିଲେ । ସେହିପରି ୨୦୧୯ ରେ ବିଜେପି ଟିକେଟରୁ ନୀଳଗିରି ବିଧାୟକ ଭାବେ ଜିତିଥିଲେ । ଦୁଇ ଦିନ ତଳେ ସେ…

ଦୋଳ ମେଳଣରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ଅନେକ ସ୍ଥାନରେ ଦୋଳ ମେଳନ ଜମୁଛି । ଏହି ସମୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବାଲିଅନ୍ତା ଥାନା ବାଳକାଟିରେ ଦୋଳ ମେଳଣ ଚାଲିଥିବାବେଳେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଛି । ଠାକୁରଙ୍କ ପ୍ରୋସେସନ ବେଳେ ଯୁବକଙ୍କୁ…

ବିଜେଡିରେ ପୂର୍ବତନ କଂଗ୍ରେସ ବିଧାୟକ ମିଶିଲେ ଚିରଞ୍ଜୀବ

ଭୁବନେଶ୍ଵର: ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ବାଳ । ଶଙ୍ଖ ଭବନରେ ହଜାର ହଜାର ସମର୍ଥକଙ୍କ ସହ ଆସି ବିଜେଡିରେ ସାମିଲ ହେଲେ ଚିରଞ୍ଜିବୀ । ୨ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ଚିରଞ୍ଜିବୀ । ଗତକାଲି…

ଛତିଶଗଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବ, ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ

ଭୁବନେଶ୍ବର: ରାଜ୍ୟରେ କ୍ରମାଗତ ୩ ଦିନ ହେବ ଗ୍ରୀଷ୍ମ ପ୍ରକୋପ ବୃଦ୍ଧି ପାଇବାରେ ଲାଗିରହିଥିବାବେଳେ, ଆଜି ସକାଳୁ ସକାଳୁ ଟ୍ବିନ୍ ସିଟି ସହ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ଦେଖିବାକୁ ମିଳିଛି । ଛତିଶଗଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଏବଂ କଳାବୈଶାଖୀ ପ୍ରଭାବରେ ପାଗ ମେଘୁଆ ରହିଛି ।…

ବାଲୁକା କଳାରେ ଲାଲକୃଷ୍ଣ ଆଡଭାନୀଙ୍କୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ପୁରୀ: ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ଉପାଧି ରେ ଭୂଷିତ କରାଯିବ । ଏହି ଘୋଷଣା ହେବା ପରେ ତାଙ୍କ ସମର୍ଥକ ଙ୍କ ଗହଣରେ ଖୁସିର ଲହରୀ ଖେଳିଯାଇଛି । ଏହି ଅବସରରେ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ…

ଫୁଲନଖରା ସ୍ଥିତ ସମ୍ ହସ୍ପିଟାଲରେ ଗର୍ଭବତୀ ମହିଳାଙ୍କ ଗୁରୁତର ଅସ୍ତ୍ରୋପଚାର ସଫଳ

ଭୁବନେଶ୍ୱର: କଟକ-ଭୁବନେଶ୍ୱର ମଧ୍ୟରେ ୧୬ ନମ୍ବର ଜାତୀୟ ରାଜପଥରେ ଅବସ୍ଥିତ ଥିବା ଫୁଲନଖରାସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଓ ସମ୍ ହସ୍ପିଟାଲର ଦ୍ବିତୀୟ କ୍ୟାମ୍ପସରେ ଜଣେ ଗର୍ଭବତୀ ମହିଳାଙ୍କ ଗୁରୁତର ଅସ୍ତ୍ରୋପଚାର ସଫଳ ହୋଇଛି। ଡାକ୍ତର ସ୍ମୃତିଶ୍ରୀ ସାହୁଙ୍କ ନେତୃତ୍ୱରେ…

ସେଞ୍ଚୁରିଆନ୍ ୟୁନିଭର୍ସିଟି ପକ୍ଷରୁ ‘ହେଲଥ କେୟାର ଅନ୍ ଦି ହ୍ଵିଲ୍ସ’ ଭିଜନ କେୟାର ଯାନର ଶୁଭାରମ୍ଭ

ଭୁବନେଶ୍ୱର: ସେଞ୍ଚୁରିଆନ୍ ୟୁନିଭର୍ସିଟି ପକ୍ଷରୁ 'ହେଲଥ କେୟାର ଅନ୍ ଦି ହ୍ଵିଲ୍ସ' ଭିଜନ କେୟାର ଯାନର ଶୁଭାରମ୍ଭ କରାଯାଇଛି। ଗ୍ରାମୀଣ ଓଡ଼ିଶାକୁ ଦୂରଦର୍ଶୀ ସ୍ବାସ୍ଥ୍ୟସେବା ଯୋଗାଇଦେବା ଦିଗରେ ସେଞ୍ଚୁରିଆନର ଦୀର୍ଘଦିନର ସମର୍ପଣକୁ ଆଗକୁ ବଢ଼ାଇ ଓଡ଼ିଶାର କୌଣସି ବିଶ୍ବବିଦ୍ୟାଳୟ ପ୍ରଥମ ଥର…

ବିଦେଶୀ ପର୍ଯ୍ୟଟକ ଜଗନ୍ନାଥ ମନ୍ଦିରରେ ପ୍ରବେଶ ବେଳେ ଅଟକାଇଲା ପୋଲିସ

ପୁରୀ: ଶନିବାର ଦିନ ଥୋମାସ୍ ଶେଲଡନ୍ ନାମକ ଜଣେ ବିଦେଶୀ ପର୍ଯ୍ୟଟକ ପୁରୀ ମହାପ୍ରଭୁ ଜଗନ୍ନାଥ ମନ୍ଦିର ପରିସରରେ ପ୍ରବେଶ କରିଥିବା ବେଳେ ସେଠାରେ ତାଙ୍କ ପ୍ରବେଶ ଉପରେ ନିଷେଧ କରାଯାଇଛି। ସେ କିଛି ସୁରକ୍ଷାକର୍ମୀଙ୍କୁ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ,…

କଟକରୁ ୬.୪୪ କୋଟି ଟଙ୍କାର ସୁନା ଜବତ

କଟକ: ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ଅଧିକାରୀମାନେ କଟକରେ ଏକ ସନ୍ଦିଗ୍ଧ ସୁନା ଚୋରା ଚାଲାଣ ଅଭିଯାନକୁ ଠାବ କରିଛନ୍ତି। ଟାଙ୍ଗୀ ଟୋଲ୍ ଗେଟ୍ ନିକଟରୁ ଏକ ଗାଡ଼ିରୁ ୯ କେଜିରୁ ଅଧିକ ସୁନା ବିସ୍କୁଟ ଆକାରରେ ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖାଯାଇଛି। ଜବତ ସୁନାର ମୂଲ୍ୟ ପାଖାପାଖି…

ଏପ୍ରିଲ ୨ରୁ ସାରା ରାଜ୍ୟରେ ସ୍କୁଲ ସମୟ ପରିବର୍ତ୍ତନ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏପ୍ରିଲ ୨ ତାରିଖରୁ ସାରା ରାଜ୍ୟରେ ସ୍କୁଲ ସମୟ ପରିବର୍ତ୍ତନ କରାଯାଇଛି। ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହର ପ୍ରଭାବକୁ ଦୂର କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ତାପମାତ୍ରା ବଢ଼ୁଥିବାରୁ ସରକାରୀ, ସରକାରୀ…