Latest Odisha News

BREAKING NEWS

Browsing Category

ଓଡିଶା

Odisha

ନବୀନଙ୍କ ଗଡ଼ରେ ମୋଦୀ କରିବେ ଦଳୀୟ ପ୍ରାର୍ଥୀ ପାଇଁ ପ୍ରଚାର, କ’ଣ ରହିଛି ନିର୍ବାଚନ ଗଣିତ?

ଭୁବନେଶ୍ୱର: ଓଡ଼ିଶାରେ ନିଜର ପ୍ରଦର୍ଶନ ଭଲ କରିବାକୁ ଯାଇ ଦକ୍ଷିଣ ଓଡ଼ିଶା ଉପରେ ଚଳିତଥର ଫୋକସ କରିଛି ବିଜେପି। ବିଜେଡିର ଗଡ଼ କୁହାଯାଉଥିବା ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର ଉପରେ ବିଜେପି ଆଖି ପକାଇଛି। ଯେଉଁଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ପ୍ରତିନିଧିତ୍ବ କରୁଛନ୍ତି। ଯେତେବେଳେ…

ବିଜେପିକୁ ଶକ୍ତ ଝଟକା: ବିଜେଡିରେ ମିଶିଲେ ଅମୀୟ ଦାଶ

ଭୁବନେଶ୍ୱର: ବିଜେପିକୁ ଶକ୍ତ ଝଟକା । ବିଜେପି ଛାଡ଼ି ବିଜେଡିରେ ମିଶିଲେ ବରିଷ୍ଠ ନେତା ଅମୀୟ ଦାଶ । ଆଜି ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଆନୁଷ୍ଠାନିକ ଭାବେ ଯୋଗଦେଲେ ଅମୀୟ । ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ…

ବାପାର କଟୁରୀ ଚୋଟରେ ପୁଅର ମୃତ୍ୟୁ, ବାପ ଗୁରୁତର

ଭଦ୍ରକ: ପାରିବାରିକ କଳହର କରୁଣ ପରିଣତି । ବାପ ପୁଅ ଝଗଡ଼ା ଭିତରେ ବାପର କଟୁରୀ ଚୋଟରେ ଚାଲିଗଲା ପୁଅର ଜୀବନ । ବାପା ଗୁରୁତର ଅବସ୍ଥାରେ କଟକ ଏସିସିବିକୁ ସ୍ଥାନାନ୍ତରିତ । ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବନ୍ତ ଥାନା ଗୋବିନ୍ଦପୁର ପଂଚାୟତ ଅଧିନ ସୁନା ଗଢିଆ ଗାଁରେ ।…

ଉପକୂଳ ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ସାମାନ୍ୟ ଆଶ୍ୱସ୍ତି, ସେପଟେ ୪୫ ଡିଗ୍ରୀ ସହ ତାଳଚେର ଉତ୍ତପ୍ତ ସହର

ଭୁବନେଶ୍ବର: ରାଜ୍ୟରେ ପାଣିପାଗରେ ସମ୍ୟକ ପରିବର୍ତ୍ତନ ହୋଇଛି । କାଳବୈଶାଖୀର ପ୍ରଭାବରେ ଆଜି ସନ୍ଧ୍ୟାରେ ଭୁବନେଶ୍ୱର କଟକ ସହ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଏଥିପାଇଁ ଅସହ୍ୟ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଆସନ୍ତାକାଲି ଠାରୁ କିଛି ଦିନ ପାଇଁ ତାପମାତ୍ରା ହ୍ରାସ…

ନଦୀକୁ ଡେଇଁ ପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଜଗତସିଂହପୁର : ନଦୀକୁ ଡେଇଁ ପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ବୁଧବାର ଖରାବେଳେ ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ଅଠରବାଙ୍କି ଓଭରବ୍ରିଜ୍‌ ଉପରୁ ଜଣେ ଦଶମ ଶ୍ରେଣୀ ଛାତ୍ର ନଦୀରେ ପଡ଼ି ଯାଇ ନିଖୋଜ ଅଛନ୍ତି। ସେ ଦିବାକର ମାନସିଂହଙ୍କ ପୁଅ ତ୍ରିଲୋଚନ । ଚଳିତ ବର୍ଷ  ଦଶମ ପରୀକ୍ଷା ଦେଇଛନ୍ତି ।…

ବିଜେଡି ଉପରେ ବର୍ଷିଲେ ଅପରାଜିତା, କହିଲେ, ରାଜ୍ୟର ଜଣେ ସାନ ବାବୁ ସରକାରଙ୍କୁ ହାଇଜାକ୍‌ କରିଛନ୍ତି

ଭୁବନେଶ୍ବର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ନାଁ ନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଡ଼ ବାବୁ ଓ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ସାନ ବାବୁ କହି ଟାର୍ଗେଟ୍ କରିଛନ୍ତି ।…

ଅତାବିରା ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ଅଭିଷେକ

ବରଗଡ଼: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆରମ୍ଭ ହୋଇଯାଇଛି ନାମାଙ୍କନ ଦାଖଲ ପର୍ବ । ନିଜ ନିଜ ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରୁଛନ୍ତି ନିର୍ବାଚିତ ପ୍ରାର୍ଥୀ । ଏହି ଅବସରରେ ବରଗଡ଼ ଜିଲ୍ଲା ଅତାବିରା ବିଧାନସଭା ଆସନ ପାଇଁ ଆଜି ନାମାଙ୍କନ ପତ୍ର…

ନାମାଙ୍କନ ଭରିଲେ ବର୍ତ୍ତମାନର ବିଧାୟକ ସାଲୁଗା ପ୍ରଧାନ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଧାୟକ ସାଲୁଗା ପ୍ରଧାନ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ବର୍ତ୍ତମାନର ବିଧାୟକ ସାଲୁଗା ପ୍ରଧାନ ପ୍ରାର୍ଥୀପତ୍ର ଦାଖଲ  କରିଛନ୍ତି  । ଏହି ଅବସରରେ ବିଶାଳ ଶୋଭାଯାତ୍ରା…

ବିରାଟ ପଟୁଆରରେ ଆସି ଶକ୍ତି ପ୍ରଦର୍ଶନ ସହ ନାମାଙ୍କନ ଭରିଲେ ରିତା ସାହୁ

ବିଜେପୁର: ବରଗଡ଼ ନିର୍ବାଚନ ଅଧିକାରୀ ଶୁଶାନ୍ତ କୁମାର ସିଂ ଠାରେ ନାମାଙ୍କନ ଦାଖଲ କଲେ ମନ୍ତ୍ରୀ ରିତା ସାହୁ । ଆଜି ବିଜେପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ବିଧାୟିକା ପ୍ରାର୍ଥୀନୀ ଭାବେ ରିତା ସାହୁ ନାମାଙ୍କନ ପତ୍ର ଦାଖଲ କଲେ । ରୀତା ସାହୁଙ୍କ ସହ ଶୋଭାଯାତ୍ରାରେ ବିଜେଡି ସାଂସଦ…

କବିସୂର୍ଯ୍ୟନଗର ଓ ଦିଗପହଣ୍ଡିରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର, କହିଲେ ଏଠାରେ ବିରୋଧୀର ସ୍ଥିତି ନାହିଁ

ଗଞ୍ଜାମ: ସାଧାରଣ ନିର୍ବାଚନ ପାଇଁ ଜୋରଦାର ଚାଲିଛି ରାଜନେତାଙ୍କ ପ୍ରଚାର । ଏହାରିଭିତରେ ବିଜେଡି ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି କବିସୂର୍ଯ୍ୟନଗର ଓ ଦିଗପହଣ୍ଡିରେ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଆହ୍ବାନ ଦେଇଛନ୍ତି । କବିସୂର୍ଯ୍ୟନଗରରେ ଆସ୍କା…