Latest Odisha News

BREAKING NEWS

Browsing Category

ଓଡିଶା

Odisha

ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏବଂ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ…

ଭୁବନେଶ୍ବର: ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ସାଂସଦ ପ୍ରାର୍ଥି ଅପରାଜିତା ଷଡ଼ଙ୍ଗୀ ଏବଂ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଠାରେ ପ୍ରାର୍ଥିପତ୍ର ଦାଖଲ କଲେ ସାଂସଦ ପ୍ରାର୍ଥିନୀ  ଅପରାଜିତା ଷଡ଼ଙ୍ଗୀ । ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ…

ତେଲ ସରିଯିବାରୁ ହଠାତ ଢେଙ୍କାନାଳ ସହରରେ ଅବତରଣ କଲା ହେଲିକପ୍ଟର

ଢେଙ୍କାନାଳ: ଚାଲିଥିଲା ପଲିଶ୍ରୀ ମେଳା । ହଠାତ୍ ଅବତରଣ କଲା ଏକ ସନ୍ଦିଗ୍ଧ ହେଲିକପ୍ଟର । ଢେଙ୍କାନାଳରେ ଅଚାନକ ଅବତରଣ କରିଥିବା ଏକ ସନ୍ଦିଗ୍ଧ ହେଲିକପ୍ଟରକୁ ନେଇ ଚର୍ଚ୍ଚା ହୋର ଧରିଥିଲା । ଏହା କେଉଁଠୁ ଆସିଛି ଓ କାହିଁକି ଆସିଛି ପ୍ରଶାସନ ପାଖରେ ଏନେଇ କୌଣସି ସୂଚନା ନଥିବା ବେଳେ…

କଣ୍ଟାବାଞ୍ଜିରୁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବଲାଙ୍ଗିର: କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦ୍ବିତୀୟ ନିର୍ବାଚନ କ୍ଷେତ୍ର ଭାବେ କଣ୍ଟାବାଞ୍ଜି ଆସନରୁ ନାମାଙ୍କନ ଦାଖଲ କଲେ କଣ୍ଟାବାଞ୍ଜି ବିଧାନସଭା ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିଟିଲାଗଡ଼ ଉପଜିଲ୍ଲାପାଳ ଅଫିସରେ…

ଗତକାଲି ସଂଧ୍ୟାରେ ଟିକିଏ ଆଶ୍ୱସ୍ତି ପରେ ଆଜି ସକାଳେ ଖରା ଦେଖାଇଲାଣି ଟ୍ରେଲର, ତାଳଚେରରେ ୩୭.୨ ଡିଗ୍ରୀ ତାପମାତ୍ରା…

ଭୁବନେଶ୍ୱର: ଗତକାଲି ସଂଧ୍ୟାର ଟିକିଏ ଆଶ୍ୱସ୍ତି ପରେ ଆଜି ସକାଳୁ ପୁଣି ଡହ ଡହ ଖରାର ଅନୁଭୂତି । ରାଜ୍ୟର ୧୦ଟି ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ଏହାରି ଭିତରେ ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ତାଳଚେରର…

ଦୁଇ ସିଆରପି ନିର୍ବାଚନୀ ସଭାରେ ହୁଳହୁଳି ପକାଇ ନିଲମ୍ବିତ

ଭୁବନେଶ୍ୱର: କେନ୍ଦ୍ରାପଡ଼ାରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୨ ଜଣ କମ୍ୟୁନିଟି ରିସୋର୍ସ ପର୍ସନ (ସିଆରପି)ଙ୍କୁ ପଦରୁ ହଟାଇ ଦିଆଯାଇଛି। ତାଳସଙ୍ଗା ଓ ମାର୍ଶାଘାଇ ବ୍ଲକର ସିଆରପି ପୁଷ୍ପାଞ୍ଜଳି ମହାନ୍ତି ଓ ନର୍ମଦା ବାସନ୍ତୀଆଙ୍କୁ ରାଜନୈତିକ ସମାବେଶରେ…

ନବୀନ କଣ୍ଟାବାଞ୍ଜି ଆସନ ପାଇଁ ଭରିବେ ନାମାଙ୍କନ

ଭୁବନେଶ୍ୱର: ଆଜି କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିକଟରେ ସେ ହିଞ୍ଜିଳି ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଚଳିତଥର ୨୦୧୯ ପରି ଦୁଇଟି ଆସନରେ ପ୍ରାର୍ଥୀ ହୋଇଛନ୍ତି ବିଜେଡି ସୁପ୍ରିମୋ। ସକାଳ ୯ଟାରେ…

ସାଧାରଣ ନିର୍ବାଚନ ୨୦୨୪: ବିଜେପୁର ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କଲେ ବିଭିନ୍ନ ଦଳର ପ୍ରାର୍ଥୀ

ବରଗଡ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ୨୬ ଏପ୍ରିଲ ରୁ ଆରମ୍ଭ ହୋଇଯାଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ଏହାର ଶେଷ ତାରିଖ ମେ' ମାସ ୩ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଛି । ତେବେ ଆଜି (ବୁଧବାର) ନାମାଙ୍କନ ପତ୍ର ଦାଖଲର ଷଷ୍ଠ ଦିନରେ ବିଭିନ୍ନ ଦଳର ପ୍ରାର୍ଥୀ ନିଜର ନାମାଙ୍କନ ଭରିଛନ୍ତି…

ଥାନା ପରିସରରେ ପଡ଼ି ରହିଥିବା ଶହ ଶହ ଗାଡିର ହେଲା ନିଲାମ

ଭୁବନେଶ୍ୱର: ବୁଧବାର ଭୁବନେଶ୍ୱର ପୁଲିସ ବିଭିନ୍ନ ଥାନା ପରିସରରେ ପରିତ୍ୟକ୍ତ ହୋଇ ପଡ଼ିଥିବା ବହୁ ସଂଖ୍ୟକ ଗାଡ଼ିକୁ ଉଚ୍ଛେଦ କରିଛି। ସମୟ କ୍ରମେ ଦାବି ବିହୀନ ହୋଇ ପଡ଼ିଥିବା ଏହି ଗାଡି ଗୁଡ଼ିକ କେବଳ ଜାଗା ନେଉନଥିଲା ବରଂ ଷ୍ଟେସନ ପରିବେଶରେ ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରୁଥିଲା।…

କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେଲେ ଦୁଲାଲ, ବଦଳିଯିବ କଂଗ୍ରେସର ଗଣିତ?

ସମ୍ବଲପୁର: ଦୁଇ ଦିନ ପୂର୍ବେ କଂଗ୍ରେସ ଛାଡିଥିଲେ ଆଜି ବିଜେପିରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ । ସମ୍ବଲପୁର ଲୋକସଭା ପାଇଁ ପ୍ରଥମେ ଦୁଲାଲ ପ୍ରଧାନଙ୍କୁ ଟିକେଟ୍ ଦେଇଥିଲା କଂଗ୍ରେସ । ହେଲେ ପରେ ସେ ଏହାକୁ ଫେରାଇ ନେଇ ନଗେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ…

ନବୀନଙ୍କ ଗଡ଼ରେ ମୋଦୀ କରିବେ ଦଳୀୟ ପ୍ରାର୍ଥୀ ପାଇଁ ପ୍ରଚାର, କ’ଣ ରହିଛି ନିର୍ବାଚନ ଗଣିତ?

ଭୁବନେଶ୍ୱର: ଓଡ଼ିଶାରେ ନିଜର ପ୍ରଦର୍ଶନ ଭଲ କରିବାକୁ ଯାଇ ଦକ୍ଷିଣ ଓଡ଼ିଶା ଉପରେ ଚଳିତଥର ଫୋକସ କରିଛି ବିଜେପି। ବିଜେଡିର ଗଡ଼ କୁହାଯାଉଥିବା ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର ଉପରେ ବିଜେପି ଆଖି ପକାଇଛି। ଯେଉଁଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ପ୍ରତିନିଧିତ୍ବ କରୁଛନ୍ତି। ଯେତେବେଳେ…