Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶାରେ ବିଜେପି ସରକାର ହେବ: ମନମୋହନ

ଭୁବନେଶ୍ୱର: ଓଡ଼ିଶାରେ ବିଜେପି ସରକାର ହେବ । ଓଡ଼ିଶାର ଅସ୍ମିତା ନେଇ ନିର୍ବାଚନ ଲଢ଼ିବ ବିଜେପି । ଲୋକମାନଙ୍କ ଆଶୀର୍ବାଦ, ଶୁଭେଚ୍ଛାରେ ସରକାର କରିବୁ ବୋଲି  ବିଜେପି ସଭାପତି  ମନମୋହନ ସାମଲ ସୂଚନା ଦେଇଛନ୍ତି । ବିଜେପି-ବିଜେଡି ମେଣ୍ଟ ହେବ କି ନାହିଁ ପ୍ରଶ୍ନରେ ବିଜେପି ସଭାପତି …

ମୁଖ୍ୟମନ୍ତ୍ରୀଙ୍କ ହୋଲି ଭେଟି, ବଢିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

ଭୁବନେଶ୍ଵର: ହୋଲି ପୂର୍ବରୁ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି । କେନ୍ଦ୍ର ସରକାରଙ୍କ ପରେ ବର୍ତ୍ତମାନ ରାଜ୍ୟ ସରକାର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିଛନ୍ତି । ଏହା ଜାନୁୟାରୀ ପହିଲା ୨୦୨୪ରୁ ପିଛିଲା ଭାବରେ ଲାଗୁ…

ଦିଲ୍ଲୀରୁ ଫେରି ମେଣ୍ଟ ପ୍ରସଙ୍ଗରେ ମନମୋହନ କହିଲେ; ‘ସବୁ ଠିକ୍ ଚାଲିଛି, ବିଚାର ଆଲୋଚନା କରୁଛୁ’

ଭୁବନେଶ୍ୱର: ଓଡ଼ିଶାରେ ବିଜେପି- ବିଜେଡି ମେଣ୍ଟ ନେଇ ଆଲୋଚନା ଚାଲିଥିବା କଥାକୁ ଶେଷରେ ସ୍ୱୀକାର କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଆଜି ଦିଲ୍ଲୀରୁ ଫେରିବା ପରେ ମେଣ୍ଟ ଚର୍ଚ୍ଚା ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନମୋହନ କହିଛନ୍ତି, ଆଲୋଚନା ଚାଲିଛି । ସବୁ ଠିକ୍…

୫ ଘଣ୍ଟାର ଜେରା ପରେ ଇଡିରୁ ବାହାରିଲେ ସାଗର ରାଏ ଏବଂ ବିନୀତ ଲଲାନୀ

ଭୁବନେଶ୍ବର: ଚିଟଫଣ୍ଡ କେଳେଙ୍କାରୀ ନେଇ ଚାଲିଛି ଇଡି ର ତନାଘନା । ୫ ଘଣ୍ଟାର ମାରାଥାନ ଜେରା ପରେ ଇଡିରୁ ବାହାରିଲେ ବିନୀତ ଲଲାନୀ ଏବଂ ସାଗର ରାଏ । ଅର୍ଥ ତତ୍ତ୍ଵ ଚିଟଫଣ୍ଡ ମାମଲାରେ ବିନୀତ ଲଲାନି ଏବଂ ସାଗର ରାଏଙ୍କୁ ଦ୍ବିତୀୟ ପର୍ଯ୍ୟାୟରେ ଜେରା କରିବାକୁ ଇଡି ଡାକିଥିଲା । ବିଲ୍ଡର…

ବିଜେଡି-ବିଜେପି ମେଣ୍ଚ ଚର୍ଚ୍ଚାକୁ ଖୋରାକା ଯୋଗାଇଲା ଗେରୁଆ ଦଳର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ରାଜ୍ୟରେ ବିଜୁ ଜନତା ଦଳ (ବିଜେଡି) ସହ ନିର୍ବାଚନୀ ମେଣ୍ଟ କରିବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଭାରତୀୟ ଜନତା ପାର୍ଟି (ବିଜେପି) ୧୧ଟି ରାଜ୍ୟର ୭୨ ଜଣ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ଘୋଷଣା କରିଛି। ଏହି ତାଲିକାରେ କିନ୍ତୁ ଓଡ଼ିଶାର କୌଣସି ପ୍ରାର୍ଥୀଙ୍କ ନାମ ନାହିଁ। ଯାହା…

ଗୁରୁବାରଠୁ ଭିମସାରରେ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ, ପ୍ରଭାବିତ ହେବ ରୋଗୀ ସେବା?

ବୁର୍ଲା: ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ରିସର୍ଚ୍ଚ (ଭିମସାର)ର ସ୍ନାତକୋତ୍ତର, କନିଷ୍ଠ ଡାକ୍ତର ଓ ଆବାସିକ ଡାକ୍ତରଙ୍କ ସମେତ ଡାକ୍ତରୀ ଛାତ୍ରଛାତ୍ରୀମାନେ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଷ୍ଟାଇପେଣ୍ଡ ନ ମିଳିବା ଓ ସୁବିଧା ସୁଯୋଗ ମିଳୁନଥିବା…

କାହାର ହେବ କନ୍ଧମାଳ, ମେଣ୍ଟ ହେଲେ କାହା ଖାତାକୁ ଯିବ ସିଟ୍?

ଭୁବନେଶ୍ୱର: କାହାର ହେବ କନ୍ଧମାଳ ? ମେଂଟ ହେଲେ କାହା ଖାତାକୁ ଯିବ ସିଟ୍ ? ବିଜେଡି ନା ବିଜେପି ? ଅଚ୍ୟୁତ ସାମନ୍ତଙ୍କୁ ରିପିଟ୍ କରିବ କି ବିଜେଡି ? ନା ସବୁଥର ପରି ନୂଆ ଚେହେରା ଉପରେ ଲଗାଇବ ବେଟ୍ ? ମୋଦିଙ୍କ ମିଶନ ୪ଶୋ ପାର ପାଇଁ କନ୍ଧମାଳରୁ ପ୍ରାର୍ଥୀ ଓହ୍ଲାଇବ କି ବିଜେପି ? ଯଦି ଲଢେ,…

ଓଡ଼ିଶା ସରକାରଙ୍କ ନିର୍ବାଚନ ପୂର୍ବ ରଣନୀତି: ଦରମା ବୃଦ୍ଧି ଓ ମାଗଣା ଯୋଜନା

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଓଡ଼ିଶା ସରକାର ବିଭିନ୍ନ ମାଗଣା ଯୋଜନା ଓ ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ଘୋଷଣା କରିଛନ୍ତି। ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ସରକାର ଗୋଟିଏ ପରେ ଗୋଟିଏ ଯୋଜନା ବର୍ଷା ଏବଂ ଦରମା…

ଭୁବନେଶ୍ୱରରେ ଅପହରଣ ନାଟକ: ସାମ୍ନାକୁ ଆସିଲା ପ୍ରେମ ଓ ଶତ୍ରୁତା

ଭୁବନେଶ୍ୱର: ନିକଟରେ ଭୁବନେଶ୍ୱରରେ ଘଟିଥିବା ଅପହରଣ ମାମଲା ଏକ ଆଶ୍ଚର୍ଯ୍ୟଜନକ ମୋଡ଼ ନେଇଛି, ଯାହା ପ୍ରେମ, ଈର୍ଷା ଓ ଷଡ଼ଯନ୍ତ୍ରର ଜଟିଳ ଜାଲକୁ ପଦାରେ ପକାଇଛି। ଅପହରଣ ପଛର ଉଦ୍ଦେଶ୍ୟ ଉପରେ ଆଲୋକପାତ କରି କମିସନରେଟ୍ ପୁଲିସ ଏହି ମାମଲାର ପର୍ଦ୍ଦାଫାସ କରିଛି। ଦୁଇ ଦିନ ତଳେ ୟୁନିଟ୍-୮…

ଜୟପୁର ସହ ୧୨ଟି ଜିଲ୍ଲାରେ ୨୬ଟି ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମର ଶୁଭ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲା ଜୟପୁରଠାରେ ଏକ ଅତ୍ୟାଧୁନିକ ସ୍ପୋର୍ଟସ କମ୍ପ୍ଲେକ୍ସର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ସେ ଓଡ଼ିଶାର ୧୨ଟି ଜିଲ୍ଲାରେ ୨୬ଟି ବହୁମୁଖୀ ଇନଡୋର ଷ୍ଟାଡିୟମର ମଧ୍ୟ ଶୁଭାରମ୍ଭ କରିଛନ୍ତି । ୧୧ ଏକର ପରିମିତ ଏହି ଜୟପୁରର…