Latest Odisha News

BREAKING NEWS

Browsing Category

ଓଡିଶା

Odisha

ଯଦି ମେଣ୍ଟ ହୁଏ ତେବେ ଅନୁଗୁଳର କେଉଁ ଆସନରୁ କିଏ ଲଢ଼ିବେ !

ଅନୁଗୁଳ: ଗତ କିଛିଦିନ ହେଲା ମେଣ୍ଟକୁ ନେଇ ଚର୍ଚ୍ଚା ବେଶ ଜୋର ଧରିଛି । ବିଜେଡି ଓ ବିଜେପି ମଧ୍ଯରେ ମେଣ୍ଟ ହେବ ନା ନାହିଁ ? ଯଦି ହେବ ତାହାଲେ କାହା ଭାଗରେ କେଉଁ ଆସନ ପଡିବ ? ସବୁ ସ୍ଥାନରେ ଗଣିତ କଷା ଚାଲିଥିବା ବେଳେ ଅଙ୍କ ଛିଡୁନି । ତେବେ ଯଦି ମେଣ୍ଟ ହୁଏ ତେବେ ଅନୁଗୁଳ ଜିଲ୍ଲା…

ଟିଡିପି ଓ ଜନସେନା ପାର୍ଟି ଆସନ ବୁଝାମଣା ଚୂଡ଼ାନ୍ତ ପାଇଁ ବୈଜୟନ୍ତଙ୍କୁ ଦାୟିତ୍ଵ

ଭୁବନେଶ୍ବର: ଆନ୍ଧ୍ର ପ୍ରଦେଶରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଓ ଜନସେନା ପାର୍ଟି ଗତକାଲି ଏନଡିଏ ମେଣ୍ଟରେ ସାମିଲ ହେବା ପରେ, ଆସନ ବୁଝାମଣା ଚୂଡ଼ାନ୍ତ କରିବା ପାଇଁ ଆଜି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଦୁଇ ଦିନିଆ ଆନ୍ଧ୍ର…

ଦିଲ୍ଲୀରୁ ଆସିଲା ଡାକରା: ପୁଣି ପ୍ରଭାରୀଙ୍କ ସହ ଦିଲ୍ଲୀ ଗଲେ ରାଜ୍ୟ ବିଜେପି ନେତୃତ୍ୱ

ଭୁବନେଶ୍ୱର: ଗତ କିଛିଦିନ ହେଲା ମେଣ୍ଟକୁ ନେଇ ଚର୍ଚ୍ଚା ବେଶ ଜୋର ଧରିଛି । ହେଲେ ସ୍ପଷ୍ଟ ହେଉନି ମେଣ୍ଟ ଗଣିତ। ଏହାରି ଭିତରେ ରାଜ୍ୟ ବିଜେପି ନେତାଙ୍କୁ ଆସିଲା ଦିଲ୍ଲୀ ଡାକରା । ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ…

ନନ୍ଦନକାନନରେ ‘ନାଇଟ୍‌ ଆଉଟ ଆଟ୍‌ ଜୁ’ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର: ନନ୍ଦନକାନନ ପକ୍ଷରୁ ନୂଆ ବନ୍ୟପ୍ରାଣୀ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ। ଆଜିଠୁ ନୂଆ ବନ୍ୟପ୍ରାଣୀ ଶିକ୍ଷା କାର୍ଯ୍ୟକ୍ରମ ‘ନାଇଟ୍‌ ଆଉଟ ଆଟ୍‌ ଜୁ’ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟକଙ୍କୁ ସଂଧ୍ୟା ୬ଟା ୩୦ରୁ ରାତି ୮ଟା ଯାଏଁ ବୁଲିବାକୁ ଅନୁମତି ମିଳିବ। କେବଳ…

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ନାବାଳକ ମୃତ

ଯାଜପୁର: ଗାଧୋଇବାକୁ ଯାଇ ପୋଖରୀରେ ବୁଡି ନାବାଳକ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ପ୍ରୀତିପୁର ନୂଆ ଗାଁରେ । ମୃତକ ହେଲେ ସ୍ଥାନୀୟ ଅଞ୍ଚଳର ସଞ୍ଜୟ କୁମାର ଦାସଙ୍କ ୧୪ ବର୍ଷୀୟ ପୁଅ ବିଶ୍ୱରଞ୍ଜନ ଦାସ । ସୂଚନା ମୁତାବକ ଆଜି…

ଶୁକଯୋଡ଼ା ନାଳରେ ସମ୍ପର୍କ ସେତୁର ଶିଳାନ୍ୟାସ

ମୟୂରଭଞ୍ଜ: ପୁରଣ ହେବାକୁ ଯାଉଛି ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି। ତିନି ଗୋଟି ୱାର୍ଡର ସମ୍ପର୍କକୁ ଯୋଡି ସୁଦୃଢ କରିବ ଏଇ ସମ୍ପର୍କ ସେତୁ। ଯାହାକୁ ନେଇ ବାରିପଦା ପୌରପାଳିକା ପକ୍ଷରୁ ୬୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ୟୟ ଅଟକଳରେ ନିର୍ମାଣ ହେବ ଏହି ନୂତନ ପୋଲ ସମେତ ଆପ୍ରୋଚ ରାସ୍ତା।…

ମାଓ କ୍ୟାମ୍ପ ଠାବ: ଯବାନଙ୍କ ଗୁଳିରେ ଛତ୍ରଭଙ୍ଗ ଦେଲେ ମାଓବାଦୀ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଦୁର୍ଗାପଙ୍ଗା ସଂରକ୍ଷିତ ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଏସ୍‌ଓଜି ଯବାନ – ମାଓବାଦୀ ମୁହାଁମୁହିଁ ହୋଇଥିଲେ । ୧୫ରୁ ୨୦ ମିନିଟ୍‌ ଧରି ସେମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଯବାନଙ୍କ ପାଲଟା ଗୁଳିରେ ଛତ୍ରଭଙ୍ଗ ଦେଇଥିଲେ ମାଓ । ଗୁଳି ବିନିମୟ ବନ୍ଦ ହେବା…

୩.୭୦ କୋଟି ଟଙ୍କା ଠକେଇ ମାମଲା: ଆଇଡିବିଆଇ ବ୍ୟାଙ୍କ ପୂର୍ବତନ ମ୍ୟାନେଜର ଗିରଫ

ଭୁବନେଶ୍ୱର: ୩କୋଟି ୭୦ଲକ୍ଷ ଟଙ୍କାର ମୁଦ୍ରାଋଣ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ପୁରୀ ଜିଲ୍ଲା ପିପିଲି ଦାଣ୍ଡମୁକୁନ୍ଦପୁରସ୍ଥିତ ଆଇଡିବିଆଇ ବ୍ୟାଙ୍କ ଶାଖାର ପୂର୍ବତନ ମ୍ୟାନେଜର ସରୋଜ କାନ୍ତ ମହାପାତ୍ର ଏବଂ ତାଙ୍କ ସହଯୋଗୀ ଏଞ୍ଜେଲ ମିଶ୍ରଙ୍କୁ ଗିରଫ…

ରାତିରେ ଘରେ ପଶି କଳାକନା ବୁଲାଇଲେ ଲୁଟେରା, ସୁନା ଅଳଙ୍କାର ସହ ୨୦ ହଜାର ଟଙ୍କା ଲୁଟ୍

ଭଦ୍ରକ: ଘରୁ କଳାକନା ବୁଲାଇଲେ ଲୁଟେରା । ଘର ଲୋକ ଶୋଇଥିବା ବେଳେ ପଶିଗଲେ ଲୁଟେରା । ସୁନା ଅଳଙ୍କାର ସହ ନଗଦ ୨୦ ହଜାର ଟଙ୍କା ଲୁଟିନେଲେ ଲୁଟେରା ।  ଭଦ୍ରକ ଜିଲ୍ଲା ଧାମନଗର ଥାନା ନିର୍ଗୁଣ୍ଡି ପଂଚାୟତ ଗୁହାଳିଆ ଗାଁରେ ଏକ ଘରୁ ଶନିବାର ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି ।…

ଜେଲରୁ ୨ କଏଦୀ ଫେରାର

ବଲଙ୍ଗୀର: ବଲାଙ୍ଗୀର ଟିଟିଲାଗଡ଼ ସବଜେଲରୁ ୨ ବିଚାରଧୀନ କଏଦୀ ଫେରାର । ହତ୍ୟା ଅଭିଯୋଗରେ ୨ବର୍ଷ ହେଲା ଜେଲରେ ଥିଲେ ୨ ଅଭିଯୁକ୍ତ । ଜେଲ ପାଚେରୀ ଡେଇଁ ବିଚାରଧୀନ କଏଦୀ ଫେରାର ହୋଇଯାଇଥିବା ସୂଚନା ରହିଛି । ଟିଟିଲାଗଡ଼ ଉପଖଣ୍ଡ ସିନ୍ଧେକେଲା ଥାନା ଅଞ୍ଚଳରେ ମାନସିକ ପୂରଣ ପାଇଁ ଦୁଇଟି…