Latest Odisha News

BREAKING NEWS

Browsing Category

ଓଡିଶା

Odisha

ସ୍ବାଭିମାନ ଅଞ୍ଚଳରେ ବଡ଼ ମାଓ ଡମ୍ପ୍ ଠାବ, କମ୍ବିଂ ଅପରେସନ ଜୋରଦାର

ମାଲକାନଗିରି: ସୁରକ୍ଷାକର୍ମୀଙ୍କୁ ସଫଳତା । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଯୋଡାଆମ୍ବ ଥାନା ଅର୍ନ୍ତଗତ ଓରାପଦର ଜଙ୍ଗଲରେ ପୁଣି ଠାବ ହେଲା ମାଓ ଡମ୍ପ୍‌ । ବିଏସଏଫ ଓ ଡିଭିଏଫ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ମାଓବାଦୀଙ୍କ ଏକ ବଡ ଡମ୍ପ୍ ଠାବ ହୋଇଛି…

CMOରୁ ଫାଇଲ୍ ଚୋରି ମାମଲା: ଆଜି ହାଜର ହେବେନି ଭିକେ ପାଣ୍ଡିଆନ୍‌

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ ଫାଇଲ୍ ହଜିଯିବା ମାମଲାରେ ଶନିବାର ଦିନ ପୂର୍ବତନ ଓଡ଼ିଶା ବ୍ୟୁରୋକ୍ରାଟ୍ ଭି. କାର୍ତ୍ତିକେୟ ପାଣ୍ଡିଆନ୍ ପୋଲିସ ନିକଟରେ ହାଜର ହେବାକୁ ମନା କରିଦେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ସେ ଏକ ଇମେଲ୍ ମାଧ୍ୟମରେ ପୋଲିସକୁ ଜଣାଇଛନ୍ତି…

ଶ୍ରୀବାଣୀକ୍ଷେତ୍ରକୁ ବାହୁଡ଼ିଲେ ମହାପ୍ରଭୁ

ଭୁବନେଶ୍ୱର: ଦୀର୍ଘ ନଅ ଦିନ ଯାତ୍ରା ସାରି ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରା ବାହୁଡ଼ାରେ ଶ୍ରୀବାଣୀକ୍ଷେତ୍ରକୁ ବାହୁଡ଼ିଛନ୍ତି। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଆଡ଼ମ୍ବରପୂର୍ଣ୍ଣ ଭାବେ ଶେଷ ହୋଇଛି। ପୂର୍ବାହ୍ନରେ ମଙ୍ଗଳ ଆରତୀ, ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା,…

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ପରାମର୍ଶଦାତାଙ୍କ ପାରିଶ୍ରମିକ ଅବଧି ୩ ମାସକୁ ବୃଦ୍ଧି

ଭୁବନେଶ୍ବର: ପରାମର୍ଶଦାତାଙ୍କୁ ରାଜ୍ୟ ସରକାରଙ୍କ ବଡ଼ ଆଶ୍ୱସ୍ତି । ବିଭିନ୍ନ ବିଭାଗରେ କାର୍ଯ୍ୟରତ ପରାମର୍ଶଦାତା, ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍ ଓ ଟେକ୍ନିକାଲ ସପୋର୍ଟ ୟୁନିଟରେ କାର୍ଯ୍ୟରତ ପରାମର୍ଶଦାତାଙ୍କ ପାରିଶ୍ରମିକର ଅବଧି ୩ ମାସକୁ ବୃଦ୍ଧି ଗରାଗଲା । ଏହି ବ୍ୟବସ୍ଥାର ଅବଧିକୁ…

ଅନୁଗୁଳ ଜିନ୍ଦଲ ନଗରରେ ବାହୁଡା ଯାତ୍ରା

ଅନୁଗୁଳ: ପବିତ୍ର ବାହୁଡା ଯାତ୍ରା ପାଳନ କରିବା ପାଇଁ ହଜାର ହଜାର ଭକ୍ତ ଏକତ୍ରିତ ହେବା ଫଳରେ ଜିନ୍ଦଲ ନଗର ଆଧ୍ୟାତ୍ମିକ ଉତ୍ସାହରେ ପ୍ରତିଧ୍ୱନିତ ହୋଇଥିଲା। ଜିନ୍ଦଲ ଷ୍ଟିଲର ଅଧ୍ୟକ୍ଷ ନବୀନ ଜିନ୍ଦଲ ପ୍ରମୁଖ ସେବକ ଭାବରେ ପବିତ୍ର ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ। ତାଙ୍କ ସହିତ ତାଙ୍କ ମା…

ବାହୁଡା ଯାତ୍ରାରେ ଭକ୍ତଙ୍କ ମୃତ୍ୟୁ; ଅତୀତରୁ ସରକାର କିଛି ଶିଖୁନଥିବା ଅଭିଯୋଗ କଲେ ନବୀନ…

ଭୁବନେଶ୍ୱର: ପୁରୀରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ସମୟରେ ଜଣେ ଭକ୍ତଙ୍କ ମୃତ୍ୟୁ ପରେ ଶନିବାର ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଛନ୍ତି। ସରକାର ଅତୀତର ଭୁଲରୁ ଶିକ୍ଷା ନେଉନଥିବା ଅଭିଯୋଗ ଆଣିଛନ୍ତି। ସେ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ…

ତିଖିରି ପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ଆସିଲା ଅନାସ୍ଥା ପ୍ରସ୍ତାବ, ମୁହଁ ଖୋଲିଛନ୍ତି ଚାମେଲି…

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲା ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି । ଏନେଇ ୨୧ ଜଣ ୱାର୍ଡ ମେମ୍ବରଙ୍କ ଦସ୍ତଖତ ସମ୍ବଳିତ ଦରଖାସ୍ତ ଗତ ୨୩ ତାରିଖରେ ଉପଜିଲ୍ଲାପାଳଙ୍କୁ ଦିଆଯାଇଛି । ଏଥିପାଇଁ ୱାର୍ଡମେମ୍ବରମାନଙ୍କୁ ଉପଜିଲ୍ଲାପାଳଙ୍କ ଅଫିସରେ ଉପସ୍ଥିତ…

ଖୋଲାଖୋଲି ଲୁଟ୍! ୫,୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ RI

କେନ୍ଦ୍ରାପଡ଼ା: ରାଜ୍ୟରେ ଦୁର୍ନୀତିଖୋର ଅଧିକାରୀଙ୍କ ଉପରେ ଭିଜିଲାନ୍ସ ବିଭାଗ ନିଜର ରହିଛି । ତଥାପି କିଛି ଲାଞ୍ଚୁଆ ବାବୁ ଏଥିରୁ ଶିକ୍ଷା ଲାଭ ନକରି ସାଧାରଣ ଲୋକଙ୍କୁ ଶୋଷଣ କରିବାରେ ବ୍ୟସ୍ତ ଅଛନ୍ତି। ଏଭଳି ଏକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି, ଯେଉଁଠାରେ ଜଣେ ରାଜସ୍ୱ…

ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ଖୋଳତାଡ଼ ଆରମ୍ଭ କଲା OSCPCR

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଏକ ଅତ୍ୟନ୍ତ ଲଜ୍ଜାଜନକ ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଶିକ୍ଷା ଓ ସୁରକ୍ଷା ପାଇଁ ଦିବ୍ୟାଙ୍ଗ ଛାତ୍ରୀମାନଙ୍କୁ ଛଡ଼ାଯାଇଥିଲା, ସେଠାରେ ହିଁ ସେମାନଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବ୍ୟକ୍ତି ନିଜେ ଭକ୍ଷକ ସାଜିଥିବା ଅଭିଯୋଗ ହୋଇଛି।…

ବୋର୍ଡ ଲାଗିଥିଲା କ୍ଲିନିକର, ଭିତରେ ଚାଲିଥିଲା ସେକ୍ସ ରାକେଟ୍! ଭୁବନେଶ୍ୱରରେ ପୋଲିସର ବଡ଼ ଆକ୍ସନ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଧରାପଡ଼ିଛି ଏକ ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍। ଦିନକୁ ଦିନ ଅପରାଧୀମାନେ ନିଜର କଳା କାରନାମା ଲୁଚାଇବା ପାଇଁ ନୂଆ ନୂଆ ତରିକା ଆପଣାଉଥିବା ବେଳେ, ଏଥର ସ୍ୱାସ୍ଥ୍ୟସେବା ଭଳି ଏକ ପବିତ୍ର ବୃତ୍ତିକୁ ଢାଲ କରିଥିଲେ। ଏକ ଆୟୁର୍ବେଦିକ୍ କ୍ଲିନିକ୍…