Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗୋଲଡେନ ଆୱାରରେ ସିଦ୍ଧାନ୍ତ: ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ପଠାଇଲେ ଡାକ୍ତରଖାନା

ଭୁବନେଶ୍ୱର: ରିଲ ହିରୋ ଏବେ ରିଅଲ ହିରୋ । ସବୁଆଡୁ ଛୁଟୁଛି ପ୍ରଶଂସାର ସୁଅ  । ଷ୍ଟେଟ ଟ୍ରାନ୍ସପୋର୍ଟ ଅଥରିଟି (STA)  ମଧ୍ୟ ପ୍ରଶଂସା କରି ଟୁଇଟ କରିଛନ୍ତି ।  ରିଲ ହିରୋରୁ ରିଅଲ ହିରୋ ପାଲଟିଥିବା ସିଦ୍ଧାନ୍ତ ମହାପାତ୍ରଙ୍କ କଥା । ଦୁର୍ଘଟଣାରେ ଆହତ ଜଣେ ବ୍ୟକ୍ତିଙ୍କୁ ଗୋଲଡେନ…

ନାହିଁ ନାହିଁ ରେ ଚାଲିଛି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ହଇରାଣ ରେ ଚାଷୀ

ନୂଆପଡା: ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ଅର୍ମେଲା କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ପ୍ରତି ଜଳ ସମ୍ପଦ ବିଭାଗର ଅଣଦେଖା । ପ୍ରକଳ୍ପ ମରାମତି କାମ ବନ୍ଦ ହୋଇ ପଡ଼ିଥିବାରୁ ଧୀରେ ଧୀରେ ଡ୍ୟାମ ପୋତି ହେବାକୁ ବସିଲାଣି । କେନାଲ ଭାଙ୍ଗି ପଡ଼ିଥିବାରୁ ସେପଟେ ହଇରାଣରେ ଚାଷୀ । ଅଭିଯୋଗ ସତ୍ତ୍ୱେ…

ଚାଲିଥିଲା ମୋଟା ଅଙ୍କର ଡିଲ୍, ମାଡି ବସିଲା ବନ ବିଭାଗ ଟିମ୍

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଅଧିକାରୀଙ୍କୁ ମିଳିଛି ବଡ ସଫଳତା । ବିଶେଷ ସୂତ୍ରରୁ ଖବର ପାଇବା ପରେ ଗତକାଲି ସକାଳେ ଯଶିପୁର ରାଇରଙ୍ଗପୁର ରାସ୍ତା ଜାମୁକେଶ୍ୱର ଅଞ୍ଚଳରୁ ୪ଟି ମୂଲ୍ୟବାନ ହାତୀ ଦାନ୍ତ ସହ ୫ ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ । ସମସ୍ତ…

ଅତିରିକ୍ତ ଉପ ଜିଲ୍ଲାପାଳଙ୍କ ଘରୁ ପୁଣି ମିଳିଲା ଆଉ ୩ ପ୍ଲଟ, କୋଟଏରୁ ଅଧିକ ଟଙ୍କା

ଭୁବନେଶ୍ୱର: ସରୁନି ସମ୍ପତ୍ତି ତାଲିକା । ଯେତେ ଖୋଳିଲେ ସେତେ ବାହାରୁଛି । ଘରୁ ବାହାରୁଛି ପୁଳା ପୁଳା ଟଙ୍କା, ସୁନା ଆଉ ଜମି । ନବରଙ୍ଗପୁର  ଅତିରିକ୍ତ ଜିଲ୍ଲାପାଳଙ୍କ ଘରୁ ପୁଣି ଠାବ ହୋଇଛି ଆଉ ୩ ପ୍ଲଟ ।   ଭୁବନେଶ୍ୱରରେ ଗୋଟିଏ ଭଦ୍ରକରେ ଦୁଇଟି ବେନାମୀ ପ୍ଲଟ ଠାବ କରିଛି ଭିଜିଲାନ୍ସ ।…

ଆଗକୁ ଆସୁଛି ବଡ଼ ବର୍ଷା: ବଙ୍ଗୋପସାଗରରେ ଦାନା ବାନ୍ଧିବ ଲଘୁଚାପ, ପାଣିପାଗ ବିଭାଗ ପୂର୍ବାନୁମାନ…

ଭୁବନେଶ୍ୱର:  ଆଗକୁ ଆସୁଛି ବଡ଼ ବର୍ଷା । ବଙ୍ଗୋପସାଗରରେ ଦାନା ବାନ୍ଧିବ ଲଘୁଚାପ । ଆସନ୍ତା ୪ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ପାଣିପାଗ ବିଭାଗ ଏନେଇ ପୂର୍ବାନୁମାନ…

ଅସହ୍ୟ ହେଲା ପାରିବାରିକ ଅଶାନ୍ତି; ତିନି ସନ୍ତାନଙ୍କ ସହ କୂଅକୁ ଡେଇଁପଡିଲେ ମା’

ବ୍ରହ୍ମପୁର: ଅସହ୍ୟ ହୋଇଥିଲା ପାରିବାରିକ ଅଶାନ୍ତି  । ସବୁ କଷ୍ଟକୁ ଆଖିବୁଜି ସହିଯାଉଥିଲା ମା’  କେବଳ ପିଲାଙ୍କ ମୁହଁକୁ ଚାହିଁ । ହେଲେ ଅଶାନ୍ତି ପାଖରେ ଜୀବନ ଯେତେବେଳେ ତୁଚ୍ଛ ଲାଗିଲା ନେଇଥିଲେ ଚରମ ନିଷ୍ପତ୍ତି । ୩ ପୁଅ ଝଅଙ୍କ ସହ ଡେଇଁ ପଡିଥିଲେ କୂଅକୁ । ହେଲେ ଭାଗ୍ୟର ବିଡମ୍ବନା…

ଲୁଟେରାଙ୍କଠୁ ବର୍ତ୍ତି ପାରିଲେନି IPS: ବିଚ୍ ରସ୍ତାରୁ ଟଙ୍କା ଓ ସୁନା ଛଡ଼ାଇ ନେଲେ ଦୁର୍ବୃତ୍ତ…

ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରେ ମାତିଛନ୍ତି ଲୁଟେରା । ଆଉ ଲୁଟେରାଙ୍କ କବଳରୁ ବର୍ତ୍ତି ପାରିଲେନି ଖୋଦ୍ IPSଙ୍କ ପରିବାର । ଗତକାଲି ରାତିରେ ଲୁଟର ଶିକର ହୋଇଛନ୍ତି IPS ସାଗରିକା ନାଥଙ୍କ ବାପା ଓ ମା । ଗତକାଲି ବିଳମ୍ବିତ ରାତିରେ ଘାଟିକିଆ ରାସ୍ତାରେ ଲୁଟର ଶିକାର ହୋଇଛନ୍ତି IPS…

ଓଡ଼ିଶା ରିଅଲ୍ ଇଷ୍ଟେଟ୍ ଅପେଲେଟ୍ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ହେଲେ ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶା ରିଅଲ ଇଷ୍ଟେଟ୍ ଅପେଲେଟ୍ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ହେଲେ ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ ଓଡ଼ିଶା ରିଅଲ ଇଷ୍ଟେଟ୍ ଅପେଲେଟ୍ ଟ୍ରିବ୍ୟୁନାଲ (OREAT)ର ନୂଆ ଅଧ୍ୟକ୍ଷ ଭାବେ ଯୋଗ ଦେଇଛନ୍ତି। ୨୦୧୯…

ଆଜିଠାରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

କଟକ: ଆଜିଠୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ପରୀକ୍ଷା ଆଜିଠାରୁ ଅର୍ଥାତ୍ ଜୁଲାଇ ୩ ରୁ ଆରମ୍ଭ ହୋଇ ୮ ଯାଏ ଚାଲିବ। ସେହିପରି ଷ୍ଟେଟ୍ ଓପନ ସ୍କୁଲ ସାର୍ଟିଫିକେଟ୍ (ଏସ୍‌ଓଏସ୍‌ସି) ପରୀକ୍ଷା ମଧ୍ୟ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଦୁଇଟି ଯାକ ପରୀକ୍ଷାରେ ପ୍ରାୟ ୧୦ ହଜାର…