Latest Odisha News

BREAKING NEWS

Browsing Category

ଓଡିଶା

Odisha

ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ଶକ୍ତି ବନ୍ଦନ କର୍ମଶାଳା ଆୟୋଜନ କଲା ବିଜେପି

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମହିଳା ଭୋଟର ବିଶେଷ କରି ସ୍ୱୟଂ ସହାୟକ ଗୋଷ୍ଠୀର ଭୋଟରଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଶନିବାର ଭୁବନେଶ୍ୱର କାର୍ଯ୍ୟାଳୟରେ ଶକ୍ତି ବନ୍ଦନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମହିଳା ଭୋଟରଙ୍କ ନିକଟରେ…

ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ଓଡ଼ିଶା ସରକାର ମନା କରିବା ଜନବିରୋଧୀ: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ମୋଦୀ ସରକାରଙ୍କ ପ୍ରମୁଖ ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରୁନଥିବାରୁ କେନ୍ଦ୍ର ଓ କଂଗ୍ରେସର ସମାଲୋଚନାର ଶିକାର ହୋଇଛନ୍ତି ବିଜୁ ଜନତା ଦଳ ସରକାର। କେନ୍ଦ୍ର ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଓ ବରିଷ୍ଠ କଂଗ୍ରେସ ନେତା ସୁରେଶ…

ବଲାଙ୍ଗୀରରେ ବେଆଇନ୍ କ୍ରିପ୍ଟୋକରେନ୍ସି କାରବାରର ପର୍ଦ୍ଦାଫାସ, ମାଷ୍ଟରମାଇଣ୍ଡ ଗିରଫ

ବଲାଙ୍ଗୀର: ବଲାଙ୍ଗୀର ପୁଲିସ ବେଆଇନ୍ କ୍ରିପ୍ଟୋକରେନ୍ସି  କାରବାରର ପର୍ଦ୍ଦାଫାସ କରିବା ସହ ରାକେଟର କିଙ୍ଗପିନ୍ ପ୍ରଶାନ୍ତ ମେହେରଙ୍କୁ ଶନିବାର ଗିରଫ କରିଛି। ତା' ନିକଟରୁ ଏକ ବିଳାସପୂର୍ଣ୍ଣ କାର୍ ଓ ଠକେଇ ସମ୍ବନ୍ଧୀୟ ଅନେକ କାଗଜପତ୍ର ମଧ୍ୟ ଜବତ ହୋଇଛି। ପୁଲିସ ସୂଚନା ଅନୁଯାୟୀ, ମେହେର ଓ…

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପରିକ୍ରମା ପ୍ରକଳ୍ପ ପାଇଁ ଧନ୍ୟବାଦ ଜଣାଇଲେ ପୁରୀ ଗଜପତି

ଭୁବନେଶ୍ବର: ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଗତ 17 ତାରିଖରେ ଲୋକାର୍ପିତ ହୋଇଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଦେଇଛନ୍ତି ଗଜପତି ମହାରାଜା । ସେହିପରି ମୁଖ୍ୟମନ୍ତ୍ରୀ ମଧ୍ୟ…

ସାହସିକତା ପାଇଁ ପାରାଦୀପର ମେଜର ପ୍ରଭଞ୍ଜନ ପାଢ଼ୀ ସେନା ମେଡାଲରେ ସମ୍ମାନିତ

ପାରାଦୀପ: ଦକ୍ଷିଣ କଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନରେ ସାହସିକତା ଓ ବୀରତ୍ୱ ପାଇଁ ପାରାଦୀପରେ ଜନ୍ମିତ ତଥା ରାଷ୍ଟ୍ରୀୟ ରାଇଫଲ୍ସର ଅଧିକାରୀ ମେଜର ପ୍ରଭଞ୍ଜନ ପାଢ଼ୀ (୩୦)ଙ୍କୁ ସେନା ପଦକ ପ୍ରଦାନ କରାଯାଇଛି। ସେନା ଦିବସ (ଜାନୁଆରୀ ୧୫)ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ସେ…

ଶିଳ୍ପପତି ଡାଲମିଆଙ୍କ ଠିକଣାରେ ଆୟକର ରେଡ୍: ଜବତ ହେଲାଣି ୨୫୦ କୋଟି ଟଙ୍କା ଏବଂ ୩ କେଜି ସୁନା ଜବତ

ଭୁବନେଶ୍ୱର: ଓଡ଼ିଶା, ଛତିଶଗଡ଼, କୋଲକାତା, ମୁମ୍ବାଇ ଓ ଅନ୍ୟାନ୍ୟ ସ୍ଥାନରେ କୋଇଲା ବ୍ୟବସାୟୀ ତଥା ଶିଳ୍ପପତି ଘନଶ୍ୟାମ ଡାଲମିଆଙ୍କ ସମ୍ପତ୍ତି ଉପରେ ଆୟକର ବିଭାଗ କ୍ରମାଗତ ତୃତୀୟ ଦିନ ପାଇଁ ଚଢ଼ାଉ କରୁଛି। କୋଇଲା ଖଣି, ଇସ୍ପାତ ଶିଳ୍ପ, ସ୍ପଞ୍ଜ ଆଇରନ୍ କାରଖାନା ଏବଂ ବିଭିନ୍ନ ରାଜ୍ୟରେ…

ଭୁବନେଶ୍ବରରେ ଅତ୍ୟାଧୁନିକ ଆୟୁଷ ଦୀକ୍ଷା କେନ୍ଦ୍ରର ଶିଳାନ୍ୟାସ କଲେ କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ

ଭୁବନେଶ୍ବର: ଭବିଷ୍ୟତର ଆୟୁଷ ପେସାଦାରଙ୍କ ମାନବ ସମ୍ବଳ ବିକାଶ ହେବ। ଏଥିପାଇଁ ପ୍ରଥମ କେନ୍ଦ୍ର ‘ଆୟୁଷ ଦୀକ୍ଷା’ର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର ଆୟୁଷ ଏବଂ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ। ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନ…

ବୌଦ୍ଧରୁ ବାଘ ଛାଲ ଜବତ, ଜଣେ ଗିରଫ

ବୌଦ୍ଧ: ବୌଦ୍ଧ ଜିଲ୍ଲା ରେ ପୁଣି ବାଘ ଛାଲ ଜବତ । ଡିଲ୍ ଚାଲିଥିବାବେଳେ ମାଡି ବସିଲା ପୋଲିସ । ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଗୌତମ ବେହେରା (୫୫) । ତାଙ୍କ ଘର କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ ସୁରୁଦୁକୁମ୍ପାର…

ଶ୍ରମିକ ପ୍ରତୀକ୍ଷା କେନ୍ଦ୍ରର ଶିଳାନ୍ୟାସ, ଶ୍ରମିକଙ୍କ ଆବଶ୍ୟକତା ପୂରଣ ରେ ସହାୟକ ହେବ

ଭୁବନେଶ୍ବର: ଆଜି ଭୁବନେଶ୍ବର ବଡ଼ଗଡ଼ ଠାରେ କଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ବିଡିଏ ପକ୍ଷରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଥିବାବେଳେ, ଏହି ସୁବିଧା ୪୦୦୦ ବର୍ଗଫୁଟରେ ଡିଜାଇନ୍ କରାଯାଇଥିବା ଶ୍ରମିକମାନଙ୍କ ପାଇଁ ଏକ ଉତ୍ସର୍ଗୀକୃତ ସ୍ଥାନ ଏବଂ…

ରାଜଧାନୀରୁ ସାଇକେଲ ଚୋରି ଗ୍ୟାଙ୍ଗ ଗିରଫ, ୮ ସାଇକେଲ ଜବତ

ଭୁବନେଶ୍ବର: ରାଜଧାନୀରୁ ଧରାପଡିଲେ ସାଇକେଲ ଚୋରି ଗ୍ୟାଙ୍ଗ । ଗତକାଲି ସକାଳେ ରେ ବିଭୁତି ପରିଡା ନାମକ ଜଣେ ବ୍ୟକ୍ତି ନୟାପଲ୍ଲୀ ଆଇଡି ପରିବା ମାର୍କେଟ୍ ରେ ତାଙ୍କ ରୋଡିସ୍ ବ୍ରାଣ୍ଡ ର ସବୁଜ ଓ କଳା ରଙ୍ଗର ସାଇକେଲକୁ ଏକ ସ୍ଥାନରେ ରଖି ପରିବା କିଣିବାକୁ ଯାଇଥିଲେ । ହେଲେ ପରିବା କିଣିସାରି…