Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶରଧାବାଲିରେ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ଯଶୋଦାବେନ, କରିଲେ ମହାପ୍ରଭୁଙ୍କ ଦର୍ଶନ

ପୁରୀ:ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ  ଆସିଛନ୍ତି ଯଶୋଦାବେନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପତ୍ନୀ ଯଶୋଦା ବେନ ପୁରୀ ଶରଧାବାଲିରେ  । ସମ୍ପର୍କୀୟଙ୍କ ସହ ଆଜି ଆଡପ ମଣ୍ଡପରେ  ମହାବାହୁଙ୍କ ଦର୍ଶନ କରିଛନ୍ତି । ତାଙ୍କ ସହ  ତାଙ୍କର ଭାଇ ଅଶୋକ ମୋଦି ଓ…

୨୪ ଘଣ୍ଟାରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ଅଳ୍ପ ବର୍ଷିବ

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଉତ୍ତରଓଡିଶାର କିଛି ଜିଲ୍ଲାରେ ୟେଲୋ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ। ଏନେଇ ବିଭାଗ ପକ୍ଷରୁ…

ପୁଣି ଦୁର୍ଘଟଣା: ଟ୍ୟାଙ୍କର ସହ ଧକ୍କା ହେଲା କାର, ଗୋଟିଏ ପରିବାରର ୩ ମୃତ୍ୟୁ

ପଟାଙ୍ଗୀ: ଗତକାଲି ସକାଳୁ ଖବର ଆସିଥିବା ଗଞ୍ଜାମ ଦିଗପହଣ୍ଡି ସଡ଼କ ଦୁର୍ଘଟଣାର ଦୁଃଖ ମନରୁ ଲିଭି ନଥିବା ବେଳେ ଆଜି ସକାଳୁ କୋରାପୁଟ ଜିଲ୍ଲା ପଟାଙ୍ଗୀ ନିକଟରେ ପୁଣି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍ ସହ ଟ୍ୟାଙ୍କରର ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଗୋଟିଏ ପରିବାର…

ଜୁନ ୩୦ ପର୍ଯ୍ୟନ୍ତ ବଢ଼ିଲା ଯୁକ୍ତ ଦୁଇ ନାମଲେଖା ଆବେଦନ ଅବଧି

ଭୁବନେଶ୍ୱର: ପୁଣି ବଢ଼ିଲା ଯୁକ୍ତ ଦୁଇ ଶ୍ରେଣୀ ପାଇଁ ନାମଲେଖା ଅବଧି। ଆଡ୍‌ମିଶନ ପାଇଁ ଆବେଦନ କରିବା ଜୁନ ୩୦ ଯାଏ ଘୁଞ୍ଚାଇ ଦେଇଛନ୍ତି ରାଜ୍ୟ ସରକାର। ଦ୍ୱିତୀୟ ଥର ପାଇଁ ଆବେଦନ ତାରିଖ ବୃଦ୍ଧି କରାଯାଇଛି । ଏ ନେଇ  ରାଜ୍ୟ ସ୍କୁଲ ଗଣଶିକ୍ଷା ବିଭାଗ ସୂଚନା ଦେଇଛି। ଗତ ଥର ଆବେଦନର ଶେଷ ତାରିଖ…

ଆଜି ଜନ୍ମବେଦିରେ ମହାପ୍ରଭୁଙ୍କ ଶେଷ ଦର୍ଶନ, କାଲି ବାହୁଡିବେ ଶ୍ରୀମନ୍ଦିର

ପୁରୀ: ଆଜି(ମଙ୍ଗଳବାର) ଜନ୍ମବେଦିରେ ମହାପ୍ରଭୁଙ୍କ ଶେଷ ସନ୍ଧ୍ୟା ଦର୍ଶନ ହେବ। ଅପରାହ୍ନ ୫ଟା ଯାଏ ଭକ୍ତ ଶ୍ରୀ ଶ୍ରୀଜୀଉଙ୍କୁ ଦେଖା କରିପାରିବେ। ଏହାପରେ ମହାପ୍ରଭୁ ବାହୁଡ଼ା ଯାତ୍ରାରେ ବାହାରିଯିବେ। ସିଂହଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରିବେ। ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ସାରି…

ଯୌନ ଶୋଷଣ ଅଭିଯୋଗ ମାମଲା, ଆଗୁଆ ଜାମିନ୍ ଆବେଦନ କଲେ ସୌରିନ ଭଟ୍ଟ

କଟକ: କଣ୍ଠଶିଳ୍ପୀ ସୌରିନ ଭଟ୍ଟ ବିରୋଧରେ ଯୌନ ଶୋଷଣ ମାମଲା । ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ସୌରିନ ଭଟ୍ଟ । ଗିରଫଦାରୀକୁ ଏଡ଼ାଇବାକୁ ଯାଇ ସୌରିନ୍ ଭଟ୍ଟ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଛନ୍ତି । ଅନ୍ୟପଟେ ସୌରିନ ଭଟ୍ଟଙ୍କୁ କଟକ ମହିଳା ଥାନା ପୋଲିସ ଖୋଜୁଛି । ସୌରିନଙ୍କୁ…

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରରେ ୫ ଦିନିଆ ଶିକ୍ଷକ ଉନ୍ନତିକରଣ କାର୍ଯ୍ୟକ୍ରମ

ଭୁବନେଶ୍ୱର: ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର, ଓଡ଼ିଶା “ଇମ୍ପାକ୍ଟ ଓରିଏଣ୍ଟେଡ୍ ଏଜୁକେସନ୍” ଉପରେ ୫ଦିନିଆ ଶିକ୍ଷକ ଉନ୍ନତିକରଣ କାର୍ଯ୍ୟକ୍ରମ ଆୟୋଜନ ଆରାଯାଇଛି । ଗବେଷକ ଏବଂ ଶିକ୍ଷାବିତ୍ ଭଳି କ୍ୟାରିୟରରେ ଉତ୍କର୍ଷତା ପାଇବା ପାଇଁ ଶିକ୍ଷା ସହ ଆବଶ୍ୟକକୌଶଳ ବିଷୟରେ ଜଣାଇବା ଏହି…

ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକ ଶେଷ ସେମିଷ୍ଟାର ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାରର ସ୍ନାତକ ଶେଷ ସେମିଷ୍ଟାର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । କଳା ସମ୍ମାନରେ ପାସ୍ ହାର ୯୦.୫୯ ପ୍ରତିଶତ ରହିଥିବା ବେଳେ କଳା (ସାଧାରଣ)ରେ ପାସ୍ ହାର ୯୩.୦୧ ପ୍ରତିଶତ ରହିଛି । କଳାରେ ହାରାହାରି ମୋଟ୍ ପାସହାର ୯୦.୬୨ ପ୍ରତିଶତ ରହିଥିବା…

ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଦୁର୍ନୀତି ଅଭିଯୋଗ, ସିବିଆଇ ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପୁଣି ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରିଛି ବିଜେପି । ଦଳ ପକ୍ଷରୁ କୁହାଯାଇଛି- ସତ, ମିଛ କହି ଓଡ଼ିଶାବାସୀଙ୍କୁ ବାରମ୍ବାର ପ୍ରତାରଣା କରିବା ଶାସକ ବିଜୁ ଜନତା ଦଳର ଅଭ୍ୟାସରେ ପରିଣତ ହୋଇଛି । ନିଜ ମିଛ ଧରାପଡିବା ପରେ ଅନ୍ୟ ମୁଣ୍ଡରେ…

ବିରୋଧରେ କହି ବିପଦକୁ ଡାକୁଛନ୍ତି କି ସୌମ୍ୟ?

ଭୁବନେଶ୍ୱର: ବିଜେଡିର ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଗତି କୁଆଡେ? ସୌମ୍ୟ କଣ ଆଗକୁ ଅନ୍ୟ କିଛି ଯୋଜନା କରୁଛନ୍ତି କି? ବିଜେଡି ଠାରୁ ନିଜକୁ ଦୁରେଇ ନେଉଛନ୍ତି କି ସୌମ୍ୟ? ଖଣ୍ଡପଡାରୁ ଆଉ କଣ ବିଜେଡି ପ୍ରାର୍ଥୀ ହେବେନି କି ସୌମ୍ୟ ରଞ୍ଜନ ପଟ୍ଟନାୟକ? ସୌମ୍ୟଙ୍କୁ ନେଇ…