Latest Odisha News

BREAKING NEWS

Browsing Category

ଓଡିଶା

Odisha

କାହିଁକି ଅଧା ବାଟରେ ଅଟକିଗଲା ରଥ ? ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଲେ ‘ଠାକୁରଙ୍କ ଇଚ୍ଛା’

ପୁରୀ: ଘୋଷଯାତ୍ରା ପାଇଁ ଗତକାଲି ଠିକ୍ ସମୟରେ ନୀତି କାନ୍ତି ସରିଥିଲା । ହେଲେ କାହିଁକି ତାଳଧ୍ୱଜକୁ ଛାଡ଼ି ଦେଲେ ଅନ୍ୟ ୨ ରଥ ପହଞ୍ଚି ପାରିଲାନି ଶରଧାବାଲି । ଯାହାକୁ ନେଇ ନାନା ମତ ପ୍ରକାଶ ପାଇଥିବା ବେଳେ ଆଜି ଦର୍ପଦଳନ ଓ ନନ୍ଦିଘୋଷ ରଥକୁ ଶରଧାବାଲିକୁ ଟାଣି ନେଇଛନ୍ତି ଭକ୍ତ । ଏନେଇ…

ରଥଯାତ୍ରାରେ ମଠର ଭୂମିକା: ମହାପ୍ରଭୁଙ୍କ ପାଇଁ କେଉଁ ମଠରୁ କ’ଣ ଆସିଥାଏ ?

ପୁରୀ:ପବିତ୍ର ସହର ପୁରୀ । ରଥ, ମନ୍ଦିର ଆଉ ମଠମୟ ସହରରେ ଥରେ ପାଦ ରଖିଲେ ମିଳିଥାଏ ଅପୂର୍ବ ଶାନ୍ତି। ସେଥିପାଇଁ ତ ଆଜି ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଦେଖିବା ପାଇଁ ଦେଶ, ବିଦେଶରୁ ଧାଇଁ ଆସିଛନ୍ତି ଭକ୍ତ । ଏହି ରଥଯାତ୍ରା ଏକ ନିଆରା ପର୍ବ । ନିଆରା ଏହାର ସଂସ୍କୃତି ,…

ପୂର୍ବତନ ସରପଞ୍ଚଙ୍କୁ କାର ମଡେଇ ହତ୍ୟା

ବ୍ରହ୍ମପୁର: ପୂର୍ବତନ ସରପଞ୍ଚଙ୍କୁ କାର୍ ମଡ଼ାଇ ହତ୍ୟା ଅଭିଯୋଗ  । ଦିଗପହଣ୍ଡି ଖମ୍ବାରି ଗାଁର ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ସରପଞ୍ଚ ବୁଲେଟରେ ଫେରୁଥିବା ବେଳେ ଜଣେ ସ୍ଥାନୀୟ ଯୁବକ ମାରିଥିବା ଅଭିଯୋଗ ହୋଇଛି ।  ପରିବାରର ଅଭିଯୋଗ ପରେ ଦିଗପହଣ୍ଡି ପୋଲିସର ମାମଲା…

ଅଧାବାଟରେ ଅଟକି ଥିଲା ଦୁଇ ରଥ ; ଆଜି ପୁଣି ଗୁଣ୍ଡିଚାଘର ଅଭିମୁଖେ ଗଡ଼ିଲା ଦର୍ପଦଳନ ଓ ନନ୍ଦିଘୋଷ

ପୁରୀ: ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ନବଦିନ ଯାତ୍ରାର ଆଜି ୨ୟ ଦିନ । ଜନ୍ମବେଦୀକୁ ବାହାରିଥିବାବେଳେ ଅଧାବଟରେ ଅଟକି ଯାଇଥିଲେ ତିନି ଠାକୁର । ଆଜି ସକାଳୁ ସକାଳୁ ପୁଣି ଆରମ୍ଭ ହୋଇଛି ରଥଟଣା ।   ବଡଶଙ୍ଖରେ ଦର୍ପଦଳନ ଅଟକିଥିବାବେଳେ ଗଳଗଣ୍ଡି ଛକରେ ଅଟକି ଯାଇଥିଲା ନନ୍ଦିଘୋଷ  । ଆଜି ସକାଳୁ…

ରାଜ୍ୟସାରା ସକାଳୁଆ ସ୍କୁଲ କରିବାକୁ ଦାବି କଲା ଏନପିଏସ ଶିକ୍ଷକ ସଂଘ

ଭୁବନେଶ୍ୱର: ରାଜ୍ୟସାରା ସକାଳୁଆ ସ୍କୁଲ କରିବାକୁ ପେନ୍‌ସନ୍‌ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ହୋଇଛି ଦାବି। ଦିନ ୯ଟାରୁ ତାପମାତ୍ରା ୩୪ ଡିଗ୍ରୀ ଉପରେ ରହୁଛି। ଆଉ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ମଧ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ଏପରି ସ୍ଥିତିରେ ପିଲାମାନେ ଦିନ…

ଉତ୍ସାହ ଉଦ୍ଦିପନାରେ ଦେବଭୂମିରେ ପାଳିତ ହେଲା ରଥଯାତ୍ରା

ଭୁବନେଶ୍ୱର: ଦେବଭୂମି ଭାବେ ପରିଚିତ ଅନୁଗୋଳର ଜିନ୍ଦଲ ନଗରରେ ଉତ୍ସାହ ଉଦ୍ଦିପନାରେ ଆୟୋଜିତ ହୋଇଯାଇଛି ପବିତ୍ର ରଥଯାତ୍ରା । ପୁରୀ ଶ୍ରମନ୍ଦିର ଢାଞ୍ଚାରେ ରଥ ଉପରେ ବିଜେ ହୋଇଥିବା ତିନି ଠାକୁରଙ୍କ ରଥକୁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସପି)ର ଅଧ୍ୟକ୍ଷ ନବୀନ ଜିନ୍ଦଲ ଛେରା ପହଁରା କରିଥିଲେ…

ଶ୍ରୀବାଣୀ କ୍ଷେତ୍ର କିସ୍‌ରେ ଗଡ଼ିଲା ତିନିରଥ : ମହିଳା ଟାଣିନେଲେ ସୁଭଦ୍ରାଙ୍କ ଦର୍ପଦଳନ

ଭୁବନେଶ୍ୱର: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଶ୍ରୀବାଣୀ କ୍ଷେତ୍ର ଭାବେ ପରିଚିତ କିସ୍ ପରିସରରେ ଆୟୋଜିତ ହୋଇଛି ପବିତ୍ର ରଥଯାତ୍ରା ଉତ୍ସବ । ସମ୍ପୂର୍ଣ୍ଣ ପାରମ୍ପରିକ ରୀତିନୀତି ଓ ଆନନ୍ଦ ଉତ୍ସାହ ଭିତରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା । ନିର୍ଦ୍ଧାରିତ ସମୟରେ ତିନିଠାକୁରଙ୍କ ମଙ୍ଗଳାଆରତୀ,…

ଜାତୀୟ କ୍ୟାଡେଟ୍‌ ଜୁଡ଼ୋ ପାଇଁ ଓଡ଼ିଶା ଦଳ ଘୋଷିତ

ଭୁବନେଶ୍ବର: କର୍ଣ୍ଣାଟକର ତୋରନାଗଲୁରେ ଜୁଲାଇ ୫ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଜାତୀୟ କ୍ୟାଡେଟ୍ ଜୁଡ଼ୋ ପ୍ରତିଯୋଗିତା ଲାଗି ଓଡ଼ିଶା ଦଳ ଘୋଷିତ ହୋଇଛି। ଓଡ଼ିଶା ରାଜ୍ୟ ଜୁଡ଼ୋ ସଂଘ (ଓସ୍‌ଜା) ଏବଂ ଭୁବନେଶ୍ବର ଜୁଡ଼ୋ ସଂଘ (ବିଜେଏ) ମିଳିତ ଆନୁକୂଲ୍ୟରେ ରବିବାର…

ମୌସୁମୀ ଓଡ଼ିଶା ଛୁଇଁବା ପୂର୍ବରୁ ତାତିରୁ ସାମାନ୍ୟ ଆଶ୍ୱସ୍ତି, ୪୦ ଡିଗ୍ରୀ ଉପରେ ୧୦ଟି ସ୍ଥାନର ତାପମାତ୍ରା

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଆଡ଼କୁ ଅଗ୍ରସର ହେଉଛି। ଏହାପୂର୍ବରୁ ମଙ୍ଗଳବାର ରାଜ୍ୟର ତାପମାତ୍ରା ପୂର୍ବ ଅପେକ୍ଷା ଟିକିଏ କମିଛି। ଆଜି ରାଜ୍ୟର ୧୦ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ବା ତା'ଠାରୁ ଅଧିକ ରେକର୍ଡ କରାଯାଇଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ…

ବିଜେଡି ଅଘୋଷିତ ଭାବେ ବିଜେପି ସହ ରହିଛି: ଟିଏମସି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜେଡି, ଦେଶର ଶାସକ ଦଳ ବିଜେପି ଏବଂ ଅଣ ବିଜେପି ଦଳ ତଥା ବିରୋଧୀଙ୍କ ସହ ସମ୍ପର୍କ କଥା ଉଠିଲେ ସମଦୂରତା ନୀତି ଆପଣାନ୍ତି ନବୀନ। ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ଅନୁପସ୍ଥିତ ରହିଥିଲେ ମଧ୍ୟ ଦଳର ସାଂସଦଙ୍କୁ ନୂଆ…