Latest Odisha News

BREAKING NEWS

Browsing Category

ଓଡିଶା

Odisha

ଧରାପଡ଼ିଲେ ୮ ଜଣିଆ ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ଵର; କମିସନରେଟ୍ ପୁଲିସ ହାତରେ ରାଜ୍ୟ ବାହାରର ଗୋଟିଏ ବଡ଼ ଲୁଟେରା ଗ୍ୟାଙ୍ଗ୍ ଧରାପଡ଼ିଛି। ଏହି ଗ୍ୟାଙ୍ଗ ମୋବାଇଲ୍ ଫୋନ୍ ଲୁଟି ଏଥିରୁ ସିମ୍ କାଢ଼ିବା ପରେ ମୋବାଇଲ୍ ବ୍ୟବହାରକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟିନେଉଥିଲେ। ଏହି ମାମଲାରେ ଝାଡ଼ଖଣ୍ଡ ସାହେବ ଗଞ୍ଜର ସେରଶାହା…

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାର ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯାଉ: ବିଜେପି

ଭୁବନେଶ୍ୱର: ଓଡ଼ିଶାର ଅନ୍ୟତମ ପ୍ରଜ୍ଞାପୁରୁଷ ତଥା ଲକ୍ଷ ଲକ୍ଷ ଆଦିବାସୀମାନଙ୍କର ଆଶାର ପ୍ରାଣକେନ୍ଦ୍ର ଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକୁ ଆଜି ୧୫ବର୍ଷ ବିତିଗଲାଣି । କିନ୍ତୁ ବଡ ଆଶ୍ଚର୍ଯ୍ୟର ବିଷୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାର ତଦନ୍ତ କମିଶନ ରିପୋର୍ଟ…

ସ୍ଥାପନ ହେଲା ଶୁଭ ଖମ୍ବ, ପାଞ୍ଚ ଦିନ ଧରି ଜମିବ ଖଡ଼ିଆଳ ମହୋତ୍ସବ

ନୂଆପଡା: ଚଳିତ ମାସର ୨୯ ତାରିଖ ରୁ ୫ ଦିନ ଧରି ଜମିବ ଖଡ଼ିଆଳ ମହୋତ୍ସବ ୨୦୨୪  l ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ଖଡ଼ିଆଳ ମହୋତ୍ସବ ୨୦୨୪ ପାଇଁ ଶୁଭ ଖମ୍ଭ ସ୍ଥାପନ କରାଯାଇଛି l ଏହି ଖମ୍ଭ ସ୍ଥାପନ ଉତ୍ସବରେ ଯୋଗ ଦେଇଥିଲେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ l ଚଳିତ ମାସ ର ୨୯ ତାରିଖ…

ପାହାଡ଼ି ଗ୍ୟାଙ୍ଗର ୮ ଲୁଟେରା ଗିରଫ, ମୋବାଇଲ ଚୋରି କରି ଖାଲି କରୁଥିଲେ ଆକାଉଣ୍ଟ

ଭୁବନେଶ୍ବର: ପୋଲିସ ହାତରେ ପାହାଡି ଗ୍ୟାଙ୍ଗ । ୨୨ ଟି ମୋବାଇଲ୍‌ ସହ ୧ ଲକ୍ଷ ୩୦ ହଜାର ଟଙ୍କା ଜବତ କଲା କମିଶନରେଟ ପୋଲିସ । ତେବେ ଗିରଫ ସମସ୍ତ ୮ ଜଣ ଲୁଟେରା ଝାଡ଼ଖଣ୍ଡର ହୋଇଥିବା ସୂଚନା ଦେଇଛି ପୋଲିସ । ସୂଚନା ଅନୂସାରେ, ଏହି ପାହାଡି ଗ୍ୟାଙ୍ଗ ଦୀର୍ଘ କିଛି ଦିନ ହେବ ମୋ ବସ୍ ଓ…

କିଛି ଦିନର ଅନ୍ତରାଳ ପରେ ମୁହଁ ଖୋଲିଲେ ସୌମ୍ୟ, କହିଲେ ଆଉ ନିର୍ବାଚନ ଲଢିବିନାହିଁ

ଭୁବନେଶ୍ଵର: କିଛି ଦିନର ଅନ୍ତରାଳ ପରେ ମୁହଁ ଖୋଲିଲେ ସୌମ୍ୟ । ଖୋର୍ଦ୍ଧାରେ ସ୍ଵର୍ଗତ ଜାନକୀ ବଲ୍ଳଭ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବଡ଼ ମନ୍ତବ୍ୟ ଦେଇ ସୌମ୍ୟ କହିଛନ୍ତି-  ଓଡିଶାକୁ ଭଲପାଇବାର କିଛି ନମୁନା ଯଦି ଖୋଜିବାକୁ ଚାହାଁନ୍ତି ମୁଁ ଭାବେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ସେଥିପାଇଁ…

ବଲାଙ୍ଗୀର ବିକାଶରେ ଯୋଡି ହେଲା ନୂଆ ଫର୍ଦ୍ଦ: ଲୋକାର୍ପିତ ହେଲା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ

ବଲାଙ୍ଗୀର: ବଲାଙ୍ଗୀର ବିକାଶରେ ଯୋଡି ହେଲା ନୂଆ ଫର୍ଦ୍ଦ । ଲୋକାର୍ପିତ ହେଲା ବହୁପ୍ରତୀକ୍ଷିତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋୟର ସୁକତେଲ ପ୍ରକଳ୍ପର ଉଦଘାଟନ କରିବା ସହ ୩୦୫ କୋଟି ଟଙ୍କାରେ ୬୯ଟି ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଓ ୨ ହଜାର ୨୨୦ କୋଟି…

ଏମିତି ବି ଆସେ ମୃତ୍ୟୁ, ଟ୍ରେନିଂ ଚାଲିଥିବାବେଳେ ଟଳିପଡିଲେ ହୋମଗାର୍ଡ

ଭୁବନେଶ୍ୱର: ଭୁବନେଶ୍ୱର ରିଜର୍ଭ ଅଫିସ୍ ରେ ଅଘଟଣ । ଟ୍ରେନିଂ ବେଳେ ଚାଲିଗଲା ହୋମଗାର୍ଡଙ୍କ ଜୀବନ । ମୃତ ହୋମଗାର୍ଡ ଜଣଙ୍କ ହେଲେ ବାସୁଦେବ ମାନସିଂହ । ବାସୁଦେବ ଏୟାରଫିଲ୍‌ଡ ଥାନାରେ ଡ୍ୟୁଟି କରୁଥିଲେ । ରିଫ୍ରେସର କୋର୍ସ ପାଇଁ ଟ୍ରେନିଂ ନେଉଥିବାବେଳେ ହୋମଗାର୍ଡ ବାସୁଦେବ ଙ୍କ ର…

ବହୁ ସମସ୍ୟା ଭିତରେ ଚାଲିଛି ଖଡ଼ିଆଳ ସରକାରୀ ମୋଡେଲ ଡିଗ୍ରୀ କଲେଜରେ ପାଠପଢା, ଅଧ୍ୟାପକ ନିଯୁକ୍ତି ପାଇଁ ଦାବି

ନୂଆପଡ଼ା: ପ୍ରତି କଲେଜରେ ଯୁବ ଓଡିଶା କାର୍ଯ୍ୟକ୍ରମ କରିବାରେ ଏବେ ବ୍ୟସ୍ତ ଅଛନ୍ତି ରାଜ୍ୟ ସରକାର l ହେଲେ କଲେଜ ସମସ୍ୟା ପ୍ରତି ତିଳେ ମାତ୍ର ନିଘା ନାହିଁ । ନୂଆପଡା ଜିଲ୍ଲା ଖଡ଼ିଆଳ ସରକାରୀ ମୋଡେଲ ଡିଗ୍ରୀ କଲେଜରେ ବର୍ଷ ବର୍ଷ ଧରି ନାହାନ୍ତି ଆବଶ୍ୟକ ଅଧ୍ୟାପକ l ଖଡ଼ିଆଳ ଠାରେ ୨୦୧୬…

ରାଜ୍ୟରେ ଆଉ ୫ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨୭ କୁ ବୃଦ୍ଧି

ଭୁବନେଶ୍ବର: ଓଡ଼ିଶାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ମଧ୍ୟ ଧୀରେ ଧୀରେ ଉପରମୁହାଁ ହେଉଛି ସଂକ୍ରମିତଙ୍କ ଗ୍ରାଫ । ଆଜି ମଧ୍ୟ ରାଜ୍ୟରେ ଆଉ ୫ ନୂଆ ଆକ୍ତାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ବର୍ତ୍ତମାନ ରାଜ୍ୟରେ କୋରୋନା ସଂକ୍ରମିତଙ୍କ…

ପୁଣି ମଝି ଚିଲିକାରେ ଫସିଲା ଡଙ୍ଗା,ଡଙ୍ଗାରେ ଅଛନ୍ତି ୨୫ ଯାତ୍ରୀ

କୃଷ୍ଣପ୍ରସାଦ: ପୁଣି ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଫସି ରହିଛି ଡଙ୍ଗା । ସାତପଡ଼ାରୁ ଜହ୍ନିକୁଦା ଯିବାବେଳେ ଫସି ରହିଲା ଡଙ୍ଗା । ଡଙ୍ଗାରେ ୨୫ ଯାତ୍ରୀ ଙ୍କ ସହ ୧୦ଟି ବାଇକ ଥିବା ସୂଚନା । ଉଦ୍ଧାର କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ…