Latest Odisha News

BREAKING NEWS

Browsing Category

ଓଡିଶା

Odisha

ସୁରଟରେ ସ୍ବାମୀକୁ ହତ୍ୟା କରି ଚମ୍ପଟ ମାରିଥିବା ସ୍ତ୍ରୀ କନ୍ଧମାଳରୁ ଗିରଫ

କନ୍ଧମାଳ: ସୁରଟରେ ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ସୁରଟ ପୁଲିସର ଏକ ଟିମ୍ କନ୍ଧମାଳ ଜିଲ୍ଲାର ଏକ ଗାଁରୁ ଜଣେ ମହିଳାଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାଁ ସବିତା ନାୟକ ଓ ମୃତ ସ୍ୱାମୀଙ୍କ ନାଁ ନରେଶ ନାୟକ ବୋଲି ପୁଲିସ କହିଛି। ସୂଚନା ମୁତାବକ, ନରେଶ ତାଙ୍କ ପତ୍ନୀ ସବିତା ଓ ଦୁଇ…

ବନ ଅଧିକାରୀଙ୍କ ପ୍ରତିବାଦର ପ୍ରଭାବ! ସକାଳେ ଘର ଭାଙ୍ଗିଲେ, ସଂଧ୍ୟାରେ ରାସ୍ତାରେ ହାତୀ ପଲ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଗଣେଶ ବିହାର ଅଞ୍ଚଳରେ ମଙ୍ଗଳବାର ସକାଳେ ୩ଟି ବଣୁଆ ହାତୀ ଉପଦ୍ରବ କରିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଥିବା ବେଳେ ସଂଧ୍ୟାରେ ଶିଖରଚଣ୍ଡୀ ନିକଟରେ 200 ଫୁଟର ରାସ୍ତାରେ ହାତୀପଲ ବୁଲୁଥିବାର ଦେଖିବାକୁ ମିଳିଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ…

୨୨ ନୁହେଁ ୨୩ରେ କଳାହାଣ୍ଡି ଆସିବେ ବିଜେପି ରାଷ୍ଚ୍ରୀୟ ସଭାପତି ଜେ.ପି ନଡ୍ଡା

କଳାହାଣ୍ଡି: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କ ଓଡ଼ିଶା ଗସ୍ତ ଦିନକ ପାଇଁ ଘୁଞ୍ଚାଇ ଦିଆଯାଇଛି। ପ୍ରଥମେ ଏହି ଗସ୍ତ ଜୁନ୍ ୨୨ରେ ହେବାକୁ ଥିବା ବେଳେ ଏବେ ଜୁନ୍ ୨୩ ସ୍ଥିର ହୋଇଛି। ନଡ୍ଡା କଳାହାଣ୍ଡି ଜିଲ୍ଲା ଗସ୍ତ କରିବାର ଉଦ୍ଦେଶ୍ୟ ଦଳର 'ଜନସମ୍ପର୍କ ଅଭିଯାନ'। ମୋଦୀ…

ବାହାନଗାର ବିକାଶ ପାଇଁ ବୈଷ୍ନବ ଦେଲେ ୨ କୋଟି

ବାଲେଶ୍ୱର: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଙ୍ଗଳବାର ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ବାହାନଗା ଗସ୍ତ କରିଛନ୍ତି। ଯେଉଁଠାରେ ନିକଟରେ କରମଣ୍ଡଳ ଟ୍ରେନ୍ ଦୁର୍ଘଟଣାର ଶିକାର ହେବାରୁ ଏଯାବତ ୨୯୨ ଜଣଙ୍କର ମୃତ୍ୟୁ ଘଟିଛି। ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ମନ୍ତ୍ରୀ ବାହାନଗା ବଜାର ଗସ୍ତ କରି…

ଆଉ ୪ ଜିଲ୍ଲାରେ ବଢିଲା ଗ୍ରୀଷ୍ମ ଛୁଟି ଅବଧି; ୨୪ ଯାଏ ସକାଳୁଆ ସ୍କୁଲ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଜୁନ ୨୧ ତାରିଖରେ ଖୋଲିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲେ ହେଁ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲାର ସମସ୍ତ ସ୍କୁଲ ୨୨ ତାରିଖରେ ଖୋଲିବ ବୋଲି କୁହାଯାଇଥିଲା । ଏହି ଦୁଇ…

ଏକାଦଶ ଶ୍ରେଣୀରେ ନାମଲେଖା ପାଇଁ ଆବେଦନ ଅବଧି ୨୬ ତାରିଖ ଯାଏ ବୃଦ୍ଧି

ଭୁବନେଶ୍ୱର: ଏକାଦଶ ଶ୍ରେଣୀ ପାଇଁ ସାମ୍ସ (SAMS) ପୋର୍ଟାଲ ଜରିଆରେ ଆବେଦନ ତାରିଖକୁ ବୃଦ୍ଧି କରାଯାଇଛି । ଜୁନ୍ ୨୦ ତାରିଖ ପରିବର୍ତ୍ତେ ଜୁନ୍ ୨୬ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ ଅବଧି ବୃଦ୍ଧି କରାଯାଇଥିବା ସୂଚନା ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପ୍ରଥମ ମେଧା ତାଲିକା…

ତାତିରୁ ତ୍ରାହି, କାଲିଠୁ ରାଜ୍ୟରେ ବର୍ଷା… ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଅସହ୍ୟ ତାତିରୁ ମିଳିବ ତ୍ରାହି । କାଲିଠୁ ରାଜ୍ୟରେ ହେବ ବର୍ଷା । ଏବେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଅଂଶ ସହ ଗ୍ୟାଙ୍ଗେଟିକ୍ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ୨ରୁ ୩ ଦିନ ମଧ୍ୟରେ ଛୁଇଁବା ପାଇଁ ପାଗ ଅନୁକୂଳ ରହିଛି । ପାଣିପାଗ ବିଭାଗର ଆକଳନ ଅନୁସାରେ,…

ପାତାଳୀ ଶ୍ରୀକ୍ଷତ୍ରରେ ରଥଯାତ୍ରା; ୨୦୦ ଫୁଟ ଉପରୁ ପହଣ୍ଡିରେ ଆସିଲେ ତିନି ଠାକୁୁର

ସୋନପୁର:ସୁବର୍ଣ୍ଣପୁର ଜିଲ୍ଲା ପାତାଳୀ ଶ୍ରୀକ୍ଷତ୍ରରେ ପାଳିତ ହୋଇଯାଇଛି ରଥଯାତ୍ରା ।   କୋଟ ସମଲାଇର ଛଳିଆ ପାହଡର ଶ୍ରୀମନ୍ଦିରରୁ  ଘୋଷଯାତ୍ରା ବାହାରି ଥିଲେ ଭାଇ ଭଉଣୀ ସହ ଶ୍ରୀଜଗନ୍ନାଥ  । ସବୁଜ ବନାନୀ ପରିବେଷ୍ଟିତ ଛଳିଆ ପାହଡର ଉପରୁ ତଳକୁ   ପହଣ୍ଡି ବିଜେ ହୋଇ ଆସିଥିଲେ ତିନି …

ବଡ଼ଦାଣ୍ଡରେ ଗଡ଼ିଲା ରଥ; ତାଳଧ୍ୱଜ ରଥ ଟଣା ବେଳେ ଠେଲାପେଲା, ୧୫ ଆହତ

ପୁରୀ: ବଡ଼ଦାଣ୍ଡରେ ଅଘଟଣ । ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା ପ୍ରଥମେ ଆରମ୍ଭ ହୋଇଥିଲା । ଗରମ ଓ ଗୁଳୁଗୁଳି ଭିତରେ ଭକ୍ତ ପ୍ରବଳ ଉତ୍ସାହର ସହ ତାଳଧ୍ୱଜକୁ ଟାଣି ନେଇଥିଲେ । ମରିଚିକୋଟ ଛକ ନିକଟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା । ୧୫ ଜଣ ଆହତ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା…

ପବିତ୍ର ଘୋଷଯାତ୍ରା: ୫୦ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ନିଶୁଳ୍କ ଆହାର

ପୁରୀ: ଆଜି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ରତ୍ନ ସିଂହାସନ ଛାଡି ବଡ଼ଦାଣ୍ଡକୁ ଓହ୍ଲାଇଛନ୍ତି ଶ୍ରୀଜିଉ। ଆଉ ଶ୍ରଜିଉଙ୍କ ଦର୍ଶନ ଲାଗି ଲାଗି ରହିଛି ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼। ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଛନ୍ତି ଶ୍ରଦ୍ଧାଳୁ। ଆଉ ଏହି ଶ୍ରଦ୍ଧାଳୁଙ୍କ ଲାଗି ପୁରୀରେ…