Latest Odisha News

BREAKING NEWS

Browsing Category

ଓଡିଶା

Odisha

‘BSKY ନବୀନ କାର୍ଡ’ ଶୁଭାରମ୍ଭ : ଉପକୃତ ହେବେ ୯୦ ପ୍ରତିଶତ ଲୋକ

ଭୁବନେଶ୍ବର : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା –ନବୀନ କାର୍ଡର ଶୁଭାରମ୍ଭ   କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟର ପ୍ରାୟ ୯୦ ପ୍ରତିଶତ ଲୋକ ଉପକୃତ ହେବେ । ପଇସା  ଅଭାବରୁ  ମୋ  ରାଜ୍ୟର  କେହି  କେବେ  ଉତ୍ତମ  ଚିକିତ୍ସା ରୁ…

ବଦଳିଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟର ନାଁ, ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ନାମରେ ହେଲା ନାମିତ

ଭୁବନେଶ୍ବର: ବଦଳିଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟର ନାଁ । ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ନାମରେ ହେଲା ନାମିତ । ଏବେ ଏହା ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ଭବାନୀପାଟଣା  ନାମରେ ପରିଚିତ ହେବ । ଏ ସଂକ୍ରାନ୍ତରେ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ…

ଶିମିଳିପାଳରେ ବାଘଙ୍କ ସୁରକ୍ଷା ଲାଗି ମୂତୟନ ହେବ ୧୪ ଅଲ ଓ୍ବେଦର କଷ୍ଟମାଇଜ୍ ବୋଲେରୋ

ମୟୁରଭଞ୍ଜ:  ଶିମିଳିପାଳରେ  ବ୍ୟାଘ୍ର ସୁରକ୍ଷା ଲାଗି ନୂଆ ପଦକ୍ଷେପ  । ମୂତୟନ ହେବେ ୧୪ ଅଲ ଓ୍ବେଦର କଷ୍ଟମାଇଜ୍ ବୋଲେରୋ । ସବୁଜ ରଙ୍ଗରେ ଏସବୁ ଗାଡିକୁ ସ୍ବତନ୍ତ୍ର ଭାବରେ ଶମିଳିପାଳ ପାଇଁ ଡିଜାଇନ୍ କରାଯାଇଛି । ଏବଂ ଏଗୁଡିକର ରିମୋଟ୍ କଣ୍ଟ୍ରୋଲ ସର୍ଚ୍ଚ ଲାଇଟ୍ ଖଞ୍ଜାଯାଇଛି ।…

ହିଞ୍ଜିଳାକାଟୁ କଲେଜରେ ସେକ୍ସ ରାକେଟ ଚାଲିଥିବା ଅଭିଯୋଗକୁ ଭିତ୍ତିହୀନ କହିଲା ଉଚ୍ଚ ଶିକ୍ଷା ବିଭାଗ

ଭୁବନେଶ୍ୱର: ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟରେ ସେକ୍ସ ରାକେଟ ଚାଲିଥିବା ନେଇ ଗଣମାଧ୍ୟମରେ ପ୍ରକାଶିତ ଖବରର ଜବାବ ଦେଇ ଉଚ୍ଚଶିକ୍ଷା ବିଭାଗ ଆଜି ସ୍ପଷ୍ଟ କରିଛି ଯେ ତଦନ୍ତ ବେଳେ ଏଭଳି କାର୍ଯ୍ୟକଳାପର କୌଣସି ପ୍ରମାଣ ମିଳିନାହିଁ। ବିଭାଗ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି…

ରାଜ୍ୟରେ ବଢୁଛି କରୋନା : ଆଜି ଆଉ ୫ ପଜିଟିଭ୍ ଚିହ୍ନଟ , ମୋଟ୍ ସଂଖ୍ୟା ୧୩କୁ ବୃଦ୍ଧି

ଭୁବନେଶ୍ବର : ବଢୁଛି କରୋନା ସଂକ୍ରମଣ  । ଆଜି ଆଉ ୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୧୩କୁ ବୃଦ୍ଧି ପାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଟେଷ୍ଟିଂ ବଢାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଟେଷ୍ଟିଂ…

ଓଡ଼ିଆ ୱେବ୍ ସିରିଜ୍ ‘ବାରଙ୍ଗ ୧୯୯୯’: ବିଷୟବସ୍ତୁକୁ ନେଇ ସାମ୍ନା କଲା ଲିଗାଲ୍ ନୋଟିସ୍

ଭୁବନେଶ୍ୱର: ଆଗାମୀ ଓଡ଼ିଆ ୱେବ୍ ସିରିଜ୍ 'ବାରଙ୍ଗ ୧୯୯୯'ର ବିଷୟବସ୍ତୁ କୁ ନେଇ ବିବାଦ ସୃଷ୍ଟି ହୋଇଛି। ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ରିଲିଜ ହୋଇଥିବା ଏହି ସିରିଜର ଟ୍ରେଲରରେ ଜଣେ ଗଣଦୁଷ୍କର୍ମ ପୀଡ଼ିତାଙ୍କ ସଂଘର୍ଷକୁ ଦର୍ଶାଯାଇଛି । ସେହି ବର୍ଷ ଗଣଦୁଷ୍କର୍ମ ଘଟଣାର ଶିକାର…

ଓ୍ବାଡେନ ଲକ୍ଷ୍ମୀ ମାଝି ମୃତ୍ୟୁ ଘଟଣା: ତଦନ୍ତ ପାଇଁ ରାୟଗଡାରେ ପହଞ୍ଚିଲେ କ୍ରାଇମବ୍ରାଞ୍ଚ ଟିମ୍

ରାୟଗଡା : ରାୟଗଡାରେ ଓ୍ବାଡେନ ଲକ୍ଷ୍ମୀ ମାଝି ଙ୍କ ମୃତ୍ୟୁ କାରଣ ସମ୍ପର୍କରେ ଜାରି ରହିଛି ଛାନଭିନ୍  । ତଦନ୍ତ ପାଇଁ ରାୟଗଡାରେ ପହଞ୍ଚିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍  । ସେମାନେ ଚନ୍ଦ୍ରପୁରର ମା ଗୃହକୁ ଯାଇ ତଦନ୍ତ କରିବା ନେଇ ସୂଚନା ରହିଛି । ଗତ ୨୧ ତାରିଖରେ ରାୟଗଡା ଜିଲ୍ଲା ଚନ୍ଦ୍ରପୁର…

କୋରାପୁଟରେ ଡଙ୍ଗା ଦୁର୍ଘଟଣା: ଜଣେ ମହିଳା ମୃତ, ୪ ଏବେ ବି ନିଖୋଜ

କୋରାପୁଟ: ଗୁରୁବାର ସନ୍ଧ୍ୟାରେ କିଛି ଗ୍ରାମବାସୀଙ୍କୁ ନେଇ ଯାଉଥିବା ଏକ ଦେଶୀ ଡଙ୍ଗା ତନସିଂହ ନଦୀରେ ବୁଡ଼ି ଯିବାରୁ ଜଣେ ମହିଳାଙ୍କର ଦୁର୍ଭାଗ୍ୟଜନକ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଏବେ ବି ନିଖୋଜ ଅଛନ୍ତି। ନିଖୋଜ ବ୍ୟକ୍ତିଙ୍କ ମଧ୍ୟରେ ତନସିଂହ ଗ୍ରାମର ଅନ୍ୟ ଜଣେ ମହିଳା, ଦୁଇ ଜଣ…

ସୁନ୍ଦରଗଡ଼ରେ ନାବାଳିକାର ବେଆଇନ ପ୍ରସବ କରାଇ ୪ ଗିରଫ

ସୁନ୍ଦରଗଡ଼: ଜଣେ ନାବାଳିକାଙ୍କୁ ଅନଧିକୃତ ପ୍ରସବ କରାଇବା ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରିଛନ୍ତି। ରାଉରକେଲା ଜରେଇକେଲାରେ ରହୁଥିବା ସଞ୍ଜିତ ମାହାତୋ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପରିସ୍ଥିତିର ମୁକାବିଲାର ଆବଶ୍ୟକତା ଅନୁଭବ କରି ସଞ୍ଜିତ…

ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ହାଉସ ସର୍ଜନଙ୍କ ଉପରେ ଆକ୍ରମଣରୁ ଉତ୍ତେଜନା

ବଲାଙ୍ଗୀର: ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ହାଉସ୍ ସର୍ଜନ ଛାତ୍ରଙ୍କୁ ଦୁର୍ବୃତ୍ତ ଆକ୍ରମଣ କରିବା ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମେଡିକାଲ କଲେଜ ନିକଟରେ ଘଟିଥିବା ଆକ୍ରମଣରେ ହସ୍ପିଟାଲର ଆଇସିୟୁରେ ଚିକିତ୍ସିତ ହେଉଥିବା ପୀଡ଼ିତା ଗୁରୁତର ଆହତ ହୋଇଛନ୍ତି। ଏହି…