Latest Odisha News

BREAKING NEWS

Browsing Category

ଓଡିଶା

Odisha

ଉପକୂଳରେ ଗୁଳୁଗୁଳି, ଜଳୁଛି ପଶ୍ଚିମ ଓଡ଼ିଶା; ୮ ସହରରେ ୪୪ ଡେଇଁଲା ପାରଦ

ଭୁବନେଶ୍ୱର: ଅସହ୍ୟ ଗରମରେ ଜଳୁଛି ପଶ୍ଚିମ ଓଡ଼ିଶା । ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଉପକୂଳବାସୀ । ଆଜି ପଶ୍ଚିମ ଓଡ଼ିଶାର ୮ ସହରର ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଥିବା ବେଳେ ୨୦ଟି ସହରରେ ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଛି । ଝାରସୁଗୁଡ଼ାରେ ରାଜ୍ୟର ସର୍ବାଧିକ ଦିନ ତାପମାତ୍ରା…

ମହିଳାଙ୍କ ସମ୍ମାନକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି: ପରସ୍ପର ଉପରେ ବର୍ଷିଲେ ଲେଖାଶ୍ରୀ-ଶ୍ରୀମୟୀ

ଭୁବନେଶ୍ୱର:  ମହିଳାଙ୍କ ସମ୍ମାନକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି । ଏହାକୁ ନେଇ ଆରମ୍ଭ ହୋଇଛି ବାକଯୁଦ୍ଧ, କାଦୁଅଫିଙ୍ଗା ।  ମହିଳାଙ୍କୁ ସବୁଠୁ ଅଧିକ ଅତ୍ୟାଚାର କରୁଥିବା ଦଳ ହେଉଛି ବିଜୁ ଜନତା ଦଳ । ମହିଳାଙ୍କୁ ଭୋଟବ୍ୟାଂକ ପାଇଁ ଅଧିକ ବ୍ୟବହାର କରୁଥିବା ଦଳ ହେଉଛି ବିଜୁ ଜନତା ଦଳ ।…

ରାଜ୍ୟ ସରକାରଙ୍କୁ ହିସାବ ମାଗିଲା ବିଜେପି: କୁଆଡେ ଗଲା ବିପର୍ଯ୍ୟୟ ପରିଚାଳନା ପାଇଁ ଆସିଥିବା ୧୨୧୫ କୋଟି ?

ଭୁବନେଶ୍ୱର: ବିପର୍ଯ୍ୟୟ ପରିଚାଳନା ପାଇଁ ଗତ ୧୨ ବର୍ଷରେ ରାଜ୍ୟର ୧୫ଟି ବିଭାଗକୁ ପର୍ଯ୍ୟାପ୍ତ ପରିମାଣର ଆର୍ଥିକ ଅନୁଦାନ ଦେଇଛନ୍ତି କେନ୍ଦ୍ର ସରକାର । ହେଲେ ତାର ଖର୍ଚ୍ଚ କାହିଁକି ଦେଉନାହାନ୍ତି ରାଜ୍ୟ ସରକାର ? କାହିଁକି ପଇଠ କରି ନାହାନ୍ତି ୟୁସି ? ୧୨୧୫.୭୧ କୋଟି ଟଙ୍କାର ହିସାବ ମିଳୁନି…

ବାହାନଗା ଟ୍ରେନ୍ ଦୁର୍ଘଟଣା, ମୃତଦେହର ଦାବିଦାର ନ ଆସିଲେ ବୈଜ୍ଞାନିକ ପଦ୍ଧତିରେ ହେବ ଶବ ସତ୍କାର

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିଲା । ଇତି ମଧ୍ୟରେ ୨୦୦ରୁ ଅଧିକ ମୃତଦେହକୁ ପ୍ରଶାସନ ମୃତକଙ୍କ ପରିବାରକୁ ହସ୍ତାନ୍ତର କରିଛି । ତଥାପି ଏବେ ବି ଭୁବନେଶ୍ୱର ଏମ୍ସରେ ରହିଛି ଆଉ ୮୧ଟି ମୃତଦେହ । ୮ ଦିନ ଧରି ମୃତଦେହ ଗୁଡ଼ିକୁ ସଂରକ୍ଷିତ ରଖା…

ବିଜେପିର ଜନସମ୍ପର୍କ ଅଭିଯାନ: ୧୦ ଦିନିଆ ଆସାମ ଗସ୍ତରେ ବୈଜୟନ୍ତ ପଣ୍ଡା

ଭୁବନେଶ୍ବର:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ୯ ବର୍ଷ କ୍ଷମତାରେ ରହିଲା ବିଜେପି ସରକାର ।  ୯ବର୍ଷ ପୂର୍ତ୍ତି ଅବସରରେ ବିଜେପି ପକ୍ଷରୁ ଆରମ୍ଭ ହୋଇଛି  ଦେଶବ୍ୟାପୀ ମହା ଜନସଂପର୍କ ଅଭିଯାନ  । ଏହି ଅଭିଯାନକୁ ସଫଳ କରିବା ପାଇଁ ୨୮୮ ଜଣ ବରିଷ୍ଠ ଜାତୀୟ ସ୍ତର…

କଟକ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାକୁ ଆଲର୍ଟ, ୩ ଘଣ୍ଟା ଧରି ଜାରି ରହିବ କାଳବୈଶାଖୀ

ଭୁବନେଶ୍ୱର: ଅସହ୍ୟ ଗରମ ଓ ଗୁଳୁଗୁଳି ଲାଗି ରହିଥିବା ବେଳେ କାଳବୈଶାଖୀ ନେଇ ପାଣିପାଗ ବିଭାଗ କଟକ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଆଗାମୀ ୩ ଘଣ୍ଟା ଯାଏ ଉପକୂଳ ଓଡ଼ିଶାର ଏହି ୩ ଜିଲ୍ଲାରେ କାଳବୈଶାଖୀ ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ…

ଦୁର୍ଘଟଣା ରୋକିବା ପାଇଁ ଟ୍ରେନ ପୂଜା; ମା’ କାଳିଙ୍କ ଫଟୋ ଏବଂ ନୀଳଚକ୍ର ବାନା ରଖି ପୂଜାର୍ଚ୍ଚନା

ପୁରୀ: ଦୁର୍ଘଟଣା ଯେମିତି ଟ୍ରେନର ପିଛା ଛାଡୁନି । ବାହାନଗା ରେଳ ଦୁର୍ଘଟଣା ପରେ ଚାଲିଛି ସିରିଜ ରେଳ ଦୁର୍ଘଟଣା । ରେଳ ଦୁର୍ଘଟଣା ରୋକିବା ପାଇଁ ପୁରୀ ରେଳ ଷ୍ଟେଶନ ୭ ନମ୍ବର ପ୍ଲାଟଫର୍ମରେ ଅଭିନବ ଉପାୟରେ  ଧାରଣା ଦିଆଯିବା ସହ  ଟ୍ରେନ ପୂଜା କରାଯାଇଛି । ପୁରୀ ଜଗନ୍ନାଥ ସେନା ପକ୍ଷରୁ…

୧୪ ତାରିଖ ଯାଏ ଅସହ୍ୟ ତାତି ଓ ଗୁଳୁଗୁଳିରୁ ନାହିଁ ତ୍ରାହି, ପଶ୍ଚିମ ଓଡ଼ିଶାକୁ ହିଟୱେଭ୍ ଆଲର୍ଟ

ଭୁବନେଶ୍ୱର: ଏଥର ରଜରେ ଜାଳିବ ଖରା ! ରାଜ୍ୟରେ ଲାଗି ରହିଥିବା ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିରୁ ଏବେ ତ୍ରାହି ମିଳିବନି । ପାଣିପାଗ ବିଭାଗ ପକ୍ଷରୁ ଆଜିର ଆକଳନ ଅନୁସାରେ, ରାଜ୍ୟରେ ହିଟୱେଭ୍ ସ୍ଥିତି ୧୪ ତାରିଖ ଯାଏ ଲାଗି ରହିବ । ୧୫ରୁ ହେବ କାଳବୈଶାଖୀ ବର୍ଷା । ୨୪ ଘଣ୍ଟାରେ…

ବାହାଘର ଭୋଜିରୁ ୭ ବର୍ଷର ଝିଅ ଚୋରି ଅଭିଯୋଗରେ ଜଣେ ଅଟକ

ସୋନପୁର: ବାହାଘର ଭୋଜିରେ ଛୁଆ ଚୋରି । ପାଣି ପାଉଚ୍ ଦେବା ବାହାନାରେ ୭ ବର୍ଷର ନାବାଳିକାର ଝଅକୁ ଚୋରି କରି ନେବା ବେଳେ ଧରାପଡ଼ିଛି ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଚିନାଜୁରୀ ପଞ୍ଚାୟତ ସାନ ନୂଆପାଲି ଗାଁରେ । ସୂଚନା ଅନୁଯାୟୀ,…

ବାହାନଗା ଷ୍ଟେସନରେ ଅଟକିବନି କୌଣସି ଟ୍ରେନ, କାରଣ କ’ଣ ଜାଣନ୍ତୁ

ବାଲେଶ୍ୱର:   ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ  ବାହାନଗା ରେଳ ଷ୍ଟେଶନରେ ଟ୍ରେନ ଚଳାଚଳ ସାମାନ୍ୟ ସ୍ୱାଭାବିକ ହେଉଥିବାବେଳେ  ପୁଣି ଏହା ଉପରେ  ଲାଗିଛି ବ୍ରେକ । ଏଣିକି ଏହି ଷ୍ଟେସନରେ ଅଟକିବନି କୌଣସି ଟ୍ରେନ ।  ପରବର୍ତ୍ତୀ ନୋଟିସ ମିଳିବା ପର୍ଯ୍ୟନ୍ତ ସେଠାରେ କୌଣସି ଟ୍ରେନ୍ ରହିବନି…