Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାୟପୁରରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ଉଦ୍ୟମର ପର୍ଦ୍ଦାଫାସ, ତ୍ରିକୋଣୀୟ ପ୍ରେମ ପାଇଁ କାଣ୍ଡ

ଝାରସୁଗୁଡ଼ା: ରାୟପୁରରେ ବ୍ୟବସାୟୀ ସନ୍ଦୀପ ଜୈନଙ୍କୁ ଗୁଳି କରି ହତ୍ୟା ଉଦ୍ୟମ ଘଟଣା । ଘଟଣା ପଛରେ ବ୍ୟବସାୟିକ ଶତ୍ରୁତା ନୁହେଁ ବରଂ ତ୍ରିକୋଣୀୟ ପ୍ରେମ ଥିବା ପୋଲିସର ସୂଚନା । ମାଷ୍ଟରମାଇଣ୍ଡ ଓ ୨ସହଯୋଗୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ । ମାଷ୍ଟରମାଇଣ୍ଡ ସୁନୀଲ କେଡ଼ିଆ,…

ପୂର୍ବତନ ରାଜ୍ୟପାଳ ଏମ୍ଏମ୍ ରାଜେନ୍ଦ୍ରନଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍‌ଏମ୍ ରାଜେନ୍ଦ୍ରନଙ୍କ ବିୟୋଗରେ ରାଜ୍ୟ ବିଜେପି ତରଫରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି । ଚେନ୍ନାଇର ଆପୋଲ ସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ସ୍ୱର୍ଗତଃ ରାଜେନ୍ଦ୍ରନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୮ବର୍ଷ ହୋଇଥିଲା…

ସ୍ଥାୟୀ ନିଯୁକ୍ତି ଦାବୀରେ ଆର.ବି.ଏସ.କେ ଆୟୁଷ ଡାକ୍ତରଙ୍କ ଚେତାବନୀ, ଦାବୀ ପୁରଣ ନହେଲେ ସମୂହ ଛୁଟିରେ ଯିବାକୁ ସଂଘର…

ଭୁବନେଶ୍ବର: ବାରମ୍ବାର ପ୍ରତିଶୃତି, ଆଲୋଚନା ପାଇଁ ସମୟ ଧାର୍ଯ୍ୟ, ତା ପରେ ପୁଣି ବାତିଲ । ସାମୂହ ଛୁଟିରେ ଯିବାକୁ ଆର.ବି.ଏସ.କେ ଆୟୁଷ ଡାକ୍ତରଙ୍କ ଚେତାବନୀ । ଜାତୀୟ ସ୍ବାସ୍ଥ୍ୟ ମିଶନ ଭଳି କେନ୍ଦ୍ରୀୟ ଯୋଜନା ଭିତ୍ତିକ ନିଯୁକ୍ତି ଯୋଗୁଁ ବର୍ଷ ବର୍ଷ ଧରି ଜଟିଳ ଓ ସମ୍ବେଦନଶୀଳ ସେବା ବିଶେଷ…

ପରଲୋକରେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ ଏମ ରାଜେନ୍ଦ୍ରନ

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ ଏମ ରାଜେନ୍ଦ୍ରନଙ୍କର ଶନିବାର ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ କିଛି ଦିନ ହେଲେ ଚେନ୍ନାଇ ଆପୋଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏମ ଏମ ରାଜେନ୍ଦ୍ରନ ୧୯୫୭ ବ୍ୟାଚ ଆଇଏଏସ ଟପ୍ପର ଥିଲେ ଏବଂ ପରେ ତାମିଲନାଡୁର ମୁଖ୍ୟ ଶାସନ…

ନିରାକାରପୁରରେ ରହଣି କରିବ ପ୍ରଶାନ୍ତି ଏକ୍ସପ୍ରେସ

ଭୁବନେଶ୍ବର : ଯାତ୍ରୀଙ୍କ ସୁବିଧା ପାଇଁ ଏଣିକି ନିରାକାରପୁରଠାରେ ରହଣି କରିବ ପ୍ରଶାନ୍ତି ଏକ୍ସପ୍ରେସ୍ । ୧୮୪୬୩/୧୮୪୬୪ ଭୁବନେଶ୍ୱର-ବେଙ୍ଗାଲୁରୁ-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସର ରହଣି ପାଇଁ ରେଳ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବେଙ୍ଗାଲୁରୁରୁ ଡିସେମ୍ବର ୨୯ ତାରିଖରେ ଛାଡି…

କଳିଙ୍ଗ ହସ୍ପିଟାଲ୍ ସମ୍ପ୍ରସାରଣ ଅନାବରଣ ଉତ୍ସବ: ଉଲ୍ଲେଖନୀୟ ରୋଗୀ ସେବା ପ୍ରତି ପ୍ରତିବଦ୍ଧତା

ଭୁବନେଶ୍ୱର: ରୋଗୀ ସେବାରେ ଉତ୍କର୍ଷତା ପ୍ରଦାନ ପାଇଁ ଉତ୍ସର୍ଗୀକୃତ ଓଡ଼ିଶାର ଅଗ୍ରଣୀ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ କଳିଙ୍ଗ ହସ୍ପିଟାଲ ଲିମିଟେଡ୍, ଭୁବନେଶ୍ୱର ପକ୍ଷରୁ ହସ୍ପିଟାଲର ସମ୍ପ୍ରସାରଣ ଅନାବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାର ଅତ୍ୟାଧୁନିକ ସୁବିଧାଗୁଡ଼ିକର ଉନ୍ମୋଚନ ଏବଂ…

ଫେରିଲା କରୋନା, ଫେରିଲା ମାସ୍କ : ରାଜ୍ୟରେ ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ

ଭୁବନେଶ୍ବର : କରୋନା କଡ ଲେଉଟାଇବା ପରେ ତତ୍ପର ହେଲା ସ୍ବାସ୍ଥ୍ୟ ବିଭାଗ  । ଆଜି ରାଜ୍ୟରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତତ୍ପରତା ପ୍ରକାଶ ପାଇଛି । କରୋନା ପାଇଁ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ବୟସ୍କ ଓ ବହୁବିଧ…

ଘର ଛାଡିବାକୁ କହିବାରୁ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ନିର୍ମାମ ହତ୍ୟା

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବାଉଁଶପାଳ ଗାଁ ଶଅର ସାହିରେ ହତ୍ୟା । ଘର ଛାଡିବାକୁ କହିବାରୁ ଯୁବକଙ୍କୁ ପିଟି ପିଟି ହତ୍ୟା କଲା ମଦ୍ୟପ ଯୁବକ । ମୃତକ ଜଣଙ୍କ ହେଉଛନ୍ତି ବାଉଁଶପାଳ ଶଅରସାହିର ରୋହିତ ପ୍ରଧାନ । ସୂଚନା ଅନୁସାରେ, ରୋହିତ ଆଜକୁ ବର୍ଷେ ତଳେ…

ଭାରତର ଏହି ସ୍ଥାନରେ ଖୁବ୍ ଧୁମଧାମରେ ପାଳନ କରାଯାଏ ଖ୍ରୀଷ୍ଟମାସ୍, ଆପଣ ମଧ୍ୟ ଚାହିଁଲେ ହୋଇପାରିବେ ସାମିଲ

ଭୁବନେଶ୍ଵର: ଶାନ୍ତି, ପ୍ରେମ ଓ ଖୁସିର ବାର୍ତ୍ତା ନେଇ ପ୍ରତିବର୍ଷ ୨୫ ଡିସେମ୍ବରରେ ମେରୀ ଖ୍ରୀଷ୍ଟମାସ ପାଳନ କରାଯାଏ । ପ୍ରତିବର୍ଷ ପ୍ରଭୁ ଯୀଶୁଙ୍କ ଜନ୍ମଦିନରେ ସାଣ୍ଟା କ୍ଲଜ୍ ମଧ୍ୟ ଖୁସି ବଣ୍ଟନ କରନ୍ତି ଏବଂ ପିଲାମାନଙ୍କୁ ଉପହାର ଦିଅନ୍ତି । ଲମ୍ବା ଧଳା ଦାଢ଼ି, ନାଲି ପୋଷାକ, ହାତରେ…

ସାଂସ୍କୃତିକ ନୃତ୍ୟର ତାଳେ ତାଳେ ଝୁମୁଛନ୍ତି ଗୁଣୁପୁରବାସୀ, ଚଇତି ଇଡିତାଲର ପ୍ରଥମ ଦିନରେ ଯୋଗ ଦେଲେ ଆଦିବାସୀ ମନ୍ତ୍ରୀ…

ରାୟଗଡା: ଗୁଣୁପୁର ସଦର ଚଇତି ମଣ୍ଡପରେ ଚାଲିଛି ରାୟଗଡା ଜିଲ୍ଲାର ଲୋକ ମହୋତ୍ସବ ଚଇତି ଇଡିତାଲ । ମନ ମୋହୁଛି ରଙ୍ଗ ବେରଙ୍ଗର ଆଲୋକମାଳା ସହ ସାଂସ୍କୃତିକ କାର୍ଯ୍ୟକ୍ରମ । ସାଂସ୍କୃତିକ ନୃତ୍ୟର ତାଳେ ତାଳେ ଝୁମୁଛନ୍ତି ଗୁଣୁପୁରବାସୀ । ଲୋକମହୋତ୍ସବ ଚଇତି ଇଡିତାଲର ପ୍ରଥମ ଦିନରେ ଯୋଗ ଦେଇଥିଲେ…