Latest Odisha News

BREAKING NEWS

Browsing Category

ଓଡିଶା

Odisha

Operation Anweshan:ଓଡ଼ିଶା ପୋଲିସକୁ ବଡ ସଫଳତା;୧୦୧ ଶିଶୁ ଉଦ୍ଧାର,ସର୍ବାଧିକ ୩୦ ଶିଶୁ ପଶ୍ଚିମବଙ୍ଗରୁ…

ଭୁବନେଶ୍ୱର:ଅନ୍ୟ ରାଜ୍ୟରେ ନିଖୋଜ ଓ ଚାଲାଣ ହୋଇଥିବା ଓଡ଼ିଆ ଶିଶୁଙ୍କୁ ଠାବ କରି ଉଦ୍ଧାର କରିବାରେ ସଫଳତା ଅର୍ଜନ କରିଛି ଓଡ଼ିଶା ପୋଲିସ । କ୍ରାଇମବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା (CAW & CW) ପକ୍ଷରୁ ହୋଇଥିବା ଅଭିଯାନ ଅପରେସନ୍ ଅନ୍ୱେଷଣ ଦ୍ବାରା ମୋଟ ୧୦୧ ଜଣ…

ନବୋଦୟ ବିଦ୍ୟାଳୟ ଶିକ୍ଷକଙ୍କ ମାଡ଼ରେ ଭାଙ୍ଗିଗଲା ଛାତ୍ରଙ୍କ ଦାନ୍ତ; ଚିକିତ୍ସାଳୟରେ ଭର୍ତ୍ତି

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଜଣେ ପିଇଟି ଶିକ୍ଷକଙ୍କ ମାଡ଼ରେ ଛାତ୍ର ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲାର ବଘିଆପଡା ଜବାହର ନବୋଦୟ ବିଦ୍ୟାଳୟରେ ଆଜି ସକାଳେ ଏଭଳି ଘଟଣା ଘଟିଛି । ସୂଚନାମୁତାବକ ଆଜି ସକାଳ ପ୍ରାୟ ୭ଟା ବେଳେ ପିଇଟି ଶିକ୍ଷକ ଆଜାଦ ଶତପଥୀ ବାଡ଼ିରେ ମାରିବାରୁ ତାହା…

ଟିପିଏନ୍‌ଓଡ଼ିଏଲ୍‌ର ‘ସୌର ରଥ’ ଅଭିଯାନ ଶୁଭାରମ୍ଭ: ରୁଫ୍‌ଟପ୍ ସୋଲାର ଆପଣାଇବାରେ ବାଲେଶ୍ୱର ରାଜ୍ୟରେ ପ୍ରଥମ

ବାଲେଶ୍ୱର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦ୍ଦନ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନଓଡିଏଲ୍) ପକ୍ଷରୁ 'ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା' ଅଧୀନରେ ରୁଫ୍‌ଟପ୍ ସୋଲାର ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ସହ ଏହାର ବ୍ୟବହାରକୁ…

UAE ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ନିବେଶ ପାଇଁ ଆମନ୍ତ୍ରଣ

ଭୁବନେଶ୍ୱର: ୟୁଏଇର ମନ୍ତ୍ରୀ ଅବ୍ଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସାକ୍ଷାତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୟୁଏଇର କ୍ୟାବିନେଟ୍ ସଦସ୍ୟ ତଥା ଅର୍ଥନୀତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଏବଂ ଅନ୍ତର୍ଜାତୀୟ ବିନିଯୋଗ ପରିଷଦର ଅଧ୍ୟକ୍ଷ ମହାମହିମ…

ପାରାଦୀପ ବନ୍ଦରରେ ଦୁଇଟି ଡ୍ରାଏ ବଲ୍‌କ ବର୍ଥ ବିକାଶ ପାଇଁ ଲେଟର୍‌ ଅଫ୍‌ ଆୱାର୍ଡ ହାସଲ କଲା ଆଦାନୀ ପୋର୍ଟସ୍‌ ଆଣ୍ଡ୍‌…

ଭୁବନେଶ୍ୱର: ଭାରତର ସର୍ବବୃହତ ସମନ୍ୱିତ ପରିବହନ ଅପରେଟର ଆଦାନୀ ପୋର୍ଟସ୍ ଆଣ୍ଡ୍ ସ୍ପେଶାଲ୍ ଇକୋନୋମିକ୍ ଜୋନ୍ ଲିମିଟେଡ୍ (APSEZ) ସର୍ବୋଚ୍ଚ ବିଡ୍ର ଭାବରେ ଉଭା ହୋଇଛି। ପାରାଦୀପ ବନ୍ଦରରେ ଦୁଇଟି ଡ୍ରାଏ ବଲ୍‌କ ବର୍ଥର ବିକାଶ ଏବଂ ପରିଚାଳନା ପାଇଁ ପୁରସ୍କାର ପତ୍ର (LoA) ପାଇଛି। ସିକ୍ୟୁ-୧…

ପୂର୍ବତନ PACS ସେକ୍ରେଟାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ, ୧୪.୨୨ ଲକ୍ଷ ହେରଫେର

ଭୁବନେଶ୍ୱର: ଆର୍ଥିକ ଅନିୟମିତତା ବିରୁଦ୍ଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଓଡ଼ିଶା ଭିଜିଲାନ୍ସ ଗୁରୁବାର ଦିନ ବଲାଙ୍ଗୀର ଜିଲ୍ଲାର ବେଲପଡ଼ା ବ୍ଲକ୍ ଅନ୍ତର୍ଗତ 'ଯୁବ ପ୍ରାଥମିକ କୃଷି ସମବାୟ ସମିତି' (PACS) ଲିମିଟେଡର ପୂର୍ବତନ ସେକ୍ରେଟାରୀ ଚିନ୍ତାମଣି ମଲ୍ଲିକଙ୍କୁ ଗିରଫ କରିଛି।…

ଓରାଙ୍ଗଉଟାନଙ୍କୁ ନେଇ RCCFଙ୍କ ବଡ଼ ସୂଚନା: ପଶ୍ଚିମବଙ୍ଗରୁ ସ୍ଥଳପଥ ଦେଇ ହେଉଥିଲା ଚାଲାଣ

ଭୁବନେଶ୍ୱର: ରହସ୍ୟ ବଢ଼ାଉଛନ୍ତି ବଣ ମଣିଷ। ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗ ଉଟାନ୍ ମିଳିବା ପରେ ଏସଟିଏଫ ତନାଘନା କରୁଛି। ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ଓ ଉଦୟପୁର ବୋର୍ଡରରେ ଛାନଭିନ ଆରମ୍ଭ କରିଛି STF । ବାଲେଶ୍ବର ଭୋଗରାଇରେ ଓରାଙ୍ଗଉଠାନ ଠାବ ପରେ ବିଭିନ୍ନ ଦିଗକୁ ନେଇ ପଚରା ଉଚରା ସହ…

ଓଡ଼ିଶା ଉପକୂଳରେ ପ୍ରବଳ ପବନ ବହିବ, ଘଣ୍ଟା ପ୍ରତି ୬୦ କିମି…

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ରକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ (IMD) ଆଗାମୀ ୪୮ ଘଣ୍ଟା ପାଇଁ ପବନ ସମ୍ବନ୍ଧୀୟ ସତର୍କତା ଜାରି କରିଛି। IMD ଅନୁଯାୟୀ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ବାଂଲାଦେଶ, ପଶ୍ଚିମବଙ୍ଗ,…

ସ୍କୁଲ ପରିସରରେ ମଦ୍ୟପାନ ଘଟଣା; ପ୍ରଧାନଶିକ୍ଷକ ନିଲମ୍ବିତ

ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ବିଦ୍ୟାଳୟ ପରିସର ମଧ୍ୟରେ ମଦ୍ୟପାନ କରିବା ଅଭିଯୋଗରେ ନିଲମ୍ବିତ କରାଯାଇଛି। ଡେରାବିଶ ବ୍ଲକ ଅନ୍ତର୍ଗତ କୁରୁଜଙ୍ଗା ଗ୍ରାମ ପଞ୍ଚାୟତର ଅମ୍ବୁରା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏହି…