Latest Odisha News

BREAKING NEWS

Browsing Category

ଓଡିଶା

Odisha

ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଭୁବନେଶ୍ୱର କ୍ୟାମ୍ପସରେ ଭୌଗଳିକ କର୍ମଶାଳା

ଭୁବନେଶ୍ୱର: ସେଞ୍ଚୁରିଅନ୍ ୟୁନିଭରସିଟି ଜଟଣୀ କ୍ୟାମ୍ପସ ପରିସରରେ ପ୍ୟାନ୍ ଇଣ୍ଡିଆ (ଟ୍ରିମ୍ବଲ୍) ସହଯୋଗିତାରେ ଦୁଇ ଦିନିଆ କର୍ମଶାଳା ଆୟୋଜିତ ହୋଇ ଯାଇଛି । ଏହି କର୍ମଶାଳାକୁ କ୍ୟାମ୍ପସ୍ ନିର୍ଦ୍ଦେଶକ ପ୍ରଫେସର ଜଗନ୍ନାଥ ପାଢ଼ୀ ଓ ଡିନ୍ ଡକ୍ଟର ସୁଜତା ଚକ୍ରବର୍ତ୍ତୀ ଉଦଘାଟନ କରିଥିଲେ ।…

ଅଗ୍ନି-୧ ମିସାଇଲର ଟ୍ରେନିଂ ଲଞ୍ଚ ସଫଳ

ଭୁବନେଶ୍ୱର: ଗୁରୁବାର ଓଡ଼ିଶା ଉପକୂଳରୁ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ବାଲିଷ୍ଟିକ ମିସାଇଲ୍ ଅଗ୍ନି-୧ର ପରୀକ୍ଷଣ ସଫଳ ହୋଇଛି । ଏପିଜେ ଅବଦୁଲ୍ କାଲାମ ଦ୍ୱୀପରୁ ହୋଇଥିବା ଟ୍ରେନିଂ ଲଞ୍ଚ ସଫ ହୋଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟର ଷ୍ଟ୍ରାଟେଜିକ୍ ଫୋର୍ସେସ୍ କମାଣ୍ଡ ପକ୍ଷରୁ ସୂଚନା ମିଳିଛି ।…

ଜୁଲାଇ ସୁଦ୍ଧା ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ କାମ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ୫ଟି ଉପକ୍ରମରେ ବରମୁଣ୍ଡା ବସ୍‌ ଟର୍ମିନାଲର ହେଉଛି ରୂପାନ୍ତର । ଏହି କାମର ଅଗ୍ରଗତି ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କେ ପାଣ୍ଡିଆନ ଆଜି ଅପରାହ୍ଣରେ ବରମୁଣ୍ଡା ସ୍ଥିତ ନିର୍ମାଣଧୀନ ଆନ୍ତଃରାଜ୍ୟ ବସ୍‌…

ଗ୍ରେଡ୍ ପେ’ ବୃଦ୍ଧି ଦାବିରେ ସରକାରୀ କର୍ମଚାରୀ ସଂଘର ଅନିର୍ଦ୍ଦିଷ୍ଟ କାଳ ଆନ୍ଦୋଳନ

ଭୁବନେଶ୍ୱର: ଗୁରୁବାର ବହୁ କର୍ମଚାରୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ସାମୂହିକ ଛୁଟି ଘୋଷଣା କରି ଆନ୍ଦୋଳନକୁ ଓହ୍ଲାଇଥିବାରୁ ସାରା ରାଜ୍ୟରେ ସରକାରୀ କାର୍ଯ୍ୟାଳୟଗୁଡ଼ିକ ବାଧାପ୍ରାପ୍ତ ହୋଇଛି। ନିଜର ଗ୍ରେଡ୍ ପେ' ବୃଦ୍ଧି ଦାବିରେ କର୍ମଚାରୀମାନେ ଏଭଳି ପଦକ୍ଷେପ ନେବା ଫଳରେ ରାଜ୍ୟର ବିଭିନ୍ନ…

ମାଲକାନଗିରିରେ କାଳବୈଶାଖୀ ତାଣ୍ଡବ, ସତୀଗୁ଼ଡ଼ା ଡ୍ୟାମରେ ଡଙ୍ଗା ବୁଡ଼଼ି ୨ ନିଖୋଜ

ମାଲକାନଗିରି: ମାଲକାନଗିରିରେ କାଳବୈଶାଖୀ ବର୍ଷା ତାଣ୍ଡବ ରଚିଛି । ଗୁରୁବାର ଅପରାହ୍ଣରେ ହୋଇଥିବା କାଳବୈଶାଖୀରେ ଭାଙ୍ଗି ଯାଇଛି ନିର୍ମାଣାଧୀନ ଏୟାରଷ୍ଟ୍ରିପର ପାଚେରି । ଅପରାହ୍ଣରେ ପାଚେରି କାମ ଚାଲିଥିବା ବେଳେ ହଠାତ୍ ବର୍ଷା ସହ ଜୋରରେ ପବନ ବୋହିଥିଲା । ପାଚେରି ଭୁଶୁଡ଼ି ଯିବା ଫଳରେ ୨…

ରାସ୍ତାରେ ଫାଟିଗଲା ଆମ୍ବୁଲାନ୍ସ ଟାୟାର, ଚିକିତ୍ସା ନପାଇ ପ୍ରାଣ ହରାଇଲା ରୋଗୀ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରୁ ଭବାନୀପାଟଣା ଯାଉଥିବା ୧୦୮ ଆମ୍ବୁଲାନ୍ସର ଟାୟାର ଜୁନାଗଡ଼ ନିକଟସ୍ଥ ହାତୀ ନଦୀ ପୋଲ ଉପରେ ଫାଟି ହୋଇଯିବାରୁ ଗୁରୁବାର ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ଖାଲି ସେତିକି ନୁହେଁ, ଟାୟାରଟି ଫାଟିବା ପୂର୍ବରୁ ଗାଡିରେ ଥିବା ଅନ୍ୟ ଏକ ଟାୟାର ଲିକ ଥିବା…

ପ୍ରତାପ ସାମଲଙ୍କ ୧୧.୩୫ କୋଟିର ସମ୍ପତ୍ତି ଆଟାଚ୍ କଲା ଇଡି

ଭୁବନେଶ୍ୱର: ଓଡ଼ିଶା ପୋଲିସ୍ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର ପୂର୍ବତନ ଡେପୁଟି ମ୍ୟାନେଜରଙ୍କ ୧୧.୩୫ କୋଟି ମୂଲ୍ୟର ସମ୍ପତ୍ତି ଆଟାଚ୍ କରିଛି ଇଡି । ମନି ଲଣ୍ଡରିଂ ମାମଲାରେ ପ୍ରତାପ ଓ ତାଙ୍କ ପରିବାରର ଆୟ ବହିର୍ଭୂତ ସମ୍ପତ୍ତି ଆଟାଚ୍ ହୋଇଛି । ୨୦୨୧  ନଭେମ୍ବର ୧୦ ତାରିଖରେ…

ରାଜଧାନୀରେ ରହିପାରିବେନି ନିଶା ବେପାରୀ, କମିସନରେଟ ପୋଲିସର ସ୍ୱତନ୍ତ୍ର ଅଭିଯାନ

ଭୁବନେଶ୍ୱର: ରାଜଧାନୀରେ ବଢ଼ୁଥିବା ନିଶା କାରବାରର ମୁକାବିଲା ପାଇଁ କମିସନରେଟ୍ ପୁଲିସ ଘୋଷଣା କରିଛି ଯେ, ନିଶା ବେପାରୀମାନେ ଆଉ ରାଜଧାନୀରେ ରହିପାରିବେ ନାହିଁ। କୌଣସି ବ୍ୟକ୍ତି ଯଦି ଡ୍ରଗ୍ସ ବିକ୍ରି କରୁଥିବା ବେଳେ ଧରାପଡ଼ନ୍ତି ତେବେ ତାଙ୍କୁ ଛଅ ମାସ ପାଇଁ ରାଜଧାନୀରୁ ବାହାରେ ରହିବେ।…

ଦଳ ଛାଡିବେ ଅସନ୍ତୁଷ୍ଟ: ବିଜେଡି-ବିଜେପି ପରସ୍ପରକୁ ଟାର୍ଗେଟ କରିବା ପରେ ତେଜିଲା ରାଜନୈତିକ ଚର୍ଚ୍ଚା

ଭୁବନେଶ୍ୱର: ଶାସକ ବିଜୁ ଜନତା ଦଳର ପ୍ରାୟ ୮୦ ପ୍ରତିଶତ ନେତୃତ୍ୱ ଦଳରୁ ବାହାରିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ବୋଲି ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ଓଡ଼ିଶାରେ ରାବଣ ରାଜର…

ବନ୍ଧନ ବ୍ୟାଙ୍କ ମ୍ୟାନେଜର ସାଇବର ଠକେଇର ଶିକାର, ଜମତରାରୁ ଗିରଫ ହେଲା ଅଭିଯୁକ୍ତ

ଅନୁଗୁଳ: ବନ୍ଧନ ବ୍ୟାଙ୍କର ମ୍ୟାନେଜରଙ୍କଠାରୁ ପ୍ରାୟ ୭ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଗୁରୁବାର ଝାଡ଼ଖଣ୍ଡରେ ଜଣେ ସାଇବର ଠକ ଧରାପଡ଼ିଛି। ଝାଡ଼ଖଣ୍ଡର ଜମତରା ଅଞ୍ଚଳରେ ଅନୁଗୁଳ ପୁଲିସ ଟିମ୍ ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତକୁ ଏବେ ଓଡ଼ିଶା ଫେରାଇ ଅଣାଯାଉଛି। ଜମତରା ସାଇବର କ୍ରାଇମ୍ ବ୍ରାଞ୍ଚ…