Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଜେପି ଦେଲା ଧମକ: ଆଦିବାସୀ ଜମି ହସ୍ତାନ୍ତର ବିଲ ସଂପୂର୍ଣ୍ଣ ପ୍ରତ୍ୟାହାର ନ ହେଲେ ଡିସେମ୍ବର ୧ରୁ ଜନ ଅନ୍ଦୋଳନ

ଭୁବନେଶ୍ୱର:ଆଦିବାସୀଙ୍କ ଜମି ଲୁଟିବାକୁ ଚକ୍ରାନ୍ତ କରୁଛନ୍ତି । ସାଧାରଲ ଲୋକ ଓ ଶିଳ୍ପପତି କିପରି ଆଦିବାସୀଙ୍କ ଜମିକୁ ହଡପ କରିବେ ସେଥିପାଇଁ ସୁୁୁଚିନ୍ତିତ ଯୋଜନା କରୁଥିଲେ ସରକାର । ହେଲେ ବିରୋଧି ତାହା କରିବାକୁ ଦେବେନି । ଏ ନିଷ୍ପତ୍ତି ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ । ଯଦି ନ…

କଂଗ୍ରେସର ନିର୍ବାଚନୀ ପ୍ରତିଶ୍ରୁତି: କ୍ଷମତାକୁ ଆସିଲେ ରାଜ୍ୟରେ ଜାତିଭିତିକ ଜନଗଣନା କରାଇବୁ 

ଭୁବନେଶ୍ୱର:ଓଡ଼ିଶା ସରକାର ଓବିସି କମିଶନ ଗଠନ କରି ତରବରିଆ ଭାବେ ଯେଉଁ ସର୍ଭେ କରିଛନ୍ତି ସେଥିରେ ଅନେକ ସଂପ୍ରଦାୟ ବାଦ ପଡ଼ିଯାଇଛନ୍ତି । ଘରକୁ ଘର ବୁଲି ଠିକ୍ ଭାବରେ ସର୍ଭେ କରାଯାଇନାହିଁ । ଆମ ଜନସଂଖ୍ୟାରେ ସମ୍ପୂର୍ଣ୍ଣ ସାମାଜିକ ଓ ଅର୍ଥନୈତିକ ଚିତ୍ରର ସ୍ପଷ୍ଟତା ପାଇବାପାଇଁ କଂଗ୍ରେସ ଦଳ…

ଧାନ କାଟିବାକୁ ଆନ୍ଧ୍ର ଚାଲାଣ ବେଳେ ୨୧ ଶିଶୁ ଶ୍ରମିକ ଉଦ୍ଧାର

କୋରାପୁଟ: ଧାନ କାଟିବା ପାଇଁ ଆନ୍ଧ୍ରକୁ ଚାଲାଣ କରାଯାଉଥିବା ୨୧ ଶିଶୁ ଶ୍ରମିକ ଉଦ୍ଧାର । ଘଟଣାରେ ୩ ଜଣ ଦଲାଲଙ୍କୁ ଗିରଫ କରାଯାଇଥିବାବେଳେ, କୋର୍ଟ ଚାଲାଣ କରାଯିବ । ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟରେ । ସମସ୍ତ ଉଦ୍ଧାର ଶିଶୁ ଶ୍ରମିକଙ୍କ ଘର କୋରାପୁଟ ଜିଲ୍ଲାର ଦାମନଯୋଡ଼ି,…

ବିରୋଧୀଙ୍କ ପ୍ରଶ୍ନ: ଭୟରେ ନା କାହା ଚାପରେ ଶୀତକାଳୀନ ଅଧିବେଶନ ବନ୍ଦ କଲେ ସରକାର ?

ଭୁବନେଶ୍ୱର: ହଠାତ ବନ୍ଦ ହୋଇଗଲା ବିଧାନସଭାର ଶୀତକାଳୀନ ଅଧିବେଶନ । ବିରୋଧି ସ୍ତବ୍ଧ । ୩୦ଦିନର କାର୍ଯ୍ୟକ୍ରମ ୪ ଦିନରେ ସାରିଦେଲେ ? ହେଲେ କାହିଁକି ? ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ । ପ୍ରଶ୍ନତାଲିକା ସଜାଡି ରଖିଥିଲେ ବିରୋଧି । ସରକାରଙ୍କୁ ଘେରିବା ପାଇଁ କେତେ ରଣନୀତି ପ୍ରସ୍ତୁତ…

ଅସୁସ୍ଥ ହାତୀର ମୃତ ଦେହ ଉଦ୍ଧାର, ନର୍ଲା ରେଞ୍ଜରୁ ଠାବ କଲା ବନବିଭାଗ

କଳାହାଣ୍ଡି: ଅସୁସ୍ଥ ହାତୀର ମୃତ ଦେହ ଉଦ୍ଧାର । ନର୍ଲା ରେଞ୍ଜରୁ ଠାବ କଲା ବନବିଭାଗ । ବିଳମ୍ବିତ ରାତିରେ ମୃତ୍ୟୁ ହୋଇଥିବା ସନ୍ଦେହ । କିଛି ଦିନ ହେବ ଅସୁସ୍ଥ ହାତୀକୁ ଚିକିତ୍ସା କରୁଥିଲେ ବନ୍ୟ ପ୍ରାଣୀ ଚିକିତ୍ସକ ଓ କର୍ମଚାରୀ । ସୂଚନା ଅନୁସାରେ, ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅଧିନରେ…

ଜନଜାତି ଯୁବ ବିନିମୟ କାର୍ଯ୍ୟକ୍ରମ; କଳାହାଣ୍ଡିରୁ କଲିକତା ଗଲେ ୨୦ ଯୁବକ ଯୁବତୀ

ଭବାନୀପାଟଣା: କଳାହାଣ୍ଡିରେ ଥିବା କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟର ୨୪ ବାଟାଲିୟନ ସିଆରପିଏଫ୍ ଏବଂ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ କଳାହାଣ୍ଡି ଜିଲ୍ଲା ନେହେରୁ ଯୁବକେନ୍ଦ୍ରର ମିଳିତ ସହଯୋଗରେ ଜିଲ୍ଲାର ୨୦ ଜଣ ଯୁବକ ଯୁବତୀ ପଶ୍ଚିମବଙ୍ଗର କଲିକତା ଯାତ୍ରା…

ରାଜ୍ୟର ପ୍ରଥମ ସରକାରୀ ବିଶ୍ବବିଦ୍ୟାଳୟ ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ A++ ମାନ୍ୟତା

କଟକ: ରାଜ୍ୟର ପ୍ରଥମ ସରକାରୀ ବିଶ୍ବବିଦ୍ୟାଳୟ ଭାବେ କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟକୁ  NAAC  A++ ମାନ୍ୟତା ମିଳିଛି । ନାକ୍ ଟିମର ପରିଦର୍ଶନ ପରେ ପ୍ରଥମ ଥର ପାଇଁ ବିଶ୍ୱବିଦ୍ୟାଳୟକୁ ଏହି ମାନ୍ୟତା ମିଳିଛି । କିଛି ଦିନ ତଳେ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିଲା ନାକ୍ ଟିମ୍ । ନାକ୍‌…

ନୟାଗଡରେ କାର-ବାଇକ ମୁହାଁମୁହିଁ ଧକ୍କା, ୩ ମୃତ

ନୟାଗଡ: ନୟାଗଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର-ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ୩ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ମୃତକମାନେ ହେଲେ ଦୀପକ ମେଦେନି ରାୟ, ପରମେଶ୍ବର ଜାନି ଓ ଗୋକୁଳା ନନ୍ଦ ନାୟକ । ସୂଚନା ଅନୁସାରେ, ଆଜି (ଶନିବାର) ଅପରାହ୍ନ ସମୟରେ…

ଆସ ବୁଲିଯିବା ଓଡିଶା:ପ୍ରାକୃତିକ ସୈାନ୍ଦର୍ଯ୍ୟ ଭୂସ୍ୱର୍ଗ, ସାତକୋଶିଆ ଅଭୟାରଣ୍ୟ

ବୌଦ୍ଧ: ଶୀତଋତୁ ଆଗମନରେ ଚଳଚଞ୍ଚଳ ହେଉଛି ପ୍ରତ୍ୟେକ ପର୍ଯ୍ୟଟନସ୍ଥଳୀ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ପର୍ଯ୍ୟଟନ କ୍ଷେତ୍ରର ସୁନ୍ଦରତା ଉପଭୋଗ କରିବା ପାଇଁ କାହିଁ କେତେ ଦୂରରୁ ପର୍ଯ୍ୟଟକମାନେ ଧାଇଁ ଆସିଥାନ୍ତି । ଭୋଜିଭାତ ସାଙ୍ଗକୁ ପ୍ରକୃତିର ଶୋଭାରାଜିର ଭରପୁର ମଜ୍ଜା ନେଇଥାନ୍ତି…

ଅବକାରୀ ଅଧୀକ୍ଷକ ଗିରଫ : ଠାବ ହେଲା ଆୟଠାରୁ ୨୦୮ ପ୍ରତିଶତ ଅଧିକ ସମ୍ପତ୍ତି

ନବରଙ୍ଗପୁର : ନବରଙ୍ଗପୁର ଅବକାରୀ ଅଧୀକ୍ଷକ ଗଙ୍ଗା ପାଇକରାୟ ଗିରଫ  । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି । ଗଙ୍ଗା ପାଇକରାୟଙ୍କର ନିଜ ଆୟ ଠାରୁ ୨୦୮ ପ୍ରତିଶତ ଅଧିକ ସମ୍ପତ୍ତି ରହିଛି  । ଗଙ୍ଗାଙ୍କ ପତ୍ନୀଙ୍କ ନାଁରେ ବି ମାମଲା ରୁଜ୍ଜୁ…