Latest Odisha News

BREAKING NEWS

Browsing Category

ଓଡିଶା

Odisha

ବଙ୍ଗୋପସାଗରରେ ବାତ୍ୟା ‘ମୋକା’ ; ମଧ୍ୟରାତ୍ର ସୁଦ୍ଧା ଭୀଷଣ ବାତ୍ୟା ରୂପ ନେବ

ଭୁବନେଶ୍ୱର: ବାତ୍ୟାର ରୂପ ନେଇଛି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ  ।  ଗଭୀର ଅବପାତରେ ପରିଣତ ହେବା ପରେ ଆଜି ସକାଳେ ବାତ୍ୟାର ରୂପ ନେଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଟୁଇଟ କରି କୁହାଯାଇଛି । ବିଭାଗୀୟ ସୂଚନା ଅନୁଯାୟୀ, ସାଇକ୍ଲୋନିକ ଷ୍ଟର୍ମ ବା ବାତ୍ୟା ମୋକା…

ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ

ଭୁବନେଶ୍ୱର: ବୁଧବାର ୪ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଦିଲ୍ଲୀ ପହଁଚିବା ପରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଥିବା ଜଣାପଡ଼ିଛି। ଏହି ଗସ୍ତ ସମୟରେ ରାଜ୍ୟର ସଂପର୍କିତ…

ଝାରସୁଗୁଡା ଉପନିର୍ବାଚନରେ ୭୮.୭ ପ୍ରତିଶତ ମତଦାନ, ଷ୍ଟ୍ରଙ୍ଗରୁମରେ ଇଭିଏମ୍

ଝାରସୁଗୁଡା: ଉପ-ନିର୍ବାଚନରେ ଝାରସୁଗୁଡ଼ାବାସୀ ପ୍ରଚଣ୍ଡ ଗରମକୁ ସାମ୍ନା କରି ମତଦାନ କରିବା ସହ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ୁଥିବା ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ମୋଟ ନଅ ଜଣ ପ୍ରାର୍ଥୀ ଏହି ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା…

କ୍ରୀଡ଼ା ନିର୍ଦ୍ଦେଶକ ଭାବେ ନିଯୁକ୍ତ ହେଲେ ଆଇଏଏସ ସିଦ୍ଧାର୍ଥ ଦାସ

ଭୁବନେଶ୍ୱର: ରାଜ୍ୟ ସରକାର ଅଫିସର କ୍ୟାଡରରେ ସାମାନ୍ୟ ଅଦଳବଦଳ କରିବା ସହ ଦୁଇ ଜଣ ଆଇଏଏସ୍ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି। ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଆଇଏଏସ ସିଦ୍ଧାର୍ଥ ଦାସଙ୍କୁ କ୍ରୀଡ଼ା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି,…

କାର୍ଯ୍ୟନିର୍ବାହୀ ଅଧିକାରୀ ହାତ ଯୋଡ଼ି କ୍ଷମା ମାଗିବା ପରେ ଧାରଣାରୁ ଓହରିଲେ ଟିଟିଲାଗଡ ପୌରାଧ୍ୟକ୍ଷା

ଟିଟିଲାଗଡ: ବୁଧବାର ଦିନ ଟିଟିଲାଗଡ଼ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଏକ ନାଟକୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣି ପ୍ରତିବାଦ କରିଛନ୍ତି ପୌରପାଳିକାର ଉପାଧ୍ୟକ୍ଷା ମମତା ଦେବୀ ଜୈନ। ରିପୋର୍ଟ ଅନୁଯାୟୀ,…

ମାଓ ଏନକାଉଣ୍ଟର ବେଳେ ଆହତ ଡିଏସପିଙ୍କର ହେଲା ଅସ୍ତ୍ରୋପଚାର

ଭୁବନେଶ୍ୱର: ଗତକାଲି କଳାହାଣ୍ଡି ଜିଲ୍ଲାରେ ମାଓବାଦୀଙ୍କ ସହ ଗୁଳି ବିନିମୟରେ ଦୁଇ ଜଣ ଆହତ ହୋଇଛନ୍ତି। ସେଥିମଧ୍ୟରୁ ଜଣେ ଡିଏସପି ପାହ୍ୟାର ଅଧିକାରୀ ରହିଛନ୍ତି। ଆହତ ଡିଏସପି ଅତୁଲ କୃଷ୍ଣ ଦାସଙ୍କର ଭୁବନେଶ୍ୱର ଏମସରେ ଅସ୍ତ୍ରୋପଚାର କରାଯାଇଛି ଏବଂ ତାଙ୍କ ଦେହରେ ପଶିଥିବା ଗୁଳିକୁ…

ଝାରସୁଗୁଡ଼ା ଉପନିର୍ବାଚନ: ପ୍ରାୟ ୫୦ ଜଣ ଭୋଟରଙ୍କ ନାମ ତାଲିକାରେ ନଥିବା ଅଭିଯୋଗ

ଝାରସୁଗୁଡା: ଝାରସୁଗୁଡ଼ା ଉପ-ନିର୍ବାଚନକୁ ନେଇ ବୁଧବାର ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲେ ମଧ୍ୟ ଅନେକ ନିଜର ମତାଧିକାର ସାବ୍ୟସ୍ତ କରିପାରିନଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଅନେକ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ୭୨ ନଂ ବୁଥରେ ଭୋଟ ଦେବାକୁ ଥିବା ୧୭ ନମ୍ବର ଓ୍ୱାର୍ଡର…

‘ମୋଦୀ ସରକାର ବିରୋଧରେ ଯିବାକୁ ଚାହୁଁଥିଲେ ଖୋଲାଖୋଲି ଭାବେ କହିବାକୁ ସତ ସାହସ ରଖୁ ବିଜେଡି’

ଭୁବନେଶ୍ୱର: ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ଟୁଇଟ କରି ଦାବି କରିଛି ଯେ ନୀତୀଶ କୁମାର ବିରୋଧୀ ଦଳର ନେତା ହୋଇଛନ୍ତି ଏବଂ ବିନା କୌଣସି ବ୍ୟକ୍ତିଗତ ଅଭିଳାଷରେ ବିରୋଧୀ ଦଳଗୁଡ଼ିକୁ ଏକାଠି କରୁଛନ୍ତି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୀତୀଶ ଭେଟିବା ପରେ ବିରୋଧୀ…

୪୨.୯ ଡିଗ୍ରୀରେ ସିଝିଲା ଝାରସୁଗୁଡ଼ା, ୧୫ ସହରରେ ପାରଦ ୪୦ ପାର୍

ଭୁବନେଶ୍ୱର: ଅସହ୍ୟ ଗରମ ଓ ଗୁଳୁଗୁଳିରେ ଆଜି ସନ୍ତୁଳି ହୋଇଛି ଓଡ଼ିଶା । ଉପକୂଳରୁ ଆଭ୍ୟନ୍ତରିଣ ଓ ପଶ୍ଚିମ ଓଡ଼ିଶା ସବୁଠି ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ଦିନ ବଢ଼ିବା ସହ ଖରା ବଢ଼ିବା ଆରମ୍ଭ ହୋଇଥିଲା । ଆଜି ରାଜ୍ୟର ୧୫ ସହରରେ ପାରଦ ୪୦ ଟପିଥିବା ବେଳେ…

ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଜୁଳି ବିଭ୍ରାଟକୁ ବିରୋଧ, ୧୫ରେ ମୟୂରଭଞ୍ଜ ବନ୍ଦ ଡାକରା

ବାରିପଦା: ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ବବିଦ୍ୟାଳୟରେ ନିକଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମାବର୍ତ୍ତନ ଉତ୍ସବରେ ବିଜୁଳି ବିଭ୍ରାଟକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବ ଭଞ୍ଜ ସେନା। ଆସନ୍ତା ୧୫ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଏଥିପାଇଁ ୧୨ ଘଣ୍ଟିଆ ବନ୍ଦ ଡାକରା…