Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜି ଦ୍ୱିତୀୟ ଦିନରେ “ମହାକାଳୀ” ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା ଭଦ୍ରକାଳୀ

ଭଦ୍ରକ : କାଳୀପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭଦ୍ରକ ସହର । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠ ହୋଇଉଠିଛି ଚଳଚଞ୍ଚଳ । ସାତ ଦିନରେ ସପ୍ତମାତୃକା ବେଶରେ ଦର୍ଶନ ଦେବେ ମା’ । କିନ୍ତୁ ଏହି ପୀଠରେ ମା’ ଭଦ୍ରକାଳୀ ବର୍ଷର ଗୋଟିଏ ଦିନ ଉଗ୍ରରୂପରେ ଧାରଣ କରୁଥିଲା ବେଳେ ଅନ୍ୟ…

ଆଜି କାର୍ତ୍ତିକ ମାସର ତୃତୀୟ ସୋମବାର : ସକାଳୁ ସକାଳୁ ବାବା ଧବଳେଶ୍ବରଙ୍କ ପୀଠରେ ପ୍ରବଳ ଭିଡ

ଆଠଗଡ : ଚାଲିଛି ଧର୍ମମାସ କାର୍ତ୍ତିକ  । ଆଜି ହେଉଛି କାର୍ତ୍ତିକ ମାସର ତୃତୀୟ ସୋମବାର। ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ବିଭିନ୍ନ ଶୈବପୀଠ  । ଆଜି ସକାଳୁ ସକାଳୁ କଟକ ଜିଲ୍ଲା ଆଠଗଡର  ପ୍ରସିଦ୍ଧ ବାବା ଧବଳେଶ୍ବରଙ୍କ ପୀଠରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି  ।…

ଆସୁଛି ଲଘୁଚାପ: ନଭେମ୍ବର ୧୬ରେ ଅବପାତ,ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନଶ୍ୱର:ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ସମ୍ଭାବ୍ୟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା ରହିଛି ।  ନଭେମ୍ବର ୧୫ ତାରିଖରୁ ଓଡ଼ିଶାରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି । ଭାରତୀୟ ପାଣିପାଗ ବିଭାଗ ଆଇଏମଡିର…

ବଦଳିବ ପୁରୀ ବଡଦାଣ୍ଡର ରଙ୍ଗ: ସବୁ କୋଠା ଦିଶିବ ଫିକା ଗୋଲାପି

ପୁରୀ: ବଦଳିପାରେ ପୁରୀ ବଡଦାଣ୍ଡର ରଙ୍ଗ । ଯୁଆଡେ ଚାହିଁବ ଦିଶିବ ଗୋଟିଏ ରଙ୍ଗ । ପୂର୍ବରୁ ବଡଦାଣ୍ଡର ସବୁକୋଠା,ଘରର ରଙ୍ଗ ଥିଲା ଆଇଭରି । ହେଲେ ଏବେ ଏହି ରଙ୍ଗ ବଦଳିବ । ହେଲେ କେଉଁ ରଙ୍ଗ ଲାଗିବ ତାହା ସ୍ଥିର ହୋଇନାହିଁ । ୧୪ଟି ରଙ୍ଗକୁ ଅନୁଧ୍ୟାନ କରାଯାଇଛି । ତା ମଧ୍ୟରୁ ଫିକା…

ଦୀପାବଳି ଅଘଟଣ:କ୍ୟାପିଟାଲ ହସ୍ପିଟାଲରେ ୧୦୦ରୁ ଅଧିକ ଭର୍ତ୍ତି: ସମ୍ବଲପୁରରେ ଜଳିଗଲା ଆପାର୍ଟମେଣ୍ଟ

ଭୁବନେଶ୍ୱର:ସରିଛି ଦୀପାବଳି । ଅନେକ ସତର୍କ ସୂଚନା ସତ୍ତ୍ୱେ ଲୋକେ ଚେତିନାହାନ୍ତି । ଫୁଟାଇଛନ୍ତି ବାଣ । ଖାଲିପରିବେଶ ପ୍ରଦୂଷିତ ହୋଇନି, ବରଂ ସାରା ରାଜ୍ୟରେ ବାଣ ନିଆଁ ପଡି ଶତାଧିକ ଆହତ ହୋଇଥିବା ସୂଚନା ଆସିଛି । କେବଳ ରାଜଧାନୀ କ୍ୟାପିଟାଲ ହସ୍ପିଟାଲରେ ବାଣପଡି ୧୦୦ରୁ ଅଧିକ ଭର୍ତ୍ତି…

ଟେଣ୍ଟ ହାଉସରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ବାରିପଦା: ଦୀପାବଳୀରେ ଅଘଟଣ । ବାରିପଦା କାଳୀମନ୍ଦିର ସାହିରେ ଥିବା ସ୍ଵର୍ଣ୍ଣଲକ୍ଷ୍ମୀ ଟେଣ୍ଟ ହାଉସରେ ଭୟାବହ ଅଗ୍ନିକାଣ୍ଡ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୨ ଟି ଗାଡି ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ । ଏଯାଏଁ କୌଣସି ମୃତାହତର ମିଳିନି ଖବର । ନିଆଁର ପ୍ରକୋପ ଏତେ ଥିଲା ଯେ,…

ଖୋର୍ଦ୍ଧାରେ ହାତୀ ଆତଙ୍କ, ଭୟଭୀତ ଲୋକେ

ଖୋର୍ଦ୍ଧା: ଥମୁନି ହାତୀ ଆତଙ୍କ । ଦିନକୁ ଦିନ ବଢ଼ୁଛି ହାତୀଙ୍କ ଦୌରାତ୍ମ୍ୟ । ଗତକାଲି (ଶନିବାର) ବିଳମ୍ବିତ ରାତିରେ ଖୋର୍ଦ୍ଧା ମେଡ଼ିକାଲ ଅଞ୍ଚଳରେ ହାତୀ ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ଆତଙ୍କିତ ହୋଇଛନ୍ତି ସ୍ଥାନୀୟ ଲୋକେ । ମିଳିଥିବା ସୂଚନା ଅନୁସାରେ, ଏହି ହାତୀ ଟି ୫୭ ନମ୍ବର…

ଅନୁଗୁଳରେ ନବଜାତ ଶିଶୁ କନ୍ୟାକୁ ଖାଇଗଲା କୁକୁର

ଅନୁଗୁଳ: ପୁଣି ବୁଲାକୁକୁରଙ୍କ ଶିକାର ହେଲା ନବଜାତ ଶିଶୁ । ରାସ୍ତାକଡ଼ରେ ପଡ଼ିଥିବା ନବଜାତ ଶିଶୁ କନ୍ୟାକୁ ଝୁଣି ଝୁଣି ଖାଇଲେ ବୁଲା କୁକୁର । ଫଳରେ ଘଟଣାସ୍ଥଳରେ ହିଁ ଶିଶୁ କନ୍ୟା ଟି ର ମୃତ୍ୟୁ ହୋଇଛି । ଏଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି ଅନଗୁଳ ଜିଲ୍ଲା ଅନୁଗୁଳ ବ୍ଲକ ଅଞ୍ଚଳରେ ।…

ବାଲି ବୋଝେଇ ହାଇଓ୍ୱା ସହ ବାଇକ ମୁହାଁମୁହିଁ ଧକ୍କା, ଯୁବକ ମୃତ, ଅନ୍ୟ ଜଣେ ଗୁରୁତର

ବଲାଙ୍ଗୀର: ଦଶାହ କର୍ମରେ ଯୋଗ ଦେବାକୁ ଯାଉଥିବା ବେଳେ ଅଘଟଣ । ବାଲି ବୋଝେଇ ହାଇୱା ସହିତ ମୁହାଁମୁହିଁ ଧକ୍କା ପରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଏହି ଦୁର୍ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଧୀନ ବାଗବାହାଲ ଛକର କେନାଲ ନିକଟରେ ।…

ଆସ ବୁଲିଯିବା ଓଡିଶା: ପ୍ରକୃତି ରାଣୀର ସୁନ୍ଦରତାର କାହାଣୀ କୁହେ ଅପାସୋରା ପତୋରା ଡ୍ୟାମ୍

ନୂଆପଡା:  ଆସିଛି ପିକନିକ ଋତୁ , ଏଥିପାଇଁ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ରେ ଲୋକଙ୍କ ଭିଡ଼ ଜମୁଛି ।ପ୍ରାକୃତିକ ସୋନ୍ଦର୍ଯ୍ୟ ର ଭରପୁର ର ମଜା ନେବା ସହ ବଣଭୋଜି ର ଆନନ୍ଦ ଉଠାଉ ଛନ୍ତି ପର୍ଯ୍ୟଟକ ।ଅପୂର୍ବ ଆମ ଓଡ଼ିଶା । ଏହାର ପ୍ରତ୍ୟେକ କୋଣ ଅନୁକୋଣରେ ଭରି ରହିଛି ଅନୁପମ ପ୍ରାକୃତିକ…