Latest Odisha News

BREAKING NEWS

Browsing Category

ଓଡିଶା

Odisha

ପିଣ୍ଡି ଆବଣ୍ଟନରେ ଅନିୟମିତତା ଅଭିଯୋଗ ଆଣି ସିଏମସି ବୈଠକରେ ବିରୋଧୀଙ୍କ ହଙ୍ଗାମା

କଟକ: ସହରର ଛତ୍ରବଜାର ଅଞ୍ଚଳରେ ଥିବା ସହରାଞ୍ଚଳ ହାଟରେ 'ପିଣ୍ଡି' ଆବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ସୋମବାର କଟକ ମହାନଗର ନିଗମ (ସିଏମସି) କାଉନସିଲ ବୈଠକରେ ବିରୋଧୀ କର୍ପୋରେଟରମାନେ ଅଭିଯୋଗ ଆଣିବା ସହିତ ହୋ ହାଲ୍ଲା କରିଛନ୍ତି। ସହରାଞ୍ଚଳ ହାଟରେ ସ୍ପଟ୍ ଆଲଟମେଣ୍ଟରେ ବଡ଼ ବଡ଼…

ଅଭିନେତ୍ରୀ ମୈାସୁମୀ ନାୟକ ଗିରଫ, ଲେଖିକା ଆଣିଥିଲେ ମର୍ଯ୍ୟାଦା ହାନି ଅଭିଯୋଗ

ଭୁବନେଶ୍ୱର: ଓଲିଉଡ ଅଭିନେତ୍ରୀ ତଥା ମଡେଲ୍ ମୈାସୁମୀ ନାୟକଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ଆଧାରରେ କମିଶନରେଟ୍ ପୋଲିସ ସୋମବାର ଅଭିନେତ୍ରୀ ମୌସୁମୀ ନାୟକଙ୍କୁ ଗିରଫ କରିଛି। ଉଭୟ ସମ୍ପର୍କରେ ଗୁରୁ-ଶିକ୍ଷ୍ୟା ଥିଲେ ବୋଲି ବନସ୍ମିତାଙ୍କ ଓକିଲ…

ବାଣ ଧୂଆଁରେ ରେକର୍ଡ କଲା ଟ୍ବିନ ସିଟିର ପ୍ରଦୂଷଣର ମାତ୍ରା

ଭୁବନେଶ୍ବର : ବାଣ ଧୂଆଁରେ ରେକର୍ଡ କଲା ଟ୍ବିନ ସିଟିର ପ୍ରଦୂଷଣ ମାତ୍ରା । ଗତକାଲି ରାତି ୧ଟାରେ ପ୍ରଦୂଷଣର ମାତ୍ରା ରେକର୍ଡ ଛୁଇଁଛି । ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ନିକଟରେ ପ୍ରଦୂଷଣର ମାତ୍ରା ୯୯୯ ଥିବାବେଳେ ପଟିଆ ଅଞ୍ଚଳରେ ପ୍ରଦୂଷଣର ମାତ୍ରା ୬୭୬ ଥିଲା । ସେହିପରି କଟକରେ ରାତି ୧ଟାରେ…

୨୪ ଘଣ୍ଟା ମଧ୍ୟରେ ଲଘୁଚାପ: ଦୁଇଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି  । ଏହାର ପ୍ରଭାବରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।  ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ୧୬ତାରିଖ ବେଳକୁ…

ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଲଗାଇ ଶୋଇଥିଲେ , ଜଳିଗଲେ ବୃଦ୍ଧ

ଉମରକୋଟ : ଘରେ ଶୋଇଥିବାବେଳେ ଜଳିଗଲେ ବୃଦ୍ଧ  । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଉମରକୋଟ ଝରିଗାଁ ବ୍ଲକ ବୁଟିସର୍ଗି ଗାଁରେ । ଗତକାଲି ରାତିରେ ଏଭଳି ଅଘଟଣ ଘଟିଛି  । ମୃତକ ବୁଟିସର୍ଗି ଗାଁର ଭିକାରୀ ମାଳି ବୋଲି ଜଣାପଡିଛି । ଭିକାରୀ କାଲି ରାତିରେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ…

ଛଟ୍ ପୂଜା ପାଇଁ ପୁରୀ ଏବଂ ପାଟନା ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ବର: ନିୟମିତ ଟ୍ରେନରେ ଯାତ୍ରୀମାନଙ୍କର ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ଏବଂ ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଛଟ୍ ପୂଜା ପାଇଁ ପୁରୀ ଏବଂ ପାଟନା ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଅଛି । ପୁରୀରୁ ଏହି ସ୍ୱତନ୍ତ୍ର…

ସେପଟେ ଚାଲିଥିଲା ବାଣ ଫୁଟା, ଏପଟେ ଚାଲିଥିଲା ଲୁଟପାଟ

ଭୁବନେଶ୍ୱର: ଦୀପାବଳି ରାତିରେ କଳାକନା ବୁଲାଇଲେ ଲୁଟେରା। ଗୋଟେ ପଟେ ଚାଲିଥିଲା ବାଣ ଫୁଟା, ଅନ୍ୟପଟେ ଚାଲିଥିଲା ଲୁଟପାଟ୍। ପରିବାର ଲୋକେ ବାଣ ଫୁଟାଉଥିବାର ସୁଯୋଗ ନେଇ ଘରେ ପଶି ଲୁଟିଲେ ନଗଦ ଟଙ୍କା ସହ ସୁନା ଗହଣା। ଏପରି ଘଟଣା ଘଟିଛି ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ। ଆଲୋକର ପର୍ବ…

ବିକାଶର ନଗ୍ନ ଚିତ୍ର : ୩ ବର୍ଷ ପରେ ବି ଅଧାପନ୍ତରିଆ ଅବସ୍ଥାରେ ବ୍ରିଜ୍ କାମ , କଲବଲ ହେଉଛନ୍ତି ଲୋକ

ନୂଆପଡା : ଗ୍ରାମାଞ୍ଚଳ ଗୁଡିକରେ ଉତ୍ତମ ଯୋଗାଯୋଗର ସୁବିଧା ଲାଗି ସରକାର ଯୋଜନା ପରେ ଯୋଜନା କରୁଛନ୍ତି  । ଏଥିଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି ।  ମାତ୍ର ତାହା ସଠିକ୍ ଦିଗରେ କାର୍ଯ୍ୟକାରୀ ହୋଇପାରୁନି । ପ୍ରଶାସନର ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ଲୋକେ ସମସ୍ୟା…

ଦୀପ ନିଆଁରୁ ଦୁଇ ମହଲା କୋଠାରେ ଲାଗିଲା ନିଆଁ : ଜଳିଗଲା ଆସବାବପତ୍ର

ରାଉରକେଲା : ଦୀପ ନିଆଁରୁ ଲାଗିଲା ନିଆଁ  । ଆଉ ଚାହୁଁ ଚାହୁଁ ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି   । ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଉରକେଲା କୋଏଲ ନଗର ଅଞ୍ଚଳରେ  । ଦୀପ ନିଆଁରୁ ଅଗ୍ନିକାଣ୍ଡ ଘଟି  ଦୁଇ ମହଲା କୋଠା ଜଳିଯାଇଛି  । ଏବଂ ସେଠାରେ ଥିବା ସମସ୍ତ  …

କାର୍ ଦୁର୍ଘଟଣାରେ ଚାଲିଗଲା ସ୍ବାମୀ , ସ୍ତ୍ରୀଙ୍କ ଜୀବନ

ଭୁବନେଶ୍ବର : ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । କାର୍ ଦୁର୍ଘଟଣାରେ ଚାଲିଗଲା ସ୍ବାମୀ , ସ୍ତ୍ରୀଙ୍କ ଜୀବନ । ଜଣେ ମଦ୍ୟପ କାର୍ ଡ୍ରାଇଭର ଏଭଳି କାଣ୍ଡ ଘଟଣାଇଛନ୍ତି  । ଉଭୟ ସ୍ବାମୀ ଏବଂ ସ୍ତ୍ରୀ ଦିଗପହଣ୍ଡିରୁ ଦୀପ ଏବଂ କାଠ ବିକ୍ରି କରିବାକୁ ଆସିଥିବାବେଳେ…