Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏରସମା ବିଡିଓଙ୍କୁ ୩ ବର୍ଷ ଜେଲ୍, ରାଉରକେଲା ତହସିଲଦାର ଥିବାବେଳେ ନେଇଥିଲେ ଲାଞ୍ଚ

କଟକ: ଜଗତସିଂହପୁର ଜିଲ୍ଲା ଏରସମା ବିଡିଓ କୈଳାସ ଚନ୍ଦ୍ର ବେହେରାଙ୍କୁ ଜେଲ୍ ଦଣ୍ଡାଦେଶ ହୋଇଛି । ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଅନୁଗୁଳ କୈଳାସଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେବା ସହ ୫ ହଜାର ଟଙ୍କା ଜପିମାନା କରିଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୨ ମାସ ଜେଲ୍ ଦଣ୍ଡ ଭୋଗିବାକୁ…

ତାତିରୁ ମିଳିବ ଆଶ୍ୱସ୍ତି: କାଳବୈଶାଖୀ ବର୍ଷାରେ ଭିଜିବ ଅଧା ରାଜ୍ୟ

ଭୁବନେଶ୍ୱର:ତାତିରୁ କିଛି ଦିନ ହେଲା ମିଳିଛି ଆଶ୍ୱସ୍ତି । ଆଗକୁ ପାଗକୁ ନେଇ ଆହୁରି ଆଶ୍ୱସ୍ତି ଆଣି ଦେଇଛି ପାଣିପାଗ ବିଭାଗର ପୂର୍ବାନୁମାନ । ଆସନ୍ତା ୫ ଦିନ ପାଇଁ ତାତିରୁ ତ୍ରାହି ମିଳିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହି ୫ଦିନ ଅଧିକାଂଶ ଜିଲ୍ଲାରେ ବର୍ଷା କିମ୍ବା ଘଡଘଡି ସହ…

ଆସନ୍ତାକାଲି ପରୀକ୍ଷାମୂଳକ ଭାବେ ହାଓ୍ୱଡାରୁ ପୁରୀ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ

ଭୁବନେଶ୍ୱର: ଗୁରୁବାର ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଭୁବନେଶ୍ୱର ହୋଇ କୋଲକାତା ଯିବା ପରେ ହାଓ୍ୱାଡାରୁ ପୁରୀ କେବେ ଗଡିବ ଏହି ହାଇସ୍ପିଡ ସୁପରଫାଷ୍ଟ ଟ୍ରେନ୍ ସେ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହି ପ୍ରସଙ୍ଗରେ ଆଜି ଆଉ ଏକ ବଡ ଅପଡେଟ ଆସିଛି। ଯେଉଁଥିରେ କୁହାଯାଇଛି ଏହି…

ଜାଲ ସାର୍ଟିଫିକେଟରେ ୪କୋଟି ଠକେଇ; ଅବସରପ୍ରାପ୍ତ ବ୍ରାଞ୍ଚ ମ୍ୟାନେଜରଙ୍କ ସମେତ ୩ ଜଣଙ୍କୁ ଧରିଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର:ଏକ ଠକେଇ ମାମଲାର ଇଓଡବ୍ଲ୍ୟୁ (Economic Offences Wing)  ଭୁବନେଶ୍ୱରରୁ ଅର୍ବାନ କୋପରେଟଭ ବ୍ୟାଙ୍କର ଅବସରପ୍ରାପ୍ତ ବ୍ରାଞ୍ଚ ମ୍ୟାନେଜରଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି । ଏମାନେ ଜାଲ ଏଲଆଇସି କାଗଜପତ୍ର ଦେଖାଇ ୩ ଜଣ ବ୍ୟକ୍ତିଙ୍କୁ ୩.୮୨ କୋଟି ଟଙ୍କା  ଋଣ ଦେଇଥିବା…

ନବରଙ୍ଗପୁର ଏସପିଙ୍କ ବଡ଼ ବୟାନ, ‘ଝିଅ ଓ ମହିଳାଙ୍କୁ ଯୌନ ନିର୍ଯାତନା ଦେଉଛନ୍ତି ନକ୍ସଲ’

ନବରଙ୍ଗପୁର: ଦାନ୍ତେୱାଡ଼ା ବିସ୍ଫୋରଣ ପରେ ଓଡ଼ିଶାର ୩ ଜିଲ୍ଲାରେ ହାଇ ଆଲର୍ଟ ଜାରି ହୋଇଛି । ହାଇ ଆଲର୍ଟ ଭିତରେ ନବରଙ୍ଗପୁରରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ନବରଙ୍ଗପୁର ସୀମାନ୍ତ ଛତିଶଗଡ଼ ସୀମାରେ ଏସଓଜିର ୨ଟି ଟିମ୍ ମାଓ ବିରୋଧୀ ଅପରେସନ୍ ବେଳେ ଗୁଳି…

ଆଳିରେ ଡଙ୍ଗା ବୁଡ଼ି ଘଟଣା; ମୃତକଙ୍କ ପରିବାରକୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ   

କେନ୍ଦ୍ରାପଡ଼ା : ଆଳିର ମାଣିଆ ଘାଟରେ ଡଙ୍ଗା ବୁଡ଼ି ଘଟଣା । ଏହି ଘଟଣାରେ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।ଏଥିସହ ମୃତକଙ୍କ ପରିବାରକୁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ଆଜି ସକାଳେ ଡଙ୍ଗାଟି୨୫ରୁ…

ଗ୍ରୀଷ୍ମ ଅବକାଶରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇରନ୍ ଓ ଫଲିକ୍ ଏସିଡ୍ ଟାବଲେଟ୍

ଭୁବନେଶ୍ୱର: ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇରନ୍ ଓ ଫଲିକ୍ ଏସିଡ୍ ଟାବଲେଟ୍ । ଗ୍ରୀଷ୍ମ ଅବକାଶରେ ସରକାର ସମସ୍ତ ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଓ ଫଲିକ୍ ଏସିଡ୍ ଟାବଲେଟ୍ ବାଣ୍ଟିବେ । ଆନେମିଆ ମୁକ୍ତ ଅଭିଯାନ ଅଧିନରେ ଏହି ଟାବଲେଟ୍ ଦେବେ ରାଜ୍ୟ ସରକାର ।…

୩୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ଜେଇ, ଘରୁ ମିଳିଲା ନଗଦ ୩ ଲକ୍ଷ

ଭୁବନେଶ୍ୱର: କଟକ ଜିଲ୍ଲା ବଡ଼ମ୍ବା ବ୍ଲକର କନିଷ୍ଠ ଯନ୍ତ୍ରୀ ବାଉରିବନ୍ଧୁ ପରିଡ଼ା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ । ତାଙ୍କ ଠାରୁ ଲାଞ୍ଚ ନେଇଥିବା ୩୦ ହଜାର ଟଙ୍କା ଜବତ କରିବା ସହ ଭିଜିଲାନ୍ସ ଘରେ ଓ ଅଫିସରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ବଡ଼ମ୍ବା ବ୍ଲକର ଜେଇ…

ଦୁଃଖ ଦେଉଛି ପ୍ଲାଣ୍ଟ, ବିଭିନ୍ନ ରୋଗରେ ପୀଡ଼ିତ ହେଉଛନ୍ତି ଗାଁ ଲୋକେ

କାମାକ୍ଷାନଗର : ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଗାଁ ଲୋକେ । ଦୈନନ୍ଦିନ ଜୀବନରେ ଦୁଃଖ ସାଜିଛି ପ୍ଲାଣ୍ଟର ପ୍ରଦୂଷଣ ମାତ୍ରା । ଜଳ,ଖାଦ୍ୟ , ସ୍ୱାସ୍ଥ୍ୟ ଉପରେ ପଡୁଛି ପ୍ରଭାବ । ଅସ୍ୱାସ୍ଥ୍ୟକର ପରିବେଶକୁ ନେଇ ଅଣ୍ଟା ଭିଡିଛନ୍ତି ଗ୍ରାମବାସୀ । ପ୍ଲାଣ୍ଟ ନାଁରେ ଆଣିଛନ୍ତି  ଅଭିଯୋଗ ।…

ଗୋଲଡେନ ବାବାର ୨୮ ଲକ୍ଷ ଟଙ୍କାର ଅଡି କାର୍‌ ଜବତ

ଭୁବନେଶ୍ୱର : ଗୋଲଡେନ ବାବାର ଅଡି କାର୍‌କୁ ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଭୁବନେଶ୍ୱର ସିଆରପି ଛକରୁ ଗାଡ଼ି ଜବତ କରାଯାଇଛି । ଇଡି କବଳରୁ ଖସିଗଲେ ଗୋଲଡେନ୍‌ ବାବା । ସୂଚନା ଅନୁଯାୟୀ, ଗତ ୨୦୨୦ ମସିହାରେ ସାଢ଼େ ୫ କୋଟି ଟଙ୍କା ଠକେଇ ମାମଲାରେ ଜ୍ୟୋତି ରଂଜନ ବେହୁରା ଓରଫ…