Latest Odisha News

BREAKING NEWS

Browsing Category

ଓଡିଶା

Odisha

ପ୍ରହସନ ପାଲଟିଛି ହରିଶ୍ଚର୍ଯ୍ୟ ଯୋଜନା : ବାରମ୍ବାର ଅଭିଯୋଗ ପରେ ବି ନିଦାବିଷ୍ଣୁ ପ୍ରଶାସନ

ନୂଆପଡା: ଗରିବ ଲୋକଙ୍କୁ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାର ଯୋଜନା ଉପରେ ଯୋଜନା ପ୍ରଣୟନ କରୁଛନ୍ତି । ଏଥିଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି  । ହେଲେ ସରକାରୀ କର୍ମଚାରୀ ଓ ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କ ବୈମାତୃକ ମନୋଭାବ…

ଖୋଲିବ ଜବତ କୋକେନର ରହସ୍ୟ : ତଦନ୍ତରେ ସହଯୋଗ ପାଇଁ ଆସିଲେ ଇଣ୍ଟରପ୍ରିଟର୍

ପାରାଦୀପ : ଜାହାଜରୁ କୋକେନ୍ ଜବତ ଘଟଣା । ତଦନ୍ତରେ ସହଯୋଗ ପାଇଁ ଆଜି ପାରାଦୀପରେ ପହଂଚିଛନ୍ତି ଟ୍ରାନ୍ସଲେଟର । ଭାଷାଗତ ସମସ୍ୟା ପାଇଁ ତଦନ୍ତ ଆଗେଇ ପାରୁନଥିଲା । ତେଣୁ  ଜାହାଜ କର୍ମଚାରୀଙ୍କ ଭାଷା ବୁଝିବା ପାଇଁ ଅନୁବାଦକଙ୍କର  ସହଯୋଗ ନିଆଯାଇଛି । ସୂଚନା ଅନୁସାରେ ନଭେମ୍ବର ୧ ତାରିଖରେ…

ପୁରୀ ଗସ୍ତ କରି ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ

ପୁରୀ : ଆଜି ପୁରୀ ଗସ୍ତ କରିଛନ୍ତି 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ  । ଭୋରରୁ ମହାପ୍ରଭୂଙ୍କୁ ଦର୍ଶନ କରିବା ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅଧିକାରୀଙ୍କୁ ପଚାରି ବୁଝିଛନ୍ତି । ଶ୍ରୀଜଗନ୍ନାଥ ବଲ୍ଲଭ…

କେବେ ସରିବ ଧୀରଜଙ୍କ ‘ଧନ’ର ଗଣତି, ଆହୁରି ବାକି ଅଛି ୬-୭ ରୁମ୍ !

ଭୁବନେଶ୍ୱର: କ୍ରମାଗତ ଚତୁର୍ଥ ଦିନ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ପରିସରରେ ଆୟକର ବିଭାଗ ଚଢାଉ ଜାରି ରଖିଛି। ଓଡିଶା ଏବଂ ଝାଡଖଣ୍ଡର ଧୀରଜ ସାହୁଙ୍କ ବିଭିନ୍ନ ସ୍ଥାନରେ କରାଯାଇଥିବା ଏହି ଚଢାଉରେ ଏପର୍ଯ୍ୟନ୍ତ ୩୦୦ କୋଟି ଟଙ୍କା ନଗଦ ଟଙ୍କା ଜବତ କରାଯାଇଛି ଏବଂ ଏହା ବୃଦ୍ଧି…

ମହୁଆ କାହା ସମର୍ଥନରେ ବେଆଇନ କାମ କରିଥିଲେ କହି ପିନାକୀଙ୍କୁ ଟାର୍ଗେଟ କଲା ବିଜେପି

ଭୁବନେଶ୍ୱର: ପ୍ରଶ୍ନ ପାଇଁ ଟଙ୍କା ନେବା ମାମଲାରେ ଟିଏମସିର ଫାୟାର ବ୍ରାଣ୍ଡ ନେତ୍ରୀ ମହୁଆ ମୈତ୍ର ସଂସଦରୁ ବହିଷ୍କୃତ ହୋଇଛନ୍ତି। ଏବେ ଏହା ସାରା ଦେଶରେ ଏକ ରାଜନୀତିକ ମୁଦ୍ଦା ପାଲଟିଥିବା ବେଳେ ଓଡ଼ିଶା ବିଜେପି ଏହି ପ୍ରସଙ୍ଗରେ ପୁରୀର ବିଜେଡି ନେତା ତଥା ସାଂସଦ ପିନାକି ମିଶ୍ରଙ୍କୁ…

ବିଜେପି ଏବେ ଯାହା ଚିନ୍ତା କରୁଛି ତାହା ପୂର୍ବରୁ ବିଜେଡି କରି ସାରିଛି: ଦେବୀ ମିଶ୍ର

ଭୁବନେଶ୍ୱର: ଲୋକଙ୍କ ସହ ରହିଲେ ନିର୍ବାଚନ ଜିତିହେବ। କ୍ଷମତାରେ ଯିଏବା ଥାଉନା କାହିଁକି। ତେଣୁ ଗାଁ ଲୋକଙ୍କ ସହ ନିରନ୍ତର ଯୋଗାଯୋଗରେ ରହିବାକୁ ଦିଲ୍ଲୀର କେନ୍ଦ୍ର ନେତୃତ୍ୱ ରାଜ୍ୟ ବିଜେପି ସଭାପତିଙ୍କୁ ପରାମର୍ଶ ଦେଇଛନ୍ତି। ଦିଲ୍ଲୀରେ ଫେରି ଏହା କହିଛନ୍ତି ମନମୋହନ ସାମଲ। ଏହାପରେ…

ଏଠି ଅଣଓଡ଼ିଆ ଠିକାଦାର ପାଉଛନ୍ତି ବଡ ବଡ ପ୍ରକଳ୍ପ କାମ, ଓଡ଼ିଆ ଯାଉଛନ୍ତି ଦାଦନ-‘ମୋ ଦଳ’

ଭୁବନେଶ୍ଵର: ରାଜ୍ୟରେ ଅଣଓଡ଼ିଆଙ୍କ ପ୍ରାଦୁର୍ଭାବ ବଢୁଛି ।  ଅଣ ଓଡ଼ିଆ ଠିକାଦାରଙ୍କ ରାଜ ଚାଲିଛି । ଏହି ଅଣଓଡ଼ିଆ ଠିକାଦାରଙ୍କ ହାତରେ ବଡ ବଡ ବିକାଶମୂଳକ କାମ ଟେକି ଦିଆଯାଉଛି । ବିକାଶ ନାମରେ ରାଜ୍ୟରେ ଏକ ମହାଲୁଟ ଚାଲିଛି । ଏମିତି କହି ବିଜେଡି ସରକାର ଏବଂ ନବୀନ   ଓଡ଼ିଶାର ଅଧ୍ୟକ୍ଷ…

ମିସାଇଲ ଟେଷ୍ଟ ଉପରେ ସାମୟିକ ରୋକ୍, ମନେ ପକାଇଦେଲା ଠେକୁଆ-କଇଁଛ କାହାଣୀ

ବାଲେଶ୍ୱର: କଇଁଛ-ଠେକୁଆ ଗପ ପ୍ରାୟତଃ ଶୁଣିଥିବେ। ଯେଉଁଥିରେ ମନ୍ଥର ଗତିରେ ଯାଉଥିବା କଇଁଛ କିଭଳି ଠେକୁଆଠୁ ଆଗେଇ ଯାଇ ଲକ୍ଷ୍ୟସ୍ଥଳରେ ପହଞ୍ଚଥିଲା। ସେହିପରି ଏକ ନିଆରା ଘଟଣା ଦେଖିବାକୁ ମିଳିଛି ଏବେ ଭଦ୍ରକ ଏପିଜେ ଅବଦୁଲ କଲାମ ଦ୍ବୀପରେ। ଆଉ ଏ ଲଢେଇ ଥିଲା କଇଁଛର ସୁରକ୍ଷା ବନାମ ଡିଆରଡିଓର…

ନବରଙ୍ଗପୁରରେ ଚାଞ୍ଚଲ୍ୟ: ଭାଲୁ ଆକ୍ରମଣରେ ଠିକାଦାର ମୃତ୍ୟୁ

ନବରଙ୍ଗପୁର: ନବରଙ୍ଗପୁରରେ ଚାଞ୍ଚଲ୍ୟ । ଭାଲୁ ଆକ୍ରମଣରେ ଠିକାଦାର ମୃତ୍ୟୁ । ମୃତକଙ୍କ ପରିଚୟ ମିଳିଥିବା ବେଳେ ବନ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଭାଲୁକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ଦେଇ ଯାଇଥିବା ବିକ୍ରମପୁର ଭତରା…

ସମାନ ଦୂରତା ପାଇଁ ଦୁଇଟି ଭିନ୍ନ ଭିନ୍ନ ଭଡ଼ା, ରେଲଓ୍ବେ ଯାତ୍ରୀଙ୍କ ପକେଟ ଉପରେ ପଡ଼ୁଛି ବୋଝ

ଭଦ୍ରକ: ଖଡଗପୁର ଓ ଭଦ୍ରକ ମଧ୍ୟରେ ଯାତ୍ରା କରୁଥିବା ଯାତ୍ରୀମାନେ ଏକ ଅଜବ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଯେଉଁଠି ସେମାନେ ଯାତ୍ରା କରୁଥିବା ଦିଗ ଅନୁସାରେ ସମାନ ଦୂରତା ପାଇଁ ଅଲଗା ଅଲଗା ଭଡା ନେଉଛି ରେଲଓ୍ବେ। ଖଡ଼ଗପୁର-ଭଦ୍ରକ ପାସେଞ୍ଜର ସ୍ପେଶାଲ ଟ୍ରେନରେ ଯାତ୍ରା କରିବା ବେଳେ…