Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଶୃଙ୍ଖଳା ପାଇଁ ଆୟୋଜକକାରୀଙ୍କୁ ଦାୟୀ କରିବା ହିନ୍ଦୁ ବିରୋଧୀ ମାନସିକତା ନୁହେଁ କି ?: ବିଜେପି

ଭୁବନେଶ୍ୱର: ବିଜେଡି ଶାସନରେ ଓଡ଼ିଶାରେ ଅରାଜକତା ବ୍ୟାପିଛି । ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଦେଖା ଦେଇଥିବାରୁ ଓଡ଼ିଶାବାସୀଙ୍କ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । କ୍ୟାବିନେଟ୍ ମନ୍ତ୍ରୀଙ୍କ ହତ୍ୟାକାଣ୍ଡ ପରେ ଝାରସୁଗୁଡ଼ାରେ ଏକ ଶିଶୁର ଅପହରଣ ଓ ମୃତଦେହ ମିଳିବା ଏବଂ ସେହିପରି…

ଓଡ଼ିଶା ମେଟ୍ରୋ ରେଳ ପାଇଁ ଡିପିଆର୍ ପ୍ରସ୍ତୁତ କରିବ ଡିଏମ୍ଆରସି

ଭୁବନେଶ୍ୱର: ଓଡ଼ିଶାରେ ମେଟ୍ରୋ ଟ୍ରେନ୍ ପାଇଁ ସରକାର ଆଉ ପାଦେ ଆଗକୁ ବଢ଼ିଛନ୍ତି । ବହୁ ପ୍ରତିକ୍ଷୀତ ମେଟ୍ରୋ ପ୍ରକଳ୍ପ ଲାଗି ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍ ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍) ପ୍ରସ୍ତୁ କରିବ ବୋଲି ଜଣା ପଡ଼ିଛି । ଭୁବନେଶ୍ୱର, କଟକ, ଖୋର୍ଦ୍ଧା ଓ ପୁରୀରେ…

ସାବଧାନ! ଶ୍ରୀମନ୍ଦିର ଭିତରେ ବୁଲୁଛନ୍ତି ୟୁପି, ବିହାରର ଲୁଟେରା

ପୁରୀ:ଲୁଟେରା ମାତିଛନ୍ତି । ମନ୍ଦିର ଭଳି ପବିତ୍ର ସ୍ଥାନକୁ ବି ଛାଡୁ ନାହାନ୍ତି । ଏଇ ଲୁଟେରାଙ୍କ ଚେର ବହୁତ ଲମ୍ବା । ନିଜ ରାଜ୍ୟ ସମେତ ବାହାର ରାଜ୍ୟରେ ମେଲିଛି ଏମାନଙ୍କର କାୟା । ଶ୍ରୀମନ୍ଦିର ଭିତରେ  ବୁଲୁଛନ୍ତି ୟୁପି, ବିହାରର ଲୁଟେରା । ମୌକା ଦେଖି ଭକ୍ତଙ୍କୁ ଲୁଟୁଛନ୍ତି । ଏମିତି…

ଆଉ ୫ ଦିନ କାଳବୈଶାଖୀ, ୨୪ ଘଣ୍ଟା ପାଇଁ ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ଉତ୍ତରପୂର୍ବ ବାଂଲାଦେଶ ଓ ସଂଲଗ୍ନ ଅଞ୍ଚଳରେ ସମୁଦ୍ର ପତ୍ତନ ଠାରୁ ୧.୫ କିଲୋମିଟର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଅନ୍ୟପଟେ ରାଜ୍ୟରେ ଆଉ ୫ ଦିନ ଘଡ଼ଘଡ଼ି ବର୍ଷା ଲାଗି ରହିବ । ଏନେଇ ପାଣିପାଗ ବିଭାଗ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଥିବା ବେଳେ ଆଗାମୀ…

ଖାଇଗଲେ ଚାଷୀଙ୍କ ୧୨ କୋଟିର ସବସିଡି, ଅନ୍ନପୂର୍ଣ୍ଣା ଆଗ୍ରୋର ଆଉ ଜଣେ ଡିଲର୍ ଗିରଫ

ଭୁବନେଶ୍ୱର: ଚାଷ ଉପକରଣ କିଣିବା ବେଳେ ଚାଷୀଙ୍କୁ ମିଳୁଥିବା ସବସିଡି ଠକେଇ ମାମଲାରେ ଇଓଡବ୍ଲୁ ଅନ୍ନପୂର୍ଣ୍ଣା ଆଗ୍ରୋର ଆଉ ଜଣେ ଡିଲରଙ୍କୁ ଗିରଫ କରିଛି । ଗିରଫ ଜଣଙ୍କ ହେଉଛନ୍ତି, ସୋନପୁର ଡୁଙ୍ଗୁରିପାଲ୍ଲୀର ଚଉତୁରା ଦୀପ । ସେ କେବିକେ ଦୀପ ଆଗ୍ରୋ ସେଲ୍ସର ମୁଖ୍ୟ । ଚାଷ ଉପକରଣରେ ସରକାର…

ମାଟ୍ରିକ ପ୍ରଶ୍ନପତ୍ରରେ ତ୍ରୁଟି; ପିଲାଙ୍କୁ ମିଳିବ ଗ୍ରେସ ମାର୍କ

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ।   ୧୦ମ ଶ୍ରେଣୀ ସାମାଜିକ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟି ନେଇ ଛାତ୍ରଛାତ୍ରୀ ଚିନ୍ତାରେ ଥିବାବେଳେ ବୋର୍ଡ ନିଷ୍ପତ୍ତି ଦେଇଛି ଆଶ୍ୱସ୍ତି   । ପ୍ରଶ୍ନପତ୍ର ତ୍ରୁଟି ପାଇଁ ମିଳିବ ଗ୍ରେସ ମାର୍କ ।…

ଓଡ଼ିଶାରେ ୧୨ ଦିନ ରହିଥିଲା ଗୁଡ୍ଡୁ ମୁସଲିମ୍, ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ଭୁବନେଶ୍ୱର: ୟୁପି ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦର ସହଯୋଗୀ ଗୁଡ୍ଡୁ ମୁସଲିମ୍ ଓଡ଼ିଶାରେ ୧୨ ଦିନ ରହିଥିଲା । ଶେଷ ଥର ପାଇଁ ବରଗଡ଼ରେ ଗୁଡ୍ଡୁ ମୁସଲିମର ଲୋକେସନ୍ ଟ୍ରେସ୍ କରାଯାଇଥିବା ବେଳେ ସେ ସେଠାରୁ ଛତିଶଗଡ଼ ପଳାଇଥିବା କୁହାଯାଉଛି । ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ରିପୋର୍ଟ…

କେସିଆରଙ୍କ ଦଳକୁ ମିଳିଛି ସର୍ବାଧିକ ଚାନ୍ଦା, ବିଜେଡିକୁ କିଛି ନାହିଁ

ଭୁବନେଶ୍ୱର: କେଉଁ ଦଳକୁ ମିଳିଛି କେତେ ଚାନ୍ଦା ? କିଏ ପାଇଛି ସବୁଠାରୁ ଅଧିକ ? କିଏ ପାଇଛି ସବୁଠୁ କମ  ? ଏଡିଆର ରିପୋର୍ଟ ଦେଲା ସବୁ ତଥ୍ୟ । ଦେଶର ସବୁ ଆଞ୍ଚଳିକ ଦଳ ନିଜ ନିଜର ରିପୋର୍ଟ ଦାଖଲ କରିଛନ୍ତି । ସେହି ତଥ୍ୟ ଅନୁସାରେ ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ ୨୬ ଆଞ୍ଚାଳିକ…

ନକଲି ସାର୍ଟିଫିକେଟ୍, ଚାକିରିରୁ ବିଦା ହେଲେ ୩ ଜଣ ପୋଷ୍ଟ ମାଷ୍ଟର

କେନ୍ଦ୍ରାପଡ଼ା: ନକଲି ସାର୍ଟିଫିକେଟ୍ ଦେଇ ପୋଷ୍ଟ ମାଷ୍ଟର ଚାକିରି କରିଥିବା ୩ ଜଣଙ୍କୁ ଚାକିରିରୁ ବିଦା କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାର ଅଲଗା ଅଲଗା ଡାକ ଘରେ କାର୍ଯ୍ୟରତ ପ୍ରସନ୍ନ କୁମାର ସେଠୀ, ସୌମ୍ୟରଞ୍ଜନ ସେଠୀ ଓ ମାମାଶ୍ରୀ ଭାରତୀଙ୍କୁ ଚାକିରିରୁ ବିଦା କରାଯାଇଛି । ୩ ଜଣ ଯାକ…

ଘୋଷଯାତ୍ରା ପାଇଁ ଜୋରଦାର ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ପୁରୀ : ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା । ଜୋରଦାର ଚାଲିଛି ତିନିରଥର ନିର୍ମାଣ କାର୍ଯ୍ୟ । ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ଅନୁକୂଳ ସମ୍ପାଦନ ହୋଇଥିବା ବେଳେ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ । ରଥ ନିର୍ମାଣ ପାଇଁ ଭୋଇ ସେବାୟତ ମାନେ ରଥଖଳାରେ ଆବଶ୍ୟକୀୟ କାଠ ପହଞ୍ଚାଇବା ପରେ…