Latest Odisha News

BREAKING NEWS

Browsing Category

ଓଡିଶା

Odisha

ଘୋଷଯାତ୍ରା ପାଇଁ ଜୋରଦାର ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ପୁରୀ : ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା । ଜୋରଦାର ଚାଲିଛି ତିନିରଥର ନିର୍ମାଣ କାର୍ଯ୍ୟ । ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ଅନୁକୂଳ ସମ୍ପାଦନ ହୋଇଥିବା ବେଳେ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ । ରଥ ନିର୍ମାଣ ପାଇଁ ଭୋଇ ସେବାୟତ ମାନେ ରଥଖଳାରେ ଆବଶ୍ୟକୀୟ କାଠ ପହଞ୍ଚାଇବା ପରେ…

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ

କଟକ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ନୋଟିସ୍ । ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି । ମୁଖ୍ୟ ଶାସନ ସଚିବ ଓ ଆଇନ୍ ସଚିବଙ୍କୁ ନୋଟିସ୍ କରିଛନ୍ତି ହାଇକୋର୍ଟ । ଏଥିସହ ଜଷ୍ଟିସ୍ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ସାର୍ବଜନୀନ କରିବା ଆବେଦନ…

ଆସିଲା ଭିସୁଟ ଛାତ୍ରୀଙ୍କ ଭିସେରା ରିପୋର୍ଟ; ମୃତ୍ୟୁ ପୂର୍ବରୁ ଆଲୋକହଲ ନେଇଥିଲେ ଚିନ୍ମୟୀ

ସମ୍ବଲପୁର:ଆସିଲା ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ଭିସେରା ରିପୋର୍ଟ । ମୃତ୍ୟୁ ପୂର୍ବରୁ ଚିନ୍ମୟୀ ଆଲକୋହଲ ସେବନ କରିଥିବା ଏହି ରିପୋର୍ଟରୁ ଜଣାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ସମ୍ବଳପୁର ଏସପି ବି. ରଙ୍ଗାଧର । ଏସପିଙ୍କ କହିବା ଅନୁଯାୟୀ, ବୀର ସୁରେନ୍ଦ୍ର ସାଏ…

ନବ ଦାସ ହତ୍ୟା ମାମଲା, ଜେଲରେ ଗୋପାଳର ଯାଞ୍ଚ ଆବେଦନକୁ ଅଗ୍ରାହ୍ୟ କଲା ନିମହାନ୍ସ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାକୁ ଆଉ ୪ ଦିନ ପରେ ୩ ମାସ ପୂରିବ । ହେଲେ ଏଏସ୍ଆଇ ଗୋପାଳ କାହିଁକି ନବଙ୍କୁ କରିଥିଲା ଗୁଳି ? ଗୁଳିମାଡ଼ ପଛର କାରଣ କଣ ? ବ୍ୟକ୍ତିଗତ ରାଗ ଥିଲା ନା କାହାଠୁ ସୁପାରି ନେଇ ଗୋପାଳ, ନବଙ୍କୁ ଗୁଳି କରିଥିଲା । ନବ…

ସର୍ଭିସ ରିଭଲଭରରୁ ଗୁଳି କରି ସିଆରପିଏଫ ଅଫିସରଙ୍କ ଆତ୍ମହତ୍ୟା

ରାୟଗଡା:ରାୟଗଡାରେ ସିଆରପିଏଫ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟଙ୍କ ଆତ୍ମହତ୍ୟା ।  ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ସୁନୀଲ କୁମାର ନିଜ ସର୍ଭିସ ରିଭଲଭରରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି । ସେ ଚତୁର୍ଥ ବାଟାଲିୟନ ସିଆରପିଏଫ ମୁଖ୍ୟ କାର୍ଯ୍ୟାଳୟରେ ସେକେଣ୍ଡ ଇନ୍‌ କମାଣ୍ଡାଣ୍ଟ ଭାବେ କାର୍ଯ୍ୟରତ ଥିଲେ…

ଝାରସୁଗୁଡା ଉପନିର୍ବାଚନ: ୩ ସ୍ୱାଧୀନଙ୍କ ସମେତ ମୈଦାନରେ ରହିଲେ ୯ ପ୍ରାର୍ଥୀ

ଝାରସୁଗୁଡା:ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ଇତି ମଧ୍ୟରେ ନାମାଙ୍କନ ଦାଖଲ ସରି ପ୍ରତ୍ୟାହାର ବି ସରିଲାଣି । ସୋମବାର ଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ।  ନିର୍ବାଚନ ଲଢିବା ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀ ତାଙ୍କର…

ଥମୁନି ହାତୀ ଉପଦ୍ରବ, ହାତୀ ଆକ୍ରମଣରେ ମହିଳା ଗୁରୁତର

ଅନୁଗୁଳ : ବନ୍ତଳା ବନାଞ୍ଚଳରେ ମାତିଛନ୍ତି ହାତୀ । ଆଜି ପୁଣି ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଗତକାଲି ଦୁଇ ଜଣ ମହିଳାଙ୍କ ଜୀବନ ଯାଇଥିବା ବେଳେ ଆଜି ପୁଣି ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମହିଳା ଜଣକ ହେଲେ ପୋଡ଼ାସାହିର ନନ୍ଦିନୀ ଝାଙ୍କର । ସୂଚନା…

ଚାଷୀଙ୍କ ଆୟ ଦ୍ୱିଗୁଣିତ ହେବା ପ୍ରତିଶ୍ରୁତି ପାଣିର ଗାର, ବଢିବା ପରିବର୍ତ୍ତେ ଆୟ କମିଛି: କଂଗ୍ରେସ

ଭୁବନେଶ୍ୱର: ରାଜ୍ୟ ସରକାର ଓଡ଼ିଶାର କୃଷକଙ୍କର ଆୟ ଦ୍ୱିଗୁଣିତ କରିବା ପାଇଁ ବହୁ ସମୟରେ ପ୍ରତିଶ୍ରୁତି ଦେଇଛନ୍ତି । ଏପରିକି ୨୦୧୨-୧୩ ମସିହାରେ ଖୋଦ୍ ମୁଖ୍ୟମନ୍ତ୍ରୀ ଦୃଢ଼କ୍ତି ପ୍ରକାଶ କରି କହିଥିଲେ, ସାରା ଭାରତ ବର୍ଷରେ ଓଡ଼ିଶା ଏକମାତ୍ର ରାଜ୍ୟ, ଯେଉଁଠି ରାଜ୍ୟ କୃଷକ ମାନଙ୍କର ଆୟକୁ ସରକାର…

ମିଶନ ୨୦୨୪: ପିସିସି ଗଢ଼ିଲା ନୂଆ ଟିମ୍, ମୋକିମ ପରିଚାଳନା କମିଟି ସଦସ୍ୟ

ଭୁବନେଶ୍ୱର: ମିଶନ ୨୦୨୪ ପାଇଁ ପ୍ରଦେଶ କଂଗ୍ରେସ ତିଆରି କଲା ନୂଆ ଟିମ୍ । ଗତବର୍ଷ ମେ ମାସରେ ଶରତ ପଟ୍ଟନାୟକ ପିସିସି ସଭାପତି ଭାବେ ନିଯୁକ୍ତ ହୋଇଥିଲେ। ଏହାପରେ ନୂଆ ଟିମ୍ ଗଢାଯିବ ବୋଲି କୁହାଯାଇଥିଲା। କିନ୍ତୁ ଏବେ ବିଳମ୍ବରେ ହେଉ ପଛେ ଏକ ବଡ଼ ଟିମ୍ ତିଆରି କରିଛନ୍ତି। ଯେଉଁଥିରେ…