Latest Odisha News

BREAKING NEWS

Browsing Category

ଓଡିଶା

Odisha

ସାବତ ମା’ ମାଡରେ ୨ ଶିଶୁ ଗୁରୁତର

କଟକ: ମା' ନଥିବାରୁ ଦାଉ ସାଜିଲା ସାବତ ମା' । ଦୁଇ ଶିଶୁଙ୍କୁ ପିଟି ପିଟି ଗୁରୁତର କଲା ସାବତ ମା' । ଏଭଳି ଘଟଣା ଦେଖିବାକୁ ମିଳିଛି ଆଠଗଡ ଥାନା ଅନ୍ତର୍ଗତ ଅଶୋକ ନଗର ଅଞ୍ଚଳରେ । ଗୁରୁତର ଅବସ୍ଥାରେ ଉଭୟ ଶିଶୁଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବରମୁତାବକ, ଦୀର୍ଘ ଦିନ…

ଉତ୍କୋଚ ନେବୁନି କି ଦେବୁନି- ଏମିତି ଶପଥ ନେଲେ ସୂଚନା ଓ ଲୋକସଂପର୍କ ବିଭାଗ କର୍ମଚାରୀ

ଭୁବନେଶ୍ୱର:ଶପଥ ନେଲେ ସରକାରୀ କର୍ମଚାରୀ ଓ ଅଫିସର । ବ୍ୟକ୍ତିଗତ ଆଚରଣରେ ଦୃଷ୍ଟାନ୍ତମୂଳକ ସାଧୁତା ବଜାୟ ରଖିବେ । ଉତ୍କୋଚ ନେବେ ନାହିଁ କିମ୍ବା ଦେବେ ନାହିଁ । ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଆଜି ଶପଥ ପାଠ କରାଯାଇଛି ।…

ବିନା ଲାଇସେନ୍ସରେ ଚାଲିଥିଲା ବାଣ ବେପାର, ମାଡି ବସିଲା କମିଶନରେଟ ପୋଲିସ

ଖୋର୍ଦ୍ଧା: ଅବାଧରେ ବିକ୍ରି ହେଉଛି ବାଣ। ମାନୁ ନାହାଁନ୍ତି ସରକାରୀ ଗାଇଡ୍ ଲାଇନ୍। ଲୁଚା ଛପାରେ ଚାଲିଛି ବାଣ ବିକ୍ରି। ସରକାରୀ ନିୟମ ଅନୁସାରେ ବାଣ ବ୍ୟବସାୟୀମାନେ ଲାଇସେନ୍ସ କରିବା ପରେ ବାଣ ବିକିବା ପାଇଁ ଅନୁମତି ରହିଥିବା ବେଳେ ଅଧିକାଂଶ ବାଣ ଦୋକାନୀ ବିନା ଲାଇସେନ୍ସରେ ବାଣ ଦୋକାନ…

ମାତିଲେ ଚୋରଦଳ; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଚୋରେଇ ନେଲେ ବୈଦ୍ୟୁତିକ ସାମଗ୍ରୀ

ନବରଙ୍ଗପୁର: ଜିଲ୍ଲାରେ ଚୋରଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚୋରି ହୋଇଥିବା ଅଭିଯୋଗ ଆସିଛି। ସୂଚନା ଅନୁସାରେ ରବିବାର ରାତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନିର୍ବାଚନ ଉପ ବିଭାଗ କକ୍ଷ ଏବଂ ଡେପୁଟି କଲକ୍ଟରଙ୍କ କକ୍ଷରୁ ଚୋରି ହୋଇଥିବା ଅଭିଯୋଗ…

ରାୟଗଡାର ୧୧ଟି ବ୍ଲକରେ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡା: ରାୟଗଡା ଜିଲ୍ଲାର ୧୧ଟି ବ୍ଲକରେ ଆଜି ବିଜୁ ଜନତା ଦଳ ପକ୍ଷରୁ 'ଆମ ଓଡିଶା ନବୀନ ଓଡିଶା' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆମ ଓଡିଶା ନବୀନ ଓଡିଶାର ଅଧ୍ୟକ୍ଷ  ତଥା ୫-ଟି ଚେୟାରମ୍ୟାନ ଭିକେ ପାଣ୍ଡିଆନ ଭିସି ମାଧ୍ୟମରେ…

ନଭେମ୍ବର ୧୯ରେ ପୁରୀ ଜିଲ୍ଲା ସ୍ତରୀୟ ସୁନ୍ଦର ସ୍ଵାସ୍ଥ୍ୟ ପ୍ରତିଯୋଗିତା

ପୁରୀ: କଳିଙ୍ଗ ବଡି ବିଲଡିଂ ଫିଟନେସ୍ ଆସୋସିଏଶନ ଆନୁକୂଲ୍ୟରେ ପ୍ରଥମଥର ପାଇଁ ପୁରୀରେ ଅନୁଷ୍ଠିତ ହେବାକୁ ଯାଉଛି ୟୁନିଭର୍ସଲ ଲିଜେଣ୍ଡ କ୍ଲାସିକ ସୁନ୍ଦର ସ୍ଵାସ୍ଥ୍ୟ ପ୍ରତିଯୋଗିତା । ଆସନ୍ତା ନଭେମ୍ବର ୧୯ ତାରିଖରେ ପୁରୀ ବେଳାଭୂମିରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିରେ ୧୦ ଲକ୍ଷ…

୨୫ ବର୍ଷ ଶାସନରେ ୫୦ ଲକ୍ଷ ଦାଦନ, ୭ ହଜାର ସ୍କୁଲରେ ତାଲା-ଏମିତି କହି ବିଜେଡି ସରକାର ଉପରେ ବର୍ଷିଲା ଆପ

ଭୁବନେଶ୍ୱର: ୨୫ ବର୍ଷରେ ଏମିତି ଶାସନ ! ୫୦ ଲକ୍ଷ ଲୋକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି । ସ୍କୁଲ ଘର ଚିକଚିକ ହୋଇଛି । କିନ୍ତୁ ସ୍କୁଲରେ ପିଲା ନାହାନ୍ତି । ଯେତିକି ପିଲା ଅଛନ୍ତି ଜଣା ଶିକ୍ଷକ । ତେଣୁ ଶିକ୍ଷା ବ୍ୟବସ୍ଥା ଏକ ପ୍ରକାର ବିପର୍ଯ୍ୟସ୍ତ । ସ୍ୱାସ୍ଥ୍ୟ ସେବା ସ୍ଥିତି…

ଗାଧୋଉ ଥିବାବେଳେ ପୋଖରୀରେ ବୁଡ଼ି ୨ ଭାଇ ମୃତ

ନୟାଗଡ଼: ଇଟାମାଟି ଥାନା ଅଭିମାନପୁର ଗାଁରେ ଅଭାବନୀୟ ଘଟଣା। ଗାଧୋଉ ଥିବାବେଳେ ପୋଖରୀରେ ବୁଡ଼ି ମୃତ ୨ ସମ୍ପର୍କୀୟ ଭାଇ ମୃତ। ମୃତ ଦୁଇ ନାବାଳକ ଥିବା ବେଳେ ଜଣଙ୍କର ବୟସ ୧୧ ବର୍ଷ ଓ ଅନ୍ୟ ଜଣଙ୍କର ବୟସ ୧୨ ବର୍ଷ ଥିବା ସୂଚନା ରହିଛି। ମୃତ ଦୁଇ ନାବାଳକ ଦାଦା ପୁଅ ଓ ବଡ଼ବାପା ପୁଅ ଭାଇ।…

ପୁରୀରେ ମହାପ୍ରଭୂଙ୍କୁ ଦର୍ଶନ କଲେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ : କହିଲେ ଓଡିଶାର ବିକାଶ ସର୍ବୋଚ୍ଚ ପ୍ରାଥମିକତା

ପୁରୀ: ପୁରୀରେ ମହାପ୍ରଭୂଙ୍କୁ ଦର୍ଶନ କଲେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ। ଆସନ୍ତାକାଲି ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ  । ତେଣୁ ତା  ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରିଛନ୍ତି। ମହାପ୍ରଭୂଙ୍କୁ ଦର୍ଶନ କରିବା ପରେ ରାଜ୍ୟପାଳ ନିଜର ମନ୍ତବ୍ୟ ରଖିଛନ୍ତି  । ସେ…

ଭାରସାମ୍ୟ ହରାଇ ବିଲ ମଧ୍ୟକୁ ପଶିଲା ବସ୍ : ୧୪ ଆହତ, ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା କୁଶାମାଲ ଗାଁରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ଏକ ସରକାରୀ ବସ୍ ବିଲ ଭିତରକୁ ପଶିଯାଇଛି । ଫଳରେ ଏହି ଦୁର୍ଘଟଣାରେ ୧୪ ଜଣ ଯାତ୍ରୀ ଆହତ ହୋଇଛନ୍ତି  । ସମସ୍ତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି…