Latest Odisha News

BREAKING NEWS

Browsing Category

ଓଡିଶା

Odisha

ଥାନା ଭିତରେ ଥାନା ଅଧିକାରଣୀଙ୍କୁ ହତ୍ୟା ଉଦ୍ୟମ, ଅଭିଯୁକ୍ତ କୋର୍ଟ ଚାଲାଣ

ମୟୂରଭଞ୍ଜ: ମୟୂରଭଞ୍ଜରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜିଲ୍ଲାର ବିଶୋଇ ଥାନା ଭିତରେ ଥାନା ଅଧିକାରିଣୀଙ୍କୁ ଗଳା କାଟି ହତ୍ୟା ଉଦ୍ୟମ କରିଛନ୍ତି ଜଣେ ଅଭିଯୁକ୍ତ । ଏଥିରେ ଥାନା ଅଧିକାରିଣୀଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ସେ ଲହୁଲୁହାଣ ହୋଇଛନ୍ତି । ତେବେ ଘଟଣା ଘଟାଇଥିବା…

ଭୋଟର ସଚେତନତା: ଭବାନୀପାଟଣାରେ ‘ପଥ ଉତ୍ସବ’ ଅନୁଷ୍ଠିତ

ଭବାନୀପାଟଣା: ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା କଡ଼ରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୨୪ ଉପଲକ୍ଷେ ପଥଉତ୍ସବ ଓ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରାକୁ କଳାହାଣ୍ଡି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପି. ଅନ୍ୱେଷା ରେଡ୍ଡୀ ପତାକା ଦେଖାଇ…

ବ୍ରହ୍ମପୁରରେ ଘରେ ପଶି ମା’ ଓ ପୁଅଙ୍କୁ ଆକ୍ରମଣ ଘଟଣା, ୨ ଅଟକ

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ନାରାୟଣପୁର ଗାଁରେ ଘରେ ପଶି ମା’ ଓ ଦୁଇ ପୁଅଙ୍କୁ ଆକ୍ରମଣ ଘଟଣା । ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଦୁନିଆ ସାହୁ । ଏନେଇ ୨ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି…

ଫୋକସରେ ୨୪ ନିର୍ବାଚନ, ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ “ପଥ ଉତ୍ସବ “

ବାରିପଦା: ସାରା ରାଜ୍ୟରେ ଏବେ ୨୪ ନିର୍ବାଚନ କ୍ରେଜ । ୨୦୨୪ ସାଧାରଣ ନିର୍ବାଚନକୁ ଜନମାନସରେ ସଂପୂର୍ଣ୍ଣ ରୂପେ ପ୍ରତିଫଳିତ କରାଇବା ପାଇଁ ସାରା ଭାରତ ବର୍ଷରେ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହାରି ଭିତରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସଚେତନତା…

ବ୍ରାଉନସୁଗାର କାରବାର ବେଳେ ପୋଲିସର ଚଢାଉ, ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ଖଣ୍ଡଗିରି ରମାମଣି ପେଟ୍ରୋଲ ପମ୍ପ ନିକଟରେ ପୋଲିସର ଅତର୍କିତ ଚଢଉ । ବ୍ରାଉନ ସୁଗାର ଡିଲ କାରବାର ବେଳେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣାସ୍ଥଳରୁ ୨୦.୨୯ ଗ୍ରାମ ଓଜନର ବ୍ରାଉନ ସୁଗାର ସହିତ ନଗଦ ୩୨୦୦ ଟଙ୍କା ଜବତ କରିଛି ପୋଲିସ । ଖବରମୁତାବକ, ଲୋକଙ୍କୁ ବେଆଇନ…

ଶ୍ରୀମନ୍ଦିରରେ କୁମାରପୂର୍ଣ୍ଣିମା, ଆସନ୍ତା କାଲିଠୁ କାର୍ତ୍ତିକ ବ୍ରତ ଆରମ୍ଭ, ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ

ପୁରୀ: ଆଜି ପବିତ୍ର କୁମାରପୂର୍ଣ୍ଣିମା । ସେଥିପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ସେପଟେ ଆସନ୍ତା କାଲିଠୁ ଆରମ୍ଭ ହେଉଛି ଧର୍ମମାସ କାର୍ତ୍ତିକ । ସେଥିପାଇଁ ଚଳଚଞ୍ଚଳ ଜଗନ୍ନାଥ ଧାମ । ବ୍ରତ କରିବାକୁ ଶ୍ରୀକ୍ଷେତ୍ରରେ ପହଞ୍ଚିଲେଣି ହବିଷ୍ୟାଳି ।…

ମୋର ମାଟି ମୋର ଦେଶ’ ପ୍ରଚାର ହେତୁ ଅମୃତ କଳସ ଯାତ୍ରା ସ୍ୱତନ୍ତ୍ର ଟ୍ରେନର ଶୁଭାରମ୍ଭ

ଭୁବନେଶ୍ଵର: ମାନ୍ୟବର କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଅମୃତ କଳସ ଯାତ୍ରା ସ୍ୱତନ୍ତ୍ର ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନ୍ ଦେଶର ରାଜଧାନୀ ନୂଆଦିଲ୍ଲୀ କୁ 'ମୋର…

ସରକାରୀ କ୍ବାର୍ଟର୍ସରୁ ମହିଳା ଆରଆଇଙ୍କ ଝୁଲନ୍ତା ମର ଶରୀର ଉଦ୍ଧାର

ଜୟପୁର: ବୈପାରୀଗୁଡ଼ା ବ୍ଲକ କଲୋନିରେ ଥିବା ସରକାରୀ କ୍ୱାର୍ଟର୍ସରେ ଶୁକ୍ରବାର ସନ୍ଧ୍ୟାରାଣୀ ନାୟକ ନାମକ ଜଣେ ବରିଷ୍ଠ ରାଜସ୍ୱ ସହାୟକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସନ୍ଧ୍ୟାରାଣୀ ନାୟକ କ୍ୱାର୍ଟର୍ସରେ ଏକୁଟିଆ ରହୁଥିଲେ। ରୁମ୍ରୁ ଦୁର୍ଗନ୍ଧ ବାହାରୁଥିବାରୁ ପଡ଼ୋଶୀମାନେ ପୁଲିସକୁ…

ନରସିଂହଙ୍କ ବିବାଦୀୟ ବୟାନ ପରେ ଓଲିଉଡ ସକ୍ରିୟ, କ’ଣ କହିଲେ କୁନା, ଶ୍ରୀତମ ଓ ମନୋଜ?

ଭୁବନେଶ୍ୱର: ମନୋଜ ମିଶ୍ରଙ୍କୁ ବାସନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ନହେଲେ ଓଡ଼ିଶା ଦୁଇ ଭାଗ ହୋଇଯିବ ବୋଲି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର କହିବା ପରେ ଏହାକୁ ନେଇ ଓଲିଉଡରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି। ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ ଓରଫ କୁନା ତ୍ରିପାଠୀ…

ଓଡିଶା ଆସିବେ ପ୍ରିୟଙ୍କା ଓ ରାହୁଲ ଗାନ୍ଧୀ

ଭୁବନେଶ୍ଵର: ଖୁବ ଶିଘ୍ର ଓଡିଶା ଗସ୍ତରେ ଆସିବେ ପ୍ରିୟଙ୍କା ଓ ରାହୁଲ ଗାନ୍ଧୀ । ରାଜ୍ୟ କଂଗ୍ରେସ ତରଫରୁ ସେମାନଙ୍କୁ ନିମନ୍ତ୍ରଣ ଦିଆଯାଇଛି । ତେବେ କେବେ ଆସିବା ନେଇ କୌଣସି ସୂଚନା ମିଳିନଥିଲେ ମଧ୍ୟ ଏନେଇ ଖୁବ ଶିଘ୍ର ସୂଚନା ଦିଆଯିବ ବୋଲି କହିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର…