Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆମର ସବୁ ଶ୍ରମିକ ସୁରକ୍ଷିତ ଅଛନ୍ତି , ଖୁବ୍ ଶୀଘ୍ର ପରିବାରକୁ ଫେରିଆସିବେ: ଫାଇଭ୍-ଟି ଅଧ୍ୟକ୍ଷ

ଭୁବନେଶ୍ବର :  ଏହା ମଧ୍ୟରେ ଘଟଣାକୁ ୧୩ଦିନ ପୁରି ଆଜି ୧୪ ଦିନ ଚାଲିଛି  । ହେଲେ ଏବେବି ଟନେଲ୍ ଭିତରେ ଫସି ରହିଛନ୍ତି ୪୧ ଶ୍ରମିକ । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଚାଲିଛି  । ହେଲେ ବାରମ୍ବାର ରେସ୍କ୍ୟୁ ଅପରେସନରେ ବାଧା  ବାଧା ସୃଷ୍ଟି ହେଉଛି ।କେବେ ଘଟିବ ଅପେକ୍ଷାର ଅନ୍ତ ?…

ସପିଂ ମଲରୁ ସନ୍ଦେହଜନକ ଅବସ୍ଥାରେ ଶିଶୁକନ୍ୟା ଉଦ୍ଧାର

ଯାଜପୁର: ପୁଣି ଅଲୋଡା ହେଲେ ଶିଶୁ କନ୍ୟା । ଗତକାଲି ଯାଜପୁର ବ୍ୟାସନଗର ସହରର ଏକ ସପିଂ ମଲରୁ ସନ୍ଦେହଜନକ ଅବସ୍ଥାରେ ଏକ ଶିଶୁକନ୍ୟା ଉଦ୍ଧାର ହୋଇଛି  । ଶିଶୁର ପରିଚୟ ମିଳିନଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ଶିଶୁଟିକୁ ଧରି ସପିଂ ମଲରେ ବୁଲୁଥିବାର ଗ୍ରାହକଙ୍କ ନଜରରେ ପଡିଥିଲା ।…

ସାବଧାନ ! ଦଶରଥପୁର ବ୍ଲକରେ ବୁଲୁଛି ବଣୁଆ ହାତୀ

ଯାଜପୁର: ଥମୁନି ହାତୀ ଆତଙ୍କ  । ହାତୀ ମଣିଷ ଲଢେଇ ମଧ୍ୟରେ କେତେବେଳେ ହାତୀର ଜୀବନ ଯାଉଛି ତ କେତେବେଳେ ମଣିଷ ଜୀବନ ହରାଉଛି । ବାରମ୍ବାର ବିଭିନ୍ନ ଅଞ୍ଚଳରୁ ହାତୀ  ଦୌରାତ୍ମର ଖବର ସାମ୍ନାକୁ ଆସୁଛି  । ହେଲେ କହିବାକୁ ଗଲେ ହାତୀ ଘଉଡାଇବାରେ ବନ ବିଭାଗ ସମ୍ପୂର୍ଣ୍ଣ ଫେଲ ମାରିଛି  । ଏହାରି…

ମହାପଞ୍ଚୁକ ବ୍ରତ: ଆଜି ଆଡକିଆ ବା ତ୍ରିବିକ୍ରମ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୂ

ପୁରୀ : ଆଜି ପବିତ୍ର କାର୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶ ତିଥି  । ଆଜି ପଞ୍ଚୁକର ୩ୟ ଦିନରେ ଆଡକିଆ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୂ । ଏହି ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କ ମସ୍ତକରେ  ଚୂଳ ଲାଗି କରାଯାଇଥାଏ । ମାଆ ସୁଭଦ୍ରାଙ୍କ ସମେତ ଦୁଇ ଭାଇଙ୍କ  ମସ୍ତକର ଶୀର୍ଷ…

ପ୍ରଶାସନ-ପୂଜକ ଆଲୋଚନ ବିଫଳ : ଆଜି ବଡ ଓଷାରେ ଦ୍ବାର ଭାଙ୍ଗି ବାବା ଧବଳେଶ୍ବରଙ୍କ ବଡସିଂହାର ବେଶ ଦର୍ଶନ କଲେ ଭକ୍ତ

କଟକ : ଚାଲିଛି ମହାପଞ୍ଚୁକ ବ୍ରତ । ଏଥିଲାଗି ରାଜ୍ୟର ପ୍ରାୟ ସବୁ ଶୈବପୀଠ ଗୁଡିକ ଚଳଚଞ୍ଚଳ ହୋଇପଡିଛି । ସକାଳୁ ସକାଳୁ ସବୁ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ଆଜି ପଞ୍ଚୁକର ୩ୟ ଦିନରେ ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ଆଠଗଡର ପ୍ରସିଦ୍ଧ ବାବା ଧବଳେଶ୍ବର…

ଆସନ୍ତା ୧୦ରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ ୨୦୨୩

ଭୁବନେଶ୍ୱର: ଏଆଇସି-ନାଳନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେସନ ପକ୍ଷରୁ ଆସନ୍ତା ଡ଼ିସେମ୍ବର ୧୦ ତାରିଖରୁ ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ ୨୦୨୩ ଆୟୋଜିତ ହେବ । ଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ଓଡ଼ିଶାରେ ଷ୍ଟାର୍ଟଅପ୍ ବ୍ୟବସ୍ଥା ବେଶ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବାରୁ…

ଜାତୀୟ ମିଡିଆ କନକ୍ଲେଭ: ଡିଜି-ଟେକ୍ ସାଜିବ ଗଣମାଧ୍ୟମ ଓ ଗଣତନ୍ତ୍ର ମଧ୍ୟରେ ସେତୁବନ୍ଧ

ଭୁବନେଶ୍ୱର: ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ ଦ୍ୱାରା ଆୟୋଜିତ ତିନି ଦିନିଆ ଜାତୀୟ ମିଡିଆ କନକ୍ଲେଭ ଗୁରୁବାର ଉଦଯାପିତ ହୋଇଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟ ଓ କିଟ୍ ସହଯୋଗରେ ଆୟୋଜିତ ଏହି କନକ୍ଲେଭରେ ଭାରତର ବିଶେଷଜ୍ଞମାନେ ଗଣମାଧ୍ୟମ ଓ ଗଣତନ୍ତ୍ରକୁ ଡିଜି-ଟେକ୍ ସହ ଯୋଡ଼ିବା ପାଇଁ ରୋଡ୍…

୨ୟ ସୋଆ ସାହିତ୍ୟ ଉତ୍ସବ ଉଦ୍‌ଘାଟିତ: ସମୂହ ସମାଜ, ସାମାଜିକ ଏକତା ଉପରେ ଗୁରୁତ୍ୱ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ୩ ଦିନିଆ ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି । ଏହି ଉତ୍ସବକୁ ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ଡକ୍ଟର ପ୍ରତିଭା ରାୟ ଉଦ୍‌ଘାଟନ କରି ଏକ ସମୁୂହ ସମାଜ ଗଠନ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଯେଉଁଥିରେ…

ଏନ୍‌ଏସ୍‌ଟିଆଇ ପ୍ଲସ୍‌ର ଭିତ୍ତିପ୍ରସ୍ତର ସ୍ଥାପନ: ଶିକ୍ଷା ସହିତ ଦକ୍ଷତାକୁ ଗୁରୁତ୍ୱ ଦେବା ଜରୁରୀ

ଖୋର୍ଦ୍ଧା: ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଖୋର୍ଦ୍ଧା ଜିଲା ଜଟଣୀସ୍ଥିତ ପଦନପୁରଠାରେ ରାଷ୍ଟ୍ରୀୟ ଦକ୍ଷତା ତାଲିମ କେନ୍ଦ୍ର (ଏନ୍‌ଏସ୍‌ଟିଆଇ) ପ୍ଲସର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । କେନ୍ଦ୍ର ଶିକ୍ଷା ତଥା ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର…

ଫିଲ୍ମ ‘ରାମ’ର ଅରିଜିନାଲ ଭିଡିଓକୁ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ପକାଇ ଗିରଫ ହେଲେ ଯୁବକ

ଭୁବନେଶ୍ୱର: ଓଡ଼ିଆ ଫିଲ୍ମ ‘ରାମ’ର ଅରିଜିନାଲ ଭିଡିଓକୁ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ପୋଷ୍ଟ କରିବା ମହଙ୍ଗା ପଡ଼ିଛି । ଏହି ଘଟଣାରେ ପୋଲିସ ଗଂଜାମ ଜିଲ୍ଲାର ଜଣେ ଯୁବକଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଶିବରାମ ନାହାକ । ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା କରାପଲ୍ଲୀ ଗ୍ରାମର…